ସଲମନ ରସଦି

ସଲମନ ରସଦି(ଜନ୍ମ ୧୯ 19 ଜୁନ ୧୯୪୭) ଜଣେ ଭାରତରେ ଜନ୍ମିତ ବ୍ରିଟିଶ-ଆମେରିକାନ ଉପନ୍ୟାସକାର । ତାଙ୍କ ଲେଖାରେ ଐତିହାସିକ ଗଳ୍ପ ଥାଏ ଯାହା ଭାରତୀୟ ପୃଷ୍ଠଭୂମିରେ ଲେଖାଥାଏ ।

Sir

Salman Rushdie

Rushdie in 2018
Rushdie in 2018
ଜନ୍ମ ଓ ଜନ୍ମସ୍ଥାନAhmed Salman Rushdie
(1947-06-19) ୧୯ ଜୁନ ୧୯୪୭ (ବୟସ ୭୬)
Bombay, British India (now Mumbai, India)
ବୃତ୍ତି
  • Writer
  • professor
ନାଗରିକତା
  • United Kingdom
  • United States (since 2016)
ଶିକ୍ଷାKing's College, Cambridge (BA)
ଶୈଳୀ
  • Magic realism
  • satire
  • postcolonialism
ବିଷୟ
  • Historical criticism
  • travel writing
ସାହିତ୍ୟ କୃତି
  • Midnight's Children (1981)
  • The Satanic Verses (1988)
ପୁରସ୍କାର
  • Booker Prize
    1981 Midnight's Children
  • Ordre des Arts et des LettresCommandeur
    1999
  • Knight Bachelor
    2007
ଜୀବନସାଥୀ
Clarissa Luard
(m. ୧୯୭୬; div. ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)
Marianne Wiggins
(m. ୧୯୮୮; div. ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)
Elizabeth West
(m. ୧୯୯୭; div. ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)
Padma Lakshmi
(m. ୨୦୦୪; div. ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)
ସନ୍ତାନ2
ସମ୍ପର୍କୀୟNatalie Rushdie (daughter-in-law)

ଦସ୍ତଖତ
ୱେବସାଇଟ
salmanrushdie.com

ରସଦିଙ୍କର ଦ୍ୱିତୀୟ ଉପନ୍ୟାସ ମିଡନାଇଟସ ଚିଲଡ୍ରେନ ୧୯୮୧ ମସିହାରେ ବୁକର ପୁରସ୍କାର (Booker Prize ପାଇଥିଲା । ୧୯୮୧ ମସିହାରେ ଏହା ସମସ୍ତ ବିଜେତାଙ୍କ ଅପେକ୍ଷା ଦୁଇ ଥର ଶ୍ରେଷ୍ଠ ଉପନ୍ୟାସ ବିବେଚିତ ହୋଇଥିଲା । ତାଙ୍କର ଚତୁର୍ଥ ଉପନ୍ୟାସ ଦି ସାଟାନିକ ଭରଶେଷ (The Satanic Verses )(୧୯୮୮), ଅନେକ ବିବାଦାସ୍ପଦ ହୋଇଥିଲା । ଏଥିରେ ବାକ ସ୍ବାଧୀନତା ଓ ରାଜନୈତିକ ହିଂସା ବିଷୟ ବିରୋଧାତ୍ମକ ହୋଇଥିଲା । ତାଙ୍କ ବିରୁଦ୍ଧରେ ରୁହୋଲା ଖୋମିନି (Ruhollah Khomeini) ୧୯୮୯ ମସିହାରେ ଫତୱା ବା ମୃତ୍ୟୁ ପରୱାନା (fatwa) ଜାରି କରିଥିଲେ । ଏଠି ନିମନ୍ତେ ବ୍ରିଟିଶ ସରକାର ପୋଲିସ ବଳ ସହିତ ତାଙ୍କୁ ଲୁକ୍କାୟିତ କରି ରଖିଥିଲେ ।. ତାରିଖ ୧୨ ଅଗାଷ୍ଟ ୨୦୨୨ ଦିନ ଚଉତାକାରେ (New York) ବକ୍ତୃତା ଦେବାକୁ ଯାଉଥିବା ବେଳେ ଜଣେ ବ୍ୟକ୍ତି ତାଙ୍କୁ ଛୁରୀରେ ଆଘାତ କରିଥିଲା ଯାହା ଫଳରେ ତାଙ୍କର ଅବସ୍ଥା ଅତ୍ୟନ୍ତ ସାଙ୍ଘାତିକ ହୋଇଥିଲା ।


ପୁରସ୍କାର, ସମ୍ମାନ ଓ ପରିଚୟ

ସଲମନଙ୍କୁ ମିଳିଥିବା ଅନେକ ସମ୍ମାନ ମଧ୍ୟରୁ ସାହିତ୍ୟ ନିମନ୍ତେ ୟୁରୋପିଆନ ୟୁନିଅନର ଆର୍ଟିଜାନ ପୁରସ୍କାର (Aristeion Prize), ଜର୍ମାନୀର ରାଇଟର ଅଫ ଦି ଇଅର , ଇଟାଲିର ପ୍ରିମିଅର ଗ୍ରିଞ୍ଜେନ କାଭୋର (Premio Grinzane Cavour) ଇତ୍ୟାଦି ଅନେକ ସମ୍ମାନ ପାଇଥିଲେ ।

ସେ ୧୯୮୩ ମସିହାରେ ରୟାଲ ସୋସାଇଟିର ଫେଲୋ ଭାବରେ ନିର୍ବାଚିତ ହୋଇଥିଲେ । ତାଙ୍କୁ ୨୦୦୭ ମସିହାରେ ସାହିତ୍ୟର ସେବା ନିମନ୍ତେ ତାଙ୍କୁ ନାଇଟହୁଡ (ସାର) ପ୍ରଦାନ କରାଯାଇଥିଲା । ମାଗାଜିନ ପକ୍ଷରୁ ୧୯୪୫ ମସିହାରୁ ୨୦୦୮ ପର୍ଯ୍ୟନ୍ତ ୫୦ ଜଣ କୃତୀ ସାହିତ୍ୟିକ ମଧ୍ୟରୁ ତାଙ୍କୁ ୧୩ ତମ କ୍ରମ ଦିଆଯାଇଥିଲା । ରସଦି ୨୦୦୦ ମସିହାରୁ ଯୁକ୍ତରାଷ୍ଟ୍ରରେ ରହୁଛନ୍ତି । ସନ ୨୦୧୫ରେ ଆର୍ଥର ଏଲ କାର୍ଟର ଜର୍ଣାଲିଜ୍ମ ଇନଷ୍ଟିଚ୍ୟୁଟ ଅଫ ନିୟୁ ୟୋର୍କ ୟୁନିଭରସିଟି ପକ୍ଷରୁ ତାଙ୍କୁ ଉଲ୍ଲେଖନୀୟ ଲେଖକ ସମ୍ମାନ ଦିଆଯାଇଥିଲା ।


ଆଧାର

Tags:

🔥 Trending searches on Wiki ଓଡ଼ିଆ:

ମୁମ୍ବାଇରାମ ନବମୀଗିରିଜା କୁମାର ବଳୀୟାରସିଂହପ୍ରାଣକୃଷ୍ଣ ପରିଜାଦେବୀପ୍ରସନ୍ନ ପଟ୍ଟନାୟକପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷବାଲେଶ୍ୱର ଜିଲ୍ଲାସୂର୍ଯ୍ୟୋଦୟକଟକଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଚାରି ଧାମମନୋରଞ୍ଜନ ଦାସବୀର ସୁରେନ୍ଦ୍ର ସାଏଓଡ଼ିଶାର କଳାକିଶୋରୀ ଚରଣ ଦାସଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନଗୁରୁ ପ୍ରସାଦ ମହାନ୍ତିସମାଜ (ଖବରକାଗଜ)ବିଜୁ ପଟ୍ଟନାୟକସମୀର ରଞ୍ଜନ ଦାଶହିନ୍ଦୁ ମନ୍ଦିର ସ୍ଥାପତ୍ୟକଳା୨୭ ଅପ୍ରେଲହନୁମାନ ଜୟନ୍ତୀଜଗନ୍ନାଥ ପ୍ରସାଦ ଦାସକବିସୂର୍ଯ୍ୟ ବଳଦେବ ରଥଭାରତୀୟ ଦଣ୍ଡବିଧି ଆଇନର ଧାରା ୩୭୭କୃଷ୍ଣଚନ୍ଦ୍ର ପାଣିଗ୍ରାହୀରାମଚନ୍ଦ୍ର ବେହେରାବିଶ୍ୱ ମ୍ୟାଲେରିଆ ଦିବସସମ୍ବଲପୁରୀ ଭାଷାସୌର ଜଗତରାସେଶ୍ୱରୀ ପାଣିଗ୍ରାହୀଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଜଳଅଶୋକାଷ୍ଟମୀ୨୯ ଅପ୍ରେଲକାଞ୍ଜିଅଅଁଳା ଓଷାପରମାନନ୍ଦ ଆଚାର୍ଯ୍ୟକାଳୀଚରଣ ପଟ୍ଟନାୟକଓଡ଼ିଶାର ଲୋକନୃତ୍ୟଭାରତୀୟ ଦଣ୍ଡ ସଂହିତା, ୧୮୬୦ବିଜ୍ଞାନବ୍ୟଞ୍ଜନ ବର୍ଣ୍ଣମିନତି ମିଶ୍ରଅଗ୍ନ୍ୟାଶୟ ଅକ୍ଷମତାମହାବୀର ଜୈନବ୍ରାହ୍ମଣମଧୁସୂଦନ ଦାସବିଦ୍ୟାଳୟନବକଳେବରଗଜେନ୍ଦ୍ର ପ୍ରସାଦ ସାହୁଚିତ୍ତରଞ୍ଜନ ଦାସକାମଦା ଏକାଦଶୀବିଭୂତି ଭୂଷଣ ପ୍ରଧାନବେଲ ପଣାଜଗନ୍ନାଥଛବିଳ ମଧୁ ବର୍ଣ୍ଣବୋଧଗୁଗଲବ୍ରଜନାଥ ବଡ଼ଜେନାଖାଦ୍ୟକିରଣ ବେଦୀକୁମ୍ଭାର ଚକସୌଭାଗ୍ୟ କୁମାର ମିଶ୍ରଯୁକ୍ତରାଜ୍ୟବୈଷ୍ଣବ ପାଣିରାଧାଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରଭାରତ ଛାଡ଼ ଆନ୍ଦୋଳନପଦ୍ମଶ୍ରୀଶବ୍ଦ (ପଦ)ଗଙ୍ଗାଧର ମେହେର🡆 More