ଧୋ'ରେ ବାବୁ ଧୋ': ୨୦୨୩ ଓଡ଼ିଆ କଥାଚିତ୍ର

ଧୋ'ରେ ବାବୁ ଧୋ' ୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲ । ଅଭିନେତା ହରିହର ମହାପାତ୍ର ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ଲେଖିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ହିମାଂଶୁ ପରିଜା । ସଙ୍ଗୀତକାର ଅଭିଜିତ ମଜୁମଦାର ଏହାର ସ୍ୱର ସଂଯୋଜନା କରିଥିଲେ ।

ଧୋ'ରେ ବାବୁ ଧୋ'
ନିର୍ଦ୍ଦେଶକହିମାଂଶୁ ପରିଜା
ପ୍ରଯୋଜକସୀତାରାମ ଅଗ୍ରୱାଲ
ନମିତା ଅଗ୍ରୱାଲ
ସଂଳାପହରିହର ମହାପାତ୍ର
ଚିତ୍ରନାଟ୍ୟହରିହର ମହାପାତ୍ର
କାହାଣୀହରିହର ମହାପାତ୍ର
କଳାକାରହରିହର ମହାପାତ୍ର
ଦିବ୍ୟା ମହାନ୍ତି
ସାତ୍ୟକି ମିଶ୍ର
ପିଙ୍କି ପ୍ରଧାନ
ବବି ମିଶ୍ର
ସଙ୍ଗୀତଅଭିଜିତ ମଜୁମଦାର
ଚିତ୍ରଗ୍ରହଣଶୁଭମ
ସମ୍ପାଦକରାଜେଶ ଦାଶ
ମୁକ୍ତିଲାଭ ତାରିଖ
୧୪ ଅପ୍ରେଲ ୨୦୨୩
ଦେଶଧୋ'ରେ ବାବୁ ଧୋ': ଅଭିନୟ, କାହାଣୀ, ଗୀତ ଏବଂ ସଙ୍ଗୀତ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ହରିହର ମହାପାତ୍ର ଓ ଦିବ୍ୟା ମହାନ୍ତି । ସାତ୍ୟକି ମିଶ୍ର, ପିଙ୍କି ପ୍ରଧାନ, ବବି ମିଶ୍ର, ବ୍ରଜ ସିଂହ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଏହି କଥାଚିତ୍ରଟି ୨୦୨୩ ମସିହାର ଅପ୍ରେଲ ୧୪ ତାରିଖ, ପଣା ସଂକ୍ରାନ୍ତି ଦିନ ମୁକ୍ତିଲାଭ କରିଥିଲା । ପ୍ରଥମେ ଏହି କଥାଚିତ୍ରଟିର ଶୀର୍ଷ 'ଧୋରେ ବାଇଆ ଧୋ' ଥିଲା, କିନ୍ତୁ ପରେ ଏହାର ଶୀର୍ଷକ ପରିବର୍ତ୍ତନ କରାଯାଇଥିଲା ।

ଅଭିନୟ

କାହାଣୀ

ଗୀତ ଏବଂ ସଙ୍ଗୀତ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର । ଗୀତିକାର ନିର୍ମଳ ନାୟକ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଦୀପ୍ତିରେଖା ପାଢ଼ୀ, ଅଭିଜିତ ମଜୁମଦାର, ହ୍ୟୁମାନ ସାଗର, ହରିହର ମହାପାତ୍ର, ଦିବ୍ୟା ମହାନ୍ତି, ସାଇନି ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ । ଏହି କଥାଚିତ୍ରରେ ୫ଟି ଗୀତ ଥିଲା ।

ଗୀତ

କ୍ରମଗୀତଗାୟକସମୟ
1."ଧୋ'ରେ ବାବୁ ଧୋ'"ଅଭିଜିତ ମଜୁମଦାର, ଦୀପ୍ତିରେଖା ପାଢ଼ୀ 
2."ହାତ ଧର ନାହିଁ"ହ୍ୟୁମାନ ସାଗର, ଦୀପ୍ତିରେଖା ପାଢ଼ୀ, ହରିହର ମହାପାତ୍ର, ଦିବ୍ୟା ମହାନ୍ତି 
3."ହାପି ବାର୍ଥ ଡେ ଟୁ ୟୁ"ଦୀପ୍ତିରେଖା ପାଢ଼ୀ, ଅଭିଜିତ ମଜୁମଦାର, ସାଇନି 

ଆଧାର

ବାହାର ଆଧାର

Tags:

ଧୋ'ରେ ବାବୁ ଧୋ' ଅଭିନୟଧୋ'ରେ ବାବୁ ଧୋ' କାହାଣୀଧୋ'ରେ ବାବୁ ଧୋ' ଗୀତ ଏବଂ ସଙ୍ଗୀତଧୋ'ରେ ବାବୁ ଧୋ' ଆଧାରଧୋ'ରେ ବାବୁ ଧୋ' ବାହାର ଆଧାରଧୋ'ରେ ବାବୁ ଧୋ'

🔥 Trending searches on Wiki ଓଡ଼ିଆ:

୨୪ ଅପ୍ରେଲବିନୋଦ ଚନ୍ଦ୍ର ନାୟକଓଡ଼ିଶାର କଳାଶ୍ରୀରାଜାରାଣୀ ମନ୍ଦିରନେତୃତ୍ୱଜହ୍ନଧରିତ୍ରୀ (ଖବରକାଗଜ)ଶେୟାର ବଜାରଯୁକ୍ତରାଜ୍ୟଅଭିମନ୍ୟୁ ସାମନ୍ତସିଂହାରପଲଉମଇ ଦିବସଧନୁ (ରାଶି)ଭାରତଯୌନ ସମ୍ଭୋଗଜୟ ଜଗନ୍ନାଥତମନ୍ନା ବ୍ୟାସଗୋପାଳ ଛୋଟରାୟନାରୀବାଦବୈଷ୍ଣବ ପାଣି୧୯ ମାର୍ଚ୍ଚମନୋଜ କୁମାର ମିଶ୍ରଜଗନ୍ନାଥ ଦାସଚଇତି ଘୋଡ଼ା ନାଚମହାରାଷ୍ଟ୍ର୨୯ ମାର୍ଚ୍ଚଲିମାବାଙ୍କୀଦେବଗଡ଼ ଜିଲ୍ଲାକିଶୋରୀ ଚରଣ ଦାସଖାରବେଳନେମାଳଶାସ୍ତିଚନ୍ଦ୍ରଶେଖର ରଥଚୈତନ୍ୟ୨୭ ଜୁନଶ୍ରବଣ ( ରାମାୟଣ ର ଚରିତ୍ର )ଦେବୁ ବୋଷଖଞ୍ଜଣିଚିନ୍ତାମଣି ବେହେରା୧୮ ଅକ୍ଟୋବରକୋଚିଲାସୂର୍ଯ୍ୟବଂଶୀ ସୂରଜଚାରି ଧାମପଣା ସଂକ୍ରାନ୍ତିଅର୍ଚ୍ଚିତା ସାହୁନିତ୍ୟାନନ୍ଦ ଶତପଥୀଶ୍ରୀଲଙ୍କାର ଭୂଗୋଳଲକ୍ଷ୍ମୀଅଚ୍ୟୁତାନନ୍ଦ ଦାସନେପଚୁନହନୁମାନ ବାଟିକାହେପାଟାଇଟିସ ବିଭାରତୀୟ ସ୍ୱାଧୀନତା ଆନ୍ଦୋଳନପ୍ରଥମ ବିଶ୍ୱଯୁଦ୍ଧପଥ ଓ ପୃଥିବୀଭୀମ ପୃଷ୍ଟିଉତ୍କଳ ସଙ୍ଗୀତ ମହାବିଦ୍ୟାଳୟମାଣବସା ଗୁରୁବାରସିଦ୍ଧାନ୍ତ ମହାପାତ୍ରନବକଳେବର୧୭ ଫେବୃଆରୀଜୟୀ ରାଜଗୁରୁଦେବସ୍ନାନ ପୂର୍ଣ୍ଣିମାବିଜୁ ପଟ୍ଟନାୟକଇଣ୍ଡିଆନ ପ୍ରିମିଅର ଲିଗଅର୍ଥଶାସ୍ତ୍ର🡆 More