ଆଣ୍ଟିରୋମିଓ ଦଳ

ଆଣ୍ଟିରୋମିଓ ଦଳ ମହିଳାଙ୍କ ସୁରକ୍ଷା ପାଇଁ ଉତ୍ତର ପ୍ରଦେଶ ସରକାରଙ୍କଦ୍ୱାରା ଗଠିତ ଏକ ସ୍ୱତନ୍ତ୍ର ପୁଲିସ ଦଳ ଅଟେ । ପ୍ରତି ପୋଲିସ ଷ୍ଟେସନରେ ଏହି ଦଳ ଗଠନ ହୋଇଛି । ଏହି ଦଳରେ ପୁଲିସ କର୍ମୀମାନେ ସାଦା ପୋଷାକରେ କାର୍ଯ୍ୟ କରନ୍ତି । ପୁରୁଷ ପୁଲିସ କର୍ମୀଙ୍କ ସହ ମହିଳା କର୍ମୀମାନେ ମଧ୍ୟ ଏହି ଦଳରେ ଥାନ୍ତି ।


୨୦୧୭ ମାର୍ଚ୍ଚ ୨୧ତାରିଖରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିଜେପିର ନିର୍ବାଚନ ପ୍ରତିଶ୍ରୁତି ହିସାବରେ ରାଜ୍ୟର ପ୍ରତି ସହରରେ ଆଣ୍ଟି ରୋମିଓ ସ୍କ୍ୱାଡ ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟରେ ମହିଳାଙ୍କୁ ସୁରକ୍ଷା ପାଇଁ ଗତ ସମାଜବାଦୀ ପାର୍ଟି ସରକାର ଉଦାସୀନତା ଦେଖାଇଥିବାରୁ ବିଜେପି ନେତାମାନେ ନିଜର ପ୍ରତିଶ୍ରୁତି ରକ୍ଷା କରି ରୋଡ ରୋମିଓମାନଙ୍କୁ ଠିକ କରିବା ପାଇଁ ଆଣ୍ଟିରୋମିଓ ସ୍କ୍ୱାଡ ଗଠନ କରିଛନ୍ତି । ବିଶେଷ କରି ଝିଅମାନଙ୍କୁ କଲେଜ ଯିବା ଆସିବା ବେଳେ କମେଣ୍ଟ ମାରିବା ସହ ଅଶ୍ଲୀଳ ଇଙ୍ଗିତ କରୁଥିବା ରାସ୍ତା ରୋମିଓଙ୍କୁ କଡା ଜବାବ, ଲଭ ଜିହାଦ ଭଳି ପ୍ରଥାକୁ ମୁକାବିଲା କରିବା ପାଇଁ ସରକାର ଏହି ପଦକ୍ଷେପ ନେଇଥିଲେ ।

ଦେଶର ବିଭିନ୍ନ ଅଞ୍ଚଳରେ

ଦିଲ୍ଲୀ ସରକାର ମଧ୍ୟ ଏକ ଭିନ୍ନ 'ଅପରେସନ ଶିଷ୍ଟାଚାର' ନାମ ନେଇ ଏହି ବ୍ୟବସ୍ଥାକୁ ଅନୁସରଣ କରିଥିଲେ । ଏଥିରେ ମହିଳା ସୁରକ୍ଷା ସହ ମହିଳାଙ୍କ ଅଧିକାର ସଚେତନତାକୁ ଯୋଗ କରିଥିଲେ । ଝାଡ଼ଖଣ୍ଡ ପୁଲିସ ମଧ୍ୟ ଆଣ୍ଟିରୋମିଓ ସ୍କ୍ୱାଡ଼ ବ୍ୟବସ୍ଥା ଲାଗୁ କରିଥିଲେ । କେତେକ ବିଶେଷ ସ୍ଥାନ ଯଥା ବାଳିକା ଉଚ୍ଚ ବିଦ୍ୟାଳୟ, ମହିଳା ମହାବିଦ୍ୟାଳୟ, ବଜାର ଅଞ୍ଚଳ, ସପିଂ ମଲ, ସିନେମା ହଲ, ମହିଳାମାନେ ଥିବା ଜନଗହଳି ପୂର୍ଣ୍ଣ ଅଞ୍ଚଳ ଆଦିରେ ଏହି ଦଳ ନଜର ରଖନ୍ତି । ଆଇନ ପରିସରରେ ରହି ଦୋଷୀ ଯୁବକଙ୍କ ଉପରେ ଦଣ୍ଡ ବିଧାନ ହୁଏ । ସେମାନଙ୍କ ପିତା ମାତାଙ୍କୁ ଡକାଯାଇ ତାଙ୍କୁ ଚେତାବନୀ ଦିଆଯାଏ ।

ନାମକରଣ

୧୫୯୧- ୧୫୯୫ ମଧ୍ୟରେ ସେକ୍ସପିୟାରଙ୍କଦ୍ୱାରା ଲିଖିତ ଉପନ୍ୟାସର ରୋମିଓ ଓ ଜୁଲିଏଟର ଚରିତ୍ର ହେଉଛନ୍ତି ରୋମିଓ, ଜୁଲିଏଟ, ଓ ରୋଜାଲିନ । କାହାଣୀରେ ରୋମିଓଙ୍କ ପ୍ରେମ

ଇତିହାସରେ

୨୦୧୧ରେ ନଇଡ଼ା ଓ ଆଖପାଖ ଅଞ୍ଚଳରେ ବହୁଜନ ସମାଜବାଦୀ ପାର୍ଟି ସରକାର ସମୟରେ କିଛି ଦିନ ପାଇଁ ଏପରି ବ୍ୟବସ୍ଥା ଆରମ୍ଭ ହୋଇଥିଲା । ଏକ ମାମଲା ପରେ ସାଦା ପୋଷାକରେ ପୁଲିସ ରାସ୍ତାଘାଟରେ ମହିଳାଙ୍କୁ ଅସଦବ୍ୟବହାର କରୁଥିବା ବ୍ୟକ୍ତି ବିଶେଷଙ୍କ ଉପରେ ନଜର ରଖିବା ପାଇଁ ମୃତୟନ ହୋଇଥିଲେ । ୧୯୮୬-୧୯୮୭ ମଧ୍ୟରେ ଆଲ୍ଲାବାଦ ପୋଲିସ ଏପରି ବ୍ୟବସ୍ଥାର ଆରମ୍ଭ କରିଥିଲା । ମଞ୍ଜୁ କେ ପିଞ୍ଜରା ନାମକ ଏକ ଭ୍ରାମ୍ୟମାଣ ଗାଡ଼ିରେ ଉଦ୍ଭ୍ରାନ୍ତ ଯୁବକମାନଙ୍କୁ ଧରା ଯାଉଥିଲା ।

ଆଧାର

Tags:

ଆଣ୍ଟିରୋମିଓ ଦଳ ଦେଶର ବିଭିନ୍ନ ଅଞ୍ଚଳରେଆଣ୍ଟିରୋମିଓ ଦଳ ନାମକରଣଆଣ୍ଟିରୋମିଓ ଦଳ ଇତିହାସରେଆଣ୍ଟିରୋମିଓ ଦଳ ଆଧାରଆଣ୍ଟିରୋମିଓ ଦଳଉତ୍ତର ପ୍ରଦେଶ

🔥 Trending searches on Wiki ଓଡ଼ିଆ:

ଖଞ୍ଜଣିଭଗବତ ଗୀତାଉଇକିପିଡ଼ିଆ ସମୂହର ତାଲିକାକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଚାରି ଧାମଘରହୃଷୀକେଶ ପଣ୍ଡାସତ୍ୟେନ୍ଦ୍ର ନାଥ ବୋଷଓଡ଼ିଶା ପ୍ରିମିଅର ଲିଗଓଡ଼ିଶାର କଳାଓଡ଼ିଶାର ଲୋକନୃତ୍ୟଉପନିଷଦବିଶ୍ୱତାପନଚିତ୍ତରଞ୍ଜନ ଦାସସୁରେନ୍ଦ୍ର ମହାନ୍ତିଚୁଡ଼ାମହାବିଦ୍ୟା୧୯ ମାର୍ଚ୍ଚପ୍ରଦୀପ କୁମାର ପାଣିଗ୍ରାହୀନବୀନ ପଟ୍ଟନାୟକଓଡ଼ିଶା ସରକାରସାରଳା ମନ୍ଦିରଭାରତୀୟ ରିଜର୍ଭ ବ୍ୟାଙ୍କ ଗବର୍ନରଇଣ୍ଡିଆନ ପ୍ରିମିଅର ଲିଗଭାରତୀୟ ଜାତୀୟ କଂଗ୍ରେସମାଗୁଣିର ଶଗଡ଼ସମୀର ରଞ୍ଜନ ଦାଶଉତ୍କଳ ବିଶ୍ୱବିଦ୍ୟାଳୟଗୁଗଲବିରଳା ମନ୍ଦିର, କୋଲକାତାଚନ୍ଦ୍ରଶେଖର ନନ୍ଦରେବତୀ (କ୍ଷୁଦ୍ରଗଳ୍ପ)ଜୟଦେବଆଖୁଶନିବାରଭୀମ ଭୋଇଧରିତ୍ରୀବସନ୍ତ କୁମାର ଶତପଥୀଲକ୍ଷ୍ମୀଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟମନୋଜ ଦାସଙ୍କ କଥା ଓ କାହାଣୀଆର୍ଯ୍ୟଭଟ୍ଟସତୀ (ହିନ୍ଦୁ ଦେବୀ)ଏମିସ ଲୋକକାଳିନ୍ଦୀ ଚରଣ ପାଣିଗ୍ରାହୀମଦର ଟେରେସାଓଡ଼ିଆ ଭ୍ରମଣ ସାହିତ୍ୟସବ୍ୟସାଚୀ ମିଶ୍ରନେମାଳଖଡ଼ଗପୁରତମନ୍ନା ବ୍ୟାସଶ୍ରୀ ଅରବିନ୍ଦଭାରତୀୟ ଡାକ ସେବାବଉଳବ୍ରଜନାଥ ରଥଓ ଅନ୍ଧଗଳିମାଲକାନଗିରି ଜିଲ୍ଲାଆନ୍ତର୍ଜାତିକ ମହିଳା ଦିବସଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନରାଜକିଶୋର ପଟ୍ଟନାୟକଗୁଣୁପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ହନୁମାନ ଚାଳିଶାବିରିୟାନୀଅଚ୍ୟୁତ ନାୟକଅମାବାସ୍ୟାର ଚନ୍ଦ୍ରଆଚାର୍ଯ୍ୟ ହରିହରମୁମ୍ବାଇଟିଣଓଡ଼ିଆ ଖବରକାଗଜ ତାଲିକାକଳସା ଚଉତିଶାସତ୍ୟବାଦୀ ବନ ବିଦ୍ୟାଳୟୟୁରୋପ🡆 More