ମାନସୀ ଦାସ: ଓଡ଼ିଆ ଗାଳ୍ପିକା ଓ ଔପନ୍ୟାସିକା

ମାନସୀ ଦାସ (ଜନ୍ମ: ୬ ମଇ ୧୯୪୩) ଜଣେ ଓଡ଼ିଆ ଗାଳ୍ପିକା ଓ ଔପନ୍ୟାସିକା । ସେ ତିନୋଟି କ୍ଷୁଦ୍ରଗଳ୍ପ ସଂକଳନ, ଚାରୋଟି ଉପନ୍ୟାସ ଓ ଗୋଟିଏ ଭ୍ରମଣ କାହାଣୀ ଲେଖିଛନ୍ତି । ତାଙ୍କର ରଚନା ନିମନ୍ତେ ସେ ୧୯୯୬ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଓ ୨୦୧୫ ମସିହାରେ ଉତ୍କଳ ସାହିତ୍ୟ ସମାଜ ତରଫରୁ ସମ୍ମାନୀତ । ତାଙ୍କ ରଚନାବଳୀ ଛୋଟ ଛୋଟ ସହରନିବାସୀଙ୍କ ଜୀବନ ଓ ଅଙ୍ଗେନିଭା ପାରିବାରିକ ଘଟଣା ଆଧାରରେ ଲିଖିତ । ଦାସ ଓଡ଼ିଶାର ଜଣାଶୁଣା ନାରୀବାଦୀ ଲେଖିକାମାନଙ୍କ ମଧ୍ୟରୁ ଅନ୍ୟତମ । ତାଙ୍କ ଉପନ୍ୟାସ ନିସ୍ତବ୍ଧ କୋଳାହଳ ନିମନ୍ତେ ସେ ୧୯୯୬ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଏକାଡେମୀ ପୁରସ୍କାରରେ ସମ୍ମାନୀତ ।

ମାନସୀ ଦାସ
ଜନ୍ମ ଓ ଜନ୍ମସ୍ଥାନ (1943-05-06) ୬ ମଇ ୧୯୪୩ (ବୟସ ୮୦)
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ସାହିତ୍ୟ କୃତିନିସ୍ତବ୍ଧ କୋଳାହଳ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୬

ଆଧାର

Tags:

ଉତ୍କଳ ସାହିତ୍ୟ ସମାଜଓଡ଼ିଆ ଭାଷାଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରନାରୀବାଦ

🔥 Trending searches on Wiki ଓଡ଼ିଆ:

ବିଶ୍ୱଜିତ ଦାସକଳସା ଚଉତିଶାଚରକଶଶିଭୂଷଣ ରାୟପ୍ରମିଳା ମଲ୍ଲିକଓଡ଼ିଆ ଭାଷା ଆନ୍ଦୋଳନ୨୦୦୬କିଶୋରୀ ଚରଣ ଦାସକରୀନା କପୁରରାମ୍ବୁଟାନ୍କାରୁବାକୀକୋଳିପାରା୧୯୧୭ବସନ୍ତ କୁମାର ମହାନନ୍ଦଓଡ଼ିଆ ଭ୍ରମଣ ସାହିତ୍ୟବ୍ରହ୍ମେଶ୍ୱର ମନ୍ଦିର, ଭୁବନେଶ୍ୱରବଡ଼ ଓଡ଼ିଆ ମଠଦ୍ରୌପଦୀ ମୁର୍ମୁଲାଲ ରଞ୍ଜିତ ସିଂହ ବରିହା୧୭୨୫ବୁଢ଼ିଆଣୀକୁଞ୍ଜବିହାରୀ ତ୍ରିପାଠୀପ୍ରଭାତ ରଞ୍ଜନ ବିଶ୍ୱାଳଯୋଗଏ. ପି. ଜେ. ଅବଦୁଲ କଲାମମିଶ୍ରଧାତୁତାକଲାମାକାନ ମରୁଭୂମିଚନ୍ଦ୍ରଶେଖର ରଥଫାଶୀଖଜାଶିମକଇଁଆସିଙ୍ଗାପୁରବଳରାମ ଦାସଭାରତୀୟ ଦଣ୍ଡବିଧି ସଂହିତା ଦଫା ୩୦୯ମିଶ୍ର ସତ୍ୟନାରାୟଣଛବିଳ ମଧୁ ବର୍ଣ୍ଣବୋଧଚିତ୍ତରଞ୍ଜନ ଦାସଓଡ଼ିଆ କବି ମାନଙ୍କର ତାଲିକାଅମୃତା ପ୍ରୀତମମଲ୍ଲିକା ସରାଭାଇହରେକୃଷ୍ଣ ମହତାବସଂଖ୍ୟା ରେଖାମହାନଦୀସୀତା ବିବାହମୌଳିକ ସଂଖ୍ୟାଗୁଗଲ ମ୍ୟାପ୍ସହିମ କଲରାପତ୍ରିଆ ବାଘ (ସ୍ନୋ ଲେପର୍ଡ୍)ପ୍ରତିଭା ପାଟିଲ୧୯ ମାର୍ଚ୍ଚଦିନଶିଶୁ ଅନନ୍ତ ଦାସଜୀବସାରବିବାହଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରସକ୍ରେଟିସପ୍ରଶାନ୍ତ ନନ୍ଦତାଳଧ୍ୱଜମହୁଦୁର୍ଗାଅଶ୍ୱିନୀ କୁମାର ଘୋଷସିଦ୍ଧାନ୍ତ ମହାପାତ୍ରଯୋରନ୍ଦା ମେଳାନମିତା ଅଗ୍ରୱାଲଚତୁର୍ଭୁଜମନୋରଞ୍ଜନ ଦାସଆଚାର୍ଯ୍ୟ ହରିହରଉଦୟନାଥ ଷଡ଼ଙ୍ଗୀହେମନ୍ତ ଦାସଶତାବ୍ଦୀର ସୂର୍ଯ୍ୟ🡆 More