ପୁରି: ଏକ ପ୍ରକାର ଖାଦ୍ୟ

ପୁରି ଏକ ଭାରତୀୟ ଖାଦ୍ୟ । ଏହା ଭାରତ ସମେତ ନେପାଳ, ବଙ୍ଗଳାଦେଶ, ପାକିସ୍ଥାନ ଓ ଦକ୍ଷିଣ ଏସିଆର ଅନେକ ଦେଶରେ ମିଳିଥାଏ । ଏହାକୁ ସକାଳ ଜଳଖିଆ ବା ସଞ୍ଜ ଜଳଖିଆ ଭାବରେ ଖିଆଯାଇଥାଏ ।

ପୁରି
ପୁରି: ପ୍ରକାରଭେଦ, ଉପାଦାନ, ଆଧାର
ଓଡ଼ିଶାର କଟକ ନଗରରେ ବାଲିଯାତ୍ରା, ୨୦୧୧ କଟକ ପ୍ରସିଦ୍ଧ ଠୁଙ୍କା ପୁରି
ଅନ୍ୟ ନାମବୁରି
ମୂଳ ସ୍ଥାନଭାରତ
ଅଞ୍ଚଳ ବା ରାଜ୍ୟଭାରତ
ପରଷିବା ଉତ୍ତାପଗରମ ଓ ଘର ତାପରେ
ମୁଖ୍ୟ ଉପାଦାନଅଟା
ପ୍ରକାର ଭେଦବଟୁରା, ଲୁଚି, ସେଓ ପୁରି

ପ୍ରକାରଭେଦ

ପୁରି ଭଳି ତିଆରି କରାଯାଇ ଗୁପଚୁପ ଆଳୁ ଚକଟା ଓ ଖଟାପାଣି ସହ ଖିଆଯାଇଥାଏ ।

ଓଡ଼ିଶାର କଟକରେ ବାଲିଯାତ୍ରା ସମୟରେ ଠୁଙ୍କାପୁରି ଓ ଛେନା ତରକାରି ମିଳିଥାଏ ।

ଉପାଦାନ

ପୁରି ଅଟା ବା ମଇଦାରୁ ତିଆରି ହୋଇଥାଏ । ଅଟା ବା ମଇଦାରେ ଅଳ୍ପ ଲୁଣ ମିଶାଇ, ପାଣି ମିଶାଇ ଚକଟିବା ପରେ ତାହାକୁ ଗୋଲଗୋଲ କରି ବେଲାଯାଇଥାଏ । ଏହି ବେଲାଯାଇଥିବା ଗୋଲାକାର ପୁରିକୁ ଘିଅ ବା ଗରମ ତେଲରେ ଛଣାଯାଇଥାଏ । ଏହା ଭିତରେ ଥିବା ଜଳ ବାଷ୍ପିକରଣ ହେବା ହେତୁ ଏଥିରୁ ଯେଉଁ ବାମ୍ଫ ବାହାରେ ତାହା ପୁରିକୁ ଫୁଲାଇବାରେ ସାହାଯ୍ୟ କରିଥାଏ । ଏହା ସୁନେଲି-ବାଦାମି ରଙ୍ଗ ଧାରଣ କଲେ ଏହାକୁ ତେଲରୁ ବାହାର କରାଯାଇ ଗରମ ବା ଘର ତାପମାତ୍ରାରେ ପରାସଯାଇଥାଏ । ଛୋଟ ଛୋଟ ପୁରି ତିଆରି କରାଯାଇ ତାହାକୁ ଗୁପଚୁପ ଭାବରେ ସାଇତି ରଖି ମଧ୍ୟ ଖିଆଯାଇଥାଏ ।

ଆଧାର

ବାହାର ଲିଙ୍କ

Tags:

ପୁରି ପ୍ରକାରଭେଦପୁରି ଉପାଦାନପୁରି ଆଧାରପୁରି ବାହାର ଲିଙ୍କପୁରି

🔥 Trending searches on Wiki ଓଡ଼ିଆ:

ଦୁର୍ଗାପଲଉମେଥିରାଶି ଓ ନକ୍ଷତ୍ରଦଣ୍ଡ ନାଟଅରଖଜଳାତଙ୍କପ୍ରମିଳା ମଲ୍ଲିକଠିଆକିଆ ବେଶସାହାଣମେଲାବିନୋବା ଭାବେଦେବସ୍ନାନ ପୂର୍ଣ୍ଣିମାନୂଆପଡ଼ା ଜିଲ୍ଲାଓ ଅନ୍ଧଗଳିQR code୯ ଫେବୃଆରୀଫକୀର ମୋହନ ସେନାପତିଶୁଚିତ୍ୱବିନୋଦ ଚନ୍ଦ୍ର ନାୟକମନ୍ଦୋଦରୀବେଦଓଡ଼ିଶାର କଳାସୀତାକାନ୍ତ ମହାପାତ୍ରଲକ୍ଷ୍ମୀକାନ୍ତ ମହାପାତ୍ର୧ ଅପ୍ରେଲପ୍ରଶାନ୍ତ ନନ୍ଦ୨୦୨୨ ରୁଷର ୟୁକ୍ରେନ ଉପରେ ଆକ୍ରମଣଧନ ନନ୍ଦଚିନ୍ତାମଣି ବେହେରାସତ୍ରାଜିତ୍‌କୁଞ୍ଜବିହାରୀ ତ୍ରିପାଠୀରାମଚନ୍ଦ୍ର ବେହେରାକବିସୂର୍ଯ୍ୟ ବଳଦେବ ରଥଓଡ଼ିଆ ସାହିତ୍ୟଜୀବସାରଜଗଦୀଶ ମହାନ୍ତିପୁରିକନ୍ନଗୀପଦ୍ମ ଫୁଲଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳସଚିନ ତେନ୍ଦୁଲକରଗୋପବନ୍ଧୁ ଚୌଧୁରୀଲକ୍ଷ୍ମଣ ନାୟକକିଶୋରୀ ଚରଣ ଦାସପ୍ରାଣବନ୍ଧୁ କରହରଣ (ଗଣିତ)ଓଡ଼ିଶାର ମାପ ବ୍ୟବସ୍ଥାକୁତବମିନାରମୌଳିକ ସଂଖ୍ୟାଶ୍ରୀଚାଖି ଖୁଣ୍ଟିଆଭାରତୀୟ ଦଣ୍ଡବିଧି ସଂହିତା ଦଫା ୩୦୯ପଞ୍ଚସଖାଶିଶୁ ଅନନ୍ତ ଦାସସୁନ୍ଦରଗଡ଼ସାକ୍ଷୀ ରହିବ ମୋ ଶଙ୍ଖା ସିନ୍ଦୂରଗୋପୀନାଥ ମହାନ୍ତିରାଜେନ୍ଦ୍ର କିଶୋର ପଣ୍ଡାତନ୍ଦୁର୍ଗୁଗଲ ମ୍ୟାପ୍ସବିବାହକିଶୋର ଚନ୍ଦ୍ର ସିଂହ ଦେଓକୃଷ୍ଣ ଜନ୍ମାଷ୍ଟମୀରାମଚନ୍ଦ୍ର ଖୁଣ୍ଟିଆ୯୨୯ବୁଧଯଶୋବନ୍ତ ଦାସ୧୯୧୭ପୂର୍ଣ୍ଣଚ୍ଛେଦଖଣ୍ଡାୟତ🡆 More