ମାନବାଧିକାରସମୂହ

]

ମାନବାଧିକାରସମୂହ
ମାଗ୍ନା କାର୍ଟା ବା "ବିଶାଳ ଚାର୍ଟର" ଏକ ସାର୍ବଭୌମ୍ୟଦ୍ୱାରା ତାହାର ଲୋକମାନଙ୍କୁ କେତେକ ଆଇନଗତ ଅଧିକାର ଦେଇଥିବା ପୃଥିବୀର ପ୍ରଥମ ନଥି

ମାନବିକ ଅଧିକାରସମୂହ ନୈତିକ ନିୟମାବଳୀ ବା ମାନଦଣ୍ଡ ମନୁଷ୍ୟର ଆଚରଣର ନିର୍ଦ୍ଦିଷ୍ଟ ମାନକ ବର୍ଣ୍ଣନା କରେ ଏବଂ ନିୟମିତ ଭାବେ ପୌର ଓ ଆନ୍ତର୍ଜାତିକ ଆଇନର ପ୍ରାକୃତିକ ଏବଂ ଆଇନଗତ ଅଧିକାର ଭାବେ ସୁରକ୍ଷିତ ରଖାଯାଏ । ସେଗୁଡ଼ିକ ସାଧାରଣତଃ ଅବିଚ୍ଛେଦ୍ୟ, ମୌଳିକ ଅଧିକାର "ଯାହା ଜଣେ ବ୍ୟକ୍ତି କେବଳ ଜଣେ ମଣିଷ ହୋଇଥିବାରୁ ଆପେଆପେ ପାଇଥାଏ" ଏବଂ ଯାହା ସେମାନଙ୍କ ବୟସ, ଜନ୍ମଦେଶ, ଅବସ୍ଥିତି, ଭାଷା, ଧର୍ମ, ଜନ୍ମଜାତି ବା ଅନ୍ୟ କୌଣସି ସ୍ଥିତି ନିର୍ବିଶେଷରେ "ସମସ୍ତ ମଣିଷଙ୍କ ସହଜାତ" । ସେସବୁ ସବୁଠି ଓ ସଦା ସାର୍ବଜନୀନତା ଗ୍ରହଣୀୟ ଓ ସେସବୁ ସମସ୍ତଙ୍କ ପାଇଁ ସମାନ ।

ଆଧାର

Tags:

🔥 Trending searches on Wiki ଓଡ଼ିଆ:

ଓଡ଼ିଆଲୋକ ସଭାକମ୍ପ୍ୟୁଟରମହାନଦୀହୃଷୀକେଶ ପଣ୍ଡାସ୍ତୁତି ଚିନ୍ତାମଣିଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରନନ୍ଦିନୀ ଶତପଥୀଅଷ୍ଟ୍ରେଲିଆଦଶାବତାରଭୁବନେଶ୍ୱରପାପୁଆ ନିଉ ଗିନିପ୍ରଣବ ପ୍ରକାଶ ଦାସଅନ୍ନଦା ଶଙ୍କର ରାୟପୁରୀବିଭୂତି ପଟ୍ଟନାୟକଗୁରୁପ୍ରସାଦ ମହାନ୍ତିନବୀନ ପଟ୍ଟନାୟକଭାରତର ସଂସ୍କୃତିରାବଣ୨୦୦୬ସୀତାକାନ୍ତ ମହାପାତ୍ରଖିଲିପାନରେବତୀ (କ୍ଷୁଦ୍ରଗଳ୍ପ)ଓଡ଼ିଆ ଖବରକାଗଜ ତାଲିକାଢେଙ୍କାନାଳଅର୍ଥଶାସ୍ତ୍ରବୌଦ୍ଧ ଧର୍ମସରଳା ଦେବୀମନୋଜ କୁମାର ମିଶ୍ରଭୁବନେଶ୍ୱର ବେହେରାପାଇକ ବିଦ୍ରୋହଫେବୃଆରୀ ୨୯ଧରିତ୍ରୀ (ଖବରକାଗଜ)ମହିଳା ଯୌନାଙ୍ଗ ଛେଦନବାରବାଟି ଦୁର୍ଗପକ୍ଷଯାଜପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କୋଣାର୍କକାଗଜକୃଷ୍ଣଚନ୍ଦ୍ର ପାଣିଗ୍ରାହୀଅନନ୍ତ ପଟ୍ଟନାୟକଦାଶରଥି ଦାସତଳକୁସୁମା ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟପ୍ରଧାନ ପୃଷ୍ଠାମଟର ସାଇକେଲବ୍ରାହ୍ମ ସମାଜବିରଜା ମନ୍ଦିରଦୀପା ସାହୁ (୧୯୮୫ ଜନ୍ମ)ହୃଷୀକେଶ ମଲ୍ଲିକଓଡ଼ିଶୀ ସଙ୍ଗୀତ୧ (ସଂଖ୍ୟା)ସିନ୍ଧୁ ନଦୀରାମଚନ୍ଦ୍ର ବେହେରାବର୍ଷାବିଜୁ ଜନତା ଦଳ୪ ଇଡିଅଟସ୍କୋଳିଭଦ୍ରକପ୍ରଗତିବାଦୀଏମିସ ଲୋକଆପେଣ୍ଡିସାଇଟିସଅକ୍ଷୟ ତୃତୀୟାମାର୍ଚ୍ଚ ୨୧ମହାତ୍ମା ଗାନ୍ଧୀବିଦ୍ୟାଳୟଶାସ୍ତି (ଓଡ଼ିଆ କଥାଚିତ୍ର)ଅଚ୍ୟୁତ ନାୟକକୁନ୍ତଳା କୁମାରୀ ସାବତ🡆 More