ଅସୁରେଶ୍ୱର

]

ଅସୁରେଶ୍ୱର
ଗ୍ରାମ
ଦଧିବାମନ ଜୀଉ ମନ୍ଦିର ଅସୁରେଶ୍ୱର
ଦଧିବାମନ ଜୀଉ ମନ୍ଦିର ଅସୁରେଶ୍ୱର
ରାଜ୍ୟଓଡ଼ିଶା
ଜିଲ୍ଲାକଟକ ଜିଲ୍ଲା
ଭାଷାଓଡ଼ିଆ, ଇଂରାଜୀ
Time zoneIST (+୫.୩୦)
ଡାକ କୋଡ଼
୭୫୪୨୦9
ଟେଲିଫୋନ କୋଡ଼+୦୬୭୧
ଯାନବାହାନ ପଞ୍ଚୀକରଣOD/

ଅସୁରେଶ୍ୱର ଓଡ଼ିଶାର କଟକ ଜିଲ୍ଲାରେ ଥିବା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଏକ ଗ୍ରାମ। କଟକ ସହରଠାରୁ ଏହା ପ୍ରାୟ ୫୦ କିମି ଦୂର ।

ଭୌଗଳିକ ଅବସ୍ଥିତି ଓ ଜଳବାୟୁ

ଏହା କଟକଠାରୁ ପ୍ରାୟ ୪୫ କି.ମି. ଦୂରରେ ଅବସ୍ଥିତ । କଟକ ଓ କେନ୍ଦ୍ରାପଡ଼ାକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥ କଡ଼ରେ ଏହା ଅବସ୍ଥିତ ।ଭୁବନେଶ୍ୱରଠାରୁ ପାଖାପାଖି ୬୭କି.ମି. ଦୂରରେ ଅବସ୍ଥିତ.ଏଠାରେ ଧାନ, ଲଳିତା, ମୁଗ, ବିରି ଆଦି ପ୍ରମୁଖ ଚାଷ କରାଯାଏ.

ନାମକରଣ

ପାଖ ଗ୍ରାମରେ ଥିବା ଶିବ ମନ୍ଦିରର ନାମ ଅନୁସାରେ ଏହି ଜାଗାଟିର ନାମକରଣ କରାଯାଇଥିଲା ।

ଦେବଦେବୀ ଓ ମନ୍ଦିର

ଏଠାରେ ଥିବା ପ୍ରସିଦ୍ଧ ସ୍ଥାନଗୁଡିକ ହେଲା ରଘୁନାଥଜୀଉ ମନ୍ଦିର, ଦଧିବାମନଜୀଉ ମନ୍ଦିର ଇତ୍ୟାଦି ।

ଦର୍ଶନୀୟ ସ୍ଥାନ : ଶ୍ରୀ ଶ୍ରୀ ରଘୁନାଥଜୀଉ ମନ୍ଦିର ଶ୍ରୀ ଶ୍ରୀ ଦଧିବାମନଜୀଉ ମନ୍ଦିର

ଏଠାରେ ଗୋଟିଏ ମହାବିଦ୍ୟାଳୟ,ଗୋଟିଏ ସରକାରୀ ଉଚ୍ଚବିଦ୍ୟାଳୟ, ଅନେକ ଗୁଡିଏ ଛୋଟ ବଡ଼ ଶିକ୍ଷାନୁଷ୍ଠାନ ଅଛି ।

ଜୀବନ ଜୀବିକା

ଏଠାରେ ଅଧିକାଂଶ ଲୋକ ଉଚ୍ଚଶିକ୍ଷିତ ଏବଂ ଚାକିରି ଉପରେ ନିର୍ଭର କରନ୍ତି । ତଥାପି ଏଠାରେ ଧାନ ଚାଷ ଅଧିକ ହୁଏ.. ତା ସହ ମୁଗ, ବିରି, ବିଭିନ୍ନ ପନିପରିବା ଏବଂ ଲଳିତା ଚାଷ ହୁଏ l

ପ୍ରସିଦ୍ଧି

ରଘୁନାଥଜୀଉ ଙ୍କ ଦାଣ୍ଡଯାତ୍ରା ପ୍ରସିଦ୍ଧ ।

ଆଧାର

ବାହାର ଆଧାର

Tags:

ଅସୁରେଶ୍ୱର ଭୌଗଳିକ ଅବସ୍ଥିତି ଓ ଜଳବାୟୁଅସୁରେଶ୍ୱର ନାମକରଣଅସୁରେଶ୍ୱର ଦେବଦେବୀ ଓ ମନ୍ଦିରଅସୁରେଶ୍ୱର ଜୀବନ ଜୀବିକାଅସୁରେଶ୍ୱର ପ୍ରସିଦ୍ଧିଅସୁରେଶ୍ୱର ଆଧାରଅସୁରେଶ୍ୱର ବାହାର ଆଧାରଅସୁରେଶ୍ୱର

🔥 Trending searches on Wiki ଓଡ଼ିଆ:

ବିଶ୍ୱନାଥ କରଆଚାର୍ଯ୍ୟ ହରିହରତନ୍ତ୍ରସଂଖ୍ୟା ରେଖାପ୍ରତିଭା ରାୟଚନ୍ଦନ ଯାତ୍ରାସୁରମା ପାଢ଼ୀ୧୨ ଫେବୃଆରୀଗେମ ଅଫ ଥ୍ରୋନ୍ସକାଙ୍ଗାଳି ଚରଣ ପଣ୍ଡାଚିତାଗଛଶାରଳା ପୁରସ୍କାରଖଣ୍ଡାୟତଓ ଅନ୍ଧଗଳିସାହିତ୍ୟ ଭାରତୀ ସମ୍ମାନରାମାୟଣଓଡ଼ିଆ ଭାଗବତବଦ୍ରୀନାଥ ମନ୍ଦିରପର୍ଶୁରାମ (ଓଡ଼ିଆ କଥାଚିତ୍ର)ବାଲେଶ୍ୱରକିଶୋରୀ ଚରଣ ଦାସପାଞ୍ଜିକ୍ୟୁ. ଆର. କୋଡ଼ପଦ୍ମପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବୈଷ୍ଣବ ଚରଣ ସାମଲଗଜା୧୮୮୨କମ୍ପ୍ୟୁଟରଚନ୍ଦ୍ରଭାନୁ ସିଂହ ଦେଓପତିତପାବନ ଯାତ୍ରାଗଙ୍ଗାଧର ମେହେରବିଶ୍ୱଜିତ ଦାସସୁଖ ସଂସାର୧୧୯୩ଗଣେଶକରୀନା କପୁରନମିତା ଅଗ୍ରୱାଲହୃଷୀକେଶ ପଣ୍ଡାଲକ୍ଷ୍ମଣ ନାୟକଅସହଯୋଗ ଆନ୍ଦୋଳନରାମଚନ୍ଦ୍ର ବେହେରାରେବତୀ (କ୍ଷୁଦ୍ରଗଳ୍ପ)ରାଜେନ୍ଦ୍ର ନାରାୟଣ ସିଂହଦେଓକଳିଙ୍ଗ ଯୁଦ୍ଧପାନଅଖିଳ ମୋହନ ପଟ୍ଟନାୟକବିନୋଦ ଚନ୍ଦ୍ର ନାୟକମଦର ଟେରେସାଓଡ଼ିଶାର ପର୍ବପର୍ବାଣିକଳସା ଚଉତିଶାବିଶ୍ୱ ପରିବେଶ ଦିବସଓଡ଼ିଆ ସାହିତ୍ୟଧର୍ମନୂଆଖାଇ୧୧ ନଭେମ୍ବର୨୯ ଅପ୍ରେଲ୩ ଅପ୍ରେଲଗୁରୁଉଦୟଗିରି ଓ ଖଣ୍ଡଗିରି ଗୁମ୍ଫାଖାରବେଳଓଡ଼ିଶାର ଲୋକ ସଭା ନିର୍ବାଚନ ମଣ୍ଡଳୀ ତାଲିକାଓଡ଼ିଶାର କଳାକୋଚିଲାଜଳବିଦ୍ୟୁତ୍ସୁଧାଂଶୁବାଳା ହାଜରାଓଡ଼ିଆ କାବ୍ୟ କବିତାଶାନ୍ତନୁ କୁମାର ଆଚାର୍ଯ୍ୟକାଳିନ୍ଦୀ ଚରଣ ପାଣିଗ୍ରାହୀପରଜାଓଡ଼ିଶାର ଇତିହାସପ୍ରଭାତ ରଞ୍ଜନ ବିଶ୍ୱାଳ🡆 More