ତ୍ରିକୋଣମିତି: Class9

ତ୍ରିକୋଣମିତି (ଗ୍ରୀକ ଭାଷା- trigōnonମାନେ ତ୍ରିଭୁଜ ଏବଂ metronମାନେ ମାପ) ଗଣିତର ଗୋଟେ ଶାଖା, ଯେଉଁଥିରେ ତ୍ରିଭୁଜର ଲମ୍ବ ଓ କୋଣର ସମ୍ବନ୍ଧ ଅଧ୍ୟୟନ କରାଯାଏ । ଏହି ଶାଖା ତୃତୀୟ ଶତାବ୍ଦୀ BCରେ ଜ୍ୟାମିତିର ଜ୍ୟୋତିର୍ବିଦ୍ୟାରେ ପ୍ରୟୋଗ ସମୟରେ ଦୃଷ୍ଟିଗୋଚର ହୋଈଥିଲା ।

ତ୍ରିକୋଣମିତି: ଇତିହାସ, ଆଧାର, ସହାୟକ ଗ୍ରନ୍ଥ
The Canadarm2 robotic manipulator on the International Space Station is operated by controlling the angles of its joints. Calculating the final position of the astronaut at the end of the arm requires repeated use of trigonometric functions of those angles.

ଯଦି ଗୋଟେ ତ୍ରିଭୁଜର ଗୋଟେ କୋଣ 90° ଏବଂ ଅନ୍ୟ ଗୋଟେ କୋଣର ମାପ ଜନ ଅଛି, ତେବେ ତୃତୀୟ କୋଣର ମାପ ସ୍ଥରକୃତ, କାରଣ ଗୋଟେ ତ୍ରିଭୁଜର ତିନିଟି କୋଣର ସମଷ୍ଟି 180° ଅଟେ । ଏଠାରେ ତ୍ରିଭୁଜର ଆକୃତି ସମ୍ପୁର୍ଣ ଭାବରେ ନିର୍ଧାରିତ ହେଈଛି, କେବଳ ସଦୃସ୍ୟତାକୁ ବାଦ ଦେଇ । ଅତେଏବ, ଯଦି ଗୋଟେ ତ୍ରିଭୁଜର କୋଣ ଜଣା ଅଛି, ତାର ଲମ୍ବ ଗୁଡିକର ଅନୁପାତ ସ୍ଥିର ହୋଈ ଯାଏ । ଯଦି ଆମେ ଗୋଟେ ଲମ୍ବର ମାପ ଜାଣି ଥାଉ, ତେବେ ଅନ୍ୟ ଦୁଈଟିର ମାପ ନିର୍ଦ୍ଧାରିତ କରି ହୁଏ । ଏହି ଅନୁପାତ ସବୁ ତ୍ରିକୋଣମିତି ଫଳନଦ୍ୱାରା ମିଳିଥାଏ ।

ଏହି ବିଦ୍ୟାଟି ଜ୍ୟୋତିର୍ବିଦ୍ୟା, ସଂଗୀତ ବିଦ୍ୟା, ବସ୍ତୁଶାସ୍ତ୍ର, ଯାନ୍ତ୍ରିକ ଅଭିକଳ୍ପ ଈତ୍ୟାଦି ବିଷୟରେ ବ୍ୟବହାର ହୁଏ ।

ଇତିହାସ

ଆଧାର

ସହାୟକ ଗ୍ରନ୍ଥ

ଆଧାର

ବାହାର ଲିଙ୍କ

Tags:

ତ୍ରିକୋଣମିତି ଇତିହାସତ୍ରିକୋଣମିତି ଆଧାରତ୍ରିକୋଣମିତି ସହାୟକ ଗ୍ରନ୍ଥତ୍ରିକୋଣମିତି ଆଧାରତ୍ରିକୋଣମିତି ବାହାର ଲିଙ୍କତ୍ରିକୋଣମିତିwikt:μέτρονwikt:τρίγωνονଗଣିତଜ୍ୟାମିତିତ୍ରିଭୁଜ

🔥 Trending searches on Wiki ଓଡ଼ିଆ:

ହିନ୍ଦୁ ମନ୍ଦିର ସ୍ଥାପତ୍ୟକଳାମ୍ୟାଲେରିଆସଦାଶିବ ତ୍ରିପାଠୀସୁଦଶା ବ୍ରତଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାବ୍ରଜନାଥ ବଡ଼ଜେନାରଜଧର୍ମେନ୍ଦ୍ର ପ୍ରଧାନରାଜ୍ୟ ପାଠ୍ୟ ପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା୧୯୬୩ର ଓଡ଼ିଆ କଥାଚିତ୍ରଇଣ୍ଟରନେଟଜୟଦ୍ରଥଦିବାକର ପରିଡ଼ାଦ୍ୱିତୀୟ ବିଶ୍ୱଯୁଦ୍ଧଚୈତ୍ରଯୁକ୍ତରାଷ୍ଟ୍ର ଆମେରିକାଗୁଗଲସମ୍ବଲପୁର ଜିଲ୍ଲାବିଭୂତି ପଟ୍ଟନାୟକତାମିଲ ଭାଷାଭାରତବିଶ୍ୱ ମ୍ୟାଲେରିଆ ଦିବସଗୋଦାବରୀଶ ମିଶ୍ରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଅପରେଟିଙ୍ଗ ସିଷ୍ଟମମୟୂରଭାରତୀୟ ଦଣ୍ଡବିଧି ଆଇନର ଧାରା ୩୭୭ଗୋପବନ୍ଧୁ ଦାସମହାପାତ୍ର ନୀଳମଣି ସାହୁଆଶୁତୋଷ ପରିଡ଼ାବରଗଛଦେବସ୍ନାନ ପୂର୍ଣ୍ଣିମାସିକ୍ଲ ସେଲ୍ ରୋଗଜଳଜଗନ୍ନାଥ ପ୍ରସାଦ ଦାସକାଞ୍ଜିଅଅଁଳା ଓଷାପୁରୀଲକ୍ଷ୍ମୀ ପୁରାଣକିଶୋରୀ ଚରଣ ଦାସଭଗବତ ଗୀତାପିତ୍ତକୋଷମିନତି ମିଶ୍ରଗୋପୀନାଥ ମହାନ୍ତିକୋରାପୁଟଜଗନ୍ନାଥଙ୍କ ଧୂପଭାରତର ସଂସ୍କୃତିପଖାଳ ଦିବସପକ୍ଷୀଜଗଦୀଶ ମହାନ୍ତିବଳରାମ ଦାସହନୁମାନ ଜୟନ୍ତୀହୃଷୀକେଶ ମଲ୍ଲିକ୨୪ ଅପ୍ରେଲତରଳ ଝାଡ଼ାଜାଭା (ପ୍ରୋଗ୍ରାମିଂ ଭାଷା)ଜାପାନଉତ୍କଳ ଦୀପିକାରାମଚନ୍ଦ୍ର ମିଶ୍ରସୀତା ବିବାହଜୈନ ଧର୍ମଦଗ୍ଧଜୟନାରାୟଣ ମିଶ୍ରଜନ ଗଣ ମନରବି କାନୁନଗୋଉପେନ୍ଦ୍ର କିଶୋର ଦାସ🡆 More