ବିଧାନ ସଭା ନିର୍ବାଚନ ମଣ୍ଡଳୀ ଆଠମଲ୍ଲିକ

ଆଠମଲ୍ଲିକ (କ୍ରମିକ ସଂଖ୍ୟା: ୬୩) ଅନୁଗୋଳ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଆଠମଲ୍ଲିକ (ବି), ଆଠମଲ୍ଲିକ ବ୍ଳକ, କିଶୋରନଗର ବ୍ଳକ ଓ ଅନୁଗୋଳ ବ୍ଳକର କିଛି ଅଞ୍ଚଳ ।

ଆଠମଲ୍ଲିକ ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୧,୭୮,୪୦୪
ଜିଲ୍ଲା: ଅନୁଗୋଳ
ଲୋକ ସଭା ନିର୍ବାଚନ ମଣ୍ଡଳୀ: ସମ୍ବଲପୁର
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ: ୫୪
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଗତ ୨୦୧୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ରମେଶ ଚନ୍ଦ୍ର ସାଇ ବିଜେପି ପ୍ରାର୍ଥୀ ଭାଗିରଥି ପ୍ରଧାନଙ୍କଠାରୁ ୪୭,୧୮୪ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି ।

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ସଞ୍ଜୀବ କୁମାର ସାହୁ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ସୁରେନ୍ଦ୍ର କୁମାର ପ୍ରଧାନଙ୍କଠାରୁ ୧୯୫୩୩ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି ।

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ସଞ୍ଜୀବ କୁମାର ସାହୁ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ମୌସୁମି ପ୍ରଧାନଙ୍କଠାରୁ ୧୮,୯୮୧ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।

୨୦୦୯ ନିର୍ବାଚନ ଫଳାଫଳ

୨୦୦୯ ବିଧାନ ସଭା ନିର୍ବାଚନ, ଆଠମଲ୍ଲିକ
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ସଞ୍ଜୀବ କୁମାର ସାହୁ ୬୧,୩୮୮ ୪୮.୮୬ -
କଂଗ୍ରେସ ମୌସୁମି ପ୍ରଧାନ ୪୨,୪୦୭ ୩୩.୭୫ -
ଭାଜପା ଭାଗିରଥୀ ପ୍ରଧାନ ୧୨,୬୭୪ ୧୦.୦୯ -
ସ୍ୱାଧୀନ ଦତ୍ତାତ୍ରେୟ ମିଶ୍ର ୩,୨୯୭ ୨.୬୨ -
ସମୃଦ୍ଧ ଓଡ଼ିଶା ବିନୋଦ କୁମାର ପ୍ରଧାନ ୧,୬୭୭ ୧.୩୩ -
ସ୍ୱାଧୀନ ଶାନ୍ତିଲତା ବେହେରା ୯୯୫ ୦.୭୯ -
ସ୍ୱାଧୀନ ବିଜୟ କୁମାର ସାହୁ ୮୮୯ ୦.୭୧ -
ସ୍ୱାଧୀନ ତପନ କୁମାର ମିଶ୍ର ୮୮୩ ୦.୭୦ -
ସ୍ୱାଧୀନ ଆର୍ତ୍ତତ୍ରାଣ ବେହେରା ୮୫୬ ୦.୬୮ -
ସ୍ୱାଧୀନ କରୁଣାକର ନାୟକ ୫୭୧ ୦.୪୫ -
ଭୋଟ ବ୍ୟବଧାନ ୧୮,୯୮୧ ୧୫.୧୧* -
ମତଦାନ ହାର ୧,୨୫,୬୭୨ ୭୨.୬୭ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ

୧୯୫୧ରୁ ୨୦୧୯ ମଧ୍ୟରେ ମୋଟ ୧୬ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ:

ଆଧାର

Tags:

ଅନୁଗୋଳ ଜିଲ୍ଲାଆଠମଲ୍ଲିକଓଡ଼ିଶା ବିଧାନ ସଭାଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାକିଶୋରନଗର

🔥 Trending searches on Wiki ଓଡ଼ିଆ:

ଅନନ୍ତ ବାସୁଦେବ ମନ୍ଦିରବୀଣାପାଣି ମହାନ୍ତିଟୋକିଓକଖାରୁ ଫୁଲ ଭଜାରାସନ କାର୍ଡ଼ (ଭାରତ)ଯୌନ ସମ୍ଭୋଗଯାଜପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଅମାବାସ୍ୟାର ଚନ୍ଦ୍ରବିଜ୍ଞାନବିଭୂତି ପଟ୍ଟନାୟକହେମୋଫିଲିଆଟମ୍ ଖା କାଇନିର୍ମଳା (ଉପନ୍ୟାସ)ଜଗନ୍ନାଥ୧୦୫୪ଓଡ଼ିଆ ମସଲାର ଇଂରାଜୀ ପ୍ରତିଶବ୍ଦଜୟୀରାମ ସାମଲ୧୯ ମାର୍ଚ୍ଚଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାମହାପାତ୍ର ନୀଳମଣି ସାହୁଅଣସରଆଲୋକଦାସିଆ ବାଉରୀବେଣୁଧର ରାଉତଓଡ଼ିଆ ଭ୍ରମଣ ସାହିତ୍ୟମହାଦେଶଓଡ଼ିଶା ପ୍ରିମିଅର ଲିଗପ୍ରେମଜାହାଙ୍ଗୀରଦାମୋଦର ରାଉତକୃଷ୍ଣଚନ୍ଦ୍ର ପାଣିଗ୍ରାହୀଆକବରରାଣୀ ଲକ୍ଷ୍ମୀବାଈଭୀମ ଭୋଇଲକ୍ଷ୍ମୀପଞ୍ଚସଖାଅଖିଳ ମୋହନ ପଟ୍ଟନାୟକଜଗନ୍ନାଥ ମନ୍ଦିର୨୦୧୨ପ୍ରଧାନ ପୃଷ୍ଠାମଙ୍ଗଳା ମନ୍ଦିରପ୍ରାଣୀଉତ୍କଳ ଦୀପିକାଦାଶରଥି ଦାସଇଣ୍ଡୋନେସିଆବିଶ୍ୱତାପନଓଡ଼ିଆଚନ୍ଦ୍ରଶେଖର ନନ୍ଦକାଳିନ୍ଦୀ ଚରଣ ପାଣିଗ୍ରାହୀବିଷମ କଟକସାଲଭାଡୋର ଡାଲିଉଇକିପିଡ଼ିଆ ସମୂହର ତାଲିକାଭଗବତ ଗୀତାଶ୍ରୀତମ ଦାସବୈକୁଣ୍ଠନାଥ ପଟ୍ଟନାୟକଓଡ଼ିଆ ଭାଷାବଡ଼ଚଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ପ୍ରତିଭା ଶତପଥୀଲୋକ ସଭାଆଚାର୍ଯ୍ୟ ହରିହରବରଗଛବୈଶାଖ୦ (ସଂଖ୍ୟା)ନେମାଳଆନ୍ତର୍ଜାତିକ ମହିଳା ଦିବସ୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନଖିଲିପାନଭାରତୀୟ ସମ୍ବିଧାନଉତ୍କଳ ବ୍ରାହ୍ମଣଉପନିଷଦଚବିଶ ଗୁରୁପୂରଣବାଚକ ସଂଖ୍ୟାବିରଳା ମନ୍ଦିର, କୋଲକାତାବଉଳଶିବଚନ୍ଦନ ଯାତ୍ରା🡆 More