ଅଟାରୀ: ପଞ୍ଜାବ ରେ ଥିବା ଏକ ସୀମାନ୍ତ ଗ୍ରାମ

]

ଅଟାରୀ
ਅਟਾਰੀ
अटारी
Village
ଅଟାରୀ ରେଲୱେ ଷ୍ଟେସନ , looking towards Pakistan, with goods custom depot (left)
ଅଟାରୀ ରେଲୱେ ଷ୍ଟେସନ , looking towards Pakistan,
with goods custom depot (left)
OSM map showing Attari and Wagah, their railway stations, and the Wagah border crossing. In the upper corner is shown the position of the villages between the cities of Lahore and Amritsar (click to expand)
OSM map showing Attari and Wagah, their railway stations, and the Wagah border crossing. In the upper corner is shown the position of the villages between the cities of Lahore and Amritsar (click to expand)
Countryଅଟାରୀ: ସାଧାରଣ ସମୀକ୍ଷା, ଯାତ୍ରା, ଅଧିକ ଦେଖନ୍ତୁ India
Stateପଞ୍ଜାବ
Districtଅମୃତସର
Time zoneUTC+5:30 (IST)

ଅଟାରୀ (ହିନ୍ଦୀ : अटारी), ଆଉ ମଧ୍ୟ Atari କୁହାଯାଏ, ଅଟାରୀ ଅମୃତସର ସହର ପଞ୍ଜାବ ଭାରତର ଗୋଟେ ଗାଁ ଇଣ୍ଡୋ-ପାକିସ୍ତାନ ସୀମାନ୍ତ ୱାଘାଠାରୁ ୩ କି.ମି ଦୂରରେ ଅବସ୍ଥିତ। ଏହା ଶିଖମାନଙ୍କ ପବିତ୍ର ସହର ଅମୃତସରଠାରୁ ୨୫କି. ମି. ଦକ୍ଷିଣକୁ ଅବସ୍ଥିତ, ଏବଂ ଏହା ଭାରତର ଶେଷ ଷ୍ଟେସନ ଯାହା ଲାହୋର, ପାକିସ୍ତାନକୁ ଭାରତର ରାଜଧାନୀ ଦିଲ୍ଲୀକୁ ରେଳଦ୍ୱାରା ସଂଯୋଗ କରୁଚି . ଅଟାରୀ ଗାଁ ଦଶପ୍ରେମୀ ସର୍ଦ୍ଦାର ଶ୍ୟାମ ସିଂ ଅଟାରୀୱାଲା,ସେ ମହାରାଜା ରଞ୍ଜିତ ସିଂଙ୍କ ସେନା ବାହୀନୀରେ ଥିଲେ

ସାଧାରଣ ସମୀକ୍ଷା

କିଛି ବର୍ଷ ପରେ,୨୦୦୭ରେ ଭାରତ ପାକିସ୍ତାନ ମଧ୍ୟରେଶାନ୍ତି ପ୍ରତିଷ୍ଠା ପାଇଁ ବାଣିଜ୍ୟ ପାଇଁ ଧାର୍ଯ୍ୟ ନିୟମ ହୋଇଥିଲା,ବାର୍ଷିକ ବାଣିଜ୍ୟ କାରବାର ପାଇଁ ସ୍ଥଳପଥେ ୨୦୦୭ଠାରୁ ୬୫ ବିଲିୟନ ୨୦୧୦-୧୧ ୧୫ ବିଲିୟନରେ ପହଂଚି ଥିଲା।. Integrated Check Post (ICP)ପରେ ଅପ୍ରେଲ୧୩ ,୨୦୧୨ରେ ସ୍ଥଳ ବାଣିଜ୍ୟ ପାଇଁ ୫୦୦ ଟ୍ରକ ସବୁଦିନ ଯିବା ଆସିବା ପାଇଁ ଅଟାରୀରେ ସୀମାନ୍ତ ଖୋଲିଥିଲା।

ଏହା ଜାତୀୟ ରାଜପଥ ୧ର ଆରମ୍ଭ ପଇଣ୍ଟ, ଏହା ଐତିହାସିକ ଗ୍ରାଣ୍ଡ ଟ୍ରଙ୍କ ରୋଡ଼ ର ଗୋଟେ ଅଂଶ ଏବଂ ଏହା AH1, ସବୁଠୁ ଲମ୍ବା ରୁଟ ଏସିଆ ହାଇୱ ନେଟୱାର୍କ ।ସମଝୋତା ଏକ୍ସପ୍ରେସ ,ଟ୍ରେନ ସେବା ଅନ୍ତର୍ଜାତୀୟ ସୀମାନ୍ତ ପାର କରିବା ପାଇଁ ବ୍ୟବହାର ହୁଏ, ଟ୍ରେନ କେବଳଅଟାରୀ ରେଲୱେ ଷ୍ଟେସନ ଠୁ ୱାଘାପର୍ଯ୍ୟନ୍ତ ଯିବା ଆସିବା କରେ,ପାକିସ୍ତାନଠାରୁ ୩ କି.ମି.।

ପ୍ରଶାସନିକ ଅନୁସାରେ ଅଟାରୀ ପାଞ୍ଚୋଟି ସବ -ତହସିଲ ମଧ୍ୟରୁ ଗୋଟେ ଏବଂ ବ୍ଲକ ଅମୃତସର ସହର . ଏହା ନଅଟି ବିଧାନ ସଭା ମଣ୍ଡଳୀରୁ ଗୋଟେ(ଆଇନ ପ୍ରଣୟନ ପାଇଁ ଭରପ୍ରାପ୍ତ ବିଧାନ ସଭା) ତା ସହ ଅମୃତସର ଲୋକ ସଭାର ନିର୍ବାଚନ ମଣ୍ଡଳୀ। 9.ସବ-ତହସିଲ ବିଲ୍ଡିଂଙ୍ଗ ଅଟାରୀ 10.ଅଟାରୀ ବ୍ଲକ ବିଲ୍ଡିଂଙ୍ଗ, ବସ ଷ୍ଟାଣ୍ଡ ଅଟାରୀ, ବ୍ରାଞ୍ଚ OBC, ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଭିରକ ଗ୍ରୀନ ଫାର୍ମ ବସ ଷ୍ଟାଣ୍ଡ ଅଟାରୀ ଏବଂ Govt.Sr.Sec. School (ବାଳକ) (ବାଳିକା).

ଯାତ୍ରା

Trans-Asian Railway

Trans-Asian Railway ଯାହା ସିଙ୍ଘାପୁର, ଚାଇନା, ଭିଏତନାମା, କାମ୍ବୋଡିଆ, ଭାରତ, ବାଂଲାଦେଶ, ମିଆଁମାରେ, ଥାଇଲାଣ୍ଡ ଏବଂ କୋରିଆକୁ ୟୁରୋପପର୍ଯ୍ୟନ୍ତ ସ୍ଥଳପଥେ ଟ୍ରେନଦ୍ୱାରା ଯିବା ଆସିବା କରିବା ପାଇଁ ସୁବିଧା ଅଛି। Trans-Asian ରେଲୱେ ଭାରତର ଦକ୍ଷିଣ ପଟେ ପ୍ରମୁଖ ସ୍ଥାନମାନଙ୍କରେ ରେଳ ଚଳାଚଳ ପାଇଁ ଇଛା ରହିଛି,ଏହା ୟୁନାନଯାହାଚାଇନା ଏବଂ ଥାଇଲାଣ୍ଡ ସହିତ ୟୁରୋପ ଭାୟା ତୁର୍କୀ ଏବଂ ଭାରତର ବିଭିନ୍ନ ସ୍ଥାନଭଦେଇ ଯାଉଛି।

ରୁଟ ଭାରତ ମଧ୍ୟ ଦେଇତାମୁ ଏବଂ ମୋରେହ ଯାହା ମଣିପୁର ସୀମାନ୍ତ ମିଆଁମାର, ତା ପରେ ବାଂଲାଦେଶ ସୀମାନ୍ତ ମହିସାନ ଏବଂ ସହବଜାପୁର ମଧ୍ୟ ଦେଇ ଯାଏ ଏବଂ ଫୁଣିଥରେ ଭାରତ ମଧ୍ୟକୁ ବାଂଲାଦେଶ ଦେଇ ଗେଦେ ରେ ପ୍ରବେଶ କରେ।ପଶ୍ଚିମ ପଟେ ,ପାକିସ୍ତାନ ଯିବା ପାଇଁ ଅଟାରୀ ମଧ୍ୟ ଦେଇଯାଏ ।ସେମାନେ 315 kilometres (196 mi)କମ ବାଟ ପଡେ ମିଆଁମାର- ଇଣ୍ଡିଆ ସେକ୍ଟର ରୁଟ ମଧ୍ୟରେ; ଏହା , 180 kilometres (110 mi), ଭାରତ , ଜିରିବାମ ମଣିପୁର ଏବଂ ତାମୁ ମିଆଁମାର ମଧରେ। ରେଳ ଲାଇନ ଜିରିବାମ ଓ ଇମ୍ଫାଲ ରେଳ ଚଳାଚଳ ପାଇଁ ମଞ୍ଜୁରୀ ପ୍ରାପ୍ତି ଭାରତୀୟ ରେଲୱ ତରଫରୁ, କିନ୍ତୁ ୨୦୧୬ରେ ଅସମ୍ଭବ କାର୍ଯ୍ୟ 97 kilometres (60 mi) ସିଧା ରାସ୍ତା ଜିରିବାମ ଏବଂ ଟୁପୁଲ ମଧରେ ତିଆରି ହୋଇଥିଲା।

ଅଧିକ ଦେଖନ୍ତୁ

  • ୱାଘା ସୀମାନ୍ତ ପର୍ବ
  • ଅଟାରୀ ରେଲୱେ ଷ୍ଟେସନ
  • ଭାରତ ପାକିସ୍ତାନ ମଧ୍ୟରେ ଯାତ୍ରା

ଆଧାର

Tags:

ଅଟାରୀ ସାଧାରଣ ସମୀକ୍ଷାଅଟାରୀ ଯାତ୍ରାଅଟାରୀ ଅଧିକ ଦେଖନ୍ତୁଅଟାରୀ ଆଧାରଅଟାରୀ

🔥 Trending searches on Wiki ଓଡ଼ିଆ:

କାଙ୍ଗାଳି ଚରଣ ପଣ୍ଡାଭାରତୀୟ ଦଣ୍ଡବିଧି ସଂହିତା ଦଫା ୩୦୯୯୨୪ଚାଖି ଖୁଣ୍ଟିଆଉଦୟନାଥ ଷଡ଼ଙ୍ଗୀମୂଷାକାନୀମହାରାଷ୍ଟ୍ରପ୍ରତିଭା ରାୟକମ୍ପ୍ୟୁଟରସରୋଜିନୀ ସାହୁବିଭୂତି ପଟ୍ଟନାୟକପାର୍କିନ୍‌ସନ୍ ରୋଗନାଗ ଐରିଶିବଲିଙ୍ଗବିପିନ ନାୟକଖଣ୍ଡାୟତକୃଷ୍ଣ ଜନ୍ମାଷ୍ଟମୀସାନ୍ତାଳ ଜନଜାତିସୁରେନ୍ଦ୍ର ମହାନ୍ତିରାଜ୍ୟ ସଭାଅକାନବିନ୍ଧିଟଙ୍କ ତୋରାଣିଉଚ୍ଛ୍ୱାସ (କବିତା ସଙ୍କଳନ)ଅମରପୋଇନିତ୍ୟାନନ୍ଦ ପାଲିତଠିଆକିଆ ବେଶଲକ୍ଷ୍ମୀଖେଚେଡ଼ିଭୁବନେଶ୍ୱରଗଣେଶବାଲିକୁଦା-ଏରସମା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ପାରାଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପରେଶ କୁମାର ପଟ୍ଟନାୟକଜଗନମୋହ‌ନ ଲାଲବରଗଛବୁଧଫନୀ ମହାନ୍ତିପୁଷ୍ଟିସାରପ୍ରମିଳା ମଲ୍ଲିକ୧୮୯୦ବିଶ୍ୱଜିତ ଦାସସକାଳ ଧୂପ୨୯ ଅପ୍ରେଲଲକ୍ଷ୍ମଣ ନାୟକଚାରି ଧାମଜଗଦୀଶ ମହାନ୍ତିମହାତ୍ମା ଗାନ୍ଧୀଓଡ଼ିଆ ଖାଦ୍ୟ୩୦ ଅପ୍ରେଲଶାନ୍ତନୁ କୁମାର ଆଚାର୍ଯ୍ୟ୧୩ ଫେବୃଆରୀବିନୋବା ଭାବେବୌଦ୍ଧଗଡ଼ବିଶ୍ୱନାଥ କରନିଓୱାଇଜ ଧୂମକେତୁକୃଷ୍ଣପୁନମ ମିଶ୍ରୟୁକ୍ଲିଡ୍ମୟୂରଭଞ୍ଜ ଜିଲ୍ଲାସ୍ତନସୁଖ ସଂସାରରାଶି ଓ ନକ୍ଷତ୍ରଲଡୁଅକ୍ଷୟ ତୃତୀୟାସୌର ଜଗତଓଡ଼ିଶାର ସଂସ୍କୃତିରୋଦନ୍ତୀପଞ୍ଚାନନ ମିଶ୍ରଅଭିମନ୍ୟୁ ସାମନ୍ତସିଂହାରକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକା🡆 More