ଦେବ୍ରାଜ ଲେଙ୍କା: ଓଡ଼ିଆ ଗାଳ୍ପିକ ଓ ଔପନ୍ୟାସିକ

ଦେବ୍ରାଜ ଲେଙ୍କା, ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଗାଳ୍ପିକ ଓ ଔପନ୍ୟାସିକ । ସେ କଟକ ଜିଲ୍ଲା ବାଙ୍କୀ ଅନ୍ତର୍ଗତ କୁଶପଙ୍ଗୀ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।

ଦେବ୍ରାଜ ଲେଙ୍କା
ଜନ୍ମ ଓ ଜନ୍ମସ୍ଥାନ୧୯୩୮
କୁଶପଙ୍ଗୀ, ବାଙ୍କୀ, କଟକ
ବୃତ୍ତିଗାଳ୍ପିକ ଓ ଔପନ୍ୟାସିକ
ଭାଷାଓଡ଼ିଆ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

ପ୍ରକାଶିତ ପୁସ୍ତକ

  • ପ୍ରେମ ନଗରର ଅନେକ କଥା
  • ଅନ୍ଧ ମୁହାଣୀ
  • ପୃଥିବୀର ତରା
  • ଗପ ମସିହା ୨୦୦୦
  • ଯା'ରେ ଭାସି ଭାସି ଯା
  • ଲାଗା ଚୁନରୀ ମେ ଦାଗ୍
  • ଖେଳ
  • ଦେବ୍ରାଜର ଅର୍କେଷ୍ଟ୍ରା (୧୯୭୫)
  • ଗାଁ ଗାଁ ଆହା ଆହା
  • ପାଉଁଶଗଦାର ସୁନାର ଧୂଳି
  • ମୋ ଧନମାଳୀ
  • ଜୋକର

ପୁରସ୍କାର ଓ ସମ୍ମାନ

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୯୪ (ଗାଁ ଗାଁ ଆହା ଆହା)
  • ବିଶ୍ୱନାଥ ପଶାୟତ ଶତବାର୍ଷିକୀ ସମ୍ମାନ
  • କା ସମ୍ମାନ - ୨୦୦୯
  • ବୀଣାପାଣି ମହାନ୍ତି କଥା ସାହିତ୍ୟ ପୁରସ୍କାର
  • ଜେମା-ସାମନ୍ତ ସୃଜନୀ ପୁରସ୍କାର(ଉତ୍କଳ ସାହିତ୍ୟ ସମାଜଦ୍ୱାରା ପ୍ରଦତ୍ତ) - ୨୦୧୮
  • ଉତ୍କଳ ସାହିତ୍ୟ ସମାଜ ଉପନ୍ୟାସ ସମ୍ମାନ, ୧୯୯୭

ଆଧାର

Tags:

ଓଡ଼ିଆ ଭାଷା

🔥 Trending searches on Wiki ଓଡ଼ିଆ:

ରୋଦନ୍ତୀସରସ୍ୱତୀ ନଦୀମିଶ୍ରଧାତୁଜନ ବୀମସବିଭୂତି ପଟ୍ଟନାୟକଗଣିତଶିଶୁ ଅନନ୍ତ ଦାସଆଫଗାନିସ୍ତାନଓଡ଼ିଆ ଭାଷା ଆନ୍ଦୋଳନଶାନ୍ତନୁଚିତାଗଛଦଣ୍ଡ ନାଟଅର୍ଥଶାସ୍ତ୍ରଲିନକ୍ସପୁରୁଷୋତ୍ତମ ଦେବଦୁର୍ଗାଓଡ଼ିଶାସମାଜ (ଖବରକାଗଜ)ଅନୁବ୍ରତ ବସୁରାମ ପ୍ରସାଦ ସିଂହଆଜ୍‌ମାବିଶ୍ୱ ପରିବେଶ ଦିବସହାଡ଼ଫୁଟିଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରବୈଷ୍ଣବ ଚରଣ ସାମଲପଦ୍ମପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ନିତ୍ୟାନନ୍ଦ ମହାପାତ୍ରନିରଞ୍ଜନ ରାଉତଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳତୁଳସୀମହାତ୍ମା ଗାନ୍ଧୀଗୋପବନ୍ଧୁ ଚୌଧୁରୀସ୍ୱର ବର୍ଣ୍ଣଓଡ଼ିଆ ରାମାୟଣଗାୟତ୍ରୀବାଳା ପଣ୍ଡାଦି ଟାଇମସ୍ ଅଫ୍ ଇଣ୍ଡିଆପତିତପାବନ ଯାତ୍ରାବାଲେଶ୍ୱରହୋ ଜନ‌ଜାତିତିର୍ତ୍ତୋଲ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଉଇକିପିଡ଼ିଆପଞ୍ଚାୟତ ରାଜଚନ୍ଦନଲାଗି ବେଶଉଚ୍ଛ୍ୱାସ (କବିତା ସଙ୍କଳନ)ପୂଜାମଦଶିବଲିଙ୍ଗରାଜକୃଷ୍ଣ ବୋଷହରେ କୃଷ୍ଣବିକ୍ରମ କେଶରୀ ଦେଓଓଡ଼ିଶାର କଳାହିମ କଲରାପତ୍ରିଆ ବାଘ (ସ୍ନୋ ଲେପର୍ଡ୍)୨୯ ଅପ୍ରେଲଫନୀ ମହାନ୍ତିକର୍ପୁରସରସ୍ୱତୀଗୋଦାବରୀଶ ମହାପାତ୍ରଶ୍ରୀଶାନ୍ତନୁ କୁମାର ଆଚାର୍ଯ୍ୟହରଣ (ଗଣିତ)ରାଜେନ୍ଦ୍ର ନାରାୟଣ ସିଂହଦେଓ୧୯ ମାର୍ଚ୍ଚ୧ ଅପ୍ରେଲନାଗ ଐରିସୀତା ବିବାହମେଦ ବହୁଳତାସ୍ୱର୍ଣ୍ଣ ମନ୍ଦିରଯୌନ କ୍ରିୟା ସଞ୍ଚାରିତ ରୋଗ ସମୂହରାମ ନବମୀମୂଷାକାନୀ🡆 More