ପେନ୍‌ସିଲ

ପେନ୍‌ସିଲ୍ (ଇଂରାଜୀ ଉଚ୍ଚାରଣ: /ˈpɛnsəl/ (listen)) ହେଉଛି ଏକ ମାଧ୍ୟମ ଯାହାକି 'ଲେଖିବା' କିମ୍ବା 'ଚିତ୍ରାଙ୍କନ' ସମୟରେ ବ୍ୟବହାର କରାଯାଇଥାଏ । ସାଧାରଣତଃ ଏହା ଏକ ସରୁ, କଠିନ ରଙ୍ଗୀନ କୋର୍କୁ ନେଇ ତିଆରି କରାଯାଏ । ଏହାକୁ ବ୍ୟବହାର ଉପଯୋଗୀ କରିବା ଓ ନ-ଭାଙ୍ଗିବା ପାଇଁ ଏକ ଶକ୍ତ ଖୋଳ ଭିତରେ ରଖା ଯାଇଥାଏ ।

ପେନ୍‌ସିଲ
ଏଚ୍‌ବି ଗ୍ରାଫାଇଟ୍ ପେନ୍‌ସିଲ୍

ପେନ୍‌ସିଲ୍ ବ୍ୟବହାର ସମୟରେ, ଭୌତିକ ଘର୍ଷଣ (physical abrasion) ଯୋଗୁଁ ଦାଗ ପଡେ ଓ ଏହା କାଗଜ କିମ୍ବା ଅନ୍ୟ କୌଣସି ବସ୍ତୁର ପୃଷ୍ଠଭାଗରେ ଏହାର କଠିନ ରଙ୍ଗୀନ କୋର୍ ପଦାର୍ଥର ଚିହ୍ନ ଛାଡ଼ିଯାଏ । ଏହା କଲମଠାରୁ କିଛିଟା ଅଲଗା, କଲମରୁ ତରଳ କିମ୍ବା ଦ୍ରବଣ (ଜେଲ୍) ଭଳି ସ୍ୟାହି ଝରିଥାଏ ଯାହାକି ହଲକା ରଙ୍ଗର କାଗଜ ଉପରେ ଚିହ୍ନ ଛାଡ଼ିଯାଏ ।

ଅଧିକାଂଶ ପେନ୍‌ସିଲ୍ କୋର୍ ଗ୍ରାଫାଇଟ ସହ କର୍ଦ୍ଦମ (clay binder) ମିଶେଇ ତିଆରି କରାଯାଏ; ଏହା ସହଜରେ ଲିଭାଯାଇ ପାରୁଥିବା 'କଳା' କିମ୍ବା 'ଧୂସର' ଦାଗ ଛାଡିଯାଏ । ଏହି ଗ୍ରାଫାଇଟ ପେନ୍‌ସିଲ୍ ଗୁଡ଼ିକ ଉଭୟ ଲେଖିବା ଓ ଚିତ୍ର କରିବାପାଇଁ ବ୍ୟବହାର କରାଯାଏ, ଏହା ଦୀର୍ଘସ୍ଥାୟୀ ଅଟେ । ଯଦିଓ ଲେଖାଗୁଡ଼ିକୁ ଏକ ଇରେଜର (eraser) ସାହାଯ୍ୟରେ ଲିଭାଯାଇପାରିବ, ଏହା ଉପରେ ଆଦ୍ରତା, ଅଧିକାଂଶ ରସାୟନ ଓ ଅତି ବାଇଗଣୀ ରଶ୍ମି କୌଣସି ପ୍ରଭାବ ପକାଇ ନଥାଏ ।

ଇତିହାସ

ଗଠନ

ପ୍ରକାର

ବିପଦ

ଆହୁରି ଦେଖନ୍ତୁ

ଆଧାର

ସହାୟକ ଗ୍ରନ୍ଥ

  • Petroski, Henry (1990). The Pencil: A History of Design and Circumstance. New York: Alfred A. Knopf. ISBN 0-394-57422-2.

ଅଧିକ ପଢନ୍ତୁ

  • Petroski, Henry. H. D. Thoreau, Engineer. Vol. 5. pp. 8–16.

ବାହାର ଲିଙ୍କ

Tags:

ପେନ୍‌ସିଲ ଇତିହାସପେନ୍‌ସିଲ ଗଠନପେନ୍‌ସିଲ ପ୍ରକାରପେନ୍‌ସିଲ ବିପଦପେନ୍‌ସିଲ ଆହୁରି ଦେଖନ୍ତୁପେନ୍‌ସିଲ ଆଧାରପେନ୍‌ସିଲ ସହାୟକ ଗ୍ରନ୍ଥପେନ୍‌ସିଲ ଅଧିକ ପଢନ୍ତୁପେନ୍‌ସିଲ ବାହାର ଲିଙ୍କପେନ୍‌ସିଲAbout this soundEn-us-pencil.oggଇଂରାଜୀ ଭାଷା

🔥 Trending searches on Wiki ଓଡ଼ିଆ:

ଓଡ଼ିଆ ମସଲାର ଇଂରାଜୀ ପ୍ରତିଶବ୍ଦଲୋକ ସଭାଜର୍ମାନୀନନ୍ଦିଘୋଷକୁତାମ ଚଣ୍ଡୀ ମନ୍ଦିରନବୀନ ପଟ୍ଟନାୟକଧର୍ମେନ୍ଦ୍ର ପ୍ରଧାନଜଳନେମାଳସତ୍ୟବାଦୀ ବନ ବିଦ୍ୟାଳୟସ୍ୱର ବର୍ଣ୍ଣନନ୍ଦନକାନନ ଜୀବ ଉଦ୍ୟାନକବିସୂର୍ଯ୍ୟ ବଳଦେବ ରଥଫେବୃଆରୀଚନ୍ଦନ ଯାତ୍ରାରକ୍ତସୂର୍ଯ୍ୟବଂଶୀ ସୂରଜହେମନ୍ତ କୁମାର ଦାସ୧୦୫୪ଗୁଗଲଲଣ୍ଡନଚନ୍ଦ୍ରଶେଖର ରଥ୫ ନଭେମ୍ବରମଇ ଦିବସ୦ (ସଂଖ୍ୟା)ଏ. ପି. ଜେ. ଅବଦୁଲ କଲାମମନୋଜ ଦାସଙ୍କ କଥା ଓ କାହାଣୀଲକ୍ଷ୍ମୀକାନ୍ତ ମହାପାତ୍ର୨୬ ଅପ୍ରେଲପ୍ରଥମ ଭାସ୍କରଯାଜପୁର ଜିଲ୍ଲାକମ୍ପ୍ୟୁଟରଓଡ଼ିଆମାଗୁଣିର ଶଗଡ଼ଶେୟାର ବଜାରବୈଷ୍ଣବ ଚରଣ ସାମଲମୋନିକା ସେଲ୍ସଫେବୃଆରୀ ୨୮ଯୌନ ସମ୍ଭୋଗଦାଶରଥି ଦାସ୩୦ ଅପ୍ରେଲବଡ଼ଚଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଶେର ଶାହ ସୁରୀନିତ୍ୟାନନ୍ଦ ଶତପଥୀଫତୁରାନନ୍ଦଆନନ୍ଦ ଶଙ୍କର ଦାସବି. ଆର. ଆମ୍ବେଦକରମାଣବସା ଗୁରୁବାରପଣା ସଂକ୍ରାନ୍ତି୪ ଇଡିଅଟସ୍ନନ୍ଦିନୀ ଶତପଥୀବୈକୁଣ୍ଠନାଥ ପଟ୍ଟନାୟକବୈଷ୍ଣବ ପାଣିସରୋଜିନୀ ନାଇଡୁଭାରତର ଜାତୀୟ ପତାକାକୋଣାର୍କvji40ରଥଯାତ୍ରାସାରଳା ଦାସମାଲେସିଆମଦର ଟେରେସାଓଡ଼ିଶା ବିଧାନ ସଭାକାଟୁଲୁ ରବି କୁମାରପିଙ୍କି ପ୍ରଧାନପ୍ରାଣବନ୍ଧୁ କରଭ୍ୟାକୁମ୍ କ୍ଲିନର୍ପ୍ରଣବ ପ୍ରକାଶ ଦାସହନୁମାନ ଚାଳିଶା୪ (ସଂଖ୍ୟା)🡆 More