ଗୁପଚୁପ

ଗୁପଚୁପ ଏକ ଭାରତୀୟ ଖାଦ୍ୟ । ଏହା ଆଳୁ ଚକଟା ଓ ଖଟାପାଣି ସହ ଖିଆଯାଇଥାଏ ।

ଗୁପଚୁପ
ଗୁପଚୁପ

ଆବଶ୍ୟକ ସାମଗ୍ରୀ

  • ମଇଦା - ଅଧା କପ୍
  • ସୁଜି - ଗୋଟେ କପ୍
  • ତେଲ - ୨୫୦ ମିଲିଲିଟର
  • ଆଳୁ - ୨୫୦ ଗ୍ରାମ୍
  • ମଟର - ୫୦ଗ୍ରାମ୍
  • ତେନ୍ତୁଳି - ୫୦ ଗ୍ରାମ୍
  • ଆବଶ୍ୟକ ଅନୁସାରେ ଲୁଣ, ଲଙ୍କାଗୁଣ୍ଡ, ଧନିଆ ପତ୍ର ଓ ପୋଦିନା ପତ୍ର

ପ୍ରସ୍ତୁତି

ଅଧାକପ୍ ମଇଦା ଓ ଏକ କପ୍ ସୁଜିକୁ ଗୋଟିଏ ପାତ୍ରରେ ଭଲକରି ମିଶାଇବା । ସେଥିରେ ଆବଶ୍ୟକ ପରିମାଣର ଉଷୁମ ପାଣି ଦେଇ ଭଲକରି ଚକଟା ଯାଏ । ଚକଟା ହୋଇଥିବା ସୁଜି ଓ ମଇଦାକୁ ଛୋଟ ଛୋଟ ଗୁଳା କରାଯାଏ । ଏହି ଗୁଳାଗୁଡିକୁ ଏକ ଓଦା କପଡାରେ ଟାଇଟ୍ କରି ଅଧଘଣ୍ଟା ଘୋଡେଇ ରଖାଯାଏ । ପରେ ଏହାକୁ ଛୋଟ ଛୋଟ ପୁରୀ ଭଳି ବେଲି ଗରମ ତେଲରେ ଛାଣି ଖୋଲା ରଖାଯାଏ । ଏହା ଥଣ୍ଡା ହୋଇଗଲା ପରେ ଏକ ଟାଇଟ୍‌ ଡବାରେ ରଖାଯାଏ । ପରେ ଅନ୍ୟ ଏକ ଜାଗାରେ ୪/୫ଟା ସିଝା ଆଳୁକୁ ଚୋପା ଛଡ଼ାଇ ଆବଶ୍ୟକ ଅନୁସାରେ ଲୁଣ, ଲଙ୍କାଗୁଣ୍ଡ, ଜିରାଗୁଣ୍ଡ, ସିଝା ମଟର, ଧନିଆ ପତ୍ର ପକାଇ ଚକଡା ଯାଏ । ଅନ୍ୟ ଏକ ପାତ୍ରରେ ତେନ୍ତୁଳିରେ ଆବଶ୍ୟକ ଅନୁସାରେ ପାଣି ଦେଇ ରସ ବାହାର କରାଯାଏ । ସେଥିରେ ଲୁଣ, ଆମ୍ବକଷି ଅଦା ଓ କଞ୍ଚାଲଙ୍କା ଛେଚି ପକାଇବା ସହିତ ପୋଦିନା ପତ୍ର ଛିଣ୍ଡାଇ ପକାଯାଏ । ଖଟାପାଣି ଓ ଆଳୁ ମସଲା ପ୍ରସ୍ତୁତି ହୋଇଗଲା ପରେ ଗୁପ୍‌ଚୁପ୍ କଣା କରି ସେଥିରେ ଆଳୁ ମସଲା ଓ ଖଟାପାଣି ଦେଇ ପରଷା ଯାଏ ।

ଗ୍ୟାଲେରି

ଆଧାର

Tags:

ଗୁପଚୁପ ଆବଶ୍ୟକ ସାମଗ୍ରୀଗୁପଚୁପ ପ୍ରସ୍ତୁତିଗୁପଚୁପ ଗ୍ୟାଲେରିଗୁପଚୁପ ଆଧାରଗୁପଚୁପଭାରତ

🔥 Trending searches on Wiki ଓଡ଼ିଆ:

ଗଙ୍ଗାଧର ରଥଗର୍ଭାବସ୍ଥାଫତୁରାନନ୍ଦଶରତ କୁମାର ମହାନ୍ତିନବଯୌବନ ବେଶନନ୍ଦିନୀ ଶତପଥୀତାଳଧ୍ୱଜଓଡ଼ିଆ ଖବରକାଗଜ ତାଲିକାଯୁକ୍ତରାଜ୍ୟପଖାଳଫେବୃଆରୀ ୨୯ଗୋଦାବରୀଶ ମିଶ୍ରପୁଷ୍ଟିସାରଗୋଦାବରୀଶ ମହାପାତ୍ର୧୮ ଅକ୍ଟୋବରରବର୍ଟ ହିଲ୍ହାଡ଼ଫୁଟିଗୋପାଳକୃଷ୍ଣ ପଟ୍ଟନାୟକଚବିଶ ଗୁରୁଭାନୁଜୀ ରାଓବଳରାମ ଦାସରଥଯାତ୍ରାଜଣ୍ଡିସ୍ବ୍ୟାସଦେବପାକ୍ରିଟିନିବପକୋଡ଼ା୭ (ସଂଖ୍ୟା)ଜଗନ୍ନାଥ ମନ୍ଦିରଜାପାନ ସାଗରଚନ୍ଦ୍ରଶେଖର ନନ୍ଦମାଁ ପୀତାମ୍ବର ମନ୍ଦିରବିଜୁ ପଟ୍ଟନାୟକଓଡ଼ିଆ ଲିପିକମ୍ପ୍ୟୁଟରନନ୍ଦିଘୋଷଧରିତ୍ରୀ (ଖବରକାଗଜ)ମହାପ୍ରସାଦସତ୍ୟନାରାୟଣ ରାଜଗୁରୁ୩୦ ଅପ୍ରେଲIndiaଇଣ୍ଡିଆନ ପ୍ରିମିଅର ଲିଗଭୂମିକମ୍ପପକ୍ଷବ୍ରାଉଜରକଖାରୁ ଫୁଲ ଭଜାମାଲେସିଆଗୁଗଲ୨୦୦୬ଅକ୍ଷାଂଶଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସବଳବୈଜୟନ୍ତ ପଣ୍ଡାରୋହିତ ଶର୍ମାଚିତ୍ତରଞ୍ଜନ ଦାସଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାନବକଳେବରଅଣ୍ଡା ରୋଲରେବତୀ (କ୍ଷୁଦ୍ରଗଳ୍ପ)୧ମ ଓଡ଼ିଶା ବିଧାନ ସଭାଲକ୍ଷ୍ମୀନାରାୟଣ ସାହୁଓଡ଼ିଶା ସରକାରବାଙ୍କୀକାଳିନ୍ଦୀ ଚରଣ ପାଣିଗ୍ରାହୀwiki.phtmlଓଡ଼ିଶାର ମାପ ବ୍ୟବସ୍ଥାଲଣ୍ଡନସରସ୍ୱତୀ ସମ୍ମାନ୧୯୦୫ଚନ୍ଦ୍ରଶେଖର ରଥମହିଳାଙ୍କ ସୁରକ୍ଷା ନିମନ୍ତେ ଭାରତରେ ଥିବା ଆଇନ ତାଲିକାୟୁକ୍ରେନସୋନାଲ ମାନସିଂହ🡆 More