ମାସର ବଛା ଲେଖା

ମଇ ମାସର ବଛାଲେଖା

ଜ୍ୟୈଷ୍ଠ ଶୁକ୍ଳ ପଞ୍ଚମୀ ତିଥିରେ ମା' ପାର୍ବତୀ ଓ ଶିବ ଶଙ୍କରଙ୍କର ବିବାହ ଉତ୍ସବ ଏବଂ ତା’ପରଦିନ ଶୀତଳଷଷ୍ଠୀ ଯାତ୍ରା ପାଳନ କରାଯାଏ । କିଛି ଭକ୍ତ ମା’ ପାର୍ବତୀଙ୍କ ମା’ ବାପା ହୁଅନ୍ତି ଓ ଆଉ କିଛି ଭକ୍ତ ପ୍ରଭୁ ଶଙ୍କରଙ୍କର ହୋଇ ଉଭୟଙ୍କର ବିବାହକାର୍ଯ୍ୟ ସମାପନ କରନ୍ତି । ସାଧାରଣ ବାହାଘର ପରି ପାରମ୍ପରିକ ରୀତିରେ ପ୍ରଭୁ ଶଙ୍କରଙ୍କୁ ବରଯାତ୍ରୀଙ୍କ ସହିତ ବଡ଼ ଧୂମ୍​ଧାମ୍​ରେ ମା’ ପାର୍ବତୀଙ୍କ ଘରକୁ ନେଇ ବୈଦିକ ରୀତିରେ ବିବାହ କରାଯାଏ । ରଙ୍ଗବେରଙ୍ଗ ଚିତ୍ରରେ ସୁଶୋଭିତ ରଥରେ ଶିବ ଓ ମା’ ପାର୍ବତୀଙ୍କୁ ଅଣାଯାଏ । ମଧ୍ୟରାତ୍ରୀରୁ ଏଇ ପଟୁଆର ଆରମ୍ଭ ହୋଇ ପରଦିନ ଦ୍ୱିପ୍ରହର ବେଳକୁ ଶିବପାର୍ବତୀଙ୍କ ପୂଜାରେ ଶେଷହୁଏ । ଲୋକନାଥ ମନ୍ଦିର, ଲିଙ୍ଗରାଜ ମନ୍ଦିର ଓ ସମ୍ବଲପୁର ସହରର ଶିବ ମନ୍ଦିରମାନଙ୍କରେ ଏହା ବହୁ ଜାକଜମକରେ ପାଳନ କରାଯାଏ ।

ପୁରା ପଢନ୍ତୁ...

ଏଇଟି ଗତବର୍ଷ ପୁରୁଣା ବଛା ଲେଖା, ନୁଆ ତିଆରି କରନ୍ତୁ


ଅଭିଲେଖ

ଆଗାମୀ ମାସର ବଛା ଲେଖା ଅନୁରୋଧ

ଓଡ଼ିଆ ଉଇକିପିଡ଼ିଆର କୌଣସି ପ୍ରସଙ୍ଗକୁ ଆସନ୍ତା ଏକ ମାସର ବଛାଲେଖା ଭାବେ ପ୍ରଧାନ ପୃଷ୍ଠାରେ ସ୍ଥାନିତ କରିବାକୁ ଚାହୁଁଥିଲେ, ତଳେ ଥିବା ତାଲିକାରେ ସେହି ମାସ ନିମନ୍ତେ ନିଜ ମନୋନୀତ ପ୍ରସଙ୍ଗଟିର ନାମ ଲେଖନ୍ତୁ ।

ମାସର ବଛା ଲେଖା ଅନୁରୋଧ, ୨୦୧୬

ଜାନୁଆରୀ ପାଇଁ ମନୋନୟନ

ପ୍ରସଙ୍ଗର ନାମ:

ଫେବୃଆରୀ ପାଇଁ ମନୋନୟନ

ପ୍ରସଙ୍ଗର ନାମ: ହ୍ଵାଟ୍ସଅପ୍ --T3knikalteenager (ମୋ ଆଲୋଚନା) ୦୭:୦୮, ୨ ଫେବୃଆରୀ ୨୦୧୬ (IST)[reply]

ପ୍ରସଙ୍ଗର ନାମ: ଗାନ୍ଧୀ ତିରୋଧାନ--Aliva Sahoo ୨୩:୫୨, ୨ ଫେବୃଆରୀ ୨୦୧୬ (IST)

ମାର୍ଚ୍ଚ ପାଇଁ ମନୋନୟନ

ପ୍ରସଙ୍ଗର ନାମ: ଦୋଳପର୍ବ

ଅପ୍ରେଲ ପାଇଁ ମନୋନୟନ

ପ୍ରସଙ୍ଗର ନାମ: ଓଡ଼ିଶା ବିଷୟଟି କାରଣ ଅପ୍ରେଲ ମାସରେ ଓଡ଼ିଶା ଦିବସ ପାଳନ କରାଯାଏ - ମୋର ମନୋନୀତ ବଛା ଲେଖା । -Pmsarangi (ମୋ ଆଲୋଚନା) ୧୪:୦୯, ୨୩ ମାର୍ଚ୍ଚ ୨୦୧୬ (IST)[reply]

ମଇ ପାଇଁ ମନୋନୟନ

ପ୍ରସଙ୍ଗର ନାମ:ଓଡ଼ିଆ ନୂଆବର୍ଷ ବା ପଣା ସଂକ୍ରାନ୍ତି ଅଥବା ହନୁମାନ ଜୟନ୍ତୀ - ମୋର ମନୋନୀତ ବଛା ଲେଖା । --Pmsarangi (ମୋ ଆଲୋଚନା) ୧୪:୧୮, ୨୩ ମାର୍ଚ୍ଚ ୨୦୧୬ (IST)[reply]

ଜୁନ ପାଇଁ ମନୋନୟନ

ପ୍ରସଙ୍ଗର ନାମ: ଅଟାରୀ--Adyasha1994 (ମୋ ଆଲୋଚନା)

ଜୁଲାଇ ପାଇଁ ମନୋନୟନ

ପ୍ରସଙ୍ଗର ନାମ:ବନ୍ଧୁତା--Abha S Pradhan (ମୋ ଆଲୋଚନା) ୦୩:୨୫, ୨୮ ମଇ ୨୦୧୬ (IST)[reply]

ଅଗଷ୍ଟ ପାଇଁ ମନୋନୟନ

ପ୍ରସଙ୍ଗର ନାମ:ସରବଜିତ ସିଂ--Subharajit Jena (ମୋ ଆଲୋଚନା)

ସେପ୍ଟେମ୍ବର ପାଇଁ ମନୋନୟନ

ଅକ୍ଟୋବର ପାଇଁ ମନୋନୟନ

ପ୍ରସଙ୍ଗର ନାମ:

ନଭେମ୍ବର ପାଇଁ ମନୋନୟନ

ପ୍ରସଙ୍ଗର ନାମ:

ଡିସେମ୍ବର ପାଇଁ ମନୋନୟନ

ପ୍ରସଙ୍ଗର ନାମ:

Tags:

ମାସର ବଛା ଲେଖା ଆଗାମୀ ଅନୁରୋଧମାସର ବଛା ଲେଖା

🔥 Trending searches on Wiki ଓଡ଼ିଆ:

ବେଣୀମାଧବ ପାଢ଼ୀତାଜମହଲଜଳବିଦ୍ୟୁତ୍ଦୁଦୁରାଅଶ୍ୱିନୀ କୁମାର ଘୋଷଡାଲମାଗଙ୍ଗାଧର ମେହେରଅଚ୍ୟୁତ ସାମନ୍ତବିଭୂତି ପଟ୍ଟନାୟକଦୀପ୍ତିରେଖା ପାଢ଼ୀନନ୍ଦିନୀ ଶତପଥୀବ୍ରହ୍ମେଶ୍ୱର ମନ୍ଦିର, ଭୁବନେଶ୍ୱରରାଜେନ୍ଦ୍ର ନାରାୟଣ ସିଂହଦେଓଲକ୍ଷ୍ନୌଶଶିଭୂଷଣ ରାୟଯୋଗପିଠାଓଡ଼ିଆ ଖାଦ୍ୟରତ୍ନାକର ଚଇନିଭୁବନେଶ୍ୱର ବେହେରାଲଡୁ୮ ଫେବୃଆରୀମଇ ଦିବସଆଜ୍‌ମାରଚିତା ମିସ୍ତ୍ରୀତିର୍ତ୍ତୋଲ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଦି ଟାଇମସ୍ ଅଫ୍ ଇଣ୍ଡିଆକବାଟନମିତା ଅଗ୍ରୱାଲନଟବର ଶତପଥୀଜଗନ୍ନାଥଙ୍କ ବେଶସ୍ୱାମୀ ନାରାୟଣସୁଧାଂଶୁବାଳା ହାଜରାଶିରିଡ଼ି ସାଇ ବାବାଆଡ଼କିଆ ବେଶବୃହସ୍ପତିବିନୋଦ ଚନ୍ଦ୍ର ନାୟକଗନରିଆଲିନକ୍ସବଡ଼ଦିନ ଗଛଗରୁଡ଼ହେମନ୍ତ ଦାସଠିଆକିଆ ବେଶଉତ୍କଳ ସମ୍ମିଳନୀକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାସିଙ୍ଗାପୁରଓଡ଼ିଆ ଭାଷା ଆନ୍ଦୋଳନକୁଞ୍ଜବିହାରୀ ତ୍ରିପାଠୀଅଶୋକ (ସମ୍ରାଟ)ଗୋଦାବରୀଶ ମହାପାତ୍ରକିଶୋରୀ ଚରଣ ଦାସଇସ୍ରାଏଲକର୍ପୁରଅନୁବ୍ରତ ବସୁରେବତୀ (କ୍ଷୁଦ୍ରଗଳ୍ପ)ନନ୍ଦ କିଶୋର ବଳଖେଚେଡ଼ିପଞ୍ଚସଖାଅଶ୍ୱତ୍ଥାମାପ୍ରଥମ ବିଶ୍ୱଯୁଦ୍ଧପାରଳାଖେମୁଣ୍ଡିଶିଶୁ ଅନନ୍ତ ଦାସଲଘିଷ୍ଠ ସାଧାରଣ ଗୁଣିତକଦ୍ରୌପଦୀ ମୁର୍ମୁଶ୍ରୀନିବାସ ରାମାନୁଜନପ୍ଲୀହାଜଗଦୀଶ ମହାନ୍ତିଜଗନ୍ନାଥବିପିନ ନାୟକସୁରେନ୍ଦ୍ର ମହାନ୍ତି🡆 More