ଅଷ୍ଟମୀ

'ଅଷ୍ଟମୀ' ଚନ୍ଦ୍ରପକ୍ଷର ଅଷ୍ଟମ ଦିବସ - ଚନ୍ଦ୍ରର ଅଷ୍ଟମ କଳାର ହ୍ରାସ ବା ବୃଦ୍ଧିଜନିତ ତିଥି । ସପ୍ତମୀର ପରବର୍ତ୍ତୀ ଓ ନବମୀର ପୂର୍ବବର୍ତ୍ତୀ ତିଥି । କୃଷ୍ଣ ପକ୍ଷର ଅଷ୍ଟମୀକୁ କୃଷ୍ଣା ଅଷ୍ଟମୀ ବା କୃଷ୍ଣାଷ୍ଟମୀ ଓ ଶୁକ୍ଳ ପକ୍ଷର ଅଷ୍ଟମୀକୁ ଶୁକ୍ଳା ଅଷ୍ଟମୀ ବା ଶୁକ୍ଳାଷ୍ଟମୀ କୁହାଯାଇଥାଏ ।

  • କାଳାଷ୍ଟମୀ: ପ୍ରତ୍ୟେକ ମାସର କୃଷ୍ଣ ପକ୍ଷର ଅଷ୍ଟମୀ ।
  • ବୁଧାଷ୍ଟମୀ: ମାର୍ଗଶିର, ମାଘ, ଫଗୁଣ, ବୈଶାଖ ଓ ଜ୍ୟୈଷ୍ଠ ଏହି ୫ମାସରେ ଶୁକ୍ଳ ଅଷ୍ଟମୀ ତିଥି ଦିନ ବୁଧବାର ହୋଇଥିଲେ ବୁଧାଷ୍ଟମୀ ପାଳନ କରାଯାଏ ।
    ଆଶ୍ୱିନ କୃଷ୍ଣପକ୍ଷର ଅଷ୍ଟମୀ ଦିନ ଦୂର୍ଗାଙ୍କର ଶରତକାଳୀନ ଦୁର୍ଗୋତ୍ସବ ବା ଷୋଳପୂଜାର ମୂଳ ଅର୍ଥାତ ଆରମ୍ଭ ହେଉଥିବାରୁ ଏହା ମୂଳାଷ୍ଟମୀ ଭାବେ ପରିଚିତ ।
  • କାର୍ତ୍ତିକ ଶୁକ୍ଳାଷ୍ଟମୀ: ଗୋଷ୍ଟାଷ୍ଟମୀ ବା ଗୋପାଷ୍ଟମୀ - ଗୋସେବା ଉତ୍ସବ ।
    ଏହି ଦିନ ଶ୍ରୀକୃଷ୍ଣ ପ୍ରଥମେ ଗୋରୁ ଚରାଇବା ଆରମ୍ଭ କରିଥିଲେ ।
    ଓଡ଼ିଆ ପରମ୍ପରା ଅନୁଯାୟୀ ପ୍ରଥମାଷ୍ଟମୀ ଦିନ ଘରର ଜ୍ୟେଷ୍ଠ ସନ୍ତାନ ସେ କନ୍ୟା ହେଉ କି ପୁତ୍ର ତାକୁ ନୂତନ ବସ୍ତ୍ର ପିନ୍ଧାଇ ବନ୍ଦାପନା କରାଯାଏ ।
  • ମାଘ ଶୁକ୍ଳାଷ୍ଟମୀ: ଭୀଷ୍ମାଷ୍ଟମୀ- ଅପୁତ୍ରିକ ଭୀଷ୍ମଙ୍କ ଉଦ୍ଦେଶ୍ୟରେ ପ୍ରତ୍ୟେକ ହିନ୍ଦୁଗୃହସ୍ଥଙ୍କ କରଣୀୟ ଶ୍ରାଦ୍ଧ ।

ଆଧାର

Tags:

ତିଥିନବମୀସପ୍ତମୀ

🔥 Trending searches on Wiki ଓଡ଼ିଆ:

କୃଷ୍ଣବୌଦ୍ଧ ଧର୍ମଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିପ୍ରହ୍ଲାଦ ନାଟକଶନିବାରଲସିଅଷ୍ଟ୍ରେଲିଆବିଜୁ ପଟ୍ଟନାୟକପ୍ଲୁଟୋଯୌନ ଉତ୍ପୀଡ଼ନପଣା ସଂକ୍ରାନ୍ତିଗୋଲୋକ ବିହାରୀ ଧଳରାଣୀ ଲକ୍ଷ୍ମୀବାଈବନ୍ଦେ ଉତ୍କଳ ଜନନୀଓଡ଼ିଶାର ଲୋକନୃତ୍ୟରାଶି ଓ ନକ୍ଷତ୍ରଭଦ୍ରକ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ମଇ ଦିବସମହାପ୍ରସାଦଚିକୁନ‌ଗୁନିଆଆଉରଙ୍ଗଜେବସରସ୍ୱତୀ ସମ୍ମାନଗର୍ଭାବସ୍ଥାଓଡ଼ିଆ ସାହିତ୍ୟର ଇତିହାସରାଜକିଶୋର ରାୟପୁରୀ ଜିଲ୍ଲାପାକ୍ରିଟିନିବବିରଜା ମନ୍ଦିରବିଷମ କଟକସୋନାଲ ମାନସିଂହତଳକୁସୁମା ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟଗୋପବନ୍ଧୁ ଦାସପଖାଳବଣଭୋଜି ବେଶଖାରବେଳଓଡ଼ିଶାର ମାପ ବ୍ୟବସ୍ଥାକୋଷ୍ଠକାଠିନ୍ୟଅଣସରଗୁଗଲମାଛଲକ୍ଷ୍ମୀ ପୁରାଣମୁକୁନ୍ଦ ଦେବଶ୍ରୀମନ୍ଦିରର ଷୋଡ଼ଶ ମଣ୍ଡପଭାରତର ନଦୀ ସମୂହର ତାଲିକାଜହ୍ନଗଣନ ସଂଖ୍ୟାଭକ୍ତ ଚରଣ ଦାସ (ରାଜନେତା)ସତ୍ୟେନ୍ଦ୍ର ନାଥ ବୋଷଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରବ୍ରାହ୍ମ ସମାଜସ୍ଥୌଲ୍ୟତାକଟକଭ୍ୟାକୁମ୍ କ୍ଲିନର୍ଜିମି ୱେଲ୍ସନେତୃତ୍ୱଉଇକିପିଡ଼ିଆ ସମୂହର ତାଲିକାକବାଟଉତ୍କଳ ସଙ୍ଗୀତ ମହାବିଦ୍ୟାଳୟମନମୋହନ ସାମଲସତୀ (ହିନ୍ଦୁ ଦେବୀ)ଆନ୍ଧ୍ର ପ୍ରଦେଶଯକୃତନରେନ୍ଦ୍ର ମୋଦୀକୃଷ୍ଣଚନ୍ଦ୍ର ପାଣିଗ୍ରାହୀଡାଲମାବାଘ🡆 More