ଘୁଗୁନି

ଘୁଗୁନି ଏକ ପୂର୍ବ ଭାରତୀୟ ରନ୍ଧାଖାଦ୍ୟ । ଏହା ମୁଖ୍ୟତଃ ଓଡ଼ିଶା, ପଶ୍ଚିମବଙ୍ଗ , ଝାଡ଼ଖଣ୍ଡ ଓ ବିହାର ଆଦି ରାଜ୍ୟରେ ଜଣାଶୁଣା । ମଟର ଓ ଆଳୁକୁ ସିଝାଇ ଘୁଗୁନି ତିଆରି କରାଯାଏ । ଓଡ଼ିଶାରେ ଖାଲି ଘୁଗୁନି କିମ୍ବା ବରା, କାକରା, ଆଳୁ ଚପ, ସିଙ୍ଗଡ଼ା, ପୁରି, ଉପମା ଏବଂ ମୁଢ଼ି ଆଦି ଜଳଖିଆ ସହିତ ତଥା ଭାତ ଓ ରୁଟି ସହ ମଧ୍ୟ ଖିଆଯାଇଥାଏ । ବଙ୍ଗଳା ରନ୍ଧାରେ ଖାସି ମାଂସ ପଡ଼ି ମଧ୍ୟ ଘୁଗୁନି ରନ୍ଧା ହୁଏ । ଶୀତ ଦିନରେ ମଟର ଛୁଇଁ ଅମଳ ହେଲେ ସେଥିରେ ଘୁଗୁନି ରନ୍ଧା ହୋଇଥାଏ । ଘୁଗୁନି ଦହିବରା-ଆଳୁଦମରେ ମଧ୍ୟ ପଡ଼ିଥାଏ । ଓଡ଼ିଶା ଓ ପଶ୍ଚିମବଙ୍ଗରେ ଷ୍ଟେସନ ଓ ଅନ୍ୟାନ୍ୟ ସର୍ବସାଧାରଣ ଜାଗାରେ ଠେଲାଗାଡ଼ିରେ ମିଳୁଥିବା ଘୁଗୁନି-ଚାଟ ଲୋକପ୍ରିୟ ।

ଘୁଗୁନି
ବରା ସହ ଘୁଗୁନି

ରନ୍ଧନ ପ୍ରଣାଳୀ

ଘୁଗୁନି ତିଆରି କରିବା ପାଇଁ ମଟରକୁ ଘଣ୍ଟାଏ ପାଣିରେ ବତୁରାଇ ତାକୁ ଆଳୁ ସହ ଶିଝାଯାଇଥାଏ । ଏହା ପରେ ତେଲରେ ଜିରା, କଟା ପିଆଜ ଓ ତା'ପରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ ଓ ଗରମ ମସଲା ଆଦି, ଅଦା-ରସୁଣ-ଲଙ୍କା ବଟା ଓ ଶେଷରେ ବିଲାତି ବାଇଗଣ ଛୁଙ୍କ ଦେଇ ଘୁଗୁନି ପ୍ରସ୍ତୁତ କରାଯାଇଥାଏ । ରନ୍ଧା ସରିଲେ ଶେଷରେ ଉପରେ ଧନିଆ ପତ୍ର ପକାଇ ପରଷାଯାଏ ।

ଆଧାର

Tags:

ଆଳୁଉପମାଓଡ଼ିଶାକାକରାଝାଡ଼ଖଣ୍ଡଦହିବରା-ଆଳୁଦମପଶ୍ଚିମବଙ୍ଗପୁରିବରାବିହାରଭାତଭାରତମୁଢ଼ିସିଙ୍ଗଡ଼ା

🔥 Trending searches on Wiki ଓଡ଼ିଆ:

ବିମ୍ବାଧର କୁଅଁରଅଖିଳ ନାୟକରାଜନୀତି ବିଜ୍ଞାନମହିମା ଧର୍ମବିଦୁସ୍ମିତା୧୭୩୬ଶ୍ରୀନିବାସ ରାମାନୁଜନଦ୍ରୌପଦୀ ମୁର୍ମୁଓଡ଼ିଆ କବି ମାନଙ୍କର ତାଲିକାଇଣ୍ଡୋନେସିଆମାଟିର ମଣିଷ (ଉପନ୍ୟାସ)ସୌର ଜଗତଉଇକିମିଡ଼ିଆ ମୁଭମେଣ୍ଟପ୍ରଦ୍ୟୁମ୍ନ ଲେଙ୍କାରାକ୍ଷୀ ପୂର୍ଣ୍ଣିମାଏସିଆଅଚ୍ୟୁତାନନ୍ଦ ପ‌ତିବିଜ୍ଞାନଓଡ଼ିଶାର ମୁଖ୍ୟମନ୍ତ୍ରୀମାନଙ୍କର ତାଲିକାମନମୋହନ ସାମଲ୨୧ମିନତି ମିଶ୍ରଅନୁଗୋଳ ଜିଲ୍ଲାଅଭିରାମ ପରମହଂସଲବଙ୍ଗମୌଳିକ ସଂଖ୍ୟାଧର୍ମେନ୍ଦ୍ର ପ୍ରଧାନଔଷଧୀୟ ଗଛଲତାମାନଙ୍କର ତାଲିକାକୁନ୍ତଳା କୁମାରୀ ସାବତଅଟିଜିମ୍‌ବକ୍ସି ଜଗବନ୍ଧୁମ୍ୟାଲେରିଆବିଧାନ ସଭା ସଭ୍ୟମାୟାଧର ମାନସିଂହସରୋଜିନୀ ନାଇଡୁରଜଉପେନ୍ଦ୍ର କିଶୋର ଦାସତାରାତାରିଣୀ ମନ୍ଦିରଓଡ଼ିଆ ସାହିତ୍ୟଓଡ଼ିଶାର ଅନୁସୂଚିତ ଜନଜାତି ତାଲିକାକ୍ୟୁ. ଆର. କୋଡ଼ଜଳଫକୀର ମୋହନ ସେନାପତି୨୯ ଅପ୍ରେଲଆସିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ସ୍ନେହସାରରାଜ୍ୟସୁରେନ୍ଦ୍ର ମହାନ୍ତିସଞ୍ଜୀବ କୁମାର ମଲ୍ଲିକରାଶି ଓ ନକ୍ଷତ୍ରଭାରତୀୟ ସମ୍ବିଧାନଶ୍ରାଦ୍ଧଗାଲୁଆରାସନ କାର୍ଡ଼ (ଭାରତ)ବିଶ୍ୱଜିତ ଦାସମହା ଶିବରାତ୍ରିହନୁମାନଚନ୍ଦନ ବୋଡ଼ାଅଂଶୁଘାତହୋଲିନୀଳକଣ୍ଠ ଦାସଚୈତ୍ର ମଙ୍ଗଳବାର ଓଷାଛାନ୍ଦମାସଆଜାଦ ହିନ୍ଦ୍ ଫୌଜଏକ୍ସକ୍ୟୁଜ ମିବଙ୍ଗୋପସାଗରଜଗନ୍ନାଥଙ୍କ ବେଶ🡆 More