୧୯୪୬ ଜନ୍ମ ପ୍ରସନ୍ନ କୁମାର ପାଳ

ପ୍ରସନ୍ନ କୁମାର ପାଳ (୧୫ ମାର୍ଚ୍ଚ ୧୯୪୬ - ୨୨ ସେପ୍ଟେମ୍ବର ୨୦୧୮) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନି ଥର କାର୍ଯ୍ୟ କରିଥିଲେ । ୧୯୭୭, ୧୯୮୦ ଓ ୧୯୯୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କଣ୍ଟାବାଞ୍ଝି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୭ମ, ୮ମ ଓ ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ପ୍ରସନ୍ନ କୁମାର ପାଳ
୧୯୪୬ ଜନ୍ମ ପ୍ରସନ୍ନ କୁମାର ପାଳ
ବିଧାୟକ: ୧୦ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୦ – ୧୯୯୫
ପୂର୍ବ ଅଧିକାରୀଲୋକନାଥ ରାୟ
ପର ଅଧିକାରୀରାମ ପ୍ରସାଦ ମିଶ୍ର
ନିର୍ବାଚନ ମଣ୍ଡଳୀକଣ୍ଟାବାଞ୍ଝି
ବିଧାୟକ: ୭ମ, ୮ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୭ – ୧୯୮୫
ପୂର୍ବ ଅଧିକାରୀରମେଶ ଚନ୍ଦ୍ର ସିଂହ ଭୋଇ, ମୁରଲୀଧର ପଣ୍ଡା
ପର ଅଧିକାରୀତପି ଜାଲ
ନିର୍ବାଚନ ମଣ୍ଡଳୀକଣ୍ଟାବାଞ୍ଝି
ବ୍ୟକ୍ତିଗତ ସବିଶେଷ
ଜନ୍ମ(1946-03-15)୧୫ ମାର୍ଚ୍ଚ ୧୯୪୬
ମୃତ୍ୟୁ୨୨ ସେପ୍ଟେମ୍ବର ୨୦୧୮(2018-09-22) (ବୟସ ୭୨)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଜନତା ଦଳ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଭାରତୀୟ ଜାତୀୟ କଂଗ୍ରେସ
ବାପା/ବୋଉଶିବଶଙ୍କର ପାଳ (ବାପା‌)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବା ଓ ଶିକ୍ଷା

ପ୍ରସନ୍ନ କୁମାର ପାଳ ୧୯୪୬ ମସିହାର ମାର୍ଚ୍ଚ ୧୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଶିବଶଙ୍କର ପାଳ ।

ରାଜନୈତିକ ଜୀବନ

ପ୍ରସନ୍ନ କୁମାର ପାଳ ଓଡ଼ିଶା ରାଜନୀତିରେ ପ୍ରଥମେ ଭାରତୀୟ ଜାତୀୟ କଂଗ୍ରେସରେ ଏବଂ ପରେ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନି ଥର କାର୍ଯ୍ୟ କରିଥିଲେ ।

ବିଧାନ ସଭା ସଭ୍ୟ ବିବରଣୀ

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୭୭ ୧୯୮୦ ସଭ୍ୟ, ୭ମ ଓଡ଼ିଶା ବିଧାନ ସଭା କଣ୍ଟାବାଞ୍ଝି ଭାରତୀୟ ଜାତୀୟ କଂଗ୍ରେସ
୧୯୮୦ ୧୯୮୫ ସଭ୍ୟ, ୮ମ ଓଡ଼ିଶା ବିଧାନ ସଭା କଣ୍ଟାବାଞ୍ଝି ଭାରତୀୟ ଜାତୀୟ କଂଗ୍ରେସ
୧୯୯୦ ୧୯୯୫ ସଭ୍ୟ, ୧୦ମ ଓଡ଼ିଶା ବିଧାନ ସଭା କଣ୍ଟାବାଞ୍ଝି ଜନତା ଦଳ

ବିବାଦ

ପ୍ରସନ୍ନ କୁମାର ପାଳ ୧୯୭୪ ମସିହାର ଯୁବନେତା ତଥା ସାମ୍ବାଦିକ ପର୍ଶୁରାମ ଶତପଥୀ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ୍ୟ ହୋଇଥିଲେ । ୨୦୧୫ ମସିହାରେ ସର୍ବୋଚ୍ଚ ନ୍ୟାୟଳୟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଅଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ଏହି ହତ୍ୟାକାଣ୍ଡଟି ବଲାଙ୍ଗୀର ଜିଲ୍ଲାର ପ୍ରଥମ ରାଜନୈତିକ ହତ୍ୟା ଥିଲା ।

ମୃତ୍ୟୁ

ପ୍ରସନ୍ନ କୁମାର ପାଳ ୨୦୧୮ ମସିହାର ସେପ୍ଟେମ୍ବର ୨୨ ତାରିଖରେ ୭୨ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।

ଆଧାର

Tags:

୧୯୪୬ ଜନ୍ମ ପ୍ରସନ୍ନ କୁମାର ପାଳ ଜନ୍ମ, ପରିବା ଓ ଶିକ୍ଷା୧୯୪୬ ଜନ୍ମ ପ୍ରସନ୍ନ କୁମାର ପାଳ ରାଜନୈତିକ ଜୀବନ୧୯୪୬ ଜନ୍ମ ପ୍ରସନ୍ନ କୁମାର ପାଳ ବିବାଦ୧୯୪୬ ଜନ୍ମ ପ୍ରସନ୍ନ କୁମାର ପାଳ ମୃତ୍ୟୁ୧୯୪୬ ଜନ୍ମ ପ୍ରସନ୍ନ କୁମାର ପାଳ ଆଧାର୧୯୪୬ ଜନ୍ମ ପ୍ରସନ୍ନ କୁମାର ପାଳଓଡ଼ିଆ ଲୋକଓଡ଼ିଶା ବିଧାନ ସଭାକଣ୍ଟାବାଞ୍ଝି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

🔥 Trending searches on Wiki ଓଡ଼ିଆ:

ଯବକ୍ଷାରଜାନରଶ୍ମି ରାଉଳବାରବାଡୋସବଣ୍ଡା ଜନଜାତିଉମେଶଚନ୍ଦ୍ର ସରକାରମହୁମାଛିଓଡ଼ିଆ ସାହିତ୍ୟଭୁବନେଶ୍ୱରଚନ୍ଦନ ଯାତ୍ରାଓଡ଼ିଆ ସାହିତ୍ୟର ଇତିହାସଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାଶ୍ରାଦ୍ଧଲକ୍ଷ୍ମଣ ନାୟକମିଥୁନ (ରାଶି)ଆଲଜେରିଆ୮ ଜୁଲାଇମିଳିତ ଜାତିସଂଘହୃଷୀକେଶ ମଲ୍ଲିକମାଦଳା ପାଞ୍ଜିପୁରାଣଯୁଗଳ କିଶୋର ଦତ୍ତଶ୍ୟାମସୁନ୍ଦର କର୨ ଅଗଷ୍ଟନମିତା ଅଗ୍ରୱାଲଓଡ଼ିଆ ଭାଗବତଭୌଗଳିକ ଦିଗବାରେଣିଜୟୀରାମ ସାମଲଜୟପୁର, ରାଜସ୍ଥାନଜଗନ୍ନାଥ ମନ୍ଦିରଗୋବିନ୍ଦ ତ୍ରିପାଠୀବିଶ୍ୱନାଥ କରବୈକୁଣ୍ଠନାଥ ପଟ୍ଟନାୟକଓଡ଼ିଶୀଆଣ୍ଟିଅକ୍ସିଡାଣ୍ଟଆଖଣ୍ଡଳମଣି ମନ୍ଦିରବିରଞ୍ଚି ନାରାୟଣ ମନ୍ଦିର, ବୁଗୁଡ଼ାପ୍ରତିଭା ଶତପଥୀଗୋପବନ୍ଧୁ ଦାସଖାରବେଳଉପେନ୍ଦ୍ର କିଶୋର ଦାସଜଗନ୍ନାଥ ଦାସଜ୍ୟୋତିର୍ଲିଙ୍ଗଓଡ଼ିଶାର ଲୋକକଳାନିଓୱାଇଜ ଧୂମକେତୁସ୍ୱର ବର୍ଣ୍ଣହାଡ଼ଫୁଟିମହାତ୍ମା ଗାନ୍ଧୀବ୍ରହ୍ମା ମନ୍ଦିର, ବିନ୍ଦୁସାଗରବାମାଚରଣ ମିତ୍ରଜର୍ଜ କ୍ୟାଣ୍ଟରଚନ୍ଦ୍ରଶେଖର ରଥଅଷ୍ଟ୍ରିଆଲଳିତା (୧୯୪୯ର ସିନେମା)ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷଗୋପାଳବଲ୍ଲଭ ଦାସରମେଶ ପ୍ରସାଦ ପାଣିଗ୍ରାହୀ୨୬ ଅପ୍ରେଲତାଜମହଲଶ୍ରୀନିବାସ ଉଦ୍‌ଗାତାପଞ୍ଚସଖାଓଡ଼ିଶାଯୌନ ସମ୍ଭୋଗଓଡ଼ିଶାର ଭୂଗୋଳଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଚାଣକ୍ୟକାହ୍ନୁଚରଣ ମହାନ୍ତିବ୍ରଜନାଥ ରଥମନମୋହନ ସାମଲ୧୯୬୨ଓଡ଼ିଆ ଖାଦ୍ୟ୭ (ସଂଖ୍ୟା)ଗ୍ରହ🡆 More