ଚକାଡୋଳା କରୁଚି ଲୀଳା: ୧୯୯୦ର ଓଡ଼ିଅ

ଚକାଡୋଳା କରୁଛି ଲୀଳା, ୧୯୯୦ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅମୀୟ ରଞ୍ଜନ ପଟ୍ଟନାୟକ । ଶୀର୍ଷାନନ୍ଦ ଦାସ କାନୁନ୍‌ଗୋ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ହର ପଟ୍ଟନାୟକ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।

ଚକାଡୋଳା କରୁଛି ଲୀଳା
ନିର୍ଦ୍ଦେଶକହର ପଟ୍ଟନାୟକ
ପ୍ରଯୋଜକଅମୀୟ ରଞ୍ଜନ ପଟ୍ଟନାୟକ
ସଂଳାପଶୀର୍ଷାନନ୍ଦ ଦାସ କାନୁନ୍‌ଗୋ
ଚିତ୍ରନାଟ୍ୟହର ପଟ୍ଟନାୟକ
କାହାଣୀହର ପଟ୍ଟନାୟକ
କଳାକାରଉତ୍ତମ ମହାନ୍ତି
ଅପରାଜିତା ମହାନ୍ତି
ବିଜୟ ମହାନ୍ତି
ସୁଜାତା ଆନନ୍ଦ
ହର ପଟ୍ଟନାୟକ
ମିହିର ଦାସ
ଦେବୁ ବୋଷ
ଜୟୀରାମ ସାମଲ
ସଙ୍ଗୀତଅକ୍ଷୟ ମହାନ୍ତି
ଚିତ୍ରଗ୍ରହଣଶାମ୍ବା ଶିବା ରାଓ
ସମ୍ପାଦକଦେବେନ ମିଶ୍ର
ମୁକ୍ତିଲାଭ ତାରିଖ
୧୯୯୦
ଦେଶଚକାଡୋଳା କରୁଚି ଲୀଳା: ଅଭିନୟ, ଗୀତ ଏବଂ ସଙ୍ଗୀତ, ଆଧାର ଭାରତ
ଭାଷାଓଡ଼ିଆ

ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ବିଜୟ ମହାନ୍ତି, ସୁଜାତା ଆନନ୍ଦ, ହର ପଟ୍ଟନାୟକ, ମିହିର ଦାସ, ଦେବୁ ବୋଷ, ଜୟୀରାମ ସାମଲ, ଅନୁରାଧା, ରେଖା ଜୈନ, ବ୍ରଜ ସିଂହ, ଡିସ୍କୋ ଶାନ୍ତି, ଦୁଃଖିରାମ ସ୍ୱାଇଁ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ

ଗୀତ ଏବଂ ସଙ୍ଗୀତ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅକ୍ଷୟ ମହାନ୍ତି । ଶୀର୍ଷାନନ୍ଦ ଦାସ କାନୁନ୍‌ଗୋ, ଅକ୍ଷୟ ମହାନ୍ତି ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଅନୁରାଧା ପୌଡ଼ୱାଲ, ଅକ୍ଷୟ ମହାନ୍ତି ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ

କ୍ରମଗୀତସମୟ

ଆଧାର

ବାହାର ଆଧାର

Tags:

ଚକାଡୋଳା କରୁଚି ଲୀଳା ଅଭିନୟଚକାଡୋଳା କରୁଚି ଲୀଳା ଗୀତ ଏବଂ ସଙ୍ଗୀତଚକାଡୋଳା କରୁଚି ଲୀଳା ଆଧାରଚକାଡୋଳା କରୁଚି ଲୀଳା ବାହାର ଆଧାରଚକାଡୋଳା କରୁଚି ଲୀଳା

🔥 Trending searches on Wiki ଓଡ଼ିଆ:

କଳିଙ୍ଗ ଯୁଦ୍ଧପ୍ରାଣୀକେବେ ତମେ ନାହଁ କେବେ ମୁଁ ନାହିଁସ୍ୱାଧୀନତାଲଳିତା (୧୯୪୯ର ସିନେମା)ଭାରତର ରାଷ୍ଟ୍ରପତି ମାନଙ୍କର ତାଲିକାବିଶ୍ୱ ନୃତ୍ୟ ଦିବସଇଂରାଜୀ ଭାଷାବେଙ୍ଗାଳୁରୁଗୁଣନପରିସଂଖ୍ୟାନଅଭିରାମ ପରମହଂସସୁରେନ୍ଦ୍ର ମହାନ୍ତିବଳରାମ ଦାସମହାବଳ ବାଘତାରିଣୀ ମନ୍ଦିର, ଘଟଗାଁହେପାଟାଇଟିସକଳାପାହାଡ଼ରଞ୍ଜିତା ନାୟକଶାରଳା ପୁରସ୍କାରଗୁରୁବାରଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରକେଉଁ ଦୁନିଆରୁ ଆସିଲ ବନ୍ଧୁଇତିହାସଯଶୋବନ୍ତ ଦାସକଟକପଞ୍ଜାବୀ ଭାଷା୮ ଅପ୍ରେଲଅକ୍ଷାଂଶସୀତା ବିବାହଭାନୁଚରଣ ନାଏକହଳଦୀଅର୍ଥଶାସ୍ତ୍ରଆହେ ଦୟାମୟ ବିଶ୍ୱ ବିହାରୀତପସ୍ୱିନୀରାମଓଡ଼ିଶାର ସଂସ୍କୃତିକଳାକଳେବର ଚଉତିଶାହନୁମାନ ଜୟନ୍ତୀସତ୍ୟବାଦୀ ବନ ବିଦ୍ୟାଳୟମୌଳିକ ସଂଖ୍ୟାଶୀତଳ ଷଷ୍ଠୀ ଯାତ୍ରାଚୁଡ଼ାଜ୍ୟୋତିର୍ଲିଙ୍ଗବର୍ଷାଥିଓଟେପାwiki.phtmlରାମଚନ୍ଦ୍ର ବେହେରାପାରଳାଖେମୁଣ୍ଡି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ପଟ୍ଟଚିତ୍ରକଳିଙ୍ଗ, ଭାରତରାମଶଙ୍କର ରାୟଦମନ (୨୦୨୨ର କଥାଚିତ୍ର)ଗୁପଚୁପକଟକ ଜିଲ୍ଲାଭାରତୀୟ ମହାକାଶ ଗବେଷଣା ସଂସ୍ଥାବଜରଙ୍ଗୀ (ଓଡ଼ିଆ କଥାଚିତ୍ର)ଐଶ୍ୱର୍ଯ୍ୟା ରାୟଗଙ୍ଗାଧର ମେହେରଲାଜକୁଳୀ ଲତାଗୁଗଲଓଡ଼ିଶା ବିଧାନ ସଭାମହାତ୍ମା ଗାନ୍ଧୀଅଶୋକ (ଗଛ)ମୁଚୁକୁନ୍ଦକୃଷ୍ଣ ଜନ୍ମାଷ୍ଟମୀ୨୭ ଅପ୍ରେଲଜବାହରଲାଲ ନେହେରୁଓଡ଼ିଆ ଖାଦ୍ୟଘିମିରିହିପୋପୋଟାମସ🡆 More