ବାଜିରାଓ ୧

ବାଜିରାଓ ୧ (୧୮ଅଗଷ୍ଟ ୧୭୦୦ –୨୮ ଏପ୍ରିଲ୧୭୪୦ ) ଭାରତର ମରାଠା ସାମ୍ରାଜ୍ୟ ପ୍ରଭାବଶାଳୀ ରାଜା। ସେ ପେଶୱାର (ପ୍ରଧାନମନ୍ତ୍ରୀ ) ପରିଚାଳକ ରୂପେ ଥିଲେ ,ଯେତେବେଳେ ମରାଠାର ଚତୁର୍ଥ ରାଜା ଛତ୍ରପତି (ରାଜା) ସାହୁଶାସନ କରୁଥିଲେ, ୧୭୨୦ଠାରୁ ବାଜିରାଓଙ୍କ ମୃତ୍ୟୁ ପଯ୍ୟନ୍ତ। ସେ ମଧ୍ୟ ବାଜିରାଓ ବଲ୍ଲାର ଓ ତୋରେଲ ରୂପେ ଜଣାଥିଲେ ମରାଠୀ ବାଜିରାଓ.

ପେଶୱାଶ୍ରୀମନ୍ତ ପେଶୱା

ବାଜିରାଓ I

ବଲ୍ଲାର
श्रीमंत बाजीराव बल्लाळ बाळाजी भट
ବାଜିରାଓ ୧
ବାଜିରାଓ ୧ Peshwa of Maratha Empire
କାର୍ଯ୍ୟକାଳ
୧୭୨୦ – ୧୭୪୦
Monarchଛତ୍ରପତି ସାହୁଜୀ
ପୂର୍ବ ଅଧିକାରୀବାଲାଜୀ ବିଶ୍ୱନାଥ
ପର ଅଧିକାରୀବାଲାଜୀ ବାଜିରାଓ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1700-08-18)ଅଗଷ୍ଟ ୧୮, ୧୭୦୦
ମୃତ୍ୟୁ୨୮ ଅପ୍ରେଲ ୧୭୪୦(1740-04-28) (ବୟସ ୩୯)
ରବେରଖେଡି
ଜୀବନ ସାଥୀକାଶିବାଈ, ମସ୍ତାନୀ
ସମ୍ପର୍କଚିମ୍ନାଜୀ ଆପ୍ପା (ଭାଇ)
ସନ୍ତାନନାନାସାହେବ (ବାଲାଜୀ ବାଜିରାଓ), ରଘୁନାଥ ରାଓ ଏବଂ ସମସେର ବାହାଦୂର I (କ୍ରିଷ୍ଣା ରାଓ )
ବାପା/ବୋଉବାଲାଜୀ ବିଶ୍ୱନାଥ ଏବଂ ରାଧାବାଇ

ବାଜିରାଓଙ୍କ ବାହାଦୂରୀ ବ୍ୟୟ କେବଳମରାଠା ସାମ୍ରାଜ୍ୟସହିତ,ପ୍ରଧାନତଃ ଉତ୍ତରରେ,ସେ ନିଜ ପୁଅମାନଙ୍କ ପାଇଁ ଶାସନକାଳରେ ନିଜର ମୃତର୨୦ ବର୍ଷ ପରେ ବି ଯୋଗଦାନ କରିବା ପରି କାର୍ଯ୍ୟ କରିଥିଲେ।ବାଜିରାଓ ସାଧରଣତଃ ସବୁଠୁ ପେଶୱାର ଭଟ୍ଟ ପରିବାରର ପ୍ରଭାବଶୀଳ ରାଜା ଭାବେ ଜଣାଥିଲେ।[ଆଧାର ଲୋଡ଼ା]

ବାଲ୍ୟ ଜିବନୀ

ବାଜିରାଓ ଭଟ୍ଟ ପରିବାରରେ ଚିତ ପାବନ ବ୍ରହ୍ମଣ ବଂଶରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ପିତା ବାଲାଜୀ ବିଶ୍ୱନାଥ was ପ୍ରଥମପେଶୱା ଛତ୍ରପତି ସାହୁ;ତାଙ୍କ ମା ରାଧବାଇ।ବାଜିରାଓଙ୍କ ଗୋଟେ ସାନ ଭାଇ ଥିଲେ ଚିମ୍ନାଜୀ ରାଓ. ବାଜିରାଓ ତାଙ୍କ ପିତାଙ୍କ ସହ ସାମରିକ ଅଭ୍ୟାସ ପାଇଁ ଯାଉଥିଲେ। ଯେବେ ବିଶ୍ୱନାଥ ୧୭୨୦ରେ ମୃତ୍ୟୁ ବରଣ କରିଥିଲେ,ସାହୁଜୀ ବାଜିରାଓଙ୍କୁ ପେଶୱାର ମୁଖ୍ୟ ଭାବେ ନିଯୁକ୍ତିମାତ୍ର ୨୦ ବର୍ଷରେ କରିଥିଲେ। ସେ କହୁଥିଲେ, ହିନ୍ଦୁ ପେଡ ପାଦଶାହି (ହିନ୍ଦୁ ସାମ୍ରାଜ୍ୟ )ର ଆଦର୍ଶର ପ୍ରଚାର କରାଯାଇଛି, କିନ୍ତୁ ଏ ସବୁ ତାଙ୍କ ଉତ୍ତରଅଧିକାରୀଙ୍କ "ଆନ୍ତରିକତା" ଉପରେ ନିର୍ଭର କରେ ।

ପେଶୱାରେ ବାଲ୍ୟକାଳ

ମୋଗଲଙ୍କ ପତନ ଭାଗ୍ୟର କାରଣ, ସେ ବିବୃତି ଦେଲେକି "ଆଘାତ ପରେ ଆଘାତ" ଦେଲେ ବୋଲି ନିଜ ପତନର କାରଣ ନିଜେ। ଯେମିତିକି, ନୂଆ ପେଶୱା ବିପଦର ସମ୍ମୁଖିନ କରେ, ସେ ମଧ୍ୟ ସମୁଖୀନ କରିଥିଲେ:,

ନିଜ଼ାମଙ୍କ ବିରୋଧରେ ଯୁଦ୍ଧଯାତ୍ରା

୦୪ ଜାନୁଆରୀ ୧୭୨୧,ବାଜିରାଓ ନିଜାମ-ଉଲ-ମୂଳକ ଆସଫ ଯାହ୧ ଚିଖଲସ୍ଥାନଠାରେ ତାଙ୍କର ଗୋଟେ ଚୁକ୍ତି ସ୍ଥିର କରାଯାଇଥିଲା। ନିଜାମ ଚୁକ୍ତି ସ୍ୱାକ୍ଷର କରିବାକୁ ମନା କରିଦେଲେ,ଚୁକ୍ତି ଅନୁସାରେ ମରାଠା ନିଜ ଟିକସ/କର Deccan ପ୍ରଦେଶରୁ ଗ୍ରହଣ କରିଥାନ୍ତା। ନିଜାମ ୱାଜିରଠାରେ ମୋଗଲ ସାମ୍ରାଜ୍ୟ୧୭୨୨ରେ ଗଢିଥିଲେ, ଧୀରେଧୀରେ ତାଙ୍କ ସାମ୍ରାଜ୍ୟ ଶକ୍ତିଶାଳୀ ହୋଇଯାଇଥିଲା, ରାଜା ମହମ୍ମଦ ଶାହା Deccanଠାରୁ ୱାଧା ୧୭୨୩କୁ ଆକ୍ରମଣ କରି ନିଜ ଅଧୀନକୁ ଆଣିଥିଲେ।

ରାଜଧାନୀ ପୁନେ

ବାଜିରାଓ ୧
ପେଶୱା ବାଜିରାଓ ୧ଅଶ୍ୱରୋହଣ ପ୍ରତିମୂର୍ତ୍ତି ଶନିୱାର ୱାଡା (ଶନିୱାର )ପୁନେ

ମାଲୱା ଅଭିଯାନ

ବୁନ୍ଦେଲଖଣ୍ଡ ଅଭିଯାନ

ଗୁଜରାଟ ଅଭିଯାନ

ସିଦ୍ଧି ବିରୋଧରେ ଯୁଦ୍ଧଯାତ୍ରା

ଦିଲ୍ଲୀକୁ ଅଭିଯାନ

ପର୍ତ୍ତୁଗୀଜଙ୍କୁ ବିରୋଧ

ବ୍ୟକ୍ତିଗତ ଜୀବନ

ବାଜିରାଓ ୧
ମସ୍ତାନୀ

ପେଶୱା ବାଜିରାଓଙ୍କ ପ୍ରଥମ ପତ୍ନୀ କାଶିବାଇ ଥିଲେ; ତାଙ୍କର ତିନୋଟି ପୁଅ ଥିଲେ: ବାଲାଜୀ ବାଜିରାଓ (ନାନା ସାହେବ), ରଘୁନାଥ ରାଓ ଏବଂ ଜନାର୍ଦନ ରାଓ (ତାଙ୍କରଛୋଟବେଳ ମୃତ୍ୟୁୁ ହୋଇଯାଇଥିଲା)।ନାନା ସାହେବ ପେଶୱାରେ ସଫଳତା ପାଇଥିଲେ ୧୭୪୦,ସେତେବେଳେ ତାଙ୍କ ନାମ ବାଲାଜୀ ବାଜିରାଓ ଥିଲେ। ବାଜିରାଓଙ୍କ ଦ୍ୱତୀୟ ପତ୍ନୀ ମସ୍ତାନୀ ରାଜା ଛତ୍ରଶାଲଙ୍କ ଝିଅ ଥିଲେ। ବାଜିରାଓ ମସ୍ତାନୀଙ୍କୁ ବହୁତ ଭଲପାଇ ବସିଥିଲେ,ସେ ତାଙ୍କ ମସ୍ତାନୀ ପାଇଁ ପୁନେଠାରେ ମହଲ ତିଆରି କରିଥିଲେ ,ତା ନାମମସ୍ତାନୀ ମହଲ ରଖିଥିଲେ।

ଜୀବନର ସମାପ୍ତି

ବାଜିରାଓ ୧
ବାଜିରାଓଙ୍କ ସ୍ମୃତିପୀଠ, ରବେରଖେଡି

ବାଜିରାଓ କିଛି ଜମି ନିଜ ଇଚ୍ଛାରେ ଦାନ କରିଥିଲେ ୨ଟି ମନ୍ଦିରର ନିର୍ମାଣ ପାଇଁ, ସେ ମନ୍ଦିର ୨ଟି ହେଉଚି ନୀଳକଣ୍ଠେଶ୍ୱର ମହାଦେବ (ଶିବ)ଏବଂ ରାମେଶ୍ୱର (ରାମ).

Expansion of the Maratha territories during Bajirao I's reign

ରଣ କୌଶଳ

ବାଜିରାଓ ୧
An information plaque just below the statue of Bajirao Peshwa describes him as RannMard or 'Man of the battlefield'

ଆଧାର

ବାହାର ତଥ୍ୟ

Tags:

ବାଜିରାଓ ୧ ବାଲ୍ୟ ଜିବନୀବାଜିରାଓ ୧ ପେଶୱାରେ ବାଲ୍ୟକାଳବାଜିରାଓ ୧ ନିଜ଼ାମଙ୍କ ବିରୋଧରେ ଯୁଦ୍ଧଯାତ୍ରାବାଜିରାଓ ୧ ରାଜଧାନୀ ପୁନେବାଜିରାଓ ୧ ମାଲୱା ଅଭିଯାନବାଜିରାଓ ୧ ବୁନ୍ଦେଲଖଣ୍ଡ ଅଭିଯାନବାଜିରାଓ ୧ ଗୁଜରାଟ ଅଭିଯାନବାଜିରାଓ ୧ ସିଦ୍ଧି ବିରୋଧରେ ଯୁଦ୍ଧଯାତ୍ରାବାଜିରାଓ ୧ ଦିଲ୍ଲୀକୁ ଅଭିଯାନବାଜିରାଓ ୧ ପର୍ତ୍ତୁଗୀଜଙ୍କୁ ବିରୋଧବାଜିରାଓ ୧ ବ୍ୟକ୍ତିଗତ ଜୀବନବାଜିରାଓ ୧ ଜୀବନର ସମାପ୍ତିବାଜିରାଓ ୧ ରଣ କୌଶଳବାଜିରାଓ ୧ ଆଧାରବାଜିରାଓ ୧ ବାହାର ତଥ୍ୟବାଜିରାଓ ୧

🔥 Trending searches on Wiki ଓଡ଼ିଆ:

ଗୁରୁ ପ୍ରସାଦ ମହାନ୍ତିରତ୍ନାକର ଚଇନିବିଜୟ ମିଶ୍ରରାଧାନାଥ ରାୟଶାନ୍ତନୁ କୁମାର ଆଚାର୍ଯ୍ୟପ୍ରଥମ ବିଶ୍ୱଯୁଦ୍ଧଯୋଗମନୋଜ ଦାସଙ୍କ କଥା ଓ କାହାଣୀକୃଷ୍ଣସଂଘମିତ୍ରା ମିଶ୍ରଲଡୁଚିତାଗଛମନ୍ଦାରମାୟାଧର ମାନସିଂହବିନୋଦ ଚନ୍ଦ୍ର ନାୟକହିନ୍ଦୁ ଧର୍ମକଟକସ୍ୱାମୀ ବିବେକାନନ୍ଦଓଡ଼ିଶୀ୯୨୪ଗୁଗଲ ମ୍ୟାପ୍ସଅପସ୍ମାରଇସ୍ରାଏଲସୁଦଶା ବ୍ରତନବମୀଅନନ୍ତ ପଟ୍ଟନାୟକଚନ୍ଦନଲାଗି ବେଶଓଡ଼ିଆ ରାମାୟଣକୋଳିଓଡ଼ିଶାର କଳାମହିମା ଧର୍ମଲାଲ ରଞ୍ଜିତ ସିଂହ ବରିହାଉତ୍କଳ ସମ୍ମିଳନୀଅମାଲୁକୁନ୍ତଳା କୁମାରୀ ସାବତଗୋପାଳ ଚନ୍ଦ୍ର ପ୍ରହରାଜଶିମକଇଁଆ୧୩ ଫେବୃଆରୀନବଯୌବନ ବେଶଓଡ଼ିଆ ଗହଣାଗନରିଆଅର୍ଚ୍ଚନା (କବିତା ସଙ୍କଳନ)ବିନୋବା ଭାବେତନ୍ତ୍ରବ୍ରହ୍ମପୁରସ୍ତନହିଡ଼ିମ୍ବାପଞ୍ଚାୟତ ରାଜଶିବକନ୍ନଗୀକଳସା ଚଉତିଶାଆକବରଗ୍ରୀନଲାଣ୍ଡQR codeରାଜକୃଷ୍ଣ ବୋଷ୧୭ ଫେବୃଆରୀସ୍ୱାମୀ ନାରାୟଣହୋ ଜନ‌ଜାତିକ୍ଲାଉଡ଼ ଟେକ୍ନୋଲୋଜିଫନୀ ମହାନ୍ତିରାମ ପ୍ରସାଦ ସିଂହବୈଷ୍ଣବ ଚରଣ ସାମଲଯଶୋଧାରା ମିଶ୍ରପାଞ୍ଜିମଙ୍ଗଳହୃଷୀକେଶ ପଣ୍ଡାଉପେନ୍ଦ୍ର କିଶୋର ଦାସଦ୍ରୌପଦୀ ମୁର୍ମୁରାଧାମୋହନ ଗଡ଼ନାୟକପଲଉବିବାହ🡆 More