କର୍ଣ୍ଣଦାଣ୍ଡି

]

କର୍ଣ୍ଣଦାଣ୍ଡି
ଗାଁ
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାଯାଜପୁର
ପଞ୍ଚାୟତ ସମିତିଦଶରଥପୁର
ଗ୍ରାମ ପଞ୍ଚାୟତମଙ୍ଗଳପୁର
ଭାଷାଓଡ଼ିଆ, ଇଂରାଜୀ
Time zoneIST (+୫.୩୦)
ଡାକ କୋଡ଼
୭୫୫ ୦୧୧
Area code+୦୬୭୨୮
ଯାନବାହାନ ପଞ୍ଚୀକରଣOR/04

କର୍ଣ୍ଣଦାଣ୍ଡି ଓଡ଼ିଶାର ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ଥାନା ଅଧୀନରେ ଥିବା ଏକ ଗାଆଁ ।

ଗମନାଗମନ

ଏହା ମଙ୍ଗଳପୁର ନିକଟରେ ଅବସ୍ଥିତ । ଏହା ଯାଜପୁରଠାରୁ ୨୦ କି.ମି. ଦୂରରେ ଅବସ୍ଥିତ ।

ବିଶେଷତା

ଶିକ୍ଷା

ବିଦ୍ୟାଳୟ

ଏହି ଗ୍ରାମରେ 'ବାବା କାର୍ତ୍ତିକେଶ୍ୱର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ' ବିଦ୍ୟାଳୟ ଅଛି ।

ପର୍ଯ୍ୟଟନ

ଏହି ଗାଆଁରେ ଗ୍ରାମଦେବତୀ ମା' କର୍ଣ୍ଣକେଶ୍ୱରୀ ଓ ମା' ନେବାଶୁଣିଙ୍କ ମନ୍ଦିର, ନାଗେଶ୍ୱର ଶିବ ମନ୍ଦିର, ତାରିଣୀ ମନ୍ଦିର, ରାମ ମନ୍ଦିର, ରାଧାକୃଷ୍ଣ ମନ୍ଦିର, ମଙ୍ଗଳା ମନ୍ଦିର, ଶିବପାର୍ବତୀ ମନ୍ଦିର, କାର୍ତ୍ତିକେଶ୍ୱର ମନ୍ଦିର ସହ ହନୁମାନ ବାଟିକା ଅଛି । ଏଠାରେ ପ୍ରତିବର୍ଷ ବିଛା ସଂକ୍ରାନ୍ତି ବେଳେ ୯ଦିନ ବ୍ୟାପି ବାବା କାର୍ତ୍ତିକେଶ୍ୱରଙ୍କ ପୂଜା ଓ ଯାତ୍ରା ଅନୁଷ୍ଠିତ ହୋଇଥାଏ ।

ଆହୁରି ଦେଖନ୍ତୁ

ଆଧାର

Tags:

କର୍ଣ୍ଣଦାଣ୍ଡି ଗମନାଗମନକର୍ଣ୍ଣଦାଣ୍ଡି ବିଶେଷତାକର୍ଣ୍ଣଦାଣ୍ଡି ଶିକ୍ଷାକର୍ଣ୍ଣଦାଣ୍ଡି ପର୍ଯ୍ୟଟନକର୍ଣ୍ଣଦାଣ୍ଡି ଆହୁରି ଦେଖନ୍ତୁକର୍ଣ୍ଣଦାଣ୍ଡି ଆଧାରକର୍ଣ୍ଣଦାଣ୍ଡି

🔥 Trending searches on Wiki ଓଡ଼ିଆ:

ଭାରତୀୟ ସମ୍ବିଧାନମହା ଶିବରାତ୍ରିକିଶୋରଚନ୍ଦ୍ରାନନ ଚମ୍ପୂସ୍ତନଫୁଲହିନ୍ଦୁ ଧର୍ମସୁଧାଂଶୁବାଳା ହାଜରାଧନ ନନ୍ଦଅଦାଗଣନ ସଂଖ୍ୟାହିମ କଲରାପତ୍ରିଆ ବାଘ (ସ୍ନୋ ଲେପର୍ଡ୍)ଖାଦ୍ୟହନୁମାନପରେଶ କୁମାର ପଟ୍ଟନାୟକତନ୍ଦୁର୍ପିଠାଅଶୋକ (ସମ୍ରାଟ)ଶନିରାମାୟଣସୌଭାଗ୍ୟ କୁମାର ମିଶ୍ରମହାପ୍ରସାଦକ୍ୟୁ. ଆର. କୋଡ଼କଲରାପତରିଆ ବାଘରାଜଶ୍ରୀ ମଲ୍ଲିକ୧୮୯୦ନମିତା ଅଗ୍ରୱାଲଜଗନମୋହ‌ନ ଲାଲମୂଷାକାନୀସ୍ୱାମୀ ବିବେକାନନ୍ଦନନ୍ଦିଘୋଷଉଇକିପିଡ଼ିଆସଂଘମିତ୍ରା ମିଶ୍ରଜୟୀରାମ ସାମଲଓଡ଼ିଆ ରାମାୟଣବୁଢ଼ିଆଣୀଆମ୍ବରାମଚନ୍ଦ୍ର ଖୁଣ୍ଟିଆୟୁ ଟ୍ୟୁବଜାତୀୟ ଆଇନ ସେବା ଦିବସଐଶ୍ୱର୍ଯ୍ୟା ରାୟଓଡ଼ିଶାର ପର୍ବପର୍ବାଣିପ୍ରାଣବନ୍ଧୁ କରମୟୂରଭଞ୍ଜ ଜିଲ୍ଲାଆନ୍ଧ୍ର ପ୍ରଦେଶଦଶାବତାରଯଶୋଧାରା ମିଶ୍ରଟାହିଆବାଲେଶ୍ୱରପୁରୀତୁଳସୀହନୁମାନ ଚାଳିଶାଚୈତନ୍ୟଦିବ୍ୟସିଂହ ଦେବଆକବରପୁଷ୍ଟିସାରଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳସଜନାପ୍ରତିଭା ରାୟକଳାପାହାଡ଼ବୈଷ୍ଣବ ଚରଣ ସାମଲଜ୍ୟୋତ୍ସ୍ନା ଦାସଭାଜିନିସମସବିଶ୍ୱନାଥ କରଇତି ସାମନ୍ତବିଶ୍ୱଜିତ ଦାସଓଡ଼ିଆ ଗହଣା୧୯୦୦ଗୁରୁ ପ୍ରସାଦ ମହାନ୍ତିକର୍ପୁରମିଳିମିଳାତ୍ରିଭୁଜ🡆 More