ଭଗିନୀ ନିବେଦିତା: ସମାଜ ସେବୀ, ଶିକ୍ଷୟତ୍ରୀ

ମାଗରିଟ୍ ଏଲିଜାବେଥ୍ ନୋବେଲ୍‌ଙ୍କ ଜନ୍ମ ୨୮ ଅକ୍ଟୋବର, ୧୮୬୭ରେ ଆୟର୍ଲ୍ୟାଣ୍ଡର ଦୁଙ୍ଗାନାଁନ ଗ୍ରାମରେ ହୋଇଥିଲା।

ଭଗିନୀ ନିବେଦିତା
Image of Sister Nivedita, sitting!
ଭଗିନୀ ନିବେଦିତା
ଜନ୍ମ
Margaret Elizabeth Noble

(1867-10-28)୨୮ ଅକ୍ଟୋବର ୧୮୬୭
County Tyrone, ଆୟର୍ଲନ୍ଦ୍
ମୃତ୍ୟୁ୧୩ ଅକ୍ଟୋବର ୧୯୧୧(1911-10-13) (ବୟସ ୪୩)
ଜାତୀୟତାScots-Irish
ବୃତ୍ତି(ସମୂହ)ସମାଜସେବୀ,ଲେଖିକା
ପିତାମାତା(s)Samuel Richmond Noble (father) and Mary Isabel (mother)

ତାଙ୍କ ମାତାଙ୍କ ନାମ ମୈରୀ ଇସାବେଲ୍ ଓ ପିତାଙ୍କ ନାମ ସୈମୁଅଲ୍ ରିଚ୍‌ମଣ୍ଡ୍ ନୋବେଲ୍ ଥିଲା।ନୋବେଲ୍‌ଙ୍କ ବଂଶଜ ସ୍କଟିଜ୍ ଥିଲେ କିନ୍ତୁ କିନ୍ତୁ ସେ ନିଜ ପିଲାଦିନ ଆୟର୍ଲ୍ୟାଣ୍ଡରେ ଅତିବାହିତ କରିଥିଲେ।ତାଙ୍କ ପିତା ଜଣେ ପୂଜାରୀ ଥିଲେ,ଯିଏକି ଭଗିନୀ ନିବେଦିତାଙ୍କୁ ବହୁତ ମହତ୍ତ୍ୱପୂର୍ଣ୍ଣ କଥା ଶିଖାଇଥିଲେ,"ମଣିଷର ପୂଜା କରିବା ଭଗବାନଙ୍କ ପୂଜା କରିବା ସହ ସମାନ"।ଯେତେବେଳେ ଭଗିନୀ ନିବେଦିତା ଏକ ବର୍ଷର ହୋଇଥିଲେ ସେତେବେଳେ ସୈମୁଅଲ୍ ଇଂଲଣ୍ଡର ମଞ୍ଚେଷ୍ଟର୍ ଚାଲିଗଲେ।ସେତେବେଳେ କିଶୋରୀ ନିବେଦିତା ନିଜ ଆଇଙ୍କ ସହ ହୈମିଲ୍‌ଟନ୍, ଆୟାର୍ଲ୍ୟାଣ୍ଡ୍‌ରେ ରହୁଥିଲେ।ସେ ଯେତେବେଳେ ୪ ବର୍ଷର ହେଲେ ସେତେବେଳେ ସେ ନିଜ ପିତାଙ୍କ ସହ ରହିଲେ।

ମାଗରିଟ୍‌ଙ୍କ ପିତା ସୈମୁଅଲ୍‌ଙ୍କ ୧୮୭୭ ମସିହାରେ ଦେହାନ୍ତ ହୋଇଥିଲା, ସେହି ସମୟରେ ଭଗିନୀ କେବଳ ୧୦ ବର୍ଷର ଥିଲେ।ସେତେବେଳେ ମାଗରିଟ୍‌ଙ୍କ ସବୁ ଦାୟିତ୍ୱ ତାଙ୍କ ଆଇ ନେଇଥିଲେ।ମାଗରିଟ୍ ତାଙ୍କ ପ୍ରାଥମିକ ଶିକ୍ଷା ଲଂଣ୍ଡନ୍‌ର ଚର୍ଚ ବୋର୍ଡିଙ୍ଗ ସ୍କୁଲ୍‌ରେ ଆରମ୍ଭ କରିଥିଲେ। ଏହାପରେ ସେ ଓ ତାଙ୍କ ଭଉଣୀ ହୈଲିଫେକ୍ସ କଲେଜ୍‌ରେ ପଢ଼ିଲେ।ସେହି କଲେଜର ଅଧ୍ୟାପିକା ତାଙ୍କୁ ଜୀବନର ଉପଯୋଗୀ କେତେ ମହତ୍ତ୍ୱପୂର୍ଣ୍ଣ କଥା ଓ ବଳିଦାନ ବିଷୟରେ ଶିଖାଇଲେ।କଳା,ବାଦ୍ୟ,ପଦାର୍ଥ ବିଜ୍ଞାନ,ସାହିତ୍ୟ ଥିବା ବିଷୟକୁ ଭଗିନୀ ନିବେଦିତା ଅଭ୍ୟାସ କରୁଥିଲେ। ସେ ୧୭ ବର୍ଷବୟସରେ ପିଲାଙ୍କୁ ପଢାଇବାକୁ ଲାଗିଲେ।

ଆଧାର

ଛାଞ୍ଚ:ସ୍ୱାମୀ ବିବେକାନନ୍ଦ

Tags:

🔥 Trending searches on Wiki ଓଡ଼ିଆ:

ଲାଲ ବାହାଦୁର ଶାସ୍ତ୍ରୀତୁମ ପରି ଛୋଟ ପିଲାଟିଏସଞ୍ଚୟ ଖାତାଭାରତର ନଦୀ ସମୂହର ତାଲିକାବୈଷ୍ଣବ ଚରଣ ପଟ୍ଟନାୟକଚୈତନ୍ୟମନୋଜ ଦାସଙ୍କ କଥା ଓ କାହାଣୀଜୟନାରାୟଣ ମିଶ୍ର୭ ଅପ୍ରେଲ୧୯ ଅପ୍ରେଲଚଇତି ଘୋଡ଼ା ନାଚବୌଦ୍ଧ ଧର୍ମଓଡ଼ିଆ କାବ୍ୟ କବିତାଅଶୋକାଷ୍ଟମୀମାୟାଧର ମାନସିଂହଖୋର୍ଦ୍ଧାଓଡ଼ିଶା ବିଧାନ ସଭାବୈକୁଣ୍ଠନାଥ ପଟ୍ଟନାୟକବାଳୀଅହଲ୍ୟା (ଓଡ଼ିଆ କଥାଚିତ୍ର)ରାଖାଲ ମହାନ୍ତିଧାମରାପ୍ଲୀହାପଞ୍ଚକନ୍ୟାଶବ୍ଦ (ପଦ)କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଭଗବତ ଗୀତାଯୌନ ସମ୍ଭୋଗସୂର୍ଯ୍ୟୋଦୟଚୌଧୁରୀ ବିକାଶ ଦାସରଣଜିତ ପଟ୍ଟନାୟକଶିଶୁ ଅନନ୍ତ ଦାସ୧ ଅପ୍ରେଲଗାଈଚନ୍ଦନ ଯାତ୍ରାଆଣ୍ଟିସାଇକୋଟିକବବୃବାହନ (ମହାଭାରତ)ଦେବୀପ୍ରସନ୍ନ ପଟ୍ଟନାୟକବସନ୍ତ କୁମାରୀ ପଟ୍ଟନାୟକଜୟଦେବ ଜେନାମନମୋହନ ସାମଲଶେର ଶାହ ସୁରୀକଲମବୈଶାଖଓଡ଼ିଶାର ମୁଖ୍ୟମନ୍ତ୍ରୀମାନଙ୍କର ତାଲିକାଜଗନମୋହ‌ନ ଲାଲଜିନା ସାମଲଇସଲାମ ଧର୍ମଅମନାତ୍ୟ ଜନଜାତିକୃଷ୍ଣ ଜନ୍ମାଷ୍ଟମୀଦ୍ୱିତୀୟ ବିଶ୍ୱଯୁଦ୍ଧପ୍ରଧାନ ପୃଷ୍ଠାସୌଭାଗ୍ୟ କୁମାର ମିଶ୍ରସଚ୍ଚିଦାନନ୍ଦ ରାଉତରାୟଶ୍ରୀତମ ଦାସରମେଶ ପ୍ରସାଦ ପାଣିଗ୍ରାହୀଗୋପୀନାଥ ମହାନ୍ତିଧୃତରାଷ୍ଟ୍ର (ମହାଭାରତ)ଅଚ୍ୟୁତାନନ୍ଦ ଦାସହିନ୍ଦୁ ଧର୍ମରାଜେନ୍ଦ୍ର ନାରାୟଣ ସିଂହଦେଓଜ୍ଞାନୀ ଦେବାଶିଷ ମିଶ୍ରଓଡ଼ିଆ କଥାଚିତ୍ର ଜଗତଅଶ୍ରୁମୋଚନ ମହାନ୍ତିଓଡ଼ିଆ ସାହିତ୍ୟଦିବ୍ୟସିଂହ ଦେବଦଣ୍ଡ ନାଟଡୋରାଭାରତର ରାଷ୍ଟ୍ରପତି ମାନଙ୍କର ତାଲିକାଜୟୀରାମ ସାମଲପଣିକିଆଭୁବନେଶ୍ୱର ମିଶ୍ରଭାରତୀୟ ଦଣ୍ଡବିଧି ଆଇନର ଧାରା ୩୭୭ଜାପାନ🡆 More