ଶିକ୍ଷଣ

ସହଯୋଗ ସୂଚୀ: ପ୍ରଶ୍ନ · ଉଇକିକୋଡ଼ ଖୋଜା · ଜାଣିବା କଥା · ସାରକଥା ପଢ଼ିବା · ୱେବ ଚାଟ ଜରିଆରେ ସିଧା ସହଯୋଗ · ସହଯୋଗ · ଆଧାର · ଶିକ୍ଷଣ

ଆରମ୍ଭ   ସମ୍ପାଦନା   ସଜାଡ଼ିବା   ଉଇକିପିଡ଼ିଆର ଲିଙ୍କସବୁ   ଆଧାର ଦେବା   ଆଲୋଚନା ପୃଷ୍ଠା   ଜାଣିବା କଥା   ନୂଆ ଖାତା ଖୋଲିବା   ଶେଷ କଥା    

ଉଇକିପିଡ଼ିଆକୁ ବଦଳାଇବା ଶିକ୍ଷଣ – ଆରମ୍ଭ

କେମିତି ବଦଳାଇବେ ଉଇକିପିଡ଼ିଆର ଲେଖା ସବୁକୁ

ଉଇକିପିଡ଼ିଆ ଗୋଟିଏ ମିଳିତ ଚେଷ୍ଟାରେ ତିଆରି ଜ୍ଞାନକୋଷ ଯେଉଁଥିରେ ଆପଣ ବି ଭାଗନେଇ ପାରିବେ ଓ ଲେଖାସବୁ ଲେଖିପାରିବେ/ବଦଳାଇପାରିବେ । ଏହି ଶିକ୍ଷଣ ଆପଣଙ୍କୁ ଉଇକିପିଡ଼ିଆ ଦାତାଟିଏ ହେବାରେ ସାହାଯ୍ୟ କରିବ ।

ଏହି ତଳ ପୃଷ୍ଠାସବୁ ଆପଣଙ୍କୁ ଉଇକିପିଡ଼ିଆର ଲେଖାସବୁର ଶୈଳୀ ଓ ଭିତର ଭାଗ ଉପରେ ଅଧିକ ଜାଣିବାରେ ସାହାଯ୍ୟ କରିବ, ଆହୁରି ବି ଉଇକିମିଡ଼ିଆ ସଂଘ, ଉଇକିପିଡ଼ିଆର ନୀତିନିୟମ ଓ ସଭାସବୁ ବିଷୟରେ ଜାଣିବାରେ ସାହାଯ୍ୟ କରିବ ।

ଏହା ଏକ ପ୍ରାଥମିକ ଶିକ୍ଷଣ, ଏକ ସବିଶେଷ ବଖାଣ ନୁହେଁ । ଯଦି ଆପଣ ଅଧିକ ଜାଣିବାକୁ ଚାହୁଁଥାନ୍ତି, ତେବେ ବାକି ପୃଷ୍ଠାମାନଙ୍କୁ ଯିବାପାଇଁ ଏଠାରେ ଲିଙ୍କସବୁ ଅଛି । ଆପଣ ସେସବୁକୁ ଅଲଗା ପତି/ଉଇଣ୍ଡୋ (Tab/Window)ରେ ଖୋଲି ପଢ଼ି ପାରନ୍ତି ।

"ପରଖ ଘର"କୁ ଯିବା ପାଇଁ ଲିଙ୍କ ସବୁ ଅଛି ଯେଉଁଥିରେ ଆପଣ ଯଦି କିଛି ଶିଖିବାକୁ ଚାହୁଁଥାନ୍ତି ସେଠାରେ ଅଭ୍ୟାସ କରିପାରିବେ । ନୂଆ ନୂଆ ପରଖ କରନ୍ତୁ ଓ ନୂଆ ନୂଆ କଥା ଜାଣନ୍ତୁ! ସେଠାରେ ଆପଣ କିଛି ପରଖ କଲେ କେହି କିଛି ଭାବିବେ ନାହିଁ ।

ତେଣୁ, ଆସନ୍ତୁ ଉଇକିପିଡ଼ିଆରେ ଲେଖାସବୁକୁ ବଦଳାଇବା ଶିଖିବା !!

ମନେରଖନ୍ତୁ: ଏହି ଶିକ୍ଷଣ ଆଗରୁ ରଖାଯାଇଥିବା ମୂଳ ଗଢ଼ଣକୁ ନେଇ ତିଆରି କରାଯାଇଛି, ଯଦି ଆପଣ ଲଗଇନ କରି ନାହାନ୍ତି କିମ୍ବା ନିଜ ପସନ୍ଦସବୁକୁ ବଦଳାଇଛନ୍ତି ତେବେ ଲିଙ୍କଗୁଡ଼ିକର ଅବସ୍ଥାନ ଅଲଗା ଅଲଗା ହୋଇପାରେ ।

Tags:

ଉଇକିପିଡ଼ିଆ:Cheatsheetଉଇକିପିଡ଼ିଆ:Glossaryଉଇକିପିଡ଼ିଆ:Help deskଉଇକିପିଡ଼ିଆ:Questionsଉଇକିପିଡ଼ିଆ:Reference deskଉଇକିପିଡ଼ିଆ:ଜାଣିବା କଥାସହଯୋଗ:ବିଷୟବସ୍ତୁ

🔥 Trending searches on Wiki ଓଡ଼ିଆ:

କଳିଙ୍ଗ ଯୁଦ୍ଧଲକ୍ଷ୍ମୀ ପୁରାଣମହେନ୍ଦ୍ର ସିଂହ ଧୋନିଅଟଳ ବିହାରୀ ବାଜପେୟୀଗଜପତି ସାମ୍ରାଜ୍ୟନୟାଗଡ଼ ଜିଲ୍ଲାସିଂହ୧୪ ଅପ୍ରେଲସରସ୍ୱତୀ ବିଶ୍ୱେଶ୍ୱରକୁଞ୍ଜବିହାରୀ ତ୍ରିପାଠୀନଡ଼ିଆରାମଚନ୍ଦ୍ର ମିଶ୍ରବେଣୁଧର ରାଉତହିନ୍ଦୁହମିଦା ବାନୁ ବେଗମଗଣେଶଟୁଇଟରଗୌତମ ବୁଦ୍ଧଲସିମହାବିଦ୍ୟାଆକବରତପସ୍ୱିନୀଜୀବସାରରାଜକିଶୋର ରାୟରାମକୃଷ୍ଣ ପରମହଂସବାଲେଶ୍ୱର ଜିଲ୍ଲାଜ୍ୟୋତି ପ୍ରକାଶ ପାଣିଗ୍ରାହୀଲିଆଡାହାଣୀ ଖୋଜାବେଲ ପଣା୨୯ ମାର୍ଚ୍ଚବିଶ୍ୱଜିତ ଦାସଖାଦ୍ୟମହେଶ ସାହୁକବିସୂର୍ଯ୍ୟ ବଳଦେବ ରଥ୧୯ ଅପ୍ରେଲଉତ୍କଳ ସମ୍ମିଳନୀତାରା୧୮୧୮ଜାତୀୟ ସଙ୍ଗୀତଜଗନ୍ନାଥସାପଉତ୍କଳ ବ୍ରାହ୍ମଣ୨୮ ଅପ୍ରେଲସ୍ୱାମୀ ବିବେକାନନ୍ଦଉପେନ୍ଦ୍ର ତ୍ରିପାଠୀମହାଭାରତଘୁମୁରା ନାଚଇଥିଓପିଆସିରହିନ୍ଦ-ଫତେହଗଡ଼ସାରଳା ମନ୍ଦିରକାଗଜଗୁରୁ ପ୍ରସାଦ ମହାନ୍ତିକାଳୀଚରଣ ପଟ୍ଟନାୟକତଅପୋଇ୨୬ ଅପ୍ରେଲକେଳୁଚରଣ ମହାପାତ୍ରସ୍ତନ୍ୟପାନସୁଇଜରଲ୍ୟାଣ୍ଡମେଲାଟୋନିନରାଶି ଓ ନକ୍ଷତ୍ରଭଗବତ ଗୀତାଓଡ଼ିଆ ଭାଷା ଆନ୍ଦୋଳନତରଳ ଝାଡ଼ାବିରାଟ କୋହଲୀଜଗନ୍ନାଥ ପ୍ରସାଦ ଦାସରାସନ କାର୍ଡ଼ (ଭାରତ)ହନୁମାନ🡆 More