ପ୍ରସନ୍ନ କୁମାର ମିଶ୍ର

ପ୍ରସନ୍ନ କୁମାର ମିଶ୍ର (୧୮ ମାର୍ଚ୍ଚ ୧୯୪୧ - ୧୩ ଫେବୃଆରୀ ୨୦୧୪) ଜଣେ ଅଧ୍ୟାପକ ଓ ସାହିତ୍ୟ ସାଧକ ଥିଲେ । ସେ ଓଡ଼ିଆରେ କବିତା, ଉପନ୍ୟାସ, ନାଟକ ଓ ଶିଶୁ ସାହିତ୍ୟ ଆଦି ରଚନା କରିଛନ୍ତି । ସେ ତାଙ୍କ ଜୀବନ କାଳ ମଧ୍ୟରେ ପ୍ରାୟ ୭୦ ଖଣ୍ଡ ପୁସ୍ତକ ରଚନା କରିଯାଇଛନ୍ତି । ବଲାଙ୍ଗୀର ସରକାରୀ ମହାବିଦ୍ୟାଳୟରୁ ଅଧ୍ୟାପନା ଜୀବନ ଆରମ୍ଭ କରି, ସେ ପୁରୀସ୍ଥିତ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ, ଢେଙ୍କାନାଳ ସରକାରୀ ମହାବିଦ୍ୟାଳୟ, ରାଉରକେଲା ସରକାରୀ କଲେଜ, ବାଲେଶ୍ୱରସ୍ଥିତ ଫକୀର ମୋହନ ମହାବିଦ୍ୟାଳୟ ଆଦିରେ କାର୍ଯ୍ୟକରି ଢେଙ୍କାନାଳରୁ ଓଡ଼ିଆ ପ୍ରାଧ୍ୟାପକ ଭାବରେ ଅବସର ଗ୍ରହଣ କରିଥିଲେ ।

ପ୍ରସନ୍ନ କୁମାର ମିଶ୍ର
ପ୍ରସନ୍ନ କୁମାର ମିଶ୍ର
ପ୍ରସନ୍ନ କୁମାର ମିଶ୍ର
ଜନ୍ମ ଓ ଜନ୍ମସ୍ଥାନ (1941-03-18) ୧୮ ମାର୍ଚ୍ଚ ୧୯୪୧ (ବୟସ ୮୩)
ପିତେଇପୁର,ଧାମନଗର,ଭଦ୍ରକ ଜିଲ୍ଲା
ମୃତ୍ୟୁ୧୩ ଫେବୃଆରୀ ୨୦୧୪(2014-02-13) (ବୟସ ୭୩)
କଟକ
ବୃତ୍ତିଅଧ୍ୟାପକ, କବି, ଔପନ୍ୟାସିକ, ନାଟ୍ୟକାର
ଭାଷାଓଡ଼ିଆ
ଜାତୀୟତାପ୍ରସନ୍ନ କୁମାର ମିଶ୍ର ଭାରତୀୟ
ନାଗରିକତାଭାରତୀୟ
ପୁରସ୍କାରଶାରଳା ପୁରସ୍କାର
ଜୀବନସାଥୀସୁଧାରାଣୀ ମିଶ୍ର

ସାହିତ୍ୟକୃତି

କାବ୍ୟ ସଂକଳନ

  • ମୋନିକାର ପ୍ରିୟ
  • ଟ୍ରକ୍ ଡାଲାରେ ସନାତନ
  • ଷଷ୍ଠ ମାହାଲାର ସ୍ତ୍ରୀ ଲୋକ
  • ବସନ୍ତର ସ୍କେଚ୍
  • ଆ ପକ୍ଷୀ ଫେରିଆ
  • ନିଜ ତରଫରୁ ଶୋକ ପ୍ରସ୍ତାବ
  • ଚାଲିବାର ଗୀତ
  • ଖରାରେ ବାଙ୍ଗେରା ଲୋକ
  • ରତ୍ନ ଦ୍ୱୀପର ମାଝୀ
  • ଅଦୃଶ୍ୟ ସଂଗ୍ରାମ
  • ଧର୍ମପଦର ଶେଷ ସଙ୍ଗୀତ (କବିତା)

ନାଟକ

  • ପ୍ରେମ ଖେଳ
  • ସୁବର୍ଣ୍ଣ ବସୁଧା
  • ଜନସେବକ

ଉପନ୍ୟାସ

  • ଅସୁର
  • ବଢ଼ି ପାଣିର ଦାନ୍ତ

ଶିଶୁ ସାହିତ୍ୟ

  • ଲାଲ୍ ଘୋଡ଼ାର କଥା
  • ଯଦି ଥାନ୍ତ ଡେଣା
  • କହୁଛି ମୁ ବିଜୁଳି

ସମ୍ପାଦକୀୟ

ଅନୁସନ୍ଧାନ ମୂଳକ

  • Development of Plays for Children in Odia

ପୁରସ୍କାର ଓ ସମ୍ମାନ

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୮ ('ଜନସେବକ' ନାଟକ ନିମନ୍ତେ)
  • ଶାରଳା ପୁରସ୍କାର, ୨୦୦୯ (ଖରାରେ ବାଙ୍ଗେରା ଲୋକ)
  • ବିଷୁବ ପୁରସ୍କାର
  • ଗଙ୍ଗାଧର ମେହେର କବିତା ସମ୍ମାନ
  • ଉତ୍କଳ ସାହିତ୍ୟ ସମାଜ
  • ଉତ୍କଳ ସାହିତ୍ୟ କଳା ପରିଷଦ
  • ଗୋକର୍ଣ୍ଣିକା ସାହିତ୍ୟ ସମାଜ
  • ଶିଶୁ ସାହିତ୍ୟ ଲେଖକ ସମ୍ମିଳନୀ
  • ଝୁମୁକା

ଆଧାର

Tags:

ପ୍ରସନ୍ନ କୁମାର ମିଶ୍ର ସାହିତ୍ୟକୃତିପ୍ରସନ୍ନ କୁମାର ମିଶ୍ର ପୁରସ୍କାର ଓ ସମ୍ମାନପ୍ରସନ୍ନ କୁମାର ମିଶ୍ର ଆଧାରପ୍ରସନ୍ନ କୁମାର ମିଶ୍ରଓଡ଼ିଆ ଭାଷାପୁରୀଫକୀର ମୋହନ ବିଶ୍ୱବିଦ୍ୟାଳୟବାଲେଶ୍ୱର

🔥 Trending searches on Wiki ଓଡ଼ିଆ:

ଦୀପା ସାହୁ (୧୯୮୫ ଜନ୍ମ)ସମୟ (କାଳ)ନେପଚୁନରବର୍ଟ ହିଲ୍୪ ଇଡିଅଟସ୍ଆଖୁହନୁମାନଜହ୍ନଶ୍ରବଣ ( ରାମାୟଣ ର ଚରିତ୍ର )୧୯୦୫ବ୍ୟାସଦେବମହାବିଦ୍ୟାହେପାଟାଇଟିସ ବିଦାସିଆ ବାଉରୀଜଗନ୍ନାଥ ମନ୍ଦିରସୀତାକାନ୍ତ ମହାପାତ୍ରୟୁ ଟ୍ୟୁବବିଶ୍ୱନାଥ କରପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷହେମଲତା ମାନସିଂହବୈଜୟନ୍ତ ପଣ୍ଡାଅଣ୍ଡାଓଡ଼ିଆ ଲିପିଟୋକିଓଓଡ଼ିଆ ଭାଷା ଆନ୍ଦୋଳନଲକ୍ଷ୍ମୀଓଡ଼ିଶୀକୋଣାର୍କ ସୂର୍ଯ୍ୟ ମନ୍ଦିରଦେବସ୍ନାନ ପୂର୍ଣ୍ଣିମାଗ୍ରହମନୋଜ କୁମାର ମିଶ୍ରଭଦ୍ରକ ଜିଲ୍ଲାଭାରତର ସଂସଦଓଡ଼ିଶା ସରକାରବୈଷ୍ଣବ ପାଣିଏଣ୍ଡୋମେଟ୍ରିଓସିସଶାରଳା ପୁରସ୍କାରଭାରତୀୟ ଡାକ ସେବାଓଡ଼ିଶାର ଲୋକନୃତ୍ୟବ୍ରଜରାଜନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଜର୍ମାନୀବଉଳସବ୍ୟସାଚୀ ମିଶ୍ରଅଶ୍ରୁମୋଚନ ମହାନ୍ତି୨୫ ଅପ୍ରେଲଛାନ୍ଦବର୍ଷା ପ୍ରିୟଦର୍ଶିନୀvji40ଗଙ୍ଗାଧର ରଥପଞ୍ଚୁ ପାଣ୍ଡବ (ଓଡ଼ିଆ କଥାଚିତ୍ର)ପ୍ଲୀହାବଳରାମ ଦାସଓଡ଼ିଶାର ଇତିହାସଭାନୁଜୀ ରାଓଅଲାରନାଥ ମନ୍ଦିରବି. ଆର. ଆମ୍ବେଦକରସାରଥୀ ବାବାଫସ୍‌ଫରସଫାଇଲେରିଆମହେନ୍ଦ୍ର ସିଂହ ଧୋନିଯକୃତପକ୍ଷଚାଟ୍ ଜିପିଟିଶନିବାରହୃଷୀକେଶ ପଣ୍ଡାଓଡ଼ିଆ ରାମାୟଣକୋରାପୁଟ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଜ୍ୟୋତିର୍ଲିଙ୍ଗ୦ (ସଂଖ୍ୟା)ଓଡ଼ିଆ ଉଇକିପିଡ଼ିଆସତ୍ୟବାଦୀ ବନ ବିଦ୍ୟାଳୟ🡆 More