ଦିଗରାଜ ବ୍ରହ୍ମା: ଓଡ଼ିଆ ଲେଖକ

ଦିଗରାଜ ବ୍ରହ୍ମା (ଜନ୍ମ: ୧୩ ଅପ୍ରେଲ ୧୯୪୯) ଓଡ଼ିଶାର ଜଣେ ସାହିତ୍ୟିକ ଓ ଶିକ୍ଷାବିତ୍ । ସେ ବିଶେଷତଃ ଶିଶୁସାହିତ୍ୟ ପ୍ରସ୍ତୁତି, ପାଠ୍ୟପୁସ୍ତକ ପ୍ରଣୟନ ଓ ଗବେଷଣା କ୍ଷେତ୍ରରେ କାମ କରିଛନ୍ତି । ୨୦୨୧ ମସିହାରେ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ବାଳ ସାହିତ୍ୟ ପୁରସ୍କାର ଲାଭ କରିଥିଲେ ।

ଦିଗରାଜ ବ୍ରହ୍ମା
ଦିଗରାଜ ବ୍ରହ୍ମା: ବ୍ୟକ୍ତିଗତ ଜୀବନ, ସାହିତ୍ୟ ସୃଜନ, ମାନପତ୍ର ଓ ସମ୍ମାନ
ଜନ୍ମ ଓ ଜନ୍ମସ୍ଥାନ (1949-04-13) ୧୩ ଅପ୍ରେଲ ୧୯୪୯ (ବୟସ ୭୫)
ରୁଦ୍ରପୁର, କଟକ ଜିଲ୍ଲା
ବୃତ୍ତିସାହିତ୍ୟିକ ଓ ଶିକ୍ଷାବିତ
ଭାଷାଓଡ଼ିଆ
ଜାତୀୟତାଦିଗରାଜ ବ୍ରହ୍ମା: ବ୍ୟକ୍ତିଗତ ଜୀବନ, ସାହିତ୍ୟ ସୃଜନ, ମାନପତ୍ର ଓ ସମ୍ମାନ ଭାରତୀୟ
ନାଗରିକତାଦିଗରାଜ ବ୍ରହ୍ମା: ବ୍ୟକ୍ତିଗତ ଜୀବନ, ସାହିତ୍ୟ ସୃଜନ, ମାନପତ୍ର ଓ ସମ୍ମାନ ଭାରତୀୟ
ସାହିତ୍ୟ କୃତିମୋ ସ୍ମୃତିର ଆଲେଖ୍ୟ ଓ ଅନ୍ୟାନ୍ୟ ପୁସ୍ତକ
ଜୀବନସାଥୀଜ୍ୟୋତ୍ସ୍ନାରାଣୀ ବ୍ରହ୍ମା
ସମ୍ପର୍କୀୟଲକ୍ଷ୍ମଣ ପଣ୍ଡା (ପିତା)
ଜାନକୀ ଦେବୀ (ମାତା)
ୱେବସାଇଟ
ବ୍ଲଗ

ବ୍ୟକ୍ତିଗତ ଜୀବନ

ଦିଗରାଜ ବ୍ରହ୍ମା ୧୯୪୯ ମସିହା ଅପ୍ରେଲ ମାସ ୧୩ ତାରିଖରେ ଟାଙ୍ଗି-ଚୌଦ୍ୱାରସ୍ଥିତ ଜୌଳକା ପାହାଡ ପାଦଦେଶରେ ଅବସ୍ଥିତ ରୁଦ୍ରପୁର ଗ୍ରାମରେ ଜନ୍ମ ଗ୍ରହଣ କରିଛନ୍ତି । ସେ ଇତିହାସରେ ଏମ.ଏ., ଶିକ୍ଷାରେ ଏମ. ଏଡ଼. ଏବଂ ଶିଶୁ ସାହିତ୍ୟରେ ଶିକ୍ଷାଗତ ପ୍ରୟୋଗ ସମ୍ପର୍କରେ ସନ୍ଦର୍ଭ ଲେଖି ଉତ୍କଳ ବିଶ୍ୱବିଦ୍ୟାଳୟରୁ ପିଏଚ.ଡି. ଡିଗ୍ରୀ ହାସଲ କରିଛନ୍ତି । ଏହା ବ୍ୟତୀତ ସେ ଶିକ୍ଷଣୀୟ ଟେଲିଭିଜନ କାର୍ଯ୍ୟକ୍ରମ ପ୍ରସ୍ତୁତି ସମ୍ପର୍କରେ ବିଲାତର କାର୍ଲଲାଇଲ ଓ ଜନସଂଖ୍ୟା ଶିକ୍ଷା ପ୍ରକଳ୍ପ ପରିଚାଳନାରେ ବ୍ୟାଙ୍କକ୍ ସ୍ଥିତ ଧୁରକିଜ ପୁଣ୍ଡିତ ବିଶ୍ୱବିଦ୍ୟାଳୟରୁ ମଧ୍ୟ ସ୍ୱତନ୍ତ୍ର ଯୋଗ୍ୟତା ହାସଲ କରିଛନ୍ତି । ସମ୍ପ୍ରତି ସେ ଭୁବନେଶ୍ୱରର ପଟିଆ ଷ୍ଟେସନ ନିକଟସ୍ଥ ମହାବୀର ବିହାରରେ ଅବସ୍ଥାନ କରୁଛନ୍ତି ।

ସାହିତ୍ୟ ସୃଜନ

ତାଙ୍କ ରଚିତ ସାହିତ୍ୟ, ଶିକ୍ଷା ଓ ଗବେଷଣା ଲବ୍ଧ ସନ୍ଦର୍ଭ ଦେଶ ବିଦେଶରେ ଆଦୃତ । ଜଣେ ସ୍ତମ୍ଭକାର ହିସାବରେ ମଧ୍ୟ ଦିଗରାଜ ବ୍ରହ୍ମାଙ୍କ ଖ୍ୟାତି ରହିଛି । ତାଙ୍କଦ୍ୱାରା ରଚିତ ପୁସ୍ତକଗୁଡିକ ଜୀବନ ଧର୍ମୀ ।

ଶିଶୁ ସାହିତ୍ୟ

  1. ଆସ ସଙ୍ଗାତ ବଣକୁ ଯିବା (ଗଳ୍ପ)
  2. ଶିକ୍ଷାଦୁନିଆର କଥା ରାଇଜ (ଗଳ୍ପ)
  3. ସୂର୍ଯ୍ୟମୁଖୀ। (ଉପନ୍ୟାସ)
  4. ପଣ୍ଡିତ ନୀଳକଣ୍ଠ (ଜୀବନୀ)
  5. ମୁନା ଡାକ୍ତର (ଉପନ୍ୟାସ)
  6. ଗୀତ କହେ ମିତର କଥା (କବିତା)
  7. ବିଦ୍ୟାସାଗର କାହାଣୀ ମାଳା (ଗଳ୍ପ)
  8. ବଜାରେ ବାଜା ବାଜାବାଲା (କବିତା)
  9. ମାମୁଘର ହେଉ ଯେତେ ଦୂର (କବିତା)
  10. ସାର ଜନଙ୍କ ପ୍ରିୟ ସାଥି ଡିକ (ଗଳ୍ପ)
  11. ଗୀତ କହେ ମିତର କଥା (କବିତା)
  12. ଚକା ଚକା ଭଉଁରୀ (କବିତା)
  13. ବିଲାତ ଅନୁଭୂତିର ଅଭୁଲା କଥା (ଗଳ୍ପ)

ଗଳ୍ପ, ଉପନ୍ୟାସ, ଜୀବନୀ

  1. ଅନ୍ଧ କୁହେଳି (ଗଳ୍ପ) (ଗଳ୍ପ), ଭାରତୀୟ ସାହିତ୍ୟ କେନ୍ଦ୍ର, ବରମୁଣ୍ଡା ହାଉସିଂ ବୋର୍ଡ଼ କଲୋନୀ, ଭୁବନେଶ୍ୱର, ୭୫୧୦୦୩, ୨୦୧୪
  2. ସେ ମନ ବିହଙ୍ଗୀ (ଉପନ୍ୟାସ), ପ୍ରଭାତୀ ପୁସ୍ତକାଳୟ, ଷ୍ଟେସନ ବଜାର, କଟକ ୩, ୧୯୬୮
  3. ଛତିଆବଟ ମହାପୁରଷ ହାଡ଼ିଦାସ (ପ୍ରବନ୍ଧ), ବ୍ରହ୍ମା ସାରସ୍ୱତ ପ୍ରକାଶନୀ, ରୁଦ୍ରପୁର ୧୯୮୦
  4. ମୋ ସ୍ମୃତିର ଆଲେଖ୍ୟ (ଆତ୍ମଜୀବନୀ), ବ୍ରହ୍ମା ସାରସ୍ୱତ ପ୍ରକାଶନୀ, ମହାବୀର ବିହାର, କଳାରାହାଂଗ, ଭୁବନେଶ୍ୱର ୭୫୧୦୨୪, ୨୦୧୭
  5. ପ୍ରଜ୍ଞାପୁରୁଷ ପ୍ରଫେସର ଶରତ ଚନ୍ଦ୍ର ଦାଶ (ଜୀବନୀ), ରାଷ୍ଟ୍ରୀୟ ସାହିତ୍ୟ ସଂସ୍ଥାନ, ସାହିତ୍ୟ ଭବନ, ୟୁନିଟ ୩, ଭୁବନେଶ୍ୱର, ୭୫୧୦୦୧, ୨୦୧୮
  6. ବାଗ୍ମୀପୁରୁଷ ପ୍ରଫେସର ଶ୍ରୀରାମ ଚନ୍ଦ୍ର ଦାଶ (ଜୀବନୀ), ଚନ୍ଦ୍ରଶେଖରପୁର ସାହିତ୍ୟ ସଂସଦ, ଭୁବନେଶ୍ୱର, ୭୫୧୦୧୬, ୨୦୧୯
  7. ଶ୍ରୀ ବୈକୁଣ୍ଠ ଲୀଳାମୃତ, ଶ୍ରୀ ଗୁରୁ କୃପା ଆଶ୍ରମ, ଟିହୁଡ଼ା, ନାଉଗାଁ ହାଟ, ଜଗତସିଂହପୁର, ୭୫୪୧୦୯
  8. ସଂଗ୍ରାମୀ ସାଧକ ବାବା ବୈକୁଣ୍ଠନାଥ ବ୍ରହ୍ମଚାରୀ (ଜୀବନୀ), ଶ୍ରୀ ଗୁରୁ କୃପା ଆଶ୍ରମ, ଟିହୁଡ଼ା, ନାଉଗାଁ ହାଟ, ଜଗତସିଂହପୁର, ୭୫୪୧୦୯

ଗବେଷଣାତ୍ମକ ସନ୍ଦର୍ଭ

  1. ଶିଶୁ ସାହିତ୍ୟର ଶିକ୍ଷାଗତ ପ୍ରୟୋଗ
  2. ଚିଲଡ୍ରେନସ ଲିଟରେଚର ଆଣ୍ଡ ଏଜୁକେସନ ଇନ ଇଣ୍ଡିଆ(Children’s Literature and Education in India)

ଶିକ୍ଷା ସମ୍ପର୍କୀୟ ପ୍ରକାଶନ

  1. ଟିଚର ଇନ ଇମରଜିଙ୍ଗ ଇଣ୍ଡିଆନ ସୋସାଇଟି (Teacher in Emerging Indian Society)
  2. ସ୍କୁଲ ଆଡମିନସଷ୍ଟ୍ରେସନ ଆଣ୍ଡ ସୁପରଭିଜନ (School Administration and Supervision)
  3. ଦ ଟିଚିଙ୍ଗ ଅଫ ହିଷ୍ଟ୍ରୀ (The Teaching of History)
  4. ମର୍ଡନ ଆପ୍ରୋଚେସ ଇନ ଟିଚିଙ୍ଗ ମଦର ଟଙ୍ଗ (Modern Approaches in Teaching of Mother Tongue)

ପାଠ୍ୟ ପୁସ୍ତକ ସମ୍ପର୍କୀୟ ପ୍ରକାଶନ

  1. ସ୍ୱାସ୍ଥ୍ୟ ଓ କଳା ଶିକ୍ଷା (ସହ ଲେଖକ, ସିଟି ପାଠ୍ୟକ୍ରମ)
  2. ପରିବେଶ ଜନସଂଖ୍ୟା ଶିକ୍ଷା (ଇଛାଧୀନ, ନବମ ଶ୍ରେଣୀ, ମାଧ୍ୟମିକ ଶିକ୍ଷା ପରିଷଦ)
  3. ପରିବେଶ ଜନସଂଖ୍ୟା ଶିକ୍ଷା (ଇଛାଧୀନ, ଦଶମ ଶ୍ରେଣୀ, ମାଧ୍ୟମିକ ଶିକ୍ଷା ପରିଷଦ)
  4. ଆମେ ଓ ଆମ ପରିବେଶ (ସହ ଲେଖକ ଓ ସମୀକ୍ଷକ, ଚତୁର୍ଥ ଶ୍ରେଣୀ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡ଼ିଶା ସରକାର)
  5. ଆମେ ଓ ଆମ ପରିବେଶ (ସହ ଲେଖକ , ପଞ୍ଚମ ଶ୍ରେଣୀ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ,ଓଡ଼ିଶା ସରକାର)

ଅନୁବାଦ ସାହିତ୍ୟ

  1. ନନ୍ଦଦାସକୃତ ଭ୍ରମର ଗୀତ

ମାନପତ୍ର ଓ ସମ୍ମାନ

  1. ରାଜ୍ୟ ସ୍ତରୀୟ ଶିଶୁ ସାହିତ୍ୟ ସମ୍ମାନ, ୧୯୮୦
  2. ରାମକୃଷ୍ଣ ନନ୍ଦ ଶିଶୁ ସାହିତ୍ୟ ସମ୍ମାନ, ଉତ୍କଳ ସାହିତ୍ୟ ସମାଜ, ୨୦୧୭
  3. ଝୁମୁକା ସମ୍ମାନ, ୨୦୧୭
  4. ଓଡ଼ିଆ ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ରୌପ୍ୟ ଜୁବୁଲି ଉତ୍ସବ ସମ୍ମାନ, ୨୦୦୧
  5. ନିରାମୟ ପରିବେଶ ସମ୍ମାନ, ୨୦୦୧
  6. ଓଡ଼ିଶା ବିଦ୍ୟାଳୟ ଶିକ୍ଷା ସେବା ସଂଘ ସ୍ୱତନ୍ତ୍ର ସମ୍ମାନ, ୨୦୦୭
  7. ଜୟଦେବ ସମ୍ମାନ, ୨୦୦୯
  8. ଘୁଘୁଂର ସମ୍ମାନ, ୨୦୦୯
  9. ସ୍ନେହାସୁଧା ଶିଶୁ ସାହିତ୍ୟ ସମ୍ମାନ, ୨୦୧୦
  10. ଶିଶୁ ସାହିତ୍ୟ ଲେଖକ ସମ୍ମିଳନୀ ସମ୍ମାନ, ୨୦୧୧
  11. ବିଦ୍ୟାଭୂଷଣ ସମ୍ମାନ, ୨୦୧୩   
  12. ନିଖିଳ ଉତ୍କଳ ଶିଶୁ ସାହିତ୍ୟ ସମ୍ମାନ, ୨୦୧୬
  13. ଶତକ ଶିଶୁ ସାହିତ୍ୟ ସମ୍ମାନ, ୨୦୧୭
  14. ଯଶୋଦା ଶିଶୁମେଳା ସମ୍ମାନ, ଚଣ୍ଡିଖୋଲ, ୨୦୧୭
  15. କୋଣାର୍କ ସାହିତ୍ୟ ସଂସଦ ସମ୍ମାନ, ୨୦୧୭
  16. ସବୁଜ ସାହିତ୍ୟ ସମିତି, ପୂର୍ବ ଛାତ୍ରାବାସ (ରେଭେନ୍ଶା ବିଶ୍ୱ ବିଦ୍ୟାଳୟ) ସମ୍ମାନ, ୨୦୧୮
  17. ସେବା ରତ୍ନ ସମ୍ମାନ (ଜୟ ମା ଭବାନୀ ଚାରିଟାବଲେ ଟ୍ରଷ୍ଟ), ୨୦୧୮
  18. ରାଜ୍ୟ ସ୍ତରୀୟ ତୁଳସୀ ସମ୍ମାନ, ୨୦୧୮
  19. ବୀରକିଶୋର ପାଢ଼ୀ ସ୍ମୃତି ସମ୍ମାନ, ଧର୍ମଶାଳା ସାହିତ୍ୟ ସମାଜ , ଯାଜପୁର ୨୦୧୮
  20. ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ସାହିତ୍ୟ ସମ୍ମାନ ୨୦୧୯
  21. ସାଧୁ ଦୟାନିଧି ଦାସ ସେବା ସମ୍ମାନ, ମହିମା ଜ୍ଞାନ ମନ୍ଦିର, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୨୦୨୦
  22. ଏକାମ୍ର ଶିଶୁ ସାହିତ୍ୟ ସମ୍ମାନ ଭୁବନେଶ୍ୱର ୨୦୨୦
  23. କେନ୍ଦ୍ର ସାହିତ୍ୟ ଏକାଡେମୀ ବାଳ ସାହିତ୍ୟ ପୁରସ୍କାର - ୨୦୨୧

ଆଧାର

ବାହାର ଲିଙ୍କ

  1. ସିଟିଲିଙ୍କ ଚ୍ୟାନେଲରେ ସାକ୍ଷାତକାର
  2. ନିଉଜ ସେଭେନ ଚ୍ୟାନେଲରେ ସାକ୍ଷାତକାର

Tags:

ଦିଗରାଜ ବ୍ରହ୍ମା ବ୍ୟକ୍ତିଗତ ଜୀବନଦିଗରାଜ ବ୍ରହ୍ମା ସାହିତ୍ୟ ସୃଜନଦିଗରାଜ ବ୍ରହ୍ମା ମାନପତ୍ର ଓ ସମ୍ମାନଦିଗରାଜ ବ୍ରହ୍ମା ଆଧାରଦିଗରାଜ ବ୍ରହ୍ମା ବାହାର ଲିଙ୍କଦିଗରାଜ ବ୍ରହ୍ମା

🔥 Trending searches on Wiki ଓଡ଼ିଆ:

ଓଡ଼ିଆ ଲିପିକାପୋସିସ ସାର୍କୋମାକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଭୁବନେଶ୍ୱର ବେହେରାଆପଲ ଇନକର୍ପୋରେଟେଡଓଡ଼ିଆ ଲୋକଓଡ଼ିଆ ଖାଦ୍ୟଛବିଳ ମଧୁ ବର୍ଣ୍ଣବୋଧଇନଷ୍ଟାଗ୍ରାମଅଚ୍ୟୁତାନନ୍ଦ ଦାସହେଲସିଙ୍କିସ୍ୱିଡେନଆଣ୍ଡୋରାହଳଧର ନାଗକ୍ଲିଣ୍ଡାମାଇସିନଓଡ଼ିଶାର ମାପ ବ୍ୟବସ୍ଥାଶତପୁରା ରେଞ୍ଜଇଣ୍ଟରନେଟନମିତା ଅଗ୍ରୱାଲଖାଦ୍ୟଡମ୍ବରୁ ଶିଶାପୃଥିବୀଓଡ଼ିଶା ଭାସ୍କରଭାରତୀୟ ଜନତା ପାର୍ଟିଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିପ୍ରତିଭା ରାୟନିତ୍ୟାନନ୍ଦ ମହାପାତ୍ରଜଗନମୋହ‌ନ ଲାଲସୁବୋଧ ପଟ୍ଟନାୟକରୋହିଙ୍ଗିଆ ଗଣହତ୍ୟାସେପ୍ସିସଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟଉପନିଷଦନହୁଷମାଙ୍ଗାନିଜଶୁଆଆମାଜନ ନ‌ଦୀକୋଳିକୋଡ଼୧୭ ମାର୍ଚ୍ଚଥାଲାସେମିଆଆଲବାନିଆଧର୍ମପଦସୁଦୀପ ତ୍ୟାଗୀଧ୍ରୁବୀୟ ଜ୍ୟୋତିକଲେରାଅମୃତାୟନଅପର୍ଣ୍ଣା ବାସ୍ତାରେବଳରାମ ଦାସWikipediaଲଳିତ ମାନସିଂହଉତ୍ତର କୋରିଆସାଇପ୍ରସଭଗବତ ଗୀତାଜାଭାସ୍କ୍ରିପ୍ଟଅଷ୍ଟ୍ରେଲିଆ (ମହାଦେଶ)ଥାଇଲାଣ୍ଡସୋମନାଥସମ୍ବାଦଆବୁଲ କଲାମ ଆଜାଦନଳିନୀକାନ୍ତ ମହାନ୍ତିରଜିୟା ସୁଲତାନଓଡ଼ିଶା ସରକାରସୁଦାମ ମାରାଣ୍ଡିଦ୍ରୌପଦୀ ମୁର୍ମୁଟୁକୁନି ସାହୁମାୟାଧର ମାନସିଂହମନୋଜ ଦାସଙ୍କ କଥା ଓ କାହାଣୀନବୀନ ପଟ୍ଟନାୟକଧର୍ମେନ୍ଦ୍ର ପ୍ରଧାନରାଉରକେଲା୭ ମାର୍ଚ୍ଚ🡆 More