ଧୀରେ ଧୀରେ ପ୍ରେମ ହେଲା: ୨୦୦୯ର ଓଡ଼ିଆ କଥାଚିତ୍ର

ଧୀରେ ଧୀରେ ପ୍ରେମ ହେଲା, ୨୦୦୯ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୁନୀଲ ରାଉତ । ସୁବୋଧ ପଟ୍ଟନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଦିଲ୍ଲୀପ ପଣ୍ଡା ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।

ଧୀରେ ଧୀରେ ପ୍ରେମ ହେଲା
ନିର୍ଦ୍ଦେଶକଦିଲ୍ଲୀପ ପଣ୍ଡା
ପ୍ରଯୋଜକସୁନୀଲ ରାଉତ
ସଂଳାପସୁବୋଧ ପଟ୍ଟନାୟକ
ଚିତ୍ରନାଟ୍ୟଦିଲ୍ଲୀପ ପଣ୍ଡା
କାହାଣୀଦିଲ୍ଲୀପ ପଣ୍ଡା
କଳାକାରସବ୍ୟସାଚୀ ମିଶ୍ର
ବର୍ଷା ପ୍ରିୟଦର୍ଶିନୀ
ମିହିର ଦାସ
ଚନ୍ଦନ କର
କୁନା ତ୍ରିପାଠୀ
ମୀନକେତନ
ସଙ୍ଗୀତପ୍ରେମ ଆନନ୍ଦ
ଚିତ୍ରଗ୍ରହଣସୁଶାନ୍ତ ବାହିନୀପତି
ଅଭିରାମ ମିଶ୍ର
ସମ୍ପାଦକଦିଲ୍ଲୀପ ପଣ୍ଡା
ମୁକ୍ତିଲାଭ ତାରିଖ
୧ ଜାନୁଆରୀ ୨୦୦୯
ଦେଶଧୀରେ ଧୀରେ ପ୍ରେମ ହେଲା: ଅଭିନୟ, କାହାଣୀ, ଗୀତ ଏବଂ ସଙ୍ଗୀତ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସବ୍ୟସାଚୀ ମିଶ୍ର ଏବଂ ବର୍ଷା ପ୍ରିୟଦର୍ଶିନୀ । ମିହିର ଦାସ, ଚନ୍ଦନ କର, ପ୍ରିୟା ମହାପାତ୍ର, ପ୍ରିୟଙ୍କା ମହାପାତ୍ର, ଜୟୀରାମ ସାମଲ, କୀର୍ତ୍ତୀ ମହାନ୍ତି, ଅମର, ବ୍ରଜ, ବୁଲେଟ୍, ମୀନକେତନ, ଦେବାଶିଷ, ହାତି, ପ୍ରଦ୍ୟୁମ୍ନ ଲେଙ୍କା, ପ୍ରିୟା, ରାକେଶ, ରାଣୀ, ସୋନାଲି, କୁନା ତ୍ରିପାଠୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ

କାହାଣୀ

ଗୀତ ଏବଂ ସଙ୍ଗୀତ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ । ବସନ୍ତରାଜ ସାମଲ, ବିଜୟ ମଲ୍ଲ, ଅରୁଣ ମନ୍ତ୍ରୀ, ପ୍ରଭାଂଶୁ ସାମନ୍ତରାୟ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ମହ‌ମଦ ଅଜିଜ୍, କୁମାର ବାପି, ଶ୍ରୀଚରଣ ମହାନ୍ତି, ତପୁ ମିଶ୍ର, ଉଦିତ ନାରାୟଣ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ

କ୍ରମଗୀତସମୟ
1."ତୁ ରାଗିଲେ ଲାଗୁଚୁ ଭଲ" 
2."ତୋ କଥା ମୋ ମନ କ‌ହିଲା" 
3."ପ୍ଲିଜ୍ ଦେ କିସ୍ ଥରେ" 
4."ପାଖରେ ଥାଇ" 
5."ପାଗଳ ଜୀବନ ଚଗଲା ଫଗୁଣ" 
6."ନିଦ ଆସେନା ଭଲ ଲାଗେନା" 
7."କିଏ ଚୋରି କରିନେଲା ପୁନେଇଁ ଜ‌ହ୍ନ" 
8."ଦିଲ୍ ଜାନୀ" 

ଆଧାର

ବାହାର ଆଧାର

Tags:

ଧୀରେ ଧୀରେ ପ୍ରେମ ହେଲା ଅଭିନୟଧୀରେ ଧୀରେ ପ୍ରେମ ହେଲା କାହାଣୀଧୀରେ ଧୀରେ ପ୍ରେମ ହେଲା ଗୀତ ଏବଂ ସଙ୍ଗୀତଧୀରେ ଧୀରେ ପ୍ରେମ ହେଲା ଆଧାରଧୀରେ ଧୀରେ ପ୍ରେମ ହେଲା ବାହାର ଆଧାରଧୀରେ ଧୀରେ ପ୍ରେମ ହେଲା

🔥 Trending searches on Wiki ଓଡ଼ିଆ:

ଫୋସିନୋପ୍ରିଲକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବପ୍ଲୁଟୋମହାତ୍ମା ଗାନ୍ଧୀରାମ ନବମୀବର୍ଷା ପ୍ରିୟଦର୍ଶିନୀଓଡ଼ିଆ ଲିପିଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରପ୍ରଣବ ପ୍ରକାଶ ଦାସପ୍ରତୀକ୍ଷାଦାଶରଥି ଦାସଗାଲୁଆତ୍ରିପୁରା ମିଶ୍ରବେଲମଇ ଦିବସଫେବୃଆରୀରାମବଉଳଅନନ୍ତ ବାସୁଦେବ ମନ୍ଦିରଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟଚୁଡ଼ାଗୁରୁ ପ୍ରସାଦ ମହାନ୍ତିମଧୁସୂଦନ ଦାସଶ୍ରବଣ ( ରାମାୟଣ ର ଚରିତ୍ର )ତୃପ୍ତି ଦାସଫାଇଲେରିଆବନ୍ଦେ ଉତ୍କଳ ଜନନୀପାର୍ବତୀଏ. ପି. ଜେ. ଅବଦୁଲ କଲାମଦୀନକୃଷ୍ଣ ଦାସଗୋପାଳ କୃଷ୍ଣ ରଥଓଡ଼ିଶା ବିଧାନ ସଭାଉଦୟନାଥ ଷଡ଼ଙ୍ଗୀବଡ଼ ଏରାଅର୍ଚ୍ଚିତା ସାହୁଗୋପବନ୍ଧୁ ଦାସଘରଜଗନ୍ନାଥ ପ୍ରସାଦ ଦାସଇତିହାସସରଳା ଦେବୀରାମାୟଣ, ଭିନ୍ନ ଭାଷା ଓ ପ୍ରକାରଭେଦ ରେବିର୍ସା ମୁଣ୍ଡାଲକ୍ଷ୍ମୀନାରାୟଣ ସାହୁଇରା ମହାନ୍ତିକୋଣାର୍କ ସୂର୍ଯ୍ୟ ମନ୍ଦିରଜୟଦେବଜାଭା (ପ୍ରୋଗ୍ରାମିଂ ଭାଷା)ଅଷ୍ଟ୍ରେଲିଆଉତ୍କଳ ଦୀପିକା୨୦୦୬ଶତ୍ରୁଘ୍ନ ପାଣ୍ଡବଚିଲିକା (କବିତା)ହୃଷୀକେଶ ପଣ୍ଡାଓପନ-ସୋର୍ସ ସଫ୍ଟୱେରଶରତ କୁମାର ମହାନ୍ତିପ୍ରଗତିବାଦୀପ୍ରାଣୀଜ୍ୟୋତିର୍ଲିଙ୍ଗବିଶ୍ୱ ମ୍ୟାଲେରିଆ ଦିବସଶନିବାରମାଁ ପୀତାମ୍ବର ମନ୍ଦିରମହାପ୍ରସାଦଶାନ୍ତନୁ କୁମାର ଆଚାର୍ଯ୍ୟଯାଜପୁର ଜିଲ୍ଲାଓଡ଼ିଶାସମୟ (କାଳ)ବୌଦ୍ଧ ଧର୍ମ୧୮ ଅକ୍ଟୋବରଥାଲକୁଡ଼ିଉଦ୍ଭିଦ ବିଜ୍ଞାନଉତ୍କଳ ବ୍ରାହ୍ମଣପ୍ରତିଭା ରାୟ🡆 More