ଫାଇମୋସିସ

ଫାଇମୋସିସ ବା ଚୁଚୁନ୍ଦ୍ରୀ (ଇଂରାଜୀ ଭାଷାରେ Phimosis) ଏକ ରୋଗ ଯେଉଁଥିରେ ମାନବ ଲିଙ୍ଗର ଚର୍ମ ବା ଅଗ୍ରଚ୍ଛଦକୁ (foreskin) ଗ୍ଲାନ୍ସ/ଲିଙ୍ଗମୁଣ୍ଡି (glans) ପଛ ପାଖକୁ ଟାଣି ହୁଏନି । ପରିସ୍ରା କଲାବେଳେ ଅଗ୍ରଚ୍ଛଦ ତଳେ ପରିସ୍ରା ଜମିଯାଇ ବେଲୁନ ଭଳି ଫୁଲିଯାଏ । କିଶୋର ଓ ଯୁବାବସ୍ଥାରେ ଲିଙ୍ଗ ଉଦ୍ଧତ (erection) ହେଲାବେଳେ କଷ୍ଟ ହୁଏ, ଅନ୍ୟଥା କଷ୍ଟ ହୁଏନାହିଁ । ଏହି ବେମାରୀ ଥିଲେ ଲିଙ୍ଗମୁଣ୍ଡି ପ୍ରଦାହ ବା ବାଲାନାଇଟିସ (balanitis) ରୋଗ ହେବା ସଙ୍କଟ ରହେ ।

ଫାଇମୋସିସ
ଫାଇମୋସିସ
ଫାଇମୋସିସ ରୋଗ ଥିବା ଲିଙ୍ଗ ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ଉଚ୍ଚାରଣ/fɪˈms[invalid input: 'ɨ']s/ or /fˈms[invalid input: 'ɨ']s/
ସ୍ପେଶାଲିଟିUrology
ଆଇସିଡ଼ି-୧୦N47.
ଆଇସିଡ଼ି-୯-ସିଏମ୍605
ରୋଗ ଡାଟାବେସ10019
ଇ-ମେଡ଼ିସିନemerg/423
MeSHD010688

ଅଳ୍ପ ବୟସ୍କ ପିଲାଙ୍କର ଅଗ୍ରଚ୍ଛଦ ପଛକୁ ଟାଣି ନ ହେବା ସାଧାରଣ କଥା । ପ୍ରାୟ ୯୦% କେଶ୍‌ରେ ୭ ବର୍ଷ ବୟସ ବେଳକୁ ଓ ୯୯% ୧୬ ବର୍ଷ ବୟସ ବେଳକୁ ଏହି ଅସୁବିଧା ସୁଧୁରିଯାଏ । ବାଲାନାଇଟିସ (balanitis) ବା ବାଲାନାଇଟିସ ଜିରୋଟିକା ଓବଲିଟରାନ୍ସ (balanitis xerotica obliterans) ରୋଗ ଥିଲେ ସ୍କାର ହୋଇ ଏହି ରୋଗ ହୋଇପାରେ । ଅଗ୍ରଚ୍ଛଦ ତଳେ ସ୍କାର ଦେଖି ଏହି ରୋଗ ସ‌ହଜରେ ନିର୍ଣ୍ଣୟ କରିହୁଏ ।

ଏହି ବେମାରୀ ପ୍ରାୟ ୩ ବର୍ଷ ବେଳକୁ ଭଲ ହୋଇଯାଏ । ଅଳ୍ପ ବୟସ ବେଳେ ଚର୍ମକୁ ପଛକୁ ଟାଣିବାକୁ ଚେଷ୍ଟା ନ କରିବା ଉଚିତ । ଏହି ସମୟ ସୀମା ମଧ୍ୟରେ ଭଲ ନ ହେଲେ ସ୍ଟିରଏଡ କ୍ରିମ (steroid cream) ଲଗେଇଲେ ଟାଇଟ ଚର୍ମ ଢିଲା ହୋଇଯାଏ । ଏହି ଚିକିତ୍ସା ସ‌ହିତ ପଛକୁ ଟାଣିଲେ ମଧ୍ୟ ଯଦି ତ‌ଥାପି ଭଲ ନ ହେଲା ତା'ହେଲେ ସୁନତ୍ ଅପରେଶନ କରିବାକୁ ସୁପାରିସ କରାଯାଏ । ଟାଇଟ ଚର୍ମ ବେଳେବେଳେ ଗ୍ଲାନ୍ସ ପଛପାଖରେ ଜାମ ହୋଇଗଲେ ତାହାକୁ ପାରାଫାଇମୋସିସ (paraphimosis) କୁହାଯାଏ । ଏହି ଶବ୍ଦଟି Greek ଭାଷାର phimos (φῑμός), ଶବ୍ଦରୁ ନିଆଯାଇଛି ଯାହାର ଅର୍ଥ ମଜଲ୍ ("muzzle") ।

ଆଧାର

Tags:

en:balanitisen:erectionen:foreskinen:glans penisବାଲାନାଇଟିସ

🔥 Trending searches on Wiki ଓଡ଼ିଆ:

ଉତ୍କଳ ବ୍ରାହ୍ମଣରାମଶଙ୍କର ରାୟତାରିଣୀ ମନ୍ଦିର, ଘଟଗାଁସାରଳା ମନ୍ଦିରଫକୀର ମୋହନ ସେନାପତିବିନ୍ଦୁଦାଶରଥି ଦାସରଥନବକଳେବରଭାରତୀୟ ଜାତୀୟ କଂଗ୍ରେସଶବ୍ଦ (ପଦ)ମୁକୁନ୍ଦ ଦେବଗୁଗଲଭାନୁଜୀ ରାଓଲୋକ ସଭାଚରକଜଗନ୍ନାଥକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାତ୍ରିପୁରା ମିଶ୍ରମଇ ଦିବସଭଣ୍ଡ ଗଣେଶକାଞ୍ଚି ଅଭିଯାନରାଣୀ ଲକ୍ଷ୍ମୀବାଈରାବଣକାଟୁଲୁ ରବି କୁମାରଦଶାବତାରସଚ୍ଚିଦାନନ୍ଦ ରାଉତରାୟଓଡ଼ିଶାର ଇତିହାସସାମାଜିକ ଆନ୍ଦୋଳନବିରାଟ କୋହଲୀବୈଶାଖଗୋଦାବରୀଶ ମିଶ୍ରଖିଲିପାନଓଡ଼ିଆ ଭାଷା ଆନ୍ଦୋଳନଗୋପାଳକୃଷ୍ଣ ପଟ୍ଟନାୟକନରେନ୍ଦ୍ର ମୋଦୀତାଳଧ୍ୱଜଖାରବେଳମାର୍ଚ୍ଚଅଚ୍ୟୁତ ନାୟକଭୃସଙ୍ଗ ଗଛରଥଯାତ୍ରାପୁନମ ମିଶ୍ରପଲଉଓଡ଼ିଆ ଭ୍ରମଣ ସାହିତ୍ୟସ୍ତନ୍ୟପାୟୀଦେବସ୍ନାନ ପୂର୍ଣ୍ଣିମାଗୌରୀଶଙ୍କର ରାୟମନମୋହନ ସାମଲବିଜୁ ଜନତା ଦଳଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାଶ୍ରୀତମ ଦାସଲକ୍ଷ୍ମୀବୁଧଓଡ଼ିଆ କାବ୍ୟ କବିତାସୁରେନ୍ଦ୍ର ମହାନ୍ତିଫେବୃଆରୀ ୨୯ଯୁକ୍ତରାଜ୍ୟଭାରତର ସଂସଦରକ୍ତଭାରତୀୟ ସଂଖ୍ୟା ପ୍ରଣାଳିବିସ୍ଥାପିତ କାନ୍ଧ ଗଣ୍ଠିବିନୋଦ ଚନ୍ଦ୍ର ନାୟକପ୍ରଗତିବାଦୀପ୍ରହ୍ଲାଦ ନାଟକIndiaଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ସେଇ ଝିଅଟିତାଳଚେର ତାପଜ ବିଦ୍ୟୁତ କେନ୍ଦ୍ରବ୍ରଜନାଥ ରଥକୃଷ୍ଣଆନ୍ତର୍ଜାତିକ ମହିଳା ଦିବସ🡆 More