ଏଲଜିବିଟି

ଏଲଜିବିଟି  କିମ୍ବା ଜିଏଲବିଟି ହେଉଛି ବିଭିନ୍ନ ଶବ୍ଦମାନଙ୍କର ଅଗ୍ରାକ୍ଷରରେ ଗଠିତ ଏକ ଶବ୍ଦ । ଏହା ଲେସବିଆନ, ଗେ, ବାଇସେକ୍ସୁଆଲ ଏବଂ ଟ୍ରାନ୍ସଜେଣ୍ଡରକୁ ନେଇ ଗଠିତ । ୧୯୯୦ ମସିହାରୁ ଏହି ଶବ୍ଦଟି ପ୍ରଚଳିତ ହୋଇ ଆସୁଅଛି । ପରେ ଏହି ପରିବାରରେ କ୍ୟୁରମାନଙ୍କୁ ଯୋଡ଼ା ଯାଇ ପୁରା ଶବ୍ଦ ଏବେ ଏଲଜିବିଟିକ୍ୟୁ ଉପଯୋଗ କରାଯାଉଛି ।

ଏଲଜିବିଟି
ଏଲଜିବିଟି ସମ୍ପ୍ରଦାୟକୁ ପ୍ରତିନିଧିତ୍ୱ କରୁଥିବା ଏକ ଛଅ ବ୍ୟାଣ୍ଡ ଇନ୍ଦ୍ରଧନୁ ପତାକା

ଏହି ଶବ୍ଦଟି କେବଳ ଯେଉଁମାନେ ଅସମଲିଙ୍ଗି ନୁହଁନ୍ତି ଯଥା ଗେ, ଲେସବିଆନ ଆଦିଙ୍କୁ ନବୁଝାଇ ବିଭିନ୍ନ ସେକ୍ସୁଆଲିଟି ଏବଂ ଲିଙ୍ଗଗତ ସଂସ୍କୃତି ବିଷୟରେ ପ୍ରତିନିଧିତ୍ୱ କରିଥାଏ । 

ଶବ୍ଦଟିର ଇତିହାସ

ପ୍ରଥମ ବହୁଳ ଭାବରେ ବ୍ୟବହୃତ ଶବ୍ଦ, ସମଲିଙ୍ଗୀ (Homosexual), ବର୍ତ୍ତମାନ ମୁଖ୍ୟତଃ ବୈଜ୍ଞାନିକ ପ୍ରସଙ୍ଗରେ ବ୍ୟବହୃତ ଏକ ଶବ୍ଦ; ବେଳେବେଳେ ଯୁକ୍ତରାଷ୍ଟ୍ରରେ ନକାରାତ୍ମକ ଅର୍ଥ ବହନ କରିଛି | ୧୯୭୦ ଦଶକରେ ଗେ (Gay) ଏକ ଲୋକପ୍ରିୟ ଶବ୍ଦ ହୋଇଥିଲା |

ଏଲଜିବିଟି 
LGBT publications, pride parades, and related events, such as this stage at Bologna Pride 2008 in Italy, increasingly drop the LGBT initialism instead of regularly adding new letters, and dealing with issues of placement of those letters within the new title.

ପ୍ରକାର

ଏଲଜିବିଟି 
2010 pride parade in Plaza de Mayo, Buenos Aires, which uses the LGBTIQ initialism.

ସମାଲୋଚନା

ଏଲଜିବିଟି 
LGBT families, like these in a 2007 Boston pride parade, are labeled as non-heterosexual by researchers for a variety of reasons.

ଆଧାର

ବାହ୍ୟ ଆଧାର 

Tags:

ଏଲଜିବିଟି ଶବ୍ଦଟିର ଇତିହାସଏଲଜିବିଟି ପ୍ରକାରଏଲଜିବିଟି ସମାଲୋଚନାଏଲଜିବିଟି ଆଧାରଏଲଜିବିଟି ସାଧାରଣ ଅଧାରଏଲଜିବିଟି ବାହ୍ୟ ଆଧାର ଏଲଜିବିଟିଲେସବିଆନ

🔥 Trending searches on Wiki ଓଡ଼ିଆ:

ବିଭୂତି ପଟ୍ଟନାୟକଶ୍ରୀନିବାସ ରାମାନୁଜନ୧୯୮୪ଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିଗୋଦାବରୀଶ ମିଶ୍ରଭୁବନେଶ୍ୱରଭାରତୀୟ ସଂଖ୍ୟା ପ୍ରଣାଳିମହୁପାପୁଆ ନିଉ ଗିନିଦୀନକୃଷ୍ଣ ଦାସରାମାୟଣ, ଭିନ୍ନ ଭାଷା ଓ ପ୍ରକାରଭେଦ ରେଫାଇଲେରିଆପରୀକ୍ଷାମେସିନ ଲର୍ଣ୍ଣିଙ୍ଗ୍ଭାରତୀୟ ଡାକ ସେବାକୁଞ୍ଜବିହାରୀ ଦାଶକଳାପାହାଡ଼ୟୁ ଟ୍ୟୁବପାଇକ ଆଖଡ଼ାଚିତ୍ତରଞ୍ଜନ ଦାସପୁରୀ୧୭୪୬ଜାଭା (ପ୍ରୋଗ୍ରାମିଂ ଭାଷା)ଉତ୍କଳ ଦୀପିକାବ୍ରାହ୍ମ ସମାଜଯୌନ ସମ୍ଭୋଗନବଯୌବନ ବେଶନାରୀବାଦଚିଲିକା (କବିତା)ଯଶୋବନ୍ତ ଦାସକୋଣାର୍କ ସୂର୍ଯ୍ୟ ମନ୍ଦିରକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଫେବୃଆରୀଗୋପାଳ ଚନ୍ଦ୍ର ପ୍ରହରାଜରସଗୋଲାଲକ୍ଷ୍ମୀଟାହିଆଲାଗି ବେଶଡାକ ମୁନସୀଦଣ୍ଡ ନାଟବଣ୍ଡ (ଅର୍ଥ)ବର୍ଷା ପ୍ରିୟଦର୍ଶିନୀଫତୁରାନନ୍ଦମହାଦେଶଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାମାଲେସିଆକଟକଜୀବସାର ଗପଲଉପ୍ରଯୁକ୍ତି ବିଦ୍ୟାଟୁକୁନି ସାହୁଜୟ ଜଗନ୍ନାଥପାକ୍ରିଟିନିବଆନନ୍ଦ ଭବନ ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ରଭାଷା୭୦୧ମହାପାତ୍ର ନୀଳମଣି ସାହୁନଟବର ସାମନ୍ତରାୟରାମାୟଣଭୁବନେଶ୍ୱର ବେହେରାମହାତ୍ମା ଗାନ୍ଧୀପ୍ଲୁଟୋମହାବିଦ୍ୟାଟ୍ରାପିଜିଅମଗଣ୍ଡାବୈଜୟନ୍ତ ପଣ୍ଡାଏମିସ ଲୋକଭୀମ ଭୋଇସମର ସଲିମ ସାଇମନଚବିଶ ଗୁରୁଜଗନ୍ନାଥ ଦାସଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ🡆 More