କୋଦୁରୁ ନାରାୟଣ ରାଓ: ଓଡ଼ିଆ ରାଜନୀତିଜ୍ଞ

କୋଦୁରୁ ନାରାୟଣ ରାଓ (ଜନ୍ମ: ୨୫ ଜୁନ ୧୯୬୨) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୦୯ ଓ ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପାରଳାଖେମୁଣ୍ଡି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୪ଶ ଓ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

କୋଦୁରୁ ନାରାୟଣ ରାଓ
କୋଦୁରୁ ନାରାୟଣ ରାଓ: ଜନ୍ମ, ପରିବାର ଓ ଶିକ୍ଷା, ରାଜନୈତିକ ଜୀବନ, ଆଧାର
ବିଧାୟକ: ୧୬ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୧୯ – ଏବେଯାଏଁ
ପୂର୍ବ ଅଧିକାରୀକେଙ୍ଗମ ସୂର୍ଯ୍ୟ ରାଓ
ନିର୍ବାଚନ ମଣ୍ଡଳୀପାରଳାଖେମୁଣ୍ଡି
ବିଧାୟକ: ୧୪ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୯ – ୨୦୧୪
ପୂର୍ବ ଅଧିକାରୀତ୍ରିନାଥ ସାହୁ
ପର ଅଧିକାରୀକେଙ୍ଗମ ସୂର୍ଯ୍ୟ ରାଓ
ନିର୍ବାଚନ ମଣ୍ଡଳୀପାରଳାଖେମୁଣ୍ଡି
ବ୍ୟକ୍ତିଗତ ସବିଶେଷ
ଜନ୍ମ (1962-06-25) ୨୫ ଜୁନ ୧୯୬୨ (ବୟସ ୬୧)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ବିଜୁ ଜନତା ଦଳ
ବାପା/ବୋଉକେ. ଭାସ୍କର ରାଓ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା

କୋଦୁରୁ ନାରାୟଣ ରାଓ ୧୯୬୨ ମସିହାର ଜୁନ ୨୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ କେ. ଭାସ୍କର ରାଓ ।

ରାଜନୈତିକ ଜୀବନ

କୋଦୁରୁ ନାରାୟଣ ରାଓ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର ଜଣେ କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ପୂର୍ବରୁ ସେ ବିଜୁ ଜନତା ଦଳର ସଭ୍ୟ ଥିଲେ । ୨୦୧୯ ଓଡ଼ିଶା ବିଧାନ ସଭା ନିର୍ବାଚନ ସମୟରେ ତାଙ୍କୁ ବିଜେଡିରୁ ଟିକେଟ୍ ନ ମିଳିବାରୁ ସେ ଇସ୍ତଫା ଦେଇଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି ।

ଆଧାର

ବାହାର ଆଧାର

  • କୋଦୁରୁ ନାରାୟଣ ରାଓ: ଜନ୍ମ, ପରିବାର ଓ ଶିକ୍ଷା, ରାଜନୈତିକ ଜୀବନ, ଆଧାର  ଉଇକିମିଡ଼ିଆ କମନ୍ସରେ Koduru Narayana Rao-ସମ୍ପର୍କିତ ମିଡ଼ିଆ

Tags:

କୋଦୁରୁ ନାରାୟଣ ରାଓ ଜନ୍ମ, ପରିବାର ଓ ଶିକ୍ଷାକୋଦୁରୁ ନାରାୟଣ ରାଓ ରାଜନୈତିକ ଜୀବନକୋଦୁରୁ ନାରାୟଣ ରାଓ ଆଧାରକୋଦୁରୁ ନାରାୟଣ ରାଓ ବାହାର ଆଧାରକୋଦୁରୁ ନାରାୟଣ ରାଓଓଡ଼ିଆ ଲୋକଓଡ଼ିଶା ବିଧାନ ସଭାପାରଳାଖେମୁଣ୍ଡି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୧୬ଶ ଓଡ଼ିଶା ବିଧାନ ସଭା

🔥 Trending searches on Wiki ଓଡ଼ିଆ:

ରଙ୍ଗନାଥ ମିଶ୍ରନାରାୟଣ ସାହୁବିନୋଦ ଚନ୍ଦ୍ର ନାୟକଡାଇରେକ୍ଟ ବେନିଫିଟ ଟ୍ରାନ୍ସଫରଚନ୍ଦ୍ରଶେଖର ନନ୍ଦବନ୍ଦେ ଉତ୍କଳ ଜନନୀସୀତା ବିବାହସାରଳା ମହାଭାରତକିଏ ଦବ ଟକ୍କରଶଙ୍ଖ କ୍ଷେତ୍ର୧୯୮୧ଆଖିବ୍ରତମାଉସଭୁବନେଶ୍ୱରଜଗନ୍ନାଥ ମନ୍ଦିର୨୦୨୨ ଫିଫା ବିଶ୍ୱକପ୍ଓଡ଼ିଆ ପତ୍ରିକା ଗୁଡ଼ିକର ତାଲିକାଭାରତୀୟ ଜନତା ପାର୍ଟିଜିନା ସାମଲମିଖାଇଲ ଗୋର୍ବାଚୋଭଲକ୍ଷ୍ମୀନାରାୟଣ ସାହୁକ୍ଷୀର୯ ଅପ୍ରେଲବିଜ୍ଞାନଇଲୋପେରିଡୋନଏଲୋରା ଗୁମ୍ଫାଇଷ୍ଟ ଇଣ୍ଡିଆ କମ୍ପାନୀଗୋବିନ୍ଦ ଚନ୍ଦ୍ର ଉଦ୍‌ଗାତାଦୀପାବଳୀଜଳ ପ୍ରଦୂଷଣଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟଯାଯାବର (୧୯୭୫ର କଥାଚିତ୍ର)ମହାପାତ୍ର ନୀଳମଣି ସାହୁମୋଗଲ ସାମ୍ରାଜ୍ୟପେଚାବିଜୟ ମହାନ୍ତି୧୦ ନଭେମ୍ବରବକ୍ସି ଜଗବନ୍ଧୁଗୋପବନ୍ଧୁ ଦାସପ୍ରଫୁଲ୍ଲ ସାମଲପାରଦଇସଲାମ ଧର୍ମସମ୍ବିତ ରାଉତରାୟନାରୀବାଦଓଡ଼ିଆ କବି ମାନଙ୍କର ତାଲିକାଓଡ଼ିଶା ସରକାରକୟାଁ ଜନଜାତିକୋଣାର୍କ ସୂର୍ଯ୍ୟ ମନ୍ଦିରସରସ୍ୱତୀଆଲୋକ-ବୈଦୁତିକ ପ୍ରଭାବନୀଳମାଧବ ମନ୍ଦିରଅଣ୍ଡକୋଷ ଯନ୍ତ୍ରଣାବାଣପୁରରାଜା ରାମମୋହନ ରାୟସୁବର୍ଣ୍ଣପୁର ଜିଲ୍ଲାମନମୋହନ ସାମଲମଲାଲା ୟୁସୁଫଜାଇଚିକୁନ‌ଗୁନିଆସମାଜ ବିଜ୍ଞାନଓଡ଼ିଆଭାରତ ସରକାରPimecrolimusଜାକର୍ତାବାଜି ରାଉତତମନ୍ନା ବ୍ୟାସଡାଲଖାଇବିଜୁ ପଟ୍ଟନାୟକକୋଇଲି ଚଉତିଶାମିଳିମିଳାଆତପଦାହସୁରେନ୍ଦ୍ର ମହାନ୍ତି🡆 More