ବିଧାନ ସଭା ନିର୍ବାଚନ ମଣ୍ଡଳୀ ଧାମନଗର

ଧାମନଗର (କ୍ରମିକ ସଂଖ୍ୟା: ୪୬) ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଧାମନଗର ବ୍ଳକ ଓ ତିହିଡ଼ି ବ୍ଳକର କିଛି ଅଞ୍ଚଳ ।

ଧାମନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୨,୦୨,୯୪୧
ଜିଲ୍ଲା: ଭଦ୍ରକ
ଲୋକ ସଭା ନିର୍ବାଚନ ମଣ୍ଡଳୀ: ଭଦ୍ରକ
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ମୁକ୍ତିକାନ୍ତ ମଣ୍ଡଳ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ବିଷ୍ଣୁଚରଣ ସେଠୀଙ୍କଠାରୁ ୯୧୯୨ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ରାଜେନ୍ଦ୍ର କୁମାର ଦାସ, ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ବିଷ୍ଣୁ ଚରଣ ସେଠୀଙ୍କଠାରୁ ୪,୯୪୪ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।

୨୦୦୯ ନିର୍ବାଚନ ଫଳାଫଳ

୨୦୦୯ ବିଧାନ ସଭା ନିର୍ବାଚନ, ଧାମନଗର
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ରାଜେନ୍ଦ୍ର କୁମାର ଦାସ ୪୮,୪୨୪ ୩୮.୭୮ -
ଭାଜପା ବିଷ୍ଣୁ ଚରଣ ସେଠୀ ୪୩,୪୮୦ ୩୪.୮୨ -
କଂଗ୍ରେସ ନେତ୍ରାନନ୍ଦ ମଲ୍ଲିକ ୨୯,୮୪୪ ୨୩.୯୦ -
ସ୍ୱାଧୀନ ଇନ୍ଦୁମତି ମଲ୍ଲିକ ୯୪୧ ୦.୭୫ -
ବସପା ବିଦ୍ୟାଧର ମଲ୍ଲିକ ୯୨୯ ୦.୭୪ -
ସମୃଦ୍ଧ ଓଡ଼ିଶା କାଳନ୍ଦି ମଲିକ ୮୪୩ ୦.୬୮ -
ଓଡ଼ିଶା ମୁକ୍ତି ମୋର୍ଚ୍ଚା ଦିପକ ଗୋଚ୍ଛାୟତ ୪୧୨ ୦.୩୩ -
ଭୋଟ ବ୍ୟବଧାନ ୪,୯୪୪ ୩.୯୬* -
ମତଦାନ ହାର ୧,୨୪,୯୩୦ ୬୬.୧୧ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ

୧୯୫୧ରୁ ୨୦୦୯ ମଧ୍ୟରେ ମୋଟ ୧୪ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ:

ଆଧାର

Tags:

ଓଡ଼ିଶା ବିଧାନ ସଭାଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାଭଦ୍ରକ ଜିଲ୍ଲା

🔥 Trending searches on Wiki ଓଡ଼ିଆ:

ରାଜକିଶୋର ରାୟୱିଲିଅମ ସେକ୍ସପିଅର୩୧ ମାର୍ଚ୍ଚସୌର ଜଗତକାନାଡ଼ା୨୦ ମାର୍ଚ୍ଚଯୌନ ଉତ୍ପୀଡ଼ନଜର୍ଜ କ୍ୟାଣ୍ଟରଫତୁରାନନ୍ଦକାର୍ତ୍ତିକ ପୂର୍ଣ୍ଣିମାରମାକାନ୍ତ ରଥପଞ୍ଚୁ ଫୁଟଣଓଡ଼ିଆ ସାହିତ୍ୟକାଳୀଚରଣ ପଟ୍ଟନାୟକସିଲିଗୁଡ଼ିଇଲନ ମସ୍କମୁକ୍ତେଶ୍ଵର ଦେଉଳଚିଲିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୨୯ ମାର୍ଚ୍ଚଝୁମରକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାପାଟଦେଇଚୈତ୍ର ମଙ୍ଗଳବାର ଓଷାଶାରଳା ପୁରସ୍କାରବେଲଫଗୁ ଦଶମୀଭାରତୀୟ ପକ୍ଷୀଦକ୍ଷିଣାୟନ ଯାତ୍ରାଗଉଡ଼ ବାଡ଼ି ଖେଳଗୋଲୋକ ବିହାରୀ ଧଳରିଲପିଭିରିନଆଡ଼ୋବିକାନନ ମିଶ୍ରଓଡ଼ିଆ ସାହିତ୍ୟର ଇତିହାସପଖାଳ ଦିବସଜିତେନ୍ଦ୍ର ହରିପାଲଆଲପ୍ରାଜୋଲାମଛ ମାଣ ଆଠ ଗୁଣ୍ଠଓଡ଼ିଆ ଲିପିଭଜାସୂଚନା ଅଧିକାର ଆଇନ ୨୦୦୫ଭିଏତନାମପୋଡୋଫାଇଲମ ରେଜିନଶାଲିନୀ ଅରୋଡ଼ାମକର ସଂକ୍ରାନ୍ତିଜୟଦେବମାୟାଧର ମାନସିଂହକାଳିନ୍ଦୀ ଚରଣ ପାଣିଗ୍ରାହୀଭାରତଓସ୍ତଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରପଣା ସଂକ୍ରାନ୍ତିଇଂରାଜୀ ଭାଷା୧୬୬୨ସଚିନ ତେନ୍ଦୁଲକରଓଆରଟିନାଗ ପଞ୍ଚମୀନିତ୍ୟାନନ୍ଦ ଶତପଥୀସଂସ୍କୃତୟୁରୋପଅଡ଼ିଚେନ୍ନାଇ ଏକ୍ସପ୍ରେସଟଙ୍ଗ୍‌ଷ୍ଟନନେଲସନ ମଣ୍ଡେଲାନେମାଳ🡆 More