ଓମପ୍ରକାଶ ବାଲ୍ମୀକି: ଭାରତୀୟ ଲେଖକ ଓ କବି

]

Omprakash Valmiki
ଜନ୍ମ ଓ ଜନ୍ମସ୍ଥାନ(1950-06-30)୩୦ ଜୁନ ୧୯୫୦
Muzaffarnagar, Uttar Pradesh, India
ମୃତ୍ୟୁ୧୭ ନଭେମ୍ବର ୨୦୧୩(2013-11-17) (ବୟସ ୬୩)
Dehradun, Uttarakhand, India
ବୃତ୍ତିWriter and a famous poet
ଶୈଳୀautobiography
ଜୀବନସାଥୀChanda Valmiki

ଓମ୍ ପ୍ରକାଶ ବାଲ୍ମୀକି (୩୦ ଜୁନ ୧୯୫୦ – ୧୭ ନଭେମ୍ବର ୨୦୧୩) ଜଣେ ଭାରତୀୟ ଲେଖକ ଓ କବି ଥିଲେ । ଦଳିତ ସାହିତ୍ୟରେ ଏକ ମାଇଲଖୁଣ୍ଟ ଭାବରେ ବିବେଚିତ ପୁସ୍ତକ ତାଙ୍କ ଆତ୍ମଜୀବନୀ ଜୁଠନ ପାଇଁ ସେ ଜଣାଶୁଣା । ସେ ଉତ୍ତର ପ୍ରଦେଶର ମୁଜାଫରନଗର ଜିଲ୍ଲାର ବାର୍ଲା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସରକାରୀ ଅର୍ଡିନାନ୍ସ କାରଖାନାରୁ ଅବସର ନେବା ପରେ ସେ ଡେରାଡୁନରେ ରହୁଥିଲେ । ସେଠାରେ ୧୭ ନଭେମ୍ବର ୨୦୧୩ରେ ପେଟ କର୍କଟ ଜନିତ ଜଟିଳତା କାରଣରୁ ତାଙ୍କର ମୃତ୍ୟୁ ହୋଇଥିଲା । ଜୁଠନ (ଆତ୍ମଜୀବନୀ) (୧୯୯୭) ବ୍ୟତୀତ ସେ ତିନୋଟି କବିତା ସଂକଳନ ପ୍ରକାଶ କରିଥିଲେ: ସଦିଓଁ କା ସନ୍ତାପ (୧୯୮୯), ବାସ୍! ବହୁତ ହୋ ଚୁକା (୧୯୯୭), ଏବଂ ଅବ ଔର ନେହିଁ (୨୦୦୯) । ସେ ସଲାମ (୨୦୦୦) ଏବଂ ଘୁସପୈଠିଏ (୨୦୦୪) ନାମକ ଦୁଇଟି କ୍ଷୁଦ୍ର ଗଳ୍ପସଂକଳନ ମଧ୍ୟ ଲେଖିଥିଲେ । ଏହାବ୍ୟତୀତ ସେ ଦଳିତ ସାହିତ୍ୟ କା ସୌନ୍ଦର୍ଯ୍ୟଶାସ୍ତ୍ର (୨୦୦୧) ଏବଂ ବାଲ୍ମୀକି ସମ୍ପ୍ରଦାୟର ଇତିହାସ ସଂକଳିତ ସଫାଇ ଦେବତା (୨୦୦୯), ଦୋ ଚେରା ନାଟକ ଆଦି ରଚନା କରିଥିଲେ । ୨୦୦୮ ମସିହାରେ ତାଙ୍କର ୧୫ଟି କ୍ଷୁଦ୍ରଗଳ୍ପକୁ ନରେଶ କେ ଜୈନ ଆମ୍ମା ଆଣ୍ଡ ଅଦର ଷ୍ଟୋରୀଜ୍ ନାମକ ସଂକଳନ ଭାବେ ଇଂରାଜୀରେ ଅନୁବାଦ କରିଥିଲେ ।

ଆଧାର

Tags:

🔥 Trending searches on Wiki ଓଡ଼ିଆ:

ଜ୍ୟୋତ୍ସ୍ନା ଦାସଶାନ୍ତନୁଗଙ୍ଗାଧର ମେହେରଗୌତମ ବୁଦ୍ଧମହାଦେଶମଦରାମଚନ୍ଦ୍ର ଖୁଣ୍ଟିଆମନ୍ଦୋଦରୀହାତୀକୋଣାର୍କପ୍ରତାପ କେଶରୀ ଦେଓନିତ୍ୟାନନ୍ଦ ପାଲିତଉଦୟନାଥ ଷଡ଼ଙ୍ଗୀ୧୮୮୨ଚାରି ଧାମଭାରତର ରାଷ୍ଟ୍ରପତିଜଳାତଙ୍କବାଘମାୟାଧର ମାନସିଂହମୁଁ ପ୍ରେମୀ ମୁଁ ପାଗଳପ୍ରତିଭା ରାୟପୁରୀକ୍ଲାଉଡ଼ ଟେକ୍ନୋଲୋଜିସିଦ୍ଧାନ୍ତ ମହାପାତ୍ର୨୧ମେଦ ବହୁଳତାଉତ୍କଳ ରତ୍ନ ସମ୍ମାନରାଜକିଶୋର ରାୟକଳାମଣ୍ଡଳମ ରାଧିକାଉମେଶଚନ୍ଦ୍ର ସରକାରଓଡ଼ିଶାର ଇତିହାସକମ୍ପ୍ୟୁଟରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଲିନକ୍ସପ୍ରଥମ ବିଶ୍ୱଯୁଦ୍ଧ୯୨୯୨୯ ଅପ୍ରେଲଖୋର୍ଦ୍ଧାଖଣ୍ଡାୟତଅଚ୍ୟୁତାନନ୍ଦ ଦାସଫଣୀଶ୍ୱର ନାଥ 'ରେଣୁ'ସୁଖ ସଂସାରମଲ୍ଲିକା ସରାଭାଇରାଜ୍ୟକୋଚିଲାପଞ୍ଜାବୀ ପୋଷାକବଡ଼ଦିନ ଗଛବନ୍ଦେ ଉତ୍କଳ ଜନନୀଭାସ୍କୋ ଡା ଗାମାସାକ୍ଷୀ ରହିବ ମୋ ଶଙ୍ଖା ସିନ୍ଦୂରଚନ୍ଦ୍ରଶେଖର ରଥଓ ଅନ୍ଧଗଳିଓଡ଼ିଆ କବି ମାନଙ୍କର ତାଲିକାଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରରମାକାନ୍ତ ରଥପଠାଣି ପଟ୍ଟନାୟକହିଡ଼ିମ୍ବାବୈଷ୍ଣବ ଚରଣ ସାମଲରାମଶଙ୍କର ରାୟରଜନୀଗନ୍ଧା (ଫୁଲ)ସତ୍ରାଜିତ୍‌ସ୍ୱାମୀ ବିବେକାନନ୍ଦଦେବସ୍ନାନ ପୂର୍ଣ୍ଣିମାରସାବଳିଚିତାଗଛଦଣ୍ଡ ନାଟମାନସିକ ସ୍ୱାସ୍ଥ୍ୟକଲରାପତରିଆ ବାଘନିଓୱାଇଜ ଧୂମକେତୁ୧୦ ଫେବୃଆରୀ🡆 More