ଆଦରର Aditya Mahar,
ଓଡ଼ିଆ ଉଇକିପିଡ଼ିଆକୁ ଆପଣଙ୍କୁ ପାଛୋଟି ନେଉଛୁ, ମୁଁ ଆଶା କରୁଛି ଆପଣଙ୍କୁ ଏହି ଜ୍ଞାନକୋଷ ବ୍ୟବହାର କରିବାକୁ ସୁବିଧାଜନକ ହେବ ଓ ଏଠାରେ ପ୍ରସଙ୍ଗମାନ ସମ୍ପାଦନା କରି ଆପଣ ଆନନ୍ଦିତ ହେବେ । ଏଇ କିଛି ପୃଷ୍ଠା ଆପଣଙ୍କୁ ଅଧିକ ଜାଣିବାରେ ସହଯୋଗ କରିବେ:
ଯଦି ଆପଣ ଉଇକିପିଡ଼ିଆରେ କିପରି ଲେଖିବେ ତାହା ଜାଣିବାକୁ ଚାହୁଁଥାନ୍ତି ତେବେ ଆମ ଚାଟ ସଭାକୁ ଯାଇ ପ୍ରଶ୍ନଟିଏ ପଚାରନ୍ତୁ ।
ମୁଁ ଭାବୁଛି ଆପଣଙ୍କୁ ଏଠାରେ ଉଇକିଆଳିଟିଏ ହୋଇ ଲେଖା ଲେଖି କରିବାକୁ ଭଲ ଲାଗିବ । ଆପଣ ଏକ ପ୍ରସଙ୍ଗ ବାବଦରେ କିଛି ଆଲୋଚନା କରିବାକୁ ଚାହିଁଲେ ସେହି ପ୍ରସଙ୍ଗର "ଆଲୋଚନା" ପୃଷ୍ଠାକୁ ଯାଇ ସେଠି ନିଜ ମତାମତ ପରେ ଟିଲଡ଼େ ଚିହ୍ନ ~~~~ ଦିଅନ୍ତୁ; ଏହା ଆପଣଙ୍କ ନାମ ଆଉ ତାରିଖ ଆପେ ଆପେ ଲେଖିଦେବ । କିଛି ସହଯୋଗ ଲୋଡ଼ା ପଡ଼ିଲେ, ମୋ ଆଲୋଚନା ପୃଷ୍ଠାକୁ ଯାଇ ମୋତେ ପ୍ରଶ୍ନଟିଏ ପଚାରି ପାରିବେ, ନହେଲେ ଏହି ପୃଷ୍ଠାରେ ପ୍ରଶ୍ନ ଆଗରୁ ଏଇ କୋଡ଼ {{help me}}
ନକଲ କରି ପକାଇଦିଅନ୍ତୁ ।
--ସୁଭାସିସପାଣିଗାହିମୋତେ କହିବେ କିଛି? ୧୦:୨୯, ୧୧ ମେ ୨୦୧୨ (UTC)
ବନ୍ଧୁ ନମସ୍କାର, ଛବି ଯଦି କମନ୍ସରେ ଅଛି ବା ଅପଲୋଡ଼ କରିଛନ୍ତି, ତାହେଲେ ଆଉ ଏଠି ଓଡ଼ିଆ ଉଇକିରେ ଅପଲୋଡ଼ କରିବା ଦରକାର ନାହିଁ । ଛବି ପାଇଁ କମନ୍ସ ହିଁ ସଠିକ ଜାଗା, ସେଠି ନ ରହି ପାରିଲେ ସଠିକ ସତ୍ତ୍ଵ ଦେଇ ଏଠି କରିପାରିବେ । ଧନ୍ୟବାଦ :-) -- ଅηsuмaη Talk ୧୧:୫୫, ୨୧ ମଇ ୨୦୧୨ (UTC)
ଧନ୍ୟବାଦ ବିବେକାନନ୍ଦଙ୍କ ଉପରେ ଲେଖିବା ପାଇଁ । ଆପଣ ଚାହିଁଲେ ଲେଖାଟିକୁ ଆହୁରି ଉନ୍ନତ ମାନର କରିପାରିବେ । ଏଥିରେ କିଛି ଆଧାର ଯୋଡନ୍ତୁ ଏବଂ ଅଧିକ ବିବରଣୀ ଯୋଡନ୍ତୁ । ଅଧିକ ଜାଣିବା ପାଇଁ ଏହି ଲେଖାଟିକୁ ଦେଖନ୍ତୁ । http://en.wikipedia.org/wiki/Vivekananda -- Jnanaranjan sahu (ଆଲୋଚନା) ୧୬:୪୦, ୨୩ ମଇ ୨୦୧୨
ପ୍ରିୟ ଓକିଆଳି ବନ୍ଧୁ,
ଉଇକିପିଡ଼ିଆରେ ଆପଣଙ୍କ ଅବଦାନ ନିମନ୍ତେ ଅନେକ ସାଧୁବାଦ । ଓଡ଼ିଆ ଉଇକିପିଡ଼ିଆରେ ପ୍ରସଙ୍ଗ ଲେଖିବା ବେଳେ ପୂର୍ଣ୍ଣଚ୍ଛେଦ ଲେଖିବା ନିମନ୍ତେ '(Shift + z)' ବା 'Z' ବ୍ୟବହାର କରନ୍ତୁ । ଓଡ଼ିଆ ଉଇକିପିଡ଼ିଆ ବାବଦରେ କିଛି ସହଯୋଗ ଦରକାର ହେଲେ, ଚାଟସଭାରେ, ଫେସବୁକ ଗୋଠରେ କିମ୍ବା ମୋ ଆଲୋଚନା ପୃଷ୍ଠାକୁ ଯାଇ ମୋତେ ପ୍ରଶ୍ନଟିଏ ପଚାରି ପାରିବେ । ଧନ୍ୟବାଦ ସହ --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୪:୫୪, ୯ ଜୁଲାଇ ୨୦୧୨ (UTC)
ବନ୍ଧୁ ନମସ୍କାର, ଅନେକ ଧନ୍ୟବାଦ ଆପଣଙ୍କ ଅବଦାନ ପାଇଁ । ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କ ଆଗ୍ରହ ଦେଖି ଆମ୍ଭେ ବହୁତ ଖୁସି, ଆଶା କରୁଛୁ ଆପଣ ଏମିତି ଅବଦାନ ଜାରି ରଖିବେ । ଉଇକିପିଡ଼ିଆର କେତେକ ବିଷୟରେ ନିର୍ଣ୍ଣୟ ନେବା ପୂର୍ବରୁ ଆମେ ଆପଣଙ୍କ ମତ, ବିଚାର, ଟିପ୍ପଣୀ ଏବଂ ସହଯୋଗ ଲୋଡୁ । ଉଦାହରଣ ଭାବେ "କେଉଁ ଓଡ଼ିଆ ଶବ୍ଦ ବ୍ୟବହାର କରାଯିବ", "ଆସନ୍ତା ମାସ ପାଇଁ କେଉଁ ଲେଖାଟିକୁ ପ୍ରଧାନ ପୃଷ୍ଠା ପାଇଁ ବଛାଯିବ", "ଆସନ୍ତା ସପ୍ତାହ ପାଇଁ କେଉଁ ଛବିଟିକୁ ପ୍ରଧାନ ପୃଷ୍ଠାରେ ରଖାଯିବ" ଇତ୍ୟାଦି ଇତ୍ୟାଦି । ଅନ୍ୟ ବିଷୟରେ ଆମେ ଆଲୋଚନା ସଭାରେ ଆଲୋଚନା କରୁଛୁ । ଓଡ଼ିଆ ଉଇକିପିଡ଼ିଆକୁ ସୂଚାରୁରୂପେ ଚଳାଇବା ପାଇଁ ଆପଣ ମାନଙ୍କ ସହଯୋଗ ଆବଶ୍ୟକ, ତେଣୁ ଏଠାରେ ହେଉଥିବା ଆଲୋଚନାରେ ଭାଗ ନେଇ ନିଜ ମତ ଜଣାଇବା ପାଇଁ ଆମ୍ଭେ ଅନୁରୋଧ କରୁଛୁ । ଧନ୍ୟବାଦ -- ଅଂଶୁମାନ ତାର ଯୋଡ଼ିବେ? ୧୩:୫୧, ୧୭ ଜୁଲାଇ ୨୦୧୨ (UTC)
The Tireless Contributor Barnstar | |
ଭାଇ ଆପଣଙ୍କର ଅନବରତ ଉଇକି ଲେଖା ଆମ ମାନଙ୍କୁ ଉତ୍ସାହିତ କରେ ଅଧିକ ଲେଖିବା ପାଇଁ । ଏମିତି ଲେଖିଚାଲନ୍ତୁ। ଓଡିଆ ଓ ଓଡିଶାର ଟେକ ରଖନ୍ତୁ। ଜୟ ଜଗନ୍ନାଥ... ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୧୦:୦୬, ୧୧ ଅଗଷ୍ଟ ୨୦୧୨ (UTC) |
The Editor's Barnstar | |
Thank you for your tireless work. Sukanta Sarkar (ମୋ ଆଲୋଚନା) ୦୫:୧୫, ୩ ସେପ୍ଟେମ୍ବର ୨୦୧୨ (UTC) |
ବନ୍ଧୁ ଜୁହାରେ, ବହୁତ ବହୁତ ଧନ୍ୟବାଦ ଆପଣଙ୍କ ଅବଦାନ ପାଇଁ । ଆପଣ ଯେଉଁ unreferenced (ଆଧାର ହୀନ) ଛାଞ୍ଚ ଉଠାଇଲେ, ଆଉ କାରଣ ଦର୍ଶାଇ ଛନ୍ତି, ସେ ପାଇଁ ମୁଁ ଖୁସି । ଅବଗତ କରାଇବା ସହ ଛାଞ୍ଚ ରହିଲେ କିଛି ଆପତ୍ତି, ଅସୁବିଧା ନାହିଁ, ଆପଣ ଯିଏ ଲେଖାଟି ଆରମ୍ଭ କରିଛି ତାଙ୍କୁ ଅବଗତ କରିପାରିବେ । କିନ୍ତୁ ସମସ୍ତେ କେମିତି ଜାଣିବେ । ଛାଞ୍ଚ ପକାଇଲେ ଲେଖାଟି Unreferenced ଶ୍ରେଣୀଭୁକ୍ତ ହେବ । ଏଇଟା ହିଁ ସବୁଠୁ ସହଜ ଉପାୟ । ଆଉ ଯେଉଁମାନେ ଏହି ପ୍ରକାର ଛାଞ୍ଚ ବ୍ୟବହାର କରୁଛନ୍ତି, ତାଙ୍କୁ ଆପଣ କହିପାରିବେ ଅବଗତ କରାଇବା ପାଇଁ; କିନ୍ତୁ ଏହା ବାଧ୍ୟକର ନୁହେଁ । ନହେଲେ କେହି ଯଦି ସେ ଛାଞ୍ଚ ପକାଇଲେ, ଆଉ କେହି ଅବଗତ କରିପାରିବେ । ଏମିତି ମିଳିମିଶି କାମ ହୋଇଥାଏ । ଆଉ ଏଠି ଆଧାର କାହିଁକି ହଟାଇଲେ, ଲେଖିଲେନି; ଦୟାକରି ଜଣାଇବେ? ଆପଣ ଯାହା ବଦଳିଲେ ବି (ଲେଖା, ଛାଞ୍ଚ), ସବୁବେଳେ ସାରକଥା ଲେଖିବାକୁ ଭୁଲନ୍ତୁନି । ଆପଣ ଯେତେବେଳେ ଛାଞ୍ଚ ବଦଳୁଛନ୍ତି, ସାବଧାନ (ନିଶ୍ଚିତ) ହୋଇ ବଦଳୁଥିବେ, କିଛି ଛାଞ୍ଚ interface ପାଇଁ ରହିଛି । ଆଉ ଏଠି ସବୁବେଳେ ଦେଖିବା ପାଇଁ କେହି ନାହାନ୍ତି, କିଛି ଅସୁବିଧା ହେଲେ ଶ୍ରୀକାନ୍ତ (User:Odisha1) ନହେଲେ ମୋତେ ଜଣାଇବେ । ପୁଣି କଥା ହେବା, ଧନ୍ୟବାଦ -- ଅଂଶୁମାନ ତାର ଯୋଡ଼ିବେ? ୧୮:୩୦, ୬ ସେପ୍ଟେମ୍ବର ୨୦୧୨ (UTC)
ଭାଇ ନମସ୍କାର,ଦୟାକରି ହିନ୍ଦୁ ଧର୍ମ ଛାଞ୍ଚରେ ଟିକେ ସଂଶୋଧନ କରି ପାରିବେ କି | ସୁକାନ୍ତ ସରକାର ୧୧:୦୫, ୧୨ ସେପ୍ଟେମ୍ବର ୨୦୧୨ (UTC)
'ରବୀନ୍ଦ୍ରନାଥ ଙ୍କ title ଠାକୁର ହେବା ଉଚିତ, କାରଣ ବଙ୍ଗଳା ,ହିନ୍ଦୀ,sanskrit ଆଦି ଭାଷା ର ଉଇକିପିଡିଆ ରେ ଠାକୁର ବୋଲି ଲେଖ ଯାଇଛି ଏବଂ ଓଡି଼ଆରେ ଅନୁଦିତ ତାଙ୍କ ର ସବୁ ରଚନାରେ ଠାକୁର ବୋଲି ଉଲ୍ଲେଖ ଅଛି । ଟେଗୋର title ଟି ବିଦେଶୀ ମାନଙ୍କର ଉଚ୍ଚାରଣରୁ ହୋଇଛି ଏ ବିଷୟରେ ଆପଣ ବିଶେଷଜ୍ଞ ଙ୍କ ସହାୟତା ନେବା ଉଚିତ --ସୁକାନ୍ତ ସରକାର ୧୬:୨୫, ୧୪ ସେପ୍ଟେମ୍ବର ୨୦୧୨ (UTC)
Hello, I have enabled rollback on your account. Use only to revert clear cases of vandalism and your own edit. For more refer Wiki: Rollback and Wiki: New admin school/Rollback. Let me know if you have any questions or you want me to remove the right. :-) -- ଅଂଶୁମାନ ତାର ଯୋଡ଼ିବେ? ୦୮:୧୮, ୨୫ ନଭେମ୍ବର ୨୦୧୨ (UTC)
Hey, are these ଫାଇଲ:Budhia singh.jpg and ଫାଇଲ:Purnima Hembram.jpg images taken by you? If not please provide sources and the sources where it is released, should be released under free license. And please go through en:Help:File page, it shows what other things you should mention while uploading a file. Please reply. My apology for the message in English. These are pending since long time, need to be taken care of ASAP. Thanks -- ଅଂଶୁମାନ ତାର ଯୋଡ଼ିବେ? ୨୧:୫୬, ୫ ଜାନୁଆରୀ ୨୦୧୩ (UTC)
ପ୍ରିୟ ଆଦିତ୍ୟ ବାବୁ, ମୋତେ The Tireless Contributor Barnstar ପ୍ରଦାନ କରିଥିବାରୁ ଅଶେଷ ଧନ୍ୟବାଦ । ପ୍ରକୃତରେ ଆପଣ ହିଁ ମୋର କାମ କରିବାର ସ୍ପୃହା ସୃଷ୍ଟି କରିଛନ୍ତି । ପ୍ରତିଦିନ ଆପଣଙ୍କର ଲେଖା ନିଶ୍ଚୟ ବାହାରୁଛି, ଏହା ଦ୍ଵାରା ମୁଁ ବହୁତ ପ୍ରଭାବିତ ହୋଇଛି । ସୁବାସ ଚନ୍ଦ୍ର ରାଉତ ୍୍୍୍
G'day Aditya, I noticed you created the ଏୟାର ଇଣ୍ଡିଆ (Air India) article, nice work. If you refer to my userpage at ବ୍ୟବହାରକାରୀ:Russavia#Aviation_photos, you will see that I am uploading Indian aviation photos to Commons to try and encourage article development/creation here on Oriya Wiki ଓଡ଼ିଆ. If you wish to add some photos from my userpage to that article, it would be great, but I will leave that up to your discretion. Cheers, Russavia (ମୋ ଆଲୋଚନା) ୦୮:୩୭, ୧୯ ଜାନୁଆରୀ ୨୦୧୩ (UTC)
ଖାଲି ତମ ନାଁ ଟା ଜଳଜଳ ଦିଶୁଛି, ଲାଗିଛ ପୁରା ଜୀବନ ଲଗେଇକି, ଟିକେ ଫେଣବାଲା ଚା' ନିଅ, ଦମ ଟିକେ ନେଇ ଚା' ପିଅ । ନ ହେଲେ ମୁଣ୍ଡ ଗୋଳମାଳ ହେଇଯିବ ଯେ ;) ସୁଭାସିସ ପାଣିଗାହିମୋତେ କହିବେ କିଛି? ୧୩:୨୯, ୧ ଅପ୍ରେଲ ୨୦୧୩ (UTC) |
ତଥ୍ୟପେଟି ଗୁଡିକୁ ତିଆରି କରି ଦେଇଥିବା ରୁ ବହୁତ ବହୁତ ଧନ୍ୟବାଦ ଆଦିତ୍ୟ ଭାଇ :)--ଶିତିକଣ୍ଠ (ଆଲୋଚନା) ୧୬:୫୪, ୨୧ ଅପ୍ରେଲ ୨୦୧୩ (UTC)
ଭାଇ, ପିଲାଙ୍କୁ ଟିକେ ଲେଖିବାକୁ ଦିଅ :) ତା ପରେ ଅଧିକ ଯୋଡ଼ିବ --ସୁଭାସିସ ପାଣିଗାହିମୋ ସାଙ୍ଗେ କଥାବାର୍ତ୍ତା ୧୨:୧୨, ୧ ଅକ୍ଟୋବର ୨୦୧୩ (UTC)
The Original Barnstar | |
ତମେ ଅନବରତ ଯେଉଁ ପିମ୍ପୁଡ଼ିପରି ଲେଖି ଚାଲିଛ, ବାକିମାନଙ୍କ ଭୁଲ ସୁଧାରିଚାଲିଛ ତା ପାଇଁ ଏ ତାରାଟି ଉଣା ପଡ଼ିବ, ତମେ ତ ନିଜେ ଗୋଟେ ତାରା :) ସୁଭାସିସ ପାଣିଗାହିମୋ ସାଙ୍ଗେ କଥାବାର୍ତ୍ତା ୧୨:୨୬, ୧ ଅକ୍ଟୋବର ୨୦୧୩ (UTC) |
ଓଡ଼ିଆ ଉଉକିପିଡ଼ିଆର ୧୦ମ ଜନ୍ମତିଥି ପାଳନ ସମ୍ବନ୍ଧରେ ମୁଁ ପୃଷ୍ଠାଟିଏ ତିଆରି କରିଛି । ତେବେ ଜଣେ ଅଭିଜ୍ଞ ଉଇକିଆଳି ଭାବରେ ତମର ଯୋଗଦାନ ଏହି ଉତ୍ସବରେ ତଥା ଏହି କାର୍ଯ୍ୟକ୍ରମ ପୃଷ୍ଠାରେ ଏକାନ୍ତ ଆବଶ୍ୟକ । ଆମେ ଏହି ଉତ୍ସବରେ ଅଧିକ କଣ କଣ କରିପାରିବା ସେ ବାବଦରେ ତମର ମତ ଦେଲେ ଭଲ ହେବ । ଏହା ବାଦ ଏହି ପୃଷ୍ଠାରେ ସେସବୁ ଉଲ୍ଲିଖିତ କରି ପୃଷ୍ଠାଟିକୁ ବାକିମାନଙ୍କ ସହ ବାଣ୍ଟିବ । ଶୁଭେଚ୍ଛା ସହ --ସୁଭାସିସ ପାଣିଗାହି ମୋ ସାଙ୍ଗେ କଥାବାର୍ତ୍ତା ୧୦:୫୮, ୮ ଜାନୁଆରୀ ୨୦୧୪ (UTC)
ଆଗାମୀ ଜାନୁଆରୀ ୨୮ ଓ ୨୯ ତାରିଖରେ ଓଡ଼ିଆ ଉଇକିପିଡ଼ିଆ ଏହାର ଦଶମ ଜନ୍ମ ବାର୍ଷିକୀ ପାଳନ କରୁଛି । ୧୦ ବର୍ଷ ତଳେ ଜାନୁଆରୀ ୨୯ ରେ ଓଡ଼ିଆ ଉଇକିପିଡ଼ିଆରେ ପ୍ରଥମ ସମ୍ପାଦନା ହେଇଥିଲା । ଏ ବର୍ଷ ଜାନୁଆରୀ ୨୮ ତାରିଖରେ ଭୁବନେଶ୍ଵରର KISS ଓ ୨୯ ତାରିଖରେ ଢେଙ୍କାନାଳ IIMC ଠାରେ ଜନ୍ମବାର୍ଷିକୀ ପାଳନ କରିବାର ଯୋଜନା କରାଯାଇଛି । ଆପଣଙ୍କ ପାଇଁ ନିମନ୍ତ୍ରଣ ରହିଲା । ଏଠାରେ ନିଜ ନାମ ଲେଖିବା ପାଇଁ ଅନୁରୋଧ । ଆପଣ ଯଦି ଦୂର ସ୍ଥାନରୁ ଆସୁଛନ୍ତି, ତା ହେଲେ ଆଗୁଆ ଜଣାଇଲେ ଆମେ ଆପଣଙ୍କ ରହିବା ବ୍ୟବସ୍ଥା କରିପାରିବୁ । ୨୮-୨୯ ଜାନୁଆରୀ ଆପଣଙ୍କୁ ଭେଟିବା ଅପେକ୍ଷାରେ । ଧନ୍ୟବାଦ ସହ । |
ଉଇକିପିଡିଆର ୧୦ମ ଜନ୍ମ ଦିବସରେ, ଏଥି ସହିତ ସଂଷ୍ଳିଷ୍ଟ ଥିବା ଉଇକିଆଳୀ ତଥା ଏହାର ପାଠକ ମାନଙ୍କୁ ଅନେକ ଅନେକ ଶୁଭେଚ୍ଛା । ଏହା ସହିତ ସଂଷ୍ଳିଷ୍ଟ ହୋଇ ମୁଁ ନିଜକୁ ଭାଗ୍ୟବାନ୍ ମନେ କରୁଅଛି। ଧନ୍ୟବାଦ୍ ଆଦିତ୍ୟ ଏବଂ ସୁଭାସିସ୍। :ମହତ୍ ଶତପଥୀ ।
The Tireless Contributor Barnstar | |
ପ୍ରିୟ ଆଦିତ୍ୟ ମାହାର, ଆପଣ ଗୋଟିଏ ଉଚ୍ଚ ପଦବୀରେ କାମ କରି ମଧ୍ୟସମୟ ବାହାର କରି ଅବିଶ୍ରାନ୍ତ ଭାବେ ଓଡିଆ ଉଇକିପିଡିଆରେ କାମ କରୁଛନ୍ତି ଦେଖି ମୁଁ ଆନନ୍ଦରେ ଅଭିଭୁତ ହୋଇଛି ଓ ଆପଣଙ୍କୁ ଏହି ବାର୍ଣ୍ଣସ୍ଟାର ଉପହାର ଦେଉଛି । Subas Chandra Rout (ମୋ ଆଲୋଚନା) ୧୫:୨୪, ୨୫ ଫେବୃଆରୀ ୨୦୧୪ (UTC) |
|
I am writing as Community Communications Consultant at CIS-A2K. I would like to interview you. It will be a great pleasure to interview you and to capture your experiences of being a wikipedian. You can reach me at [email protected] or call me on +91-7795949838 if you would like to coordinate this offline. We would very much like to showcase your work to the rest of the world. Some of the previous interviews can be seen here.
Thank you! --Rahmanuddin Shaik (ମୋ ଆଲୋଚନା) ୦୬:୫୧, ୨୧ ମାର୍ଚ୍ଚ ୨୦୧୪ (UTC)
ମହାଶୟ, ଓଡିଆ ଉଇକି ପୃଷ୍ଠାରେ ଛୋଟ URL ର ବ୍ୟବହାର ସମ୍ପର୍କରେ ମୁଁ ଜାଣିବାକୁ ଚାହେଁ । କେଉଁଠି ପାଇବି ? Hpsatapathy (ମୋ ଆଲୋଚନା) ୦୬:୨୨, ୧୧ ଅକ୍ଟୋବର ୨୦୧୪ (UTC)
Hpsatapathy (ମୋ ଆଲୋଚନା) ୦୩:୩୨, ୧୭ ଅକ୍ଟୋବର ୨୦୧୪ (UTC)
ଅନେକ ଢଗ ଢମାଳି (ବ୍ୟାଖ୍ୟା ସହ)କୁ ଉଇକିପେଡିଆୟାରେ ଯୋଡିବାକୁ ମୁଁ ଯୋଜନା କରିଛି । ଏହିସବୁ ସାହିତ୍ୟର ଅଂଶ ବିଶେଷ,ସ୍ଥାନେ ସ୍ଥାନେ ମୂଳ ଲେଖା ଠାରୁ ଏହାର ଅର୍ଥ ସମନ୍ୟ ଭିନ୍ନ ହେଇପାରେ ସେଥିପାଇଁ ଏହାକୁ ସ୍ବତନ୍ତ୍ର ପୃଷ୍ଠାରେ ରଖାଯାଉ ସମସ୍ତ ବିଷୟ ପାଇଁ ଶ୍ରେଣୀ:ଢଗ ଢମାଳି ରହୁ । ବର୍ତ୍ତମାନ ପାଇଁ ଏହାର ମୂଖ୍ୟ ଆଧାର ଦୈନିକ ସମାଜ ଯାହା ପ୍ରତିଦିନ ଏକ ଢଗ ଢମାଳି ସ୍ଥମ୍ଭ ପ୍ରକାଶ ହେଉଛି । ଅନ୍ୟ ଆଧାରଗୁଡିକୁ ବି ବିଚାରକୁ ନେବାର ଅଛି । ହେଇପାରେ ଏହା ଛୋଟ କିନ୍ତୁ ଭାଷା ପାଇଁ ଏହାକୁ ମୁଲ୍ୟବାନ ମନେକରୁଚି । ଅଧିକ ଅଲୋଚନା ପାଇଁ ଇଛୁକ । nistha ୧୮:୨୦, ୧୬ ଅକ୍ଟୋବର ୨୦୧୪ (UTC)
ଠିକ ଅଛି ~~~~
ଭାଇ ସ୍ନାତକ ଟି ତିଆରି କରିବା ପାଇଁ ସାହାଯ୍ୟ କରିଥିବା ରୁ ଧନ୍ୟବାଦ। ସେଥିପାଇଁ ପାଇଁ କିଛି ଗୁପ ଚୁପ ଆପଣଙ୍କ ପାଇଁ । Sailesh Patnaik ଶୈଳେଶ (ମୋ ଆଲୋଚନା) ୦୮:୪୯, ୧୧ ଡିସେମ୍ବର ୨୦୧୪ (UTC) |
ଧନ୍ୟବାଦ | |
ଆଦିତ୍ୟ ଭାଇ ମୋର ପ୍ରତିନମସ୍କାର ନେବେ । ଆପଣଙ୍କ ଉପହାର ପାଇଁ ବହୁତ ବହୁତ ଧନ୍ୟବାଦ । Ssgapu (ମୋ ଆଲୋଚନା) ୦୮:୦୨, ୧୮ ଡିସେମ୍ବର ୨୦୧୪ (UTC) |
ତମେ ତ ସବୁଠି ବିରାଜମାନ | |
ତମେ କେଉଁ କେଉଁ ବିଷୟରେ ଆଗ୍ରହୀ ଆଉ କେଉଁ କେଉଁ ମୁଖ୍ୟ ବିଷୟରେ କାମ କରୁଛ ନଗଦ ବଦଳରୁ ତା' ଜାଣିବା କଠିଣ । ତେଣୁ ଆମ ବାନ୍ଧବୁଣାର ଏକ ମନୋହର ନମୂନା ସମ୍ବଲପୁରୀ ଶାଢ଼ୀ ତମ ସମ୍ମାନରେ । ନିଜ କାମରୁ ବେଳ କାଢ଼ି ତମେ ଯେ ଅନ୍ତତ ନଗଦ ବଦଳକୁ ଚଳଚଞ୍ଚଳ କରି ରଖିଛ ସେ କଥା କହିବା ବାହୁଲ୍ୟ । ସ୍ୱାର୍ଥପର କାମନାଟି ମୋହର ବିଭା ପରେ ବି ଏମିତି ଲେଖୁଥ! ସୁଭାସିସ ପାଣିଗାହି ଆଳାପ ୦୬:୧୯, ୨୩ ଡିସେମ୍ବର ୨୦୧୪ (UTC) |
ଭାଇ ମୁଁ ଓଡିଆରେ ନୂଆ ଲେଖୁଚି ଏଠି । SailenroutraySailenroutray (ମୋ ଆଲୋଚନା) ୧୧:୧୦, ୮ ଫେବୃଆରୀ ୨୦୧୫ (UTC)
ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା, ୨୦୧୫ ପାଇଁ ଏକ Barnstar | |
ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା, ୨୦୧୫ ରେ ଆପଣଙ୍କ ଯୋଗଦାନ ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ଏମିତି ସୁନ୍ଦର ସୁନ୍ଦର ଲେଖା ଲେଖୁଥାନ୍ତୁ ଓ ଓଡିଆ ଉଇକି କୁ ଆଗକୁ ବଢାନ୍ତୁ। Sailesh Patnaik ଶୈଳେଶ (ମୋ ଆଲୋଚନା) ୧୬:୦୭, ୨୩ ମାର୍ଚ୍ଚ ୨୦୧୫ (UTC) |
ଦୟାକରି "ଦୁର୍ଗୀ, ରାୟଗଡା" ରୁ କେବଳ "ଦୁର୍ଗୀ" କୁ ବଦଳାଇ ଦିଅନ୍ତୁ। Santosh.mbahrm (ମୋ ଆଲୋଚନା) ୦୯:୨୫, ୮ ଜୁଲାଇ ୨୦୧୫ (UTC) |
ଧନ୍ୟବାଦ Santosh.mbahrm,ତମେ ମଧ୍ୟ ବଦଳାଇ ପାରିବ, "ଦୁର୍ଗୀ, ରାୟଗଡା" ପୃଷ୍ଠାଟିର ଡାହାଣ ପଟ ଉପରେ, ଖୋଜିବା ଜାଗା ପୂର୍ବରୁ ଥିବା ଅଧିକରେ ଥିବା ଘୁଞ୍ଚାଇବେ କୁ ଚୟନ କର କିମ୍ବା (alt+shift+m) ଦବାଇ ନିଜେ ପୃଷ୍ଠାଟିର ନାଁ ବଦଳାଇ ପାରିବ !। ଅସୁବିଧା ହେଲେ ଜଣାଇବ। --ଆଦିତ୍ୟ ମହାର (ଆଲୋଚନା) ୧୦:୩୭, ୮ ଜୁଲାଇ ୨୦୧୫ (UTC)
ଅପଣଙ୍କ ସହଯୋଗ ପାଇଁ ବହୁତ୍ ବହୁତ୍ ଧନ୍ୟବାଦ୍... Santosh.mbahrm (ମୋ ଆଲୋଚନା) ୧୬:୧୪, ୮ ଜୁଲାଇ ୨୦୧୫ (UTC) |
|
--Saileshpat (ମୋ ଆଲୋଚନା) ୨୦ ଅକ୍ଟୋବର ୨୦୧୫ (IST)
Hello,
Sorry for writing in English
CIS-A2K is going to organize an edit-a-thon between 25 and 31 January this year. The aim of this edit-a-thon is creating and improving List of Geographical Indications in India related articles.
We welcome all of you to join this edit-a-thon.
Please see the event and add your name as a participant: meta:CIS-A2K/Events/Geographical Indications in India Edit-a-thon
Feel free to ask if you have question(s).
Regards. --Titodutta (ମୋ ଆଲୋଚନା) ୦୩:୨୬, ୨୩ ଜାନୁଆରୀ ୨୦୧୬ (IST)
ବହୁ ବହୁ ଧନ୍ୟବାଦ ସାର । ଆପଣ ମୋ ଲେଖାର ପ୍ରକ୍ରିୟାକୁ ସାଧୁବାଦ ଦେଲେ Aliva Sahoo ୧୭:୫୯, ୩ ଫେବୃଆରୀ ୨୦୧୬ (IST) |
ନମସ୍କାର, ପବିତ୍ର ରଥଯାତ୍ରା ଅବସରରେ ଆମେ ଆପଣଙ୍କ ସୁଖ ଓ ସମୃଦ୍ଧି କାମନା କରୁଛୁ । ଏହି ଜୁଲାଇ ମାସରେ ଜଗନ୍ନାଥ ସଂସ୍କୃତି ଉତ୍ସବମୁଖର ହୋଇଉଠିଛି । ଏହାକୁ ସ୍ମରଣୀୟ କରିବା ପାଇଁ ଏହି ଅବସରରେ ଓଡ଼ିଆ ଉଇକିପିଡ଼ିଆ ପାଳନ କରୁଛି "ରଥଯାତ୍ରା ଗଣସମ୍ପଦନା ୨୦୧୬"। ଗତବର୍ଷର "ନବକଳେବର ଗଣସମ୍ପାଦନା" ସଫଳ ହେବାପରେ ଏହା ହେଉଛି ସଂସ୍କୃତି-ଭିତ୍ତିକ ଦ୍ଵିତୀୟ ଗଣସମ୍ପାଦନା । ଆପଣ ଜାଣି ଖୁସି ହେବେ ଯେ ଗତବର୍ଷର ଗଣସମ୍ପାଦନାରେ ଜଗନ୍ନାଥ ସଂସ୍କୃତି ସମ୍ବନ୍ଧିତ ୧୪୦ଟି ପ୍ରସଙ୍ଗ ନୂଆ ଓ ଉନ୍ନତ କରାଯାଇଥିଲା ଆଉ ସେହି ପ୍ରସଙ୍ଗଗୁଡ଼ିକ ଉଇକିପିଡ଼ିଆ ପାଇଁ ବହୁତ ଦରକାରୀ ଥିଲା । ତେବେ ଏବର୍ଷର "ରଥଯାତ୍ରା ଗଣସମ୍ପାଦନା" ଆରମ୍ଭ ହୋଇଯାଇଛି । ଜୁଲାଇ ୬ ରୁ ଅଗଷ୍ଟ ୪ ତାରିଖ ମାସେ କାଳ ଜଗନ୍ନାଥଙ୍କ ସମ୍ବନ୍ଧୀୟ ପ୍ରସଙ୍ଗମାନ ସମ୍ପାଦନା କରାଯାଇ ଓଡ଼ିଆ ଉଇକିପିଡ଼ିଆକୁ ସମୃଦ୍ଧ କରାଯିବ । ଆଶାକରୁଛୁ ଯେ ଆପଣ ଏଥିରେ ଭାଗନେଇ ଏହାକୁ ସଫଳ କରାଇବେ । ଗଣସମ୍ପାଦନା ବାବଦରେ ଅଧିକ ଜାଣିବା ଓ ଭାଗନେବା ପାଇଁ ଏହି ପୃଷ୍ଠାଟି ଦେଖନ୍ତୁ । କୌଣସି ସହାୟତା ଲୋଡୁଥିଲେ କିମ୍ବା ପ୍ରଶ୍ନ ଥିଲେ ଆମକୁ ପଚାରିପାରିବେ । ଧନ୍ୟବାଦ । ଜୟ ଜଗନ୍ନାଥ! --ନିଷ୍ଠାରଞ୍ଜନଦାଶtalk |
==
==
ସମସ୍ତ ଉଇକିଆଳି ବନ୍ଧୁ ମାନଙ୍କୁ ମୋର ଅଭିନନ୍ଦନ । ଭଗବାନ ଙ୍କ କୃପା ରୁ ଆଜି ଓଡିଆ ୱିକିପୀଡିୟା ରେ ୧୦୦ ତମ ଅନୁବାଦ ଭାବରେ 'ସୁଦାମା' ସ୍ଥାନିତ ହେଲା ଏବଂ ଗତ ୧୦ ଦିନ ମଧ୍ୟ ରେ ନୂତନ ଅନୁବାଦ ସାରଣୀ ରେ ଓଡିଆ ଭାଷା ପ୍ରାୟ ୧୧ ଟି ସ୍ଥାନ ର ଉନ୍ନତି ଘଟେଇ ସରିଲାଣି ।ଗତ ସପ୍ତାହ ର ପରିସଙ୍ଖ୍ୟନ ଅନୁସାରେ ସମସ୍ତ ଭାଷା ର ଅନୁବାଦ ସଂଖ୍ୟା ରେ -୦୪ % ପରିବର୍ତନ ହେଇଥିବା ବେଳେ ଓଡିଆ ରେ ତାହା +୩୬% ପରିବର୍ଦ୍ଧନ ହେଇଥିବା ନିଶ୍ଚୟ ଆମ ସମସ୍ତଙ୍କ ପାଇଁ ଗର୍ବ ର ବିଷୟ । ଉଦ୍ୟମ ଜାରି ରହୁ । ସମସ୍ତ ସକ୍ରିୟ ଉଇକିଆଳି ମାନଙ୍କ ସହଯୋଗ ଓ ସମ୍ପାଦକ ମାନଙ୍କ ଦିଗଦର୍ଶନ ଦେବା ଜାରି ରହୁ । Susant purohit (ମୋ ଆଲୋଚନା) ୧୨:୨୩, ୨୭ ସେପ୍ଟେମ୍ବର ୨୦୧୬ (IST)
ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା, ୨୦୧୭ | |
ଓଡି଼ଆ ଉଇକିପିଡି଼ଆରେ ଆନ୍ତର୍ଜାତିକ ମହିଳା ମାସ ଗଣସମ୍ପାଦନା ଆରମ୍ଭ ହେଇଗଲାଣି, ଆପଣଙ୍କୁ ଭାଗ ନେବାକୁ ଅନୁରୋଧ। --ଶୈଳେଶ (ପଚାରିବେ କିଛି?) |
ନମସ୍କାର ଆଦିତ୍ୟ ଭାଇ, ଆଗାମୀ ବର୍ଷର କାର୍ଯ୍ୟ ପାଇଁ ଏହା CIS-A2Kର ଗୋଟେ ସର୍ଭେ। ଆପଣ ଚାହିଁଲେ ଯେକୌଣସି ପ୍ରଶ୍ନର ଉତ୍ତର ଦେଇପାରିବେ କିମ୍ବା ଅଗ୍ରାହ୍ୟ କରିପାରିବେ। ଯଦି ଆପଣ ଏହି ପ୍ରଶ୍ନ ଗୁଡ଼ିକର ଉତ୍ତର ଏଠାରେ ଦେବାକୁ ଚାହୁଁନାହାନ୍ତି, ତେବେ ମତେ ଇମେଲ(sailesh.patnaik007 gmail.com), ଫୋନ୍ (୭୫୩୭୦୯୭୭୭୦) କିମ୍ବା ସ୍କାଇପ୍ ଦ୍ୱାରା ଉତ୍ତର ପଠେଇ ପାରିବେ। ଆପଣ ରବିବାର ସନ୍ଧ୍ୟାରେ ହେଉଥିବା IRCରେ ମଧ୍ୟ ଭାଗ ନେଇ ନିଜ ମତ ରଖିପାରିବେ।
@Aditya Mahar: ଆଦିତ୍ୟ ଭାଇ, ରାଜମଣି ଜେମାଦେଈ, ରାଧିକାମଣି ଓ ଅନ୍ୟାନ୍ୟ ନାରୀକବିମାନଙ୍କ ପ୍ରସଙ୍ଗରେ ଆପଣ ଛାଞ୍ଚ ଯୋଡ଼ିଥିବା ଦେଖିଲି । ଏଭଳି ଅନେକ ନାରୀକବିଙ୍କ ବିଷୟରେ ତଥ୍ୟ ମିଳିବା ଅତି କଷ୍ଟ । ଏହି ପ୍ରସଙ୍ଗରେ ଆଧାରରେ ଯେଉଁ ଗୋଟିଏ ବହି ଦେଇଛି, ସେହି ଗୋଟିଏ ବହିରୁ ଯାହା କିଛି ତଥ୍ୟ ମିଳିଛି । ପ୍ରସଙ୍ଗ ନିର୍ମାଣ କଲାପରେ ଉତ୍କଳ ସାହିତ୍ୟ, ଉତ୍କଳ ଦୀପିକା ଇତ୍ୟାଦି ପୁରାତନ ପତ୍ରିକା ଓ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଆଦିରୁ ଅଧିକ କଣ ମିଳିପାରିବ ଖୋଜୁଛି । ପରେ କିଛି ମିଳିଲେ ଯୋଡ଼ିବି । ହେଲେ ଏବେ ପାଇଁ ତାଙ୍କ ବିଷୟରେ ଅଧିକ ଆଧାର ଏତେ ଶୀଘ୍ର ମିଳିବା ସମ୍ଭବ ନୁହେଁ । ଏହି ସ୍ଥିତି ମୁଁ ଆଉ କଣ କରିପାରିବି, ଦୟାକରି କହିଲେ ମୁଁ ଚେଷ୍ଟା କରିବି । -ପ୍ରତୀକ ପଟ୍ଟନାୟକ (ମୋ ଆଲୋଚନା) ୨୩:୦୯, ୨୭ ମାର୍ଚ୍ଚ ୨୦୧୭ (IST)
ପ୍ରୋଜେକ୍ଟ ଟାଇଗର ଲେଖନ ପ୍ରତିଯୋଗୀତା ୨୦୧୮ ରେ ମୋ ଲେଖା ମହାଭିଯୋଗ (ତାଲିକାରେ ନାହିଁ)ଓଡିଆ ଉଇକିପିଡିଆରେ ନ ଥିବାରୁ ମୁଁ ମୋ ଅବଦାନରେ ଯୋଡିଦେଇଥିଲି । ଲେଖା ତ ଗୃହୀତ ହେଲାଭଳି ଜଣାପଡୁଛି । ତେବେ ଏହାର ପୁନର୍ମୁଲ୍ୟାୟନରେ ଏହା ଅଗ୍ରାହ୍ୟ ହୋଇପାରେ କି ? Hpsatapathy (ମୋ ଆଲୋଚନା) ୦୯:୫୩, ୧୫ ଜୁନ ୨୦୧୮ (IST)
ଏହି ଲେଖାଟିକୁ ନଲିଭାଇ ଏଠାକୁ ଆଣିଲି, ବ୍ୟବହାରକାରୀ:Aditya Mahar/ନାରାୟଣପୁର ଜିଲ୍ଲା । ପରେ ମୂଖ୍ୟ ସ୍ପେସକୁ ନେଇପାରିବା । -- ଅଂଶୁମାନ ତାର ଯୋଡ଼ିବେ? ୨୧:୧୨, ୨୬ ଜୁନ ୨୦୧୮ (IST)
ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା, ୨୦୧୮ | |
ଓଡି଼ଆ ଉଇକିପିଡି଼ଆରେ ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା, ୨୦୧୮ ଆରମ୍ଭ ହେଇଗଲାଣି । ଏହି ଗଣସମ୍ପାଦନା ୧୩ ଅଗଷ୍ଟ ୨୦୧୮ରୁ ୨୦ ଅଗଷ୍ଟ ୨୦୧୮ ଯାଏଁ ସପ୍ତାହେ ବ୍ୟାପି ଚାଲିବ, ଯେଉଁଥିରେ ଭାରତରେ ସ୍ୱାଧୀନତା ଆନ୍ଦୋଳନ ସହ ଜଡ଼ିତ ମହତ୍ୱପୂର୍ଣ୍ଣ ଘଟଣା ଏବଂ ଉଲ୍ଲେଖନୀୟ ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ପ୍ରସଙ୍ଗ ଗଢ଼ାଯିବା ସଙ୍ଗେ ସଙ୍ଗେ ଆଗରୁ ଥିବା ପୁରୁଣା ପ୍ରସଙ୍ଗର ମାନ ମଧ୍ୟ ଉନ୍ନତ କରାଯିବ । । ଆପଣଙ୍କୁ ଭାଗ ନେବାକୁ ଅନୁରୋଧ । --ଗପୁ (ମୋ ଆଲୋଚନା) ୧୧:୧୫, ୧୪ ଅଗଷ୍ଟ ୨୦୧୮ (IST) |
ଶୁଭେଚ୍ଛା,
ଜାଞ୍ଜିବର କଲରାପତ୍ରିଆ ବାଘ କଲରାପତ୍ରିଆ ବାଘର ଏକ ଉପ-ପ୍ରଜାତି । ଉଇକିଡାଟା ଭୁଲ ସଂଯୁକ୍ତ ହୋଇଯାଇଛି ବୋଧେ ।
ନମସ୍କାର, ଆନ୍ତର୍ଜାତୀୟ ମାତୃଭାଷା ଦିବସ ଗଣ-ସମ୍ପାଦନା, ୨୦୧୯ ଆସନ୍ତା ଫେବୃଆରୀ ମାସ ୨୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହି ଗଣ-ସମ୍ପାଦନାରେ ଆମେ ଓଡ଼ିଆ ଭାଷା ଏବଂ ତଦ୍ସମ୍ବନ୍ଧୀୟ ପ୍ରସଙ୍ଗମାନ ଉନ୍ନତ କରିବା ତଥା ଅତ୍ୟାବଶ୍ୟକୀୟ ପ୍ରସଙ୍ଗ ତିଆରି କରିବା । ଆଗରୁ ବହୁତ ପ୍ରସଙ୍ଗ ରହିଛି, ଯାହାକି ସେତେ ଉନ୍ନତମାନର ନାହିଁ, ତେଣୁ ତାକୁ ଉନ୍ନତ କରିବାକୁ ଏହି ଗଣ-ସମ୍ପାଦନାର ଆୟୋଜନ କରାଯାଇଛି । ଏହି ଗଣ-ସମ୍ପାଦନା ୨୮ ଫେବୃଆରୀ ୨୦୧୯ ଯାଏଁ ଚାଲିବ । ଗଣ-ସମ୍ପାଦନାଟିରେ ଭାଗ ନେବାପାଇଁ ଏଠାରେ ନିଜର ନାମ ଯୋଡ଼ନ୍ତୁ ଏବଂ ପ୍ରସଙ୍ଗଗୁଡ଼ିକ ତିଆରି କରିବା ଆଗରୁ ନିୟମାବଳୀକୁ ଥରେ ପଢ଼ିବାକୁ ଅନୁରୋଧ । କୌଣସି ପ୍ରକାରର ସହାଯ୍ୟ ପାଇଁ ଆଲୋଚନା ପୃଷ୍ଠାରେ ଲେଖିପାରିବେ । |
ଭାଇ ଜୁହାର!
ଆଶାକରେ ଭଲରେ ଥିବେ । ଆପଣ ଲେଖିଥିବା ଅନେକ ପ୍ରସଙ୍ଗରେ ଲିଭା ହେବା ଛାଞ୍ଚ ପଡିଛି । ମୁଖ୍ୟତଃ ଜିଲ୍ଲା ପ୍ରସଙ୍ଗଗୁଡିକ ଅଛି । ଆପଣଙ୍କର ଜଦି କିଛି ମତାମତ ଥାଏ ତାହେଲ ଜଣାନ୍ତୁ । ଜଦି ଭାବୁଛନ୍ତି ଯେ ଏଗୁଦିକ ଲିଭା ହେବା ଉଚିତ ନୁହେଁ କିମ୍ବା ଆପଣ କିଛି ସମୟସୀମା ଭିତରେ ଏଗୁଡିକ ଉନ୍ନତ କରି ପାରିବେ ତାହେଲେ ମଧ୍ୟ ଜଣାନ୍ତୁ । --Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୦୧:୦୭, ୧୫ ଅକ୍ଟୋବର ୨୦୨୦ (IST)
You have been a medical translators within Wiki. We have recently relaunched our efforts and invite you to join the new process. Let me know if you have questions. Best Doc James (talk · contribs · email) 12:34, 13 August 2023 (UTC)
ପରମ ବୀର ଚକ୍ର ଗଣସମ୍ପାଦନାରେ ଯୋଗ ଦେବାକୁ ଅନୁରୋଧ
୨୦୨୩ ସେପ୍ଟେମ୍ବର ୧୫ - ୨୦
ଅପେକ୍ଷାରେ,
ସଂଗ୍ରାମ କେଶରୀ ସେନାପତି (ଗପୁ)
This article uses material from the Wikipedia ଓଡ଼ିଆ article ବ୍ୟବହାରକାରୀଙ୍କ ଆଲୋଚନା:Aditya Mahar, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses.
®Wikipedia is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.