ତୋ' ଆଖିରେ ମୁଁ: ୨୦୧୦ର ଓଡ଼ିଆ କଥାଚିତ୍ର

ତୋ' ଆଖିରେ ମୁଁ, ୨୦୧୦ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପ୍ରଭାସ ରାଉତ । ବିଜୟଲକ୍ଷ୍ମୀ ରାଉତ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ଦେବୀଦତ୍ତ ମହାନ୍ତି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଏସ୍.

କେ. ମୂରଲୀଧରନ୍ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ବିକାଶ ଦାସ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ତୋ' ଆଖିରେ ମୁଁ
ନିର୍ଦ୍ଦେଶକଏସ୍. କେ. ମୂରଲୀଧରନ୍
ପ୍ରଯୋଜକପ୍ରଭାସ ରାଉତ
ସଂଳାପଦେବୀଦତ୍ତ ମହାନ୍ତି
ଚିତ୍ରନାଟ୍ୟଏସ୍. କେ. ମୂରଲୀଧରନ୍
କାହାଣୀବିଜୟଲକ୍ଷ୍ମୀ ରାଉତ
କଳାକାରବାବୁଶାନ୍, ସୁଇଟି, ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ପପୁ ପମ ପମ, ସଲିଲ ମିତ୍ର, ହର ପଟ୍ଟନାୟକ
ସଙ୍ଗୀତବିକାଶ ଦାସ
ଚିତ୍ରଗ୍ରହଣଆର୍ ଭଗତ ସିଂହ
ସମ୍ପାଦକଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ
୨୫ ମାର୍ଚ୍ଚ ୨୦୧୦
ଦେଶତୋ' ଆଖିରେ ମୁଁ: ଅଭିନୟ, କାହାଣୀ, ଗୀତ ଏବଂ ସଙ୍ଗୀତ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବାବୁଶାନ୍ ମହାନ୍ତି ଏବଂ ସୁଇଟି । ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ପପୁ ପମ ପମ, ସଲିଲ ମିତ୍ର, ହର ପଟ୍ଟନାୟକ, ନମ୍ରତା ଦାସ, ରାଇଚରଣ ଦାସ, ଦେବୁ ବୋଷ, ପ୍ରଦ୍ୟୁମ୍ନ ଲେଙ୍କା, ବବି ମିଶ୍ର, ବିଭୂତି ଦାସ, ବିଦ୍ୟୁତ୍‌ପ୍ରଭା, ସ୍ମିତା ତ୍ରିପାଠୀ, ବ୍ରଜ ନାୟକ, ପ୍ରଦୀପ ସେନ, ତନିସ୍କ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ

କାହାଣୀ

ଗୀତ ଏବଂ ସଙ୍ଗୀତ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିକାଶ ଦାସ । ବସନ୍ତରାଜ ସାମଲ, ମୋହିତ ଚକ୍ରବର୍ତ୍ତୀ, ଦେବୀଦତ୍ତ ମହାନ୍ତି ଆଦି ଗୀତକାରମାନେ କଥାଚିତ୍ରଟିର ଗୀତଗୁଡ଼ିକର ରଚନା କରିଥିଲେ । ବିଭୁ କିଶୋର, ତପୁ ମିଶ୍ର, ଜଲି ମୁଖାର୍ଜୀ, ଉଦିତ ନାରାୟଣ, ସୁରେଶ ୱାଡ଼େକର ଆଦି କଣ୍ଠଶିଳ୍ପୀମାନେ କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ

କ୍ରମଗୀତସମୟ
1."ଆଇଲାରେ ଆଇଲାରେ ଆଇଲା ରେ" 
2."ଦେଖ ଦେଖ ଦେଖ ସାରା ଜମାନା" 
3."ତୋରି ପାଇଁ ଗୀତଟିଏ ଲେଖିଚି" 
4."ସୁନ୍ଦରୀ ସୁନ୍ଦରୀ" 
5."ସଞ୍ଜ ନଇଁଲେ" 
6."ନ‌ଦୀ କ‌ହେ ସାଗରକୁ" 

ଆଧାର

ବାହାର ଆଧାର

Tags:

ତୋ' ଆଖିରେ ମୁଁ ଅଭିନୟତୋ' ଆଖିରେ ମୁଁ କାହାଣୀତୋ' ଆଖିରେ ମୁଁ ଗୀତ ଏବଂ ସଙ୍ଗୀତତୋ' ଆଖିରେ ମୁଁ ଆଧାରତୋ' ଆଖିରେ ମୁଁ ବାହାର ଆଧାରତୋ' ଆଖିରେ ମୁଁ

🔥 Trending searches on Wiki ଓଡ଼ିଆ:

ଭଣ୍ଡ ଗଣେଶକୋଷ୍ଠକାଠିନ୍ୟଇରା ମହାନ୍ତିମଙ୍ଗଳୁ ଚରଣ ବିଶ୍ୱାଳସରୋଜିନୀ ସାହୁଲକ୍ଷ୍ମୀପ୍ରାଣକୃଷ୍ଣ ପରିଜାବଉଳ୧୯୬୧ଇନ୍ଦିରା ଗାନ୍ଧୀହେମଲତା ମାନସିଂହବଳରାମ ଦାସମୋନିକା ସେଲ୍ସବଳଗୋପାଳକୃଷ୍ଣ ପଟ୍ଟନାୟକନରେନ୍ଦ୍ର ମୋଦୀଜର୍ମାନୀଏ. ପି. ଜେ. ଅବଦୁଲ କଲାମସାଇକେଲକାଳିନ୍ଦୀ ଚରଣ ପାଣିଗ୍ରାହୀଆରିଷ୍ଟୋଟଲରାଧାନାଥ ରଥସବ୍ୟସାଚୀ ମିଶ୍ରସରଳା ଦେବୀଭାରତର ସଂସ୍କୃତିଇଣ୍ଟରନେଟଦେବସ୍ନାନ ପୂର୍ଣ୍ଣିମାଦୁର୍ଗା ପୂଜାଯୁକ୍ତରାଜ୍ୟଖିଲିପାନଘରଆପେଣ୍ଡିସାଇଟିସଶୈଳବାଳା ଦାସଅପରେଟିଙ୍ଗ ସିଷ୍ଟମବ୍ରାଉଜରବେଲମନୋଜ କୁମାର ମିଶ୍ରଗୋପବନ୍ଧୁ ଚୌଧୁରୀଶାସ୍ତି (ଓଡ଼ିଆ କଥାଚିତ୍ର)ଶନିବାରଅସହଯୋଗ ଆନ୍ଦୋଳନଅଂଶୁପା ହ୍ରଦବିଦ୍ୟୁତପ୍ରଭା ଦେବୀଓଡ଼ିଶୀଶଙ୍କରାଚାର୍ଯ୍ୟଓଡ଼ିଆ ନାଟକଗଣନ ସଂଖ୍ୟାଗୋଦାବରୀଶ ମିଶ୍ରଗଙ୍ଗାଧର ମେହେରଲିଙ୍ଗରାଜ ମନ୍ଦିରରାଧାମୋହନ ଗଡ଼ନାୟକସିନ୍ଧୁ ନଦୀନନ୍ଦିନୀ ଶତପଥୀବ୍ୟଞ୍ଜନ ବର୍ଣ୍ଣ୨୫ ଅପ୍ରେଲସଚ୍ଚିଦାନନ୍ଦ ରାଉତରାୟସତ୍ୟେନ୍ଦ୍ର ନାଥ ବୋଷଗୋଦାବରୀଶ ମହାପାତ୍ରହରେକୃଷ୍ଣ ମହତାବଓଡ଼ିଶାର ଇତିହାସତୁଳସୀ ଗଛରଥଓଡ଼ିଆ ଖବରକାଗଜ ତାଲିକାବୀଣାପାଣି ମହାନ୍ତିଲଘିଷ୍ଠ ସାଧାରଣ ଗୁଣିତକସୌରୀନ୍ଦ୍ର ବାରିକ୧୮ ଅକ୍ଟୋବର🡆 More