ଓଡ଼ିଆ କବି ମାନଙ୍କର ତାଲିକା

ଓଡ଼ିଆ ସାହିତ୍ୟ · ଓଡ଼ିଆ ଭାଷା .

Odia Sahitya.png

ଓଡ଼ିଆ ସାହିତ୍ୟ · (ଶ୍ରେଣୀ ଅନୁସାରେ)
ଓଡ଼ିଆ ଭାଷା

ଓଡ଼ିଆ ସାହିତ୍ୟର ଇତିହାସ

ଓଡ଼ିଆ ସାହିତ୍ୟର ବିଭାଗ
ଚର୍ଯା ଯୁଗ - ସାରଳା ଯୁଗ
ପଞ୍ଚସଖା ଯୁଗ - ରୀତି ଯୁଗ
ରାଧାନାଥ ଯୁଗ - ସତ୍ୟବାଦୀ ଯୁଗ
ପ୍ରଗତି ଯୁଗ - ସବୁଜ ଯୁଗ

ଓଡ଼ିଆ ଭାଷାର ଲେଖକ

ସମୟ ଅନୁସାରେ ତାଲିକାଲେଖକଗଣ -ଔପନ୍ୟାସିକ
ନାଟ୍ୟକାର -କବି
ପ୍ରାବନ୍ଧିକ
କ୍ଷୁଦ୍ରଗଳ୍ପ ଲେଖକ

ପ୍ରକାରଭେଦ

ଚଉତିଶା - ଚଉପଦୀ - ଛାନ୍ଦ - ଚମ୍ପୂ
ଉପନ୍ୟାସ - କାବ୍ୟ କବିତା - ନାଟକ
ବିଜ୍ଞାନ କାହାଣୀ - ହାସ୍ୟରସ
କଳ୍ପିତ କାହାଣୀ

ସଙ୍ଗଠନ

ଓଡ଼ିଆ ସାହିତ୍ୟ ଏକାଡେମି

ଆନ୍ଦୋଳନ

ଚର୍ଯା ସାହିତ୍ୟ - ଭକ୍ତି ସାହିତ୍ୟ

ସମାଲୋଚନା ଓ ସମ୍ମାନ

ସାହିତ୍ୟ -ସମାଲୋଚନା
ସାହିତ୍ୟ ସମ୍ମାନ

ଓଡ଼ିଶା ପୋର୍ଟାଲ
ସାହିତ୍ୟ ପୋର୍ଟାଲ
ଉଇକିପାଠାଗାର

ଓଡ଼ିଆ ଭାଷା ଓ ସାହିତ୍ୟ ଅତି ପ୍ରାଚୀନ । ଅଠରଶହ ବର୍ଷ ତଳର ବିଭାଷ ଓଡ୍ର ଭାରତର ମୂଳ ଭାଷା ସଂସ୍କୃତ, ପ୍ରାକୃତ ଭାଷା ପାଲି ଇତ୍ୟାଦିର ପ୍ରଭାବରେ ପରିବର୍ତ୍ତିତ ହୋଇ ଆଧୁନିକ ଓଡ଼ିଆ ଭାଷାର ରୂପ ଧାରଣ କରିଛି । ଏହି ଭାଷାର ଅଭ୍ୟୁଦୟ ତଥା ଉତ୍ଥାନ ସକାଶେ ଓଡ଼ିଶାର ଅସଂଖ୍ୟ ଜନସାଧାରଣ ଏବଂ ଏହାର ସମସ୍ତ କବି ଓ ଲେଖକଙ୍କ ଅବଦାନ ଯେ ଅତୁଳନୀୟ ଏକଥା ଉଲ୍ଲେଖ କରିବା ଅନାବଶ୍ୟକ । ଖ୍ରୀଷ୍ଟାବ୍ଦ ଦ୍ୱାଦଶ ମସିହା ବେଳକୁ ଓଡ଼ିଆ ଭାଷା ଏହାର ଆଧୁନିକ ରୂପ ଧାରଣ କରିଥିଲା । ଏହାର ପରବର୍ତ୍ତୀ ସମୟରେ ଓଡ଼ିଆ ସାହିତ୍ୟ, ଓଡ଼ିଶାର ଅଧିବାସୀ ଓ ସେମାନଙ୍କର ରୀତି, ନୀତି, ଚାଲି, ଚଳଣ ଉପରେ ଯେଉଁ କବିମାନଙ୍କର ରଚନା ଗଭୀର ପ୍ରଭାବ ବିସ୍ତାର କରିଥିଲା । ଅଧିକାଂଶ ରଚୟିତାଙ୍କ ନାମ ତଥା ରଚନା, କାଳର ଅକାଳ ଗର୍ଭରେ ଲୀନ ହୋଇଯାଇଛି । ଯେଉଁ କେତେକଙ୍କ ରଚନା ସଂରକ୍ଷିତ ସେମାନଙ୍କ ମଧ୍ୟରୁ ଅତ୍ୟନ୍ତ ଲୋକପ୍ରିୟ କବି ଓ ଲେଖକଙ୍କୁ ଛାଡିଦେଲେ ଅନ୍ୟମାନଙ୍କ ରଚନା ଉପର ଯଥେଷ୍ଟ ଗବେଷଣା ମଧ୍ୟ ହୋଇନାହିଁ । ଏଠାରେ କେତେକ ଲୋକପ୍ରିୟ କବି ଓ ସେମାନଙ୍କର ପ୍ରଧାନ ରଚନା ବିଷୟରେ ଆଲୋଚନା କରାଯାଇଛି । ଆହୁରି ତଳେ ବିସ୍ତୃତ ଭାବରେ ଓଡ଼ିଆ କବିଙ୍କ ସୂଚୀ ଦିଆଯାଇଛି ।

ପ୍ରସିଦ୍ଧ କବି

କବିଙ୍କ ନାମଜନ୍ମସ୍ଥାନସମୟ କାଳଉପାଧି
ମାର୍କଣ୍ଡ ଦାସ
ସାରଳା ଦାସଶୂଦ୍ରମୁନି
ଶିଶୁ ଶଙ୍କର
ଜଗନ୍ନାଥ ଦାସଅତିବଡ଼ି/ପଞ୍ଚସଖା
ବଳରାମ ଦାସପଞ୍ଚସଖା
ଅନନ୍ତ ଦାସପଞ୍ଚସଖା
ଯଶୋବନ୍ତ ଦାସପଞ୍ଚସଖା
ଅଚ୍ୟୁତାନନ୍ଦ ଦାସପଞ୍ଚସଖା
ଦୀନକୃଷ୍ଣ ଦାସ୧୬୫୦ - ୧୭୧୦
ଉପେନ୍ଦ୍ର ଭଞ୍ଜଭଂଜନଗର୧୬୭୦ - ୧୭୪୦କବିସମ୍ରାଟ/ମହାକବି
ବଳଦେବ ରଥ୧୭୮୯ - ୧୮୫୪କବିସୂର୍ଯ୍ୟ
ଗୋପାଳକୃଷ୍ଣ ପଟ୍ଟନାୟକ
ବ୍ରଜନାଥ ବଡଜେନାଢେଂକାନାଳ
ଅଭିମନ୍ୟୁ ସାମନ୍ତସିଂହାରଯାଜପୁର୧୭୫୭-୧୮୦୭
ବନମାଳୀ ଦାସ
ଭକ୍ତଚରଣ ଦାସ୧୭୨୯ - ୧୮୧୦
ଯଦୁମଣି ମହାପାତ୍ର୧୭୮୧ - ୧୮୬୮ଉତ୍କଳ ଘଣ୍ଟି
ଗୌରହରି ପରିଚ୍ଛା
ଭୀମ ଭୋଇରେଢ଼ାଖୋଲ୧୮୫୦-୧୮୯୫ସନ୍ଥ କବି
ମଧୁସୂଦନ ରାଓପୁରୀ୧୮୫୩-୧୯୧୨ଭକ୍ତକବି
ରାଧାନାଥ ରାୟକେଦାରପୁର(ବାଲେଶ୍ୱର)୧୮୪୮-୧୯୦୮କବିବର
ଫକୀରମୋହନ ସେନାପତିବାଲେଶ୍ୱର୧୮୪୩-୧୯୧୮ବ୍ୟାସକବି
ଗଙ୍ଗାଧର ମେହେରବରପାଲି୧୮୬୨-୧୯୨୪ସ୍ୱଭାବ କବି/ପ୍ରକୃତି କବି
ବୀରକିଶୋରପୁନଙ୍ଗ, ଜଗତସିଂହପୁର୧୮୯୬-୧୯୭୩ଜାତୀୟ କବି
ଲକ୍ଷ୍ମୀକାନ୍ତ ମହାପାତ୍ରଭଦ୍ରକ୧୮୮୮- ୧୯୫୩କାନ୍ତକବି
କାଳିଚରଣ ପଟ୍ଟନାୟକଉଦାହରଣ୧୮୯୭କବିଚନ୍ଦ୍ର
ଉଦାହରଣଉଦାହରଣଉଦାହରଣଉଦାହରଣ

ସମ୍ପୂର୍ଣ୍ଣ ତାଲିକା

ସୀତାକାନ୍ତ ମହାପାତ୍ର ||(୧୯୩୭- )||ଆର ଦୃଶ୍ଯ ||ପଦ୍ମବିଭୂଷଣ ||
କବିଙ୍କ ନାମଜୀବନ କାଳପ୍ରମୁଖ ରଚନାଉପାଧି
ଅଗଣି ନାୟକ
ଅଚ୍ୟୁତ ଗୋକୁଳ ନାୟକ
ଅଚ୍ୟୁତ ନାୟକ
ଅଚ୍ୟୁତାନନ୍ଦ
ଅଧମ ଚନ୍ଦ୍ର
ଅଧର ପଟ୍ଟନାୟକ
ଅନଙ୍ଗଭୀମ ଦେବ
ଅନଙ୍ଗ ନରେନ୍ଦ୍ର
ଅନନ୍ତ
ଶିଶୁ ଅନନ୍ତ ଦାସ
ଅନାଥ
ଅନାଥ ଦାସ
ଅନାଦି ଦାସ
ଅନିରୁଦ୍ଧ ଛୋଟରାୟ
ଅଭିମନ୍ୟୁ ଭଞ୍ଜ
ଅଭିମନ୍ୟୁ ସାମନ୍ତସିଂହାର
ଅରକ୍ଷିତ ଦାସ
ଅଳନ୍ଧୁଆ
ଅଷ୍ଟଦୁର୍ଗ ରାଜା
ଅର୍ଜ୍ଜୁନ ଦାସ
ଆଦିକନ୍ଦ
ଆଦିକନ୍ଦ ଦାସ
ଆଦିକନ୍ଦ ଭୀମଦେବ
ଆରତ
ଇନ୍ଦୁମୁଖୀ କନ୍ୟା
ଈଶ୍ୱର ଦାସ
ଶିଶୁ ଈଶ୍ୱର ଦାସ
ଈଶ୍ୱର ବ୍ରହ୍ମା
ଉଚ୍ଛବ ଦାସ
ଉଦ୍ଧବ ଦାସ
ଉପେନ୍ଦ୍ର ଭଞ୍ଜ
କଣ୍ଠ ଦାସ
କନ୍ଧ ମୁକୁନ୍ଦ
କପିଳ ନରେଶ
କପିଳା ମୁନି
କପିଳେନ୍ଦ୍ର ଦେବ
କବି ଦାସ
କବି ବଲ୍ଲଭ
କବିରବି ତନୟ
କପିଳେଶ୍ୱର ଦାସ
କପିଳେଶ୍ୱର ନନ୍ଦ
କବି କର୍ଣ୍ଣ
କବି ଚନ୍ଦ୍ର
କମଳ ଲୋଚନ ଖଡ଼ଗରାୟ
କରୁଣାକର ପଟ୍ଟନାୟକ
କଳ୍ପତରୁ ଦାସ
କହ୍ନାଇ ଦାସ
କହ୍ନାଇ ଖୁଣ୍ଟିଆ
କହ୍ନାଇ ଦାସ
କାର୍ତ୍ତିକ ଦାସ
କାଳିନ୍ଦୀ ଦାସ
ଦୀନ କାଶୀ
ବିପ୍ର କାଶୀ ଦାସ
କାଶୀନାଥ ଦ୍ୱିଜ
କାଶୀ ବସନ୍ତିଆ
କାହ୍ନୁଚରଣ
କାହ୍ନୁ ଦାସ
କାହ୍ନୁପାଦ
କିଶୋର ଦାସ
କିଶୋର ଚନ୍ଦ୍ର ରାଜେନ୍ଦ୍ର
କିଶୋରାନନ୍ଦ
କୁଆଁର
କୁଞ୍ଜବନ ପଟ୍ଟନାୟକ
କୁଞ୍ଜ ବିହାରୀ
କୁଞ୍ଜ ବିହାରୀ ନୃପ
କୁଞ୍ଜ ବିହାରୀ ଭ୍ରମରବର
କୁଞ୍ଜ ମଙ୍ଗରାଜ
କୁଞ୍ଜ ସିଂହ
କୁଳମଣି ରାଜେନ୍ଦ୍ର
କୁଳମଣି ଦ୍ୱିଜ
କୃପାସିନ୍ଧୁ
କୃପାସିନ୍ଧୁ ଛୋଟରାୟ
କୃପାସିନ୍ଧୁ ଦାସ
କୃପାସିନ୍ଧୁ ଦାସ
କୃପାସିନ୍ଧୁ ଦାସ
କୃପାସିନ୍ଧୁ ସିଂହଦେଓ
କୃପାସିନ୍ଧୁ ସାମନ୍ତ
କୃଷ୍ଣକର
କୃଷ୍ଣଚରଣ ପଟ୍ଟନାୟକ
କୃଷ୍ଣଚନ୍ଦ୍ର
କୃଷ୍ଣଚନ୍ଦ୍ର ନରେନ୍ଦ୍ର
କୃଷ୍ଣଚନ୍ଦ୍ର ରାଜେନ୍ଦ୍ର
କୃଷ୍ଣ ଦାସ
କୃଷ୍ଣଦାସ ଅବଧୂତ
କୃଷ୍ଣ ପଟ୍ଟନାୟକ
କୃଷ୍ଣପ୍ରିୟା ଜେମାଦେଈ
କୃଷ୍ଣ ଶରଣ
କୃଷ୍ଣସୂର ହରିଚନ୍ଦନ
କୃଷ୍ଣ ସିଂହ
କେଶବ କବି
କେଶବ ତ୍ରିପାଠୀ
କେଶବ ଦାସ
କେଶବ ପଟ୍ଟନାୟକ
କେଶବ ଭଞ୍ଜ
କେଶବ ରଥକବିରାଜ
କେଶବ ଶ୍ରୀଚନ୍ଦନ
କେଶବ ରାଜ ହରିଚନ୍ଦନ
କେଶବ ହରିଚନ୍ଦନ
କୃପା ସମୁଦ୍ର ଦାସ
ଉପେନ୍ଦ୍ର ଭଞ୍ଜକବି ସମ୍ରାଟ
ରମାକାନ୍ତ ରଥ(୧୯୩୪- )ଶ୍ରୀରାଧାପଦ୍ମଭୂଷଣ
ରାଧାମୋହନ ଗଡନାୟକ(୧୯୧୧-୨୦୦୦)ସୂର୍ଯ୍ୟ ଓ ଅନ୍ଧକାରପଦ୍ମଶ୍ରୀ
ପ୍ରତିଭା ଶତପଥୀ(୧୯୪୫)ତନ୍ମୟ ଧୂଳିସାହିତ୍ଯ ଭାରତୀ
ଜୟନ୍ତ ମହାପାତ୍ର(୧୯୨୮- )ସାହିତ୍ଯ ଏକାଡେମୀ
ତପନ କୁମାର ପ୍ରଧାନ(୧୯୭୨- )କଳାହାଣ୍ଡିସାହିତ୍ଯ ଏକାଡେମୀ
ମମତା ଦାଶ(୧୯୪୭- )ପଦ୍ମ ପୁରୁଷସାହିତ୍ଯ ଏକାଡେମି

[୧]

ଆଧାର

  1. ଡଃ କୃଷ୍ଣଚରଣ ସାହୁ, ଓଡ଼ିଆ ଲେଖକ ପରିଚୟ (୧୪୫୦-୧୮୫୦), ଓଡ଼ିଶା ସାହିତ୍ୟ ଏକାଡେମୀ ।

ଅଧିକ ତଥ୍ୟ

This article uses material from the Wikipedia ଓଡ଼ିଆ article ଓଡ଼ିଆ କବି ମାନଙ୍କର ତାଲିକା, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply. (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 3.0 ରେ ଉପଲବ୍ଧ । Images, videos and audio are available under their respective licenses.
#Wikipedia® is a registered trademark of the Wikimedia Foundation, Inc. Wiki (DUHOCTRUNGQUOC.VN) is an independent company and has no affiliation with Wikimedia Foundation.

🔥 Trending searches on Wiki ଓଡ଼ିଆ:

ପ୍ରଧାନ ପୃଷ୍ଠାମଧୁସୂଦନ ଦାସମନୋଜ ଦାସଭିଏତନାମସ୍କ୍ରିଲେକ୍ସପୋଡୋଫାଇଲମ ରେଜିନଓଡ଼ିଆ ଭାଷାଓଡ଼ିଶାଜଗନ୍ନାଥଗଙ୍ଗାଧର ମେହେରଓଡ଼ିଆ ସାହିତ୍ୟଫକୀର ମୋହନ ସେନାପତିସଚ୍ଚିଦାନନ୍ଦ ରାଉତରାୟମଧୁସୂଦନ ରାଓଭାରତସାରଳା ଦାସଜଗନ୍ନାଥ ମନ୍ଦିରମନୋରଞ୍ଜନ ଦାସବୈକୁଣ୍ଠନାଥ ପଟ୍ଟନାୟକଗୋପବନ୍ଧୁ ଦାସରଥଯାତ୍ରାଓଡ଼ିଶାର ଇତିହାସମହାତ୍ମା ଗାନ୍ଧୀକବିସୂର୍ଯ୍ୟ ବଳଦେବ ରଥଦୟାନନ୍ଦ ସରସ୍ୱତୀସୁରେନ୍ଦ୍ର ମହାନ୍ତିରାଧାନାଥ ରାୟଗୋଦାବରୀଶ ମିଶ୍ରକାଳିନ୍ଦୀ ଚରଣ ପାଣିଗ୍ରାହୀଅପର୍ଣ୍ଣା ମହାନ୍ତିଚନ୍ଦନ ଯାତ୍ରାକୋଣାର୍କ ସୂର୍ଯ୍ୟ ମନ୍ଦିରଉପେନ୍ଦ୍ର ଭଞ୍ଜଅଖିଳ ମୋହନ ପଟ୍ଟନାୟକସ୍ୱାମୀ ବିବେକାନନ୍ଦମନୋଜ ଦାସଙ୍କ କଥା ଓ କାହାଣୀଜଗନ୍ନାଥ ଦାସଲକ୍ଷ୍ମୀକାନ୍ତ ମହାପାତ୍ରଦଣ୍ଡ ନାଟସ୍ୱର ବର୍ଣ୍ଣଭାରତୀୟ ସମ୍ବିଧାନଭୀମ ଭୋଇହିନ୍ଦୁପଠାଣି ସାମନ୍ତବନ୍ଦେ ଉତ୍କଳ ଜନନୀପ୍ରତିଭା ରାୟଖୋର୍ଦ୍ଧା ଜିଲ୍ଲାରବି ସିଂଆର୍ଯ୍ୟଭଟ୍ଟବୀର ସୁରେନ୍ଦ୍ର ସାଏଗୌତମ ବୁଦ୍ଧରମାକାନ୍ତ ରଥକାଳୀଚରଣ ପଟ୍ଟନାୟକକୋଣାର୍କଔଷଧୀୟ ଗଛଲତାମାନଙ୍କର ତାଲିକାବିଶ୍ୱନାଥ କରକିଶୋରୀ ଚରଣ ଦାସଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରବରାହମିହିରଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିରାଜେନ୍ଦ୍ର କିଶୋର ପଣ୍ଡାଗୌରବ ବଜାଜଭାରତର ସଂସ୍କୃତି୧୭୨୫ଫାଶୀ🡆 More