ବଲାଙ୍ଗୀର ଜିଲ୍ଲା: ଓଡିଶାର ଜିଲ୍ଲା, ଭାରତ

]

ଜିଲ୍ଲା
ଓଡ଼ିଶାରେ ଅବସ୍ଥାନ
ଓଡ଼ିଶାରେ ଅବସ୍ଥାନ
ଦେଶଭାରତ
ରାଜ୍ୟଓଡ଼ିଶା
ଲୋକ ସଭାବଲାଙ୍ଗିର
ଭାଷାଓଡ଼ିଆ,କୋଶଳି,ଇଂରାଜୀ
ବିଧାନ ସଭା୫ଟି ଆସନ
 
  • ୧. ଲୋଇସିଙ୍ଘା(୦୬୬)
    ୨. ପାଟଣାଗଡ଼(୦୬୭)
    ୩. ବଲାଙ୍ଗିର(୦୬୮)
    ୪. ଟିଟିଲାଗଡ଼(୦୬୯)
    ୫. କଣ୍ଟାବାଞ୍ଜି (୭୦)
Area
 • ଜିଲ୍ଲା6575 km2 (2,539 sq mi)
Population
 (୨୦୧୧)
 • ଜିଲ୍ଲା୧୬୪୮୫୭୪
 • Rankଓଡ଼ିଶାରେ ଦଶମ (୧୦/୩୦)
 • Density251/km2 (650/sq mi)
 • Urban
୧୯୭୧୬୧
 • Rural
୧୪୫୧୪୧୩
 • ୬ ବର୍ଷରୁ କମ ଶିଶୁ
୨୦୬୯୬୪
Time zoneIST (+୫.୩୦)
ଡାକ କୋଡ଼ (ପିନ୍)
୭୬୭ xxx
ତାର (ଏସ୍.ଟି.ଡ଼ି)୦୬୬୫୨
ଯାନବାହାନ ପଞ୍ଚୀକରଣOD-03
ଜିଲ୍ଲାପାଳଡା. ଏମ. ମୁଥୁକୁମାର
WebsiteOfficial website

ବଲାଙ୍ଗିର ଜିଲ୍ଲା, ଓଡ଼ିଶାର ପଶ୍ଚିମରେ ଥିବା ଏକ ପ୍ରଶାସନିକ ଜିଲ୍ଲା । ଏହାର ଆୟତନ ୫,୧୬୫ ବର୍ଗ କିମି । ବଲାଙ୍ଗିର ସହର ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟ ସହର । ଏହି ଜିଳ୍ଲାର ମୁଖ୍ୟ ଭାଗ ଗ୍ରାମାଞ୍ଚଳ । ମୁଖ୍ୟ ବଡ଼ ଓ ସାନ ସହର ଆଉ ଥାନା ଗୁଡ଼ିକ ହେଲା ବଲାଙ୍ଗୀର,, ପାଟଣାଗଡ଼, ଟିଟିଲାଗଡ,କଣ୍ଟାବାଞ୍ଜି, ଲୋଇସିଙ୍ଘା, ସଇଁତଳା, ବେଲପଡା, ଆଗଲପୁର, ଦେଓଗାଁ, ମୁରିବାହାଲ , ଗୁଡଭେଳା, ଖୋପ୍ରାଖୋଲ, ବଙ୍ଗୋମୁଣ୍ଡା, ତୁରେକେଲା,ତୁଷୁରା,ସିନ୍ଧେକେଲା, ଲାଠୋର, ଲରମ୍ଭା,

ମୁଖ୍ୟ ନଦୀ ଓ ଶାଖାନଦୀ

  • ମହାନଦୀ
  • ତେଲ
  • ଉନଦର, ଲାନ୍ଥ୍, ସୁନଗଡ଼ ଓ ସୁଖତେଲ (ତେଲ ନଦୀର ଶାଖାନଦୀ)
  • ଅଙ୍ଗ
  • ଜିରା
  • ସେଲଷିଙ୍ଗ

ଭୂଗୋଳ

ଜନସଂଖ୍ୟା

୨୦୧୧ ଜନଗଣନା ଅନୁସାରେ, ବଲାଙ୍ଗୀର ଜିଲ୍ଲାର ମୋଟ ଲୋକସଂଖ୍ୟା ୧୬,୪୮,୫୭୪ । ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୧୪,୫୧,୪୧୩ ଓ ସହରାଞ୍ଚଳରେ ୧,୯୭,୧୬୧ ଲୋକ ବାସ କରନ୍ତି ।

  • ପୁରୁଷ: ୮,୩୧,୩୪୯
  • ମହିଳା: ୮,୧୭,୨୨୫
    • ଛ ବର୍ଷରୁ କମ: ୨,୦୬,୯୬୪
  • ସାକ୍ଷରତା ହାର ୬୫.୫୦%
    • ପୁରୁଷ: ୭୭.୦୮%
    • ମହିଳା: ୫୩.୭୭%

ପ୍ରଶାସନିକ ବିଭାଗ

  • ଉପଖଣ୍ଡ: (୩): ବଲାଙ୍ଗୀର, ଟିଟିଲାଗଡ଼ ଓ ପାଟଣାଗଡ଼
  • ପୌରାଞ୍ଚଳ: (୪)
    • ପୌର ପରିଷଦ: (୧): ବଲାଙ୍ଗୀର କଣ୍ଟାବାଞ୍ଜି ଟିଟିଲାଗଡ଼
    • ବିଜ୍ଞାପିତ ଅଞ୍ଚଳ ପରିଷଦ (୩): ପାଟଣାଗଡ଼ ଓ କଣ୍ଟାବାଞ୍ଝି ଓ ତୁଷୁରା ବେଳପଡ଼ା ସଇଁତଳା ଟିଟିଲାଗଡ
  • ପଞ୍ଚାୟତ ସମିତି (ବ୍ଲକ): (୧୪): ଆଗଲପୁର, ଖପ୍ରାଖୋଲ, ଗୁଡ଼ଭେଲା, ଦେଓଗାଁ, ପାଟଣାଗଡ଼, ପୁଇଁତଳା, ବଙ୍ଗମୁଣ୍ଡା, ବଲାଙ୍ଗୀର, ବେଲପଡ଼ା, ଲୋଇସିଂହା, ମୁରିବାହାଲ, ସଇଁତଳା, ଟିଟିଲାଗଡ଼ ଓ ତୁରେଇକେଲା,
  • ତହସିଲ (୧୪): ଆଗଲପୁର, ଖପ୍ରାଖୋଲ, ଗୁଡ଼ଭେଲା, ଦେଓଗାଁ, ପାଟଣାଗଡ଼, ପୁଇଁତଳା, ବଙ୍ଗମୁଣ୍ଡା, ବଲାଙ୍ଗୀର, ବେଲପଡ଼ା, ଲୋଇସିଂହା, ମୁରିବାହାଲ, ସଇଁତଳା, ଟିଟିଲାଗଡ଼ ଓ ତୁସରା

ରାଜନୀତି

ଲୋକ ସଭା

ଏହି ଜିଲ୍ଲାରୁ କଳିକେଶ ନାରାୟଣ ସିଂହ ଦେଓ ଲୋକ ସଭାକୁ ନିର୍ବାଚିତ ହୋଇଅଛନ୍ତି ।

ବିଧାନ ସଭା

ଏହି ଜିଲ୍ଲା ଅନ୍ତର୍ଗତ ୫ଟି ବିଧାନ ସଭା ନିର୍ବାଚନ ମଣ୍ଡଳୀ ହେଲା:

# ନିର୍ବାଚନ ମଣ୍ଡଳୀ ଆରକ୍ଷଣ ପରିସୀମା ଅଧୀନସ୍ଥ ଅଞ୍ଚଳ (ପୌରାଞ୍ଚଳ ଓ ପଞ୍ଚାୟତ ସମିତି ) ୧୪ଶ ବିଧାନ ସଭା ସଦସ୍ୟ ରାଜନୈତିକ ଦଳ
୬୬ ଲୋଇସିଂହା ଅନୁସୂଚିତ ଜାତି ଲୋଇସିଂହା, ଆଗଲପୁର, ପୁଇଁତଳା ମୁକେଶ୍ ମହାଳିଂ ବିଜଦ
୬୭ ପାଟଣାଗଡ଼ ଅଣ ସଂରକ୍ଷିତ ପାଟଣାଗଡ଼ (ବି), ପାଟଣାଗଡ଼, ଖପ୍ରାଖୋଲ, ବେଲପଡ଼ା କନକ ବର୍ଦ୍ଧନ ସିଂଦେଓ ଭାଜପା
୬୮ ବଲାଙ୍ଗୀର ଅଣ ସଂରକ୍ଷିତ ବଲାଙ୍ଗୀର (ପୌ), ବଲାଙ୍ଗୀର, ଦେଓଗାଁ ଅନଙ୍ଗ ଉଦୟ ସିଂହ ଦେଓ ବିଜଦ
୬୯ ଟିଟିଲାଗଡ଼ ଅଣ ସଂରକ୍ଷିତ ଟିଟିଲାଗଡ଼ (ବି), ଟିଟିଲାଗଡ଼, ସଇଁତଳା, ତେନ୍ତୁଳିଖୁଣ୍ଟି (ଗୁଡ଼ଭେଲା) ଟୁକୁନୀ ସାହୁ ବିଜେଡ଼ି
୭୦ କଣ୍ଟାବାଞ୍ଝି ଅଣ ସଂରକ୍ଷିତ କଣ୍ଟାବାଞ୍ଝି (ବି), ତୁରକେଲା, ବଙ୍ଗୋମୁଣ୍ଡା, ମୁରିବାହାଲ ସନ୍ତୋଷ ସିଂହ ସାଲୁଜା କଂଗ୍ରେସ

ଆଧାର

ଅଧିକ ତଥ୍ୟ

Tags:

ବଲାଙ୍ଗୀର ଜିଲ୍ଲା ମୁଖ୍ୟ ନଦୀ ଓ ଶାଖାନଦୀବଲାଙ୍ଗୀର ଜିଲ୍ଲା ଭୂଗୋଳବଲାଙ୍ଗୀର ଜିଲ୍ଲା ରାଜନୀତିବଲାଙ୍ଗୀର ଜିଲ୍ଲା ବିଧାନ ସଭାବଲାଙ୍ଗୀର ଜିଲ୍ଲା ଆଧାରବଲାଙ୍ଗୀର ଜିଲ୍ଲା ଅଧିକ ତଥ୍ୟବଲାଙ୍ଗୀର ଜିଲ୍ଲା

🔥 Trending searches on Wiki ଓଡ଼ିଆ:

କୁଷ୍ଠବ୍ୟାଙ୍କଘରକ୍ରିକେଟଅର୍ଜୁନ ଚରଣ ସେଠୀଡଙ୍ଗାପ୍ରଦୂଷଣଛ ମାଣ ଆଠ ଗୁଣ୍ଠ (ଓଡ଼ିଆ କଥାଚିତ୍ର)ବିର୍ସା ମୁଣ୍ଡାଗଣନ ସଂଖ୍ୟାକଥକଳୀରାଜ୍ୟ ସଭାରାମାୟଣନିତ୍ୟାନନ୍ଦ ଶତପଥୀକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଜଗନ୍ନାଥଙ୍କ ବେଶବିଶ୍ୱ ଏଡ୍‌ସ ଦିବସଚିଲିକା ହ୍ରଦଚିନ୍ତାମଣି ବେହେରାଇଂରାଜୀ ଭାଷାନୀଳକଣ୍ଠ ଦାସବ୍ରତକନ୍ଧମାଳ ଜିଲ୍ଲାକମ୍ପ୍ୟୁଟରପୌରସଂସ୍ଥାଶ୍ରୀରାଧାବିଶ୍ୱ ସ୍ୱାସ୍ଥ୍ୟ ସଂଗଠନଲୋକ ସଭାବିଦୁସ୍ମିତାଅଶୋକ ସମ୍ରାଟଯଦୁମଣି ମହାପାତ୍ରଚନ୍ଦ୍ରଶେଖର ରଥମଟର ସାଇକେଲଆର୍ଥିକ ସ୍ୱାଧୀନତାନମିତା ଅଗ୍ରୱାଲନୂଆ ଦିଲ୍ଲୀକାଜାଖସ୍ତାନପବିତ୍ର ମୋହନ ଜେନାମନୋଜ ଦାସଙ୍କ କଥା ଓ କାହାଣୀଦରମାଜହ୍ନବ୍ୟକ୍ତିଗତ ଅର୍ଥବ୍ୟବସ୍ଥାଓଡ଼ିଆ ଲିପିମାଣବସା ଗୁରୁବାରଜଳରାମାୟଣ, ଭିନ୍ନ ଭାଷା ଓ ପ୍ରକାରଭେଦ ରେଜାପାନୀ ଭାଷାପୋଡ଼ ପିଠାପ୍ରସନ୍ନ କୁମାର ଦାସଓଡ଼ିଶାର ମୁଖ୍ୟମନ୍ତ୍ରୀମାନଙ୍କର ତାଲିକାଅଖିଳ ମୋହନ ପଟ୍ଟନାୟକକୃଷ୍ଣଭାଷାଦୁର୍ଗାକୁଞ୍ଜବିହାରୀ ଦାଶବେଲଶ୍ରୀମନ୍ଦିରର ଷୋଡ଼ଶ ମଣ୍ଡପଭାରତବାଘକଳାକଳେବର ଚଉତିଶା୫ ଜୁନଓଡ଼ିଶାର ଲୋକନୃତ୍ୟସୁନ୍ଦରଗଡ଼ରୋହିଦାସ ସିଂ ନାଗସଉରାକୁମାର ପୂର୍ଣ୍ଣିମାଘଟଗାଁରାମ ନବମୀଲକ୍ଷ୍ମଣ ନାୟକଫତୁରାନନ୍ଦ🡆 More