ଏସିପି ସାଗରିକା: ୨୦୧୩ର ଓଡ଼ିଆ କଥାଚିତ୍ର

ଏସିପି ସାଗରିକା, ୨୦୧୩ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ ଦିଲ୍ଲୀପ ଦାସ । ବିରଞ୍ଚି ନାରାୟଣ ପଣ୍ଡା କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ଅନନ୍ତ ଓଝା ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ସଙ୍ଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ବସନ୍ତରାଜ ସାମଲ, ବାପୁ ଗୋସ୍ୱାମୀ, ମନ୍ମଥ ମିଶ୍ର ଆଦି ଗୀତିକାରମାନେ କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ ।

ଏସିପି ସାଗରିକା
ନିର୍ଦ୍ଦେଶକବିରଞ୍ଚି ନାରାୟଣ ପଣ୍ଡା
ପ୍ରଯୋଜକଦିଲ୍ଲୀପ ଦାସ
ସଂଳାପଅନନ୍ତ ଓଝା
ଚିତ୍ରନାଟ୍ୟବିରଞ୍ଚି ନାରାୟଣ ପଣ୍ଡା
କାହାଣୀବିରଞ୍ଚି ନାରାୟଣ ପଣ୍ଡା
କଳାକାରଅର୍ଚ୍ଚିତା ସାହୁ
ପପୁ ପମ ପମ
ଅଭିଶେଖ ରଥ
ପ୍ରକୃତି ମିଶ୍ର
ମିହିର ଦାସ
ସଙ୍ଗୀତମନ୍ମଥ ମିଶ୍ର
ଚିତ୍ରଗ୍ରହଣଅଭିରାମ ମିଶ୍ର
ସମ୍ପାଦକସୁକୁମାର ମଣି
ମୁକ୍ତିଲାଭ ତାରିଖ
୮ ମାର୍ଚ୍ଚ ୨୦୧୩
ଦେଶଏସିପି ସାଗରିକା: ଅଭିନୟ, କାହାଣୀ, ଗୀତ ଏବଂ ସଙ୍ଗୀତ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅର୍ଚ୍ଚିତା ସାହୁ । ପପୁ ପମ ପମ, ଅଭିଶେଖ ରଥ, ପ୍ରକୃତି ମିଶ୍ର, ମିହିର ଦାସ, ପ୍ରିୟଙ୍କା ମହାପାତ୍ର, ଜୟୀରାମ ସାମଲ, ବିଜୁ ବଡ଼ଜେନା, ପ୍ରିତୀରାଜ ସତପଥୀ, ଚୌଧୁରୀ ବିକାଶ ଦାସ, ଅଶୋକ ଦାସ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ । ତପୁ ମିଶ୍ର ଏହି କଥାଚିତ୍ରଟିର ଏକ ଗୀତରେ ଅଭିନୟ କରିଥିଲେ । ଏହି କଥାଚିତ୍ର ଜରିଆରେ ଅଭିନେତା ଅଭିଶେଖ ରଥ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।

ଅଭିନୟ

ଅନ୍ୟାନ୍ୟ କଳାକାର

  • ନିରଞ୍ଜନ ଦାସ
  • ପ୍ରଦୀପ କୁମାର ରାଉତରାୟ
  • ବିଭୂତି ଦାଶ
  • ମୋହନ ମୂରଲୀ ଦାସ
  • ବିଦ୍ୟାଧର ମହାପାତ୍ର
  • ଅଜିତେସ ମହାପାତ୍ର
  • ସୁଶାନ୍ତ ପାଣିଗ୍ରାହୀ
  • ନଳୀନିକାନ୍ତ ଜେନା
  • ହିରଣ୍ମୟୀ ଦାଶ
  • ଜିଜ୍ଞାସୁ ସାହୁ
  • ତ୍ରିନୟନ ରଥ
  • ପ୍ରାଣକୃଷ୍ଣ ପାଣିଗ୍ରାହୀ
  • ଜାହ୍ନବୀ ଭୂଷଣ ପଟ୍ଟନାୟକ
  • ମଦନ ମୋହନ ଦାଶ
  • ଦୁଃଶାସନ ମହାନ୍ତ

କାହାଣୀ

ଗୀତ ଏବଂ ସଙ୍ଗୀତ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମନ୍ମଥ ମିଶ୍ର । ବସନ୍ତରାଜ ସାମଲ, ବାପୁ ଗୋସ୍ୱାମୀ ଓ ମନ୍ମଥ ମିଶ୍ର ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ଅଭିଜିତ ମିଶ୍ର, ତପୁ ମିଶ୍ର, କ୍ରୀଷ୍ଣା ମିଶ୍ର, ଶୈଳଭାମା, ଉଦିତ ନାରାୟଣ, ବିନୋଦ ରାଠୋଡ଼ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ

କ୍ରମଗୀତସମୟ
1."ମୁଖା ମୁଖା" 
2."ହଉ ନ ଥିଲା ହେଇଗଲା" 
3."ହୀରା ନୀଳା ମୋତି" 
4."କଟିଯାଇଥିବା କାଗଜର ଗୁଡ଼ି" 
5."ନିଆଁରେ ଘିଅ" 

ଆଧାର

ବାହାର ଆଧାର

Tags:

ଏସିପି ସାଗରିକା ଅଭିନୟଏସିପି ସାଗରିକା କାହାଣୀଏସିପି ସାଗରିକା ଗୀତ ଏବଂ ସଙ୍ଗୀତଏସିପି ସାଗରିକା ଆଧାରଏସିପି ସାଗରିକା ବାହାର ଆଧାରଏସିପି ସାଗରିକାମନ୍ମଥ ମିଶ୍ର

🔥 Trending searches on Wiki ଓଡ଼ିଆ:

ଶ୍ରୀଲଙ୍କାର ଭୂଗୋଳପାରମିତା ଶତପଥୀମହମ୍ମଦ ମୋକିମ୍ମନମୋହନ ସାମଲପ୍ଲୁଟୋଜଗନ୍ନାଥ ଦାସଟମ୍ ଖା କାଇରାଶି ଓ ନକ୍ଷତ୍ରଧର୍ମପଖିଆମନୋଜ କୁମାର ମିଶ୍ରନନ୍ଦିଘୋଷରାସନ କାର୍ଡ଼ (ଭାରତ)ସୁନାବଳରାମ ଦାସସତୀ (ହିନ୍ଦୁ ଦେବୀ)ମୁମ୍ବାଇଛତୁ ତରକାରୀବାଇଶି ପାହାଚପରୀକ୍ଷାଦାଶରଥି ଦାସଦାସକାଠିଆଦେବୁ ବୋଷଭାରତୀୟ ଡାକ ସେବାଓଡ଼ିଶାର ମାପ ବ୍ୟବସ୍ଥାସୁନାବେଶଗୁରୁ ପ୍ରସାଦ ମହାନ୍ତିଭୁବନେଶ୍ୱରପରିବେଶ୨୪ ଅପ୍ରେଲଗର୍ଭାଶୟ ଅନ୍ତଃସ୍ତର କର୍କଟହୃଷୀକେଶ ପଣ୍ଡାଥାଲକୁଡ଼ିଆର୍ଯ୍ୟଭଟ୍ଟମହାରାଷ୍ଟ୍ରଆଣ୍ଡାମାନ ସାଗର୨୦୧୨ଭାନୁଜୀ ରାଓପୂରଣବାଚକ ସଂଖ୍ୟାମଧୁସୂଦନ ଦାସଯକୃତପକୋଡ଼ାରସଗୋଲାଉଦ୍ଭିଦରାସେଶ୍ୱରୀ ପାଣିଗ୍ରାହୀଚିଲିକା ହ୍ରଦଶତ୍ରୁଘ୍ନ ପାଣ୍ଡବବରଗଛବ୍ରଜରାଜନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ନିତ୍ୟାନନ୍ଦ ଶତପଥୀତ୍ରିପୁରା ମିଶ୍ରଆନନ୍ଦ ଶଙ୍କର ଦାସମୌଳିକ ସଂଖ୍ୟା୧୭ ଫେବୃଆରୀଓଡ଼ିଶାର ଇତିହାସକାଞ୍ଚି ଅଭିଯାନଦେବସ୍ନାନ ପୂର୍ଣ୍ଣିମାଗୋପୀନାଥ ମହାନ୍ତିଅଷ୍ଟ୍ରେଲିଆରାମଶଙ୍କର ରାୟବ୍ରୁସେଲୋସିସଟାହିଆଲାଗି ବେଶଗଡ଼ଜାତ କୃଷକବିଜୁ ପଟ୍ଟନାୟକଅମାବାସ୍ୟାର ଚନ୍ଦ୍ରସତ୍ୟବାଦୀ ବନ ବିଦ୍ୟାଳୟଜହ୍ନ🡆 More