ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

୧୯୪୮ ମସିହା ଏପ୍ରିଲ ୭ ତାରିଖରେ ଜାତିସଂଘ ପକ୍ଷରୁ ପ୍ରତିଷ୍ଠା ହେଇଥିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO)। ବିଶ୍ୱରେ ସ୍ୱାଥ୍ୟ ସେବା ସମ୍ପର୍କିତ ବିବରଣୀ ସଂଗ୍ରହ କରିବା ଏବଂ ଏହାର ମୁକାବିଲା ଦିଗରେ ଆବଶ୍ୟକ ପଦକ୍ଷେପ ନେବା ଥିଲା ଏହି ସଂଗଠନର ଉଦ୍ଦେଶ୍ୟ ।ଏହାର ମୂଖ୍ୟାଳୟ ସୁଇଜରଲାଣ୍ଡର ଜେନେଭାଠାରେ ପ୍ରତିଷ୍ଠା ହେଇଥିଲା ।ଅବଶ୍ୟ ଏହା ପୂର୍ବରୁ ସଂଗଠନ ପ୍ରତିଷ୍ଠା ଲାଗି ୧୯୪୬ ଜୁଲାଇ ୨୨ରେ ଜାତିସଂଘର ୬୧ଟି ସଦସ୍ୟ ରାଷ୍ଟ୍ର ଏକ ରାଜିନାମା ସ୍ୱାକ୍ଷର କରିଥିଲେ ।ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରଥମ ବୈଠକ ୧୯୪୮ ଜୁଲାଇ ୨୪ରେ ଶେଷ ହେଇଥିଲା ।ପ୍ରତିଷ୍ଠା ହେବା ଦିନରୁ ସଂଗଠନ ବିଶ୍ୱରୁ ବସନ୍ତରୋଗ ସମ୍ପୁର୍ଣ୍ଣ ଭାବେ ଲୋପ କରିବା ଲାଗି ଉଦ୍ୟମ ଆରମ୍ଭ କରିଥିଲା ଏବଂ ଏଦିଗରେ ସଫଳ ମଧ୍ୟ ହେଇଥିଲା ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ
منظمة الصحة العالمية
世界卫生组织
Organisation mondiale de la santé
Всемирная организация здравоохранения
Organización Mundial de la Salud
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ
Flag of the World Health Organization
ସଙ୍ଗଠନSpecialized agency of the United Nations
AcronymsWHO
OMS
ମୂଖ୍ୟDr. Margaret Chan
ସ୍ଥିତିସକ୍ରିୟ
ପ୍ରତିଷ୍ଠା୭ ଏପ୍ରିଲ ୧୯୪୮
ମୂଖ୍ୟ କାର୍ଯ୍ୟାଳୟGeneva, Switzerland
ୱେବସାଇଟwww.who.int
Parent orgECOSOC

ଆଧାର

ବାହାର ତଥ୍ୟ

Tags:

🔥 Trending searches on Wiki ଓଡ଼ିଆ:

ଭାରତୀୟ ଡାକ ସେବାପଳାଶମୁକ୍ତେଶ୍ଵର ଦେଉଳନବ ଚରଣ ମାଝିବାଲେଶ୍ୱର ଜିଲ୍ଲାହନୁମାନ ଜୟନ୍ତୀଖାରବେଳଇବୋଲା ଭୂତାଣୁ ରୋଗଅରିନ୍ଦମ ରାୟଛେଣ୍ଡିପଦା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଯୁକ୍ତରାଜ୍ୟଭାରତୀୟ ସମ୍ବିଧାନମାଟିର ମଣିଷ (ଉପନ୍ୟାସ)ଉଇକିଖବରବ୍ରହ୍ମଗିରି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଭାରତର ନଦୀ ସମୂହର ତାଲିକାକୁନ୍ତଳା କୁମାରୀ ସାବତଓଡ଼ିଶା ବିଧାନ ସଭାଭିକାରୀ ବଳଅଖିଳ ମୋହନ ପଟ୍ଟନାୟକରାମାୟଣବ୍ୟଞ୍ଜନ ବର୍ଣ୍ଣଉଇକିମିଡ଼ିଆ ମୁଭମେଣ୍ଟଦକ୍ଷିଣ କୋଏଲ ନ‌ଦୀଉଦ୍‌ଜାନକୃଷ୍ଣବଣ୍ଡ (ଅର୍ଥ)ଟୋକିଓବିଶ୍ୱ ନାଟ୍ୟ ଦିବସପୂର୍ଣ୍ଣ ଚନ୍ଦ୍ର ସେଠୀଅଟଳ ବିହାରୀ ବାଜପେୟୀ୮ ମାର୍ଚ୍ଚ୧୮ ମାର୍ଚ୍ଚବି. ଆର. ଆମ୍ବେଦକରମହାପାତ୍ର ନୀଳମଣି ସାହୁଜାଫିର୍ଲୁକାଷ୍ଟଫାଲଗୁନ୧୯୪୯ମଧୁସୂଦନ ରାଓବରାବିଜୟ କୁମାର ଶତପଥୀଅକ୍ଷୟ ମହାନ୍ତିଗୋପବନ୍ଧୁ ଦାସସୁଦର୍ଶନ ସାହୁ (ଛେନାପୋଡ଼ ଜନକ)ଭାରତୀୟ ମହିଳାଗୁରୁ କେଳୁଚରଣ ମହାପାତ୍ର ସମ୍ମାନଅନୁଭବ ମହାନ୍ତିପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷନାରୀ ନୁହେଁ ତୁ ନାରାୟଣୀଆସିକାରାମଚନ୍ଦ୍ର ମିଶ୍ରମିଳିତ ଜାତିସଂଘହଳଧର ନାଗଶ୍ୟାମସୁନ୍ଦର କରମରାଠୀ ଭାଷାଓସ୍ତମିଆଁମାରଇଣ୍ଡିଆନ ପ୍ରିମିଅର ଲିଗଅମୃତାୟନ୧୯୩୯🡆 More