ବିଧାନ ସଭା ନିର୍ବାଚନ ମଣ୍ଡଳୀ ପାରଳାଖେମୁଣ୍ଡି

ପାରଳାଖେମୁଣ୍ଡି (କ୍ରମିକ ସଂଖ୍ୟା: (୧୩୭) ଗଜପତି ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ପାରଳାଖେମୁଣ୍ଡି (ପୌ), କାଶିନଗର (ବି), ପାରଳାଖେମୁଣ୍ଡି ବ୍ଳକ, କାଶିନଗର ବ୍ଳକ ଓ ଗୁମ୍ମା ବ୍ଳକ ।

ପାରଳାଖେମୁଣ୍ଡି ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୧,୯୪,୭୮୪
ଜିଲ୍ଲା: ଗଜପତି
ଲୋକ ସଭା ନିର୍ବାଚନ ମଣ୍ଡଳୀ: ବ୍ରହ୍ମପୁର
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଗତ ୨୦୧୪ ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ କେ. ସୂର୍ୟ୍ଯା ରାଓ ବିଜୁ ଜନତା ଦଳ ପ୍ରାର୍ଥୀ କେ. ନାରାୟଣ ରାଓଙ୍କଠାରୁ ୧୪୧୯ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।

ନିର୍ବାଚିତ ବିଧାୟକଗଣ

୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ:

୨୦୦୯ ନିର୍ବାଚନ ଫଳାଫଳ

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ କେ. ନାରାୟଣ ରାଓ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ତ୍ରିନାଥ ସାହୁଙ୍କଠାରୁ ୧୪୯୪୧ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।

୨୦୦୯ ବିଧାନ ସଭା ନିର୍ବାଚନ, ପାରଳାଖେମୁଣ୍ଡି
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ କେ. ନାରାୟଣ ରାଓ ୫୮,୫୨୮ ୫୧.୧୦ -
କଂଗ୍ରେସ ତ୍ରିନାଥ ସାହୁ ୪୩,୫୮୭ ୩୮.୦୬ -
ଭାଜପା ଟି. କୁରାନ୍ନା ୬,୬୮୬ ୫.୮୪ -
ସ୍ୱାଧୀନ ଯକୁବୋ ରାଇତୋ ୨,୧୬୦ ୧.୮୯ -
କଳିଙ୍ଗ ସେନା କୈଳାଶ ଚନ୍ଦ୍ର ମାଳୀ ୧,୧୬୭ ୧.୦୨ -
ସମୃଦ୍ଧ ଓଡ଼ିଶା ସସ୍ମିତା ରାଜଗୁରୁ ୮୪୭ ୦.୭୪ -
ସ୍ୱାଧୀନ ବିବେକାନନ୍ଦ ବେହେରା ୭୮୯ ୦.୬୯ -
ସିପିଆଇ(ମାଲେ) ଲିବରେସନ ବିଦ୍ୟାଧର ପାତ୍ର ୭୬୨ ୦.୬୭ -
ଭୋଟ ବ୍ୟବଧାନ ୧୪,୯୪୧ ୧୩.୦୫* -
ମତଦାନ ହାର ୧,୧୪,୫୫୬ ୬୩.୭୨ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ଆଧାର

Tags:

ଓଡ଼ିଶା ବିଧାନ ସଭାଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାଗଜପତି ଜିଲ୍ଲାପାରଳାଖେମୁଣ୍ଡି

🔥 Trending searches on Wiki ଓଡ଼ିଆ:

ବୈକୁଣ୍ଠନାଥ ପଟ୍ଟନାୟକସୁଗ୍ରୀବଓଡ଼ିଶାର ସାଂସଦ ମାନଙ୍କର ତାଲିକାଲଣ୍ଡନଉତ୍ତରାଷାଢ଼ା (ନକ୍ଷତ୍ର)ଏଟାୱାଅଷ୍ଟ୍ରେଲିଆଅଗ୍ନ୍ୟାଶୟ ଅକ୍ଷମତାନାଗ ଐରିଶତ୍ରୁଘ୍ନ ନାଥ୨୭ ଜୁନଇଣ୍ଟରନେଟଅର୍ଥଶାସ୍ତ୍ରସ୍ୱାମୀ ବିବେକାନନ୍ଦଫ୍ରୋଭାଟ୍ରିପଟାନବିଶ୍ୱତାପନଥୁକୁଲ୍ଓଡ଼ିଶାର ଇତିହାସସମୟ (କାଳ)ମଘା (ନକ୍ଷତ୍ର)ସୂର୍ଯ୍ୟଅଟଳ ପେନସନ ଯୋଜନାଶୈଳବାଳା ଦାସଅରଣ୍ୟ ରୋଦନଅନ୍ତର୍ଜାତୀୟ ମାତୃଭାଷା ଦିବସଗେଣ୍ଡୁଫୁଲନୃସିଂହକର୍ଣ୍ଣ୩୧ ଜୁଲାଇରାସାୟନିକ ମୌଳିକଜଳଯୌନ ସମ୍ଭୋଗ୧୬୮୦ଯୁକ୍ତରାଜ୍ୟପର୍ଶୁରାମ ଧଡ଼ାକୃଷ୍ଣପ୍ରସାଦ ମିଶ୍ରପ୍ରାଣବନ୍ଧୁ କରକଣ୍ଟାବାଞ୍ଝି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବ୍ରାଉଜରମିଳିମିଳାରାଜରାଜେଶ୍ୱର ବେଶଚକ୍ରଧର ବେହେରାଭକ୍ତ ଚରଣ ଦାସପରଶୁରାମବୌଦ୍ଧ ଧର୍ମପ୍ରଧାନ ପୃଷ୍ଠାକାଳିନ୍ଦୀ ଚରଣ ପାଣିଗ୍ରାହୀବିଶ୍ୱ ଏଡ୍‌ସ ଦିବସସୁରେନ୍ଦ୍ର ମହାନ୍ତିଓଡ଼ିଶାଭିତରକନିକା ଜାତୀୟ ଉଦ୍ୟାନଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟପଖାଳକୋଳିରାମଚନ୍ଦ୍ର ବେହେରାଓଡ଼ିଆ ଖାଦ୍ୟଉତ୍କଳ ଦିବସଆମ୍ବବାଇଶି ପାହାଚଚୈତନ୍ୟମାଲେସିଆଅଦିନ ମେଘକାଜାଖସ୍ତାନମହାଶ୍ୱେତା ରାୟସୁଭାଷ ଚନ୍ଦ୍ର ବୋଷଜନ ଗଣ ମନଜଗନ୍ନାଥଙ୍କ ବେଶବୁଦ୍ଧ ପୂର୍ଣ୍ଣିମାଭଗୀରଥ ଦାସବଳନାଗାର୍ଜୁନ ବେଶଭିଏତନାମ🡆 More