ଶିଶୁପାଳଗଡ଼

20°13′35.9″N 85°51′11.0″E / 20.226639°N 85.853056°E / 20.226639; 85.853056

ଶିଶୁପାଳଗଡ଼
ଶିଶୁପାଳଗଡ଼
ଶିଶୁପାଳଗଡ଼ର କିଛି ସ୍ତମ୍ବର ଭଗ୍ନାବଶେଷ
ଶିଶୁପାଳଗଡ଼
ଭଗ୍ନାବଶେଷ

ଶିଶୁପାଳଗଡ଼ ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲାରେ ଥିବା ଏକ ପୁରୁଣା ନଗରର ଭଗ୍ନାବଶେଷ । ଏହା ଭାରତର ସବୁଠାରୁ ବଡ଼ ଓ ଶ୍ରେଷ୍ଠ ପୁରାତନଓ ଐତିହାସିକ ଭଗ୍ନାବଶେଷ ।

ବିବରଣୀ

ଭୁବନେଶ୍ୱରର ଅନତି ଦୂରରେ ଏହି ଭଗ୍ନାବଶେଷ ଆବିଷ୍କାର କରାଯାଇଥିଲା । ଏହାର ନିର୍ମାଣ ଶୈଳୀ ଓ କଳାକୃତି ଦେଖି ଭୂତତ୍ତ୍ୱବିଦମାନେ ଏହା ୨,୫୦୦ ବର୍ଷର ପୁରାତନ ବୋଲି କହିଥାନ୍ତି । ପୁରାତନ ଖନନରୁ ପ୍ରଫେସର ଲାଲ ସିଦ୍ଧାନ୍ତ ଦେଇଥିଲେ ଯେ, ଏହି ଦୁର୍ଗ-ସହର ୩ୟ ଶତକରୁ ୪ର୍ଥ ଶତକ ମଧ୍ୟରେ ବିକାଶ ଲାଭ କରିଥିଲା । ନୂତନ ଅନୁଧ୍ୟାନରୁ ଶ୍ରୀମତି ସ୍ମିଥ ଓ ଶ୍ରୀ ମହାନ୍ତି ଏହି ପୁରାତନ ନଗର ୫ମ ଶତକରେ ବିସ୍ତାରଲାଭ କରି ୪ର୍ଥ ଶତକ ଯାଏଁ ରହିଥିଲା ବୋଲି କହିଥାନ୍ତି । ଏହି ନଗରର ଜନସଂଖ୍ୟା ୨୦,୦୦୦ରୁ ୨୫,୦୦୦ ଭିତରେ ହୋଇଥାଇପାରେ । ଭୂତତ୍ତ୍ୱବିଦ ଏଠାରେ ଭୂ-ଭୌତିକ ସର୍ବେକ୍ଷଣ କରି ଉପଯୁକ୍ତ ଭୂମି ସଙ୍ଗ୍ରହ ଓ ପାଖାପାଖି ୪.୮ କି.ମି. ପରିଧିରେ ଖନନ କରିଛନ୍ତି । ଏଠାକାର ମୁର୍ତ୍ତି ଆଦିର ସନ୍ଧାନ ନିମନ୍ତେ ପାଖାପାଖି ଘର ଆଦି ଓ ନିକଟରେ ଥିବା ଭୂଖନନ କରାଯାଇଛି । ପୁରାତନ ଏଥେନ୍ସ ସହରର ଲୋକସଂଖ୍ୟା ୧୦,୦୦୦ ସଂଖ୍ୟକ ହୋଇଥିବା ବେଳେ ଏହାର ଜନସଂଖ୍ୟା ୨୦,୦୦୦ ହେବା ପ୍ରାସଙ୍ଗିକ ଅଟେ । ମାତ୍ର କେତେକଙ୍କ ମତରେ ସମ୍ପୂର୍ଣ୍ଣ ଖନନ ହେବା ଆଗରୁ କୌଣସି ମତ ଦେବା ସମିଚୀନ ନୁହେଁ । ବି.ବି. ବଳଙ୍କଦ୍ୱାରା ୧୯୪୮ ମସିହାରେ ଏହି ସ୍ଥଳୀର ପ୍ରଥମ ଖନନ ହୋଇଥିଲା । ୨୦୦୫ ମସିହାରେ ରାଡ଼ାରଦ୍ୱାରା ଦକ୍ଷିଣଦିଗରେ ଥିବା ଗଡ଼ଖାଇର ସମ୍ଭାବ୍ୟ ସ୍ଥାନ ନିରୁପିତ ହୋଇଥିଲା । ଏହି ଦୂର୍ଗର କ୍ଷେତ୍ରଫଳ ଜଉଗଡ଼ର ଦୁର୍ଗ ଅପେକ୍ଷା ଅଧିକ ଅଟେ । ଏହି ଦୂର୍ଗର ସୁରକ୍ଷା ବ୍ୟବସ୍ଥା ସେ ସମୟର ଭାରତରେ ସର୍ବାଧିକ ବୋଲି କୁହାଯାଏ ।

ଜନବସତି

ଅଧୁନାତନ ଜନବସତି ଖ୍ରୀ.ଅ. ୫ମ ଶତାବ୍ଦୀରେ ରହିଥିଲା ।

ଶିଶୁପାଳଗଡ଼ 
ଶିଶୁପାଳଗଡ଼ର ଏକ ସ୍ତମ୍ଭର ଭଗ୍ନାଂଶ ।


ଆଧାର

  • Martin Brandtner, Kalinga und seine Hauptstadt in frühgeschichtlicher Zeit. Zum Bedeutungswandel einer ethnischen und geographischen Beziehung (Hamburg 2000)
  • B.B. Lal, Sisupalgarh 1948: An Early Historical Fort in Eastern India. Ancient India 5, 1949, 62-105
  • Dieter Schlingloff, Die altindische Stadt eine vergleichende Untersuchung (Mainz 1969)
  • M. Smith, Sisupalgarh Project (2001), http://www.sscnet.ucla.edu/ioa/smith/
  • Paul Yule, Early Historic Sites in Orissa (Delhi 2006) ISBN 81-89645-44-7
  • Paul Yule and Corinna Borchert, Sisupalgarh/Orissa: Illegal building operations in the North-West Area, privately distributed, 2005, http://archiv.ub.uni-heidelberg.de/savifadok/volltexte/2008/146/

ଟୀକା

ବାହାର ଆଧାର

Tags:

ଶିଶୁପାଳଗଡ଼ ବିବରଣୀଶିଶୁପାଳଗଡ଼ ଜନବସତିଶିଶୁପାଳଗଡ଼ ଆଧାରଶିଶୁପାଳଗଡ଼ Galleryଶିଶୁପାଳଗଡ଼ ଟୀକାଶିଶୁପାଳଗଡ଼ ବାହାର ଆଧାରଶିଶୁପାଳଗଡ଼

🔥 Trending searches on Wiki ଓଡ଼ିଆ:

ଶାନ୍ତନୁ କୁମାର ଆଚାର୍ଯ୍ୟଯାଜପୁର୨୪ ଅପ୍ରେଲଓଡ଼ିଶା ସରକାରଭାରତ୧୦ ଅଗଷ୍ଟଜୀବସାର ଖଏକ୍ସକ୍ୟୁଜ ମିନବକଳେବରପକ୍ଷୀସଞ୍ଜୀବ କୁମାର ମଲ୍ଲିକରାଜ୍ୟ ସଭାସାରଳା ଦାସବାଜି ରାଉତବୌଦ୍ଧ ଧର୍ମଶ୍ରୀକାନ୍ତ ସାହୁଓଡ଼ିଆ କାବ୍ୟ କବିତାରାଶି ଓ ନକ୍ଷତ୍ରରାଜକିଶୋର ରାୟଲବଙ୍ଗଉତ୍କଳ ବ୍ରାହ୍ମଣଭୀମ ଭୋଇଚନ୍ଦନମହାପାତ୍ର ନୀଳମଣି ସାହୁସମୁଦ୍ରଭାରତୀୟ ଜନତା ପାର୍ଟିଓଡ଼ିଶାର ସଂସ୍କୃତିଟୋଲକାପୋନଦଶାବତାରଗଣେଶ୍ୱର ବେହେରାଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ମହାତ୍ମା ଗାନ୍ଧୀକୃଷ୍ଣଚନ୍ଦ୍ର ପାଣିଗ୍ରାହୀ୬ ଫେବୃଆରୀବିଧାନ ସଭା ସଭ୍ୟକାଳିନ୍ଦୀ ଚରଣ ପାଣିଗ୍ରାହୀଔଷଧୀୟ ଗଛଲତାମାନଙ୍କର ତାଲିକାଅପରେଟିଙ୍ଗ ସିଷ୍ଟମରେଭେନ୍‌ସା କଲିଜିଏଟ ସ୍କୁଲଆସିକାଗୁରୁ ପ୍ରସାଦ ମହାନ୍ତିଭାରତୀୟ ମୁଦ୍ରାହୃତ୍‌ପିଣ୍ଡହନୁମାନ ଚାଳିଶାଏ. ପି. ଜେ. ଅବଦୁଲ କଲାମକାଜୁଏଲିନା ସାମନ୍ତରାୟବାଘଜହ୍ନଅଚ୍ୟୁତାନନ୍ଦ ପ‌ତିଚତୁର ବିନୋଦଅଜନ୍ତା ଗୁମ୍ଫାଲଣ୍ଡନଭାନୁଜୀ ରାଓବର୍ଷା ପ୍ରିୟଦର୍ଶିନୀଡାଲିଭୂମିଜ ଜାତିଶ୍ରୀନିବାସ ରାମାନୁଜନସରୋଜିନୀ ନାଇଡୁଭଦଭଦଳିଆଉତ୍କଳ ସମ୍ମିଳନୀସାଦୃଶ୍ୟତପସ୍ୱିନୀଗୁଣନହେଲୋ ନେଟୱର୍କରାଧାନାଥ ରାୟସ୍ୱାମୀ ବିବେକାନନ୍ଦଉଇକିପିଡ଼ିଆକାଲିଫର୍ମିଅମ🡆 More