ତେଜସ୍ୱିନୀ ପ୍ରିୟଦର୍ଶିନୀ: ଯୁବ ବୈଜ୍ଞାନିକ

ଦିନ‌କୁ ଦିନ ବାୟୁ ପ୍ରଦୁଷଣ ବଢୁଥିବା ସମୟରେ ୧୪ ବର୍ଷୀୟ ତେଜସ୍ୱିନୀ ପ୍ରିୟଦର୍ଶିନୀ ବାୟୁଚାଳିତ ବାଇକ୍ ଉଦ୍ଭାବନ କରି ଲୋକଲୋଚନ‌କୁ ଆସିଥିଲେ, ଯାହା ସମ୍ପିଡ଼ୀତ ବାୟୁକୁ ବ୍ୟବ‌ହାର କରି ଘଣ୍ଟା ପ୍ରତି ୬୦ କିମି ବେଗରେ ଗତି କରିବାର କ୍ଷମତା ରଖେ ।

ତେଜସ୍ୱିନୀ ପ୍ରିୟଦର୍ଶିନୀ
ଜନ୍ମ
ଜାତୀୟତାଭାରତୀୟ
ବୃତ୍ତିଯୁବ ବୈଜ୍ଞାନିକ

ଆଦ୍ୟ ଜୀବନ

ଉଦ୍ଭାବନ

ତେଜସ୍ୱିନୀ ତାଙ୍କର ସିଦ୍ଧାନ୍ତକୁ ଏକ ସାଇକେଲ୍ ମରାମତି ଦୋକାନରୁ ପାଇଥିଲେ । ମରାମତି କରୁଥିବା କାରିଗର ବାୟୁ ଚାଳିତ ବନ୍ଧୁକ ବ୍ୟବ‌ହାର କରି ଟାୟାର୍‌ରୁ ନଟ୍ କାଢୁଥିବା ସିଦ୍ଧାନ୍ତକୁ ଅନ୍ୟ ପ୍ରକାରରେ ଉପଯୋଗ କରିବା କଠା ଭାବିଥିଲେ । ତାଙ୍କ ମତରେ, ବାୟୁ ଚାପର ସିଦ୍ଧାନ୍ତକୁ ନେଇ ଯଦି ଏକ ବନ୍ଧୁକ କାମ କରି ପାରୁଛି, ତେବେ ଏହି ସିଦ୍ଧାନ୍ତକୁ ନେଇ ଏକ ସାଇକେଲ୍ ମଧ୍ଧ୍ୟ ଚଲାଇହେବ । ତେବେ ଏହି ଭାବନାକୁ କାର୍ଯ୍ୟକାରୀ କରିବା ପାଇଁ ଓ ଆବଶ୍ୟକୀୟ ଯନ୍ତ୍ରପାତି ପାଇଁ ତାଙ୍କ ବାପା ଶ୍ରୀଯୁକ୍ତ ନଟବର ଗୋଚ୍ଛାୟତ ସାହାଯ୍ୟ କରିଥିଲେ । ପ୍ରାରମ୍ଭିକ ପର୍ଯ୍ୟାୟରେ ସେ ବିଫଳ ହୋଇଥିଲେ ମଧ୍ଧ୍ୟ କ୍ମାଗତ ଚେଷ୍ଟା ଫଳରେ ସେ ସଫଳତା ପାଇଥିଲେ । ଏକ ପ୍ରବେଶ ନଳୀ ସ‌ହ ବାୟୁ ଥିବା ଏକ ସିଲିଣ୍ଡର ଆଣିଥିଲେ, ଯହାକୁ ଆରମ୍ଭ ନବ୍ (starting knob), ମାପିବା ଡାଏଲ୍ (measuring dial), ଓ ସୁରକ୍ଷା କପାଟିକା (safety valve) ସ‌ହ ସଂଯୋଗ କରାଯାଇଥିଲା । ଟ୍ୟାଙ୍କରୁ ଅତ୍ୟଧିକ ବାୟୁକୁ କାଢିବା ପାଇଁ ସୁରକ୍ଷା କପାଟିକାକୁ ବ୍ୟବ‌ହାର କରାଯାଇଥିଲା । ନବ୍‌ଟିକୁ ଚାଲୁ ରଖି ବାୟୁକୁ ସିଲିଣ୍ଡରରୁ ବାୟୁ ଚାଳିତ ବନ୍ଧୁକ୍କୁ ଛଡ଼ାଯାଏ, ଯାହା ସାଇକେଲ୍‌ର ପ୍ୟାଡ଼େଲ୍‌ରେ ସଂଯୁକ୍ତ ଥାଏ । ପ୍ୟାଡ଼େଲ୍‌ଟି ଛଅଟି ଅଲଗା ଅଲଗା ବ୍ଲେଡ୍‌ର ସାହାଯ୍ୟରେ ଗିଅର୍‌କୁ ବୁଲାଏ । ଯାହାଫଳରେ ସାଇକେଲ୍‌ଟି ଗତି କରିବାକୁ ଲାଗେ । ତେଜସ୍ୱିନୀଙ୍କ ବାପା ନଟବରଙ୍କ ମତରେ, ସାଇକେଲ୍‌ଟି ୧୦କିଗ୍ରା ସମ୍ପିଡ଼ୀତ ବାୟୁରେ ୬୦କିମି ଯାଇପାରବ । ତେଜସ୍ୱିନୀଙ୍କ ମତରେ, ଏହି ସିଦ୍ଧାନ୍ତକୁ ମୋଟର ସାଇକେଲ୍‌ରେ ମଧ୍ଧ୍ୟ ବ୍ୟବ‌ହେର କରାଯାଇପାରିବ, ଯାହାଫଳରେ ଇନ୍ଧନର ଆବଶ୍ୟକତା ପଡ଼ିବ ନାହିଁ ଓ ପରିବଶ ପ୍ରଦୂଷଣ କମ୍ ହୋଇପାରିବ ।

ସମ୍ମାନ

ଏହି ଉଦ୍ଭାବନ‌କୁ ବ୍ୟବାସାୟୀ ଓ ସୃଜନଶୀଳ ବ୍ୟକ୍ତିଙ୍କୁ ଉତ୍ସାହିତ କରିବା ପାଇଁ ଆୟୋଜିତ Yi INNOVEX @ Make in Odisha Conclaveରେ ପ୍ରଦର୍ଶନ କରାଯାଇଥିଲା ।

ଆଧାର

Tags:

ତେଜସ୍ୱିନୀ ପ୍ରିୟଦର୍ଶିନୀ ଆଦ୍ୟ ଜୀବନତେଜସ୍ୱିନୀ ପ୍ରିୟଦର୍ଶିନୀ ଉଦ୍ଭାବନତେଜସ୍ୱିନୀ ପ୍ରିୟଦର୍ଶିନୀ ସମ୍ମାନତେଜସ୍ୱିନୀ ପ୍ରିୟଦର୍ଶିନୀ ଆଧାରତେଜସ୍ୱିନୀ ପ୍ରିୟଦର୍ଶିନୀ

🔥 Trending searches on Wiki ଓଡ଼ିଆ:

ପ୍ରତିଭା ରାୟମୟୂର୧୭୪୬ପାରାଦୀପ ବନ୍ଦରକବାଟରାମଚନ୍ଦ୍ର ମିଶ୍ରବ୍ୟାସଦେବମହାପ୍ରସାଦଖାଦ୍ୟଭୀମ ଭୋଇଭାନୁମତୀ (ଦୁର୍ଯୋଧନଙ୍କ ପତ୍ନୀ)ଭଦଭଦଳିଆବନ୍ଦେ ଉତ୍କଳ ଜନନୀସମର ସଲିମ ସାଇମନଉପେନ୍ଦ୍ର ଭଞ୍ଜବାଘରାଶି ଓ ନକ୍ଷତ୍ରବସନ୍ତ କୁମାର ଶତପଥୀଅକ୍ଷାଂଶଅଲାରନାଥ ମନ୍ଦିରଭକ୍ତ ଚରଣ ଦାସ (ରାଜନେତା)ନବଯୌବନ ବେଶ୨୮ ଫେବୃଆରୀମହୁଆଲେକ୍‌ଜାଣ୍ଡର ଫ୍ଲେମିଙ୍ଗଦେବଗଡ଼ ଜିଲ୍ଲାଗୁଣୁପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କଳାହାଣ୍ଡି ଜିଲ୍ଲାବିରିୟାନୀଉଇକିଅଭିଧାନଆନ୍ଧ୍ର ପ୍ରଦେଶଆନ୍ତର୍ଜାତିକ ମହିଳା ଦିବସରାମଶଙ୍କର ରାୟଉତ୍ତମ ମହାନ୍ତିଆପେଣ୍ଡିସାଇଟିସଉପନିଷଦଶ୍ରୀତମ ଦାସବିରଳା ମନ୍ଦିର, ହାଇଦ୍ରାବାଦଭୂଗୋଳଗୋପାଳ ଛୋଟରାୟଜଗନ୍ନାଥଙ୍କ ବେଶକାଳିନ୍ଦୀ ଚରଣ ପାଣିଗ୍ରାହୀରାମତ୍ରିପୁରା ମିଶ୍ରକାଞ୍ଚି ଅଭିଯାନବ୍ରୁସେଲୋସିସବୈଷ୍ଣବ ପାଣିବିଜୟ ମିଶ୍ରଦଗ୍ଧଦୀପକ ମିଶ୍ରନିର୍ମଳା (ଉପନ୍ୟାସ)ଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟଗୁଗଲଭାରତର ସଂସଦc3bn4ଶେୟାର ବଜାରଶାସ୍ତି (ଓଡ଼ିଆ କଥାଚିତ୍ର)ପଞ୍ଚସଖାସବ୍ୟସାଚୀ ମିଶ୍ରପ୍ରେମସଚ୍ଚିଦାନନ୍ଦ ରାଉତରାୟଲିଙ୍ଗରାଜ ମନ୍ଦିରଗୋଦର ରୋଗକୁତାମ ଚଣ୍ଡୀ ମନ୍ଦିରଫେବୃଆରୀ ୨୮ଜଗନମୋହ‌ନ ଲାଲଭୃସଙ୍ଗ ଗଛଶ୍ରବଣ ( ରାମାୟଣ ର ଚରିତ୍ର )ଓପନ-ସୋର୍ସ ସଫ୍ଟୱେରକୃଷ୍ଣଚନ୍ଦ୍ର ପାଣିଗ୍ରାହୀ🡆 More