ଅତନୁ ସବ୍ୟସାଚୀ ନାୟକ: ଓଡ଼ିଆ ରାଜନୀତିଜ୍ଞ

ଅତନୁ ସବ୍ୟସାଚୀ ନାୟକ (ଜନ୍ମ: ୭ ମଇ ୧୯୬୭) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ଅତନୁ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ପାଟକୁରା ଏବଂ ମହାକାଳପଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୩ଶ, ୧୪, ୧୫ଶ ଓ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଅତନୁ ସବ୍ୟସାଚୀ ନାୟକ
ଅତନୁ ସବ୍ୟସାଚୀ ନାୟକ: ଓଡ଼ିଆ ରାଜନୀତିଜ୍ଞ
ବିଧାୟକ: ୧୩ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୪ – ୨୦୦୯
ପୂର୍ବ ଅଧିକାରୀତ୍ରିଲୋଚନ ବେହେରା
ପର ଅଧିକାରୀବେଦ ପ୍ରକାଶ ଅଗ୍ରୱାଲ
ନିର୍ବାଚନ ମଣ୍ଡଳୀପାଟକୁରା
ବିଧାୟକ: ୧୪ଶ, ୧୫ଶ, ୧୬ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୯ – ଏବେଯାଏଁ
ନିର୍ବାଚନ ମଣ୍ଡଳୀମହାକାଳପଡ଼ା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1967-05-07)ମଇ ୭, ୧୯୬୭
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ବାପା/ବୋଉରାଜକିଶୋର ନାୟକ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା

ଅତନୁ ସବ୍ୟସାଚୀ ନାୟକ ୧୯୬୭ ମସିହାର ମଇ ମାସ ୭ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ରାଜକିଶୋର ନାୟକ । ଅତନୁଙ୍କର ଶିକ୍ଷାଗତ ଯୋଗ୍ୟତା ସ୍ନାତକୋତ୍ତର ।

ରାଜନୈତିକ ଜୀବନ

ଅତନୁ ସବ୍ୟସାଚୀ ନାୟକ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ଅତନୁ ୨୦୦୯ ମସିହାରୁ ୨୦୧୨ ଓ ୨୦୧୪ ମସିହାରୁ ୨୦୧୬ ମସିହାଯାଏଁ ଓଡ଼ିଶା ବିଧାନ ସଭାରେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।


ଆଧାର

Tags:

ଓଡ଼ିଆ ଲୋକ

🔥 Trending searches on Wiki ଓଡ଼ିଆ:

ଭାରତୀୟ ସ୍ୱାଧୀନତା ଆନ୍ଦୋଳନଖୁସି ଯୋଜନାସୌଭାଗ୍ୟ କୁମାର ମିଶ୍ରବସ୍ତା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୨୮ ଅପ୍ରେଲମହାବଳ ବାଘଏଚଆଇଭି/ଏଡସହୃଷୀକେଶ ପଣ୍ଡାଇଣ୍ଟସସେପସନ (ମେଡିକାଲ ବେମାରି)ବୀର ସୁରେନ୍ଦ୍ର ସାଏଭୁବନେଶ୍ୱର୨୦୨୪ ଓଡ଼ିଶା ବିଧାନସଭା ନିର୍ବାଚନଗନରିଆଯକ୍ଷ୍ମାମଟର ସାଇକେଲଆଇଓଏସରାସେଶ୍ୱରୀ ପାଣିଗ୍ରାହୀନୀଲ ଆର୍ମଷ୍ଟ୍ରଙ୍ଗଢେଙ୍କାନାଳ ଜିଲ୍ଲାଓଡ଼ିଆ ଲିପିହାଡ଼ଚିନ୍ତାମଣି ମହାନ୍ତିଇତିହାସଓଡ଼ିଆ ଲୋକଗୋପୀନାଥ ବାଗପ୍ରହ୍ଲାଦ ନାଟକଧରିତ୍ରୀସମୁଦ୍ରଘୁମୁରା ନାଚଟ୍ରାବେକ୍ଟେଡିନଇରାକସାର୍ସ-ସିଓଭି-୨ ଓମାଇକ୍ରୋନ ପ୍ରକାରଣଜ୍ୟୋତିର୍ଲିଙ୍ଗସୁଦାମ ମାରାଣ୍ଡିଓଡ଼ିଶାର ଲୋକନୃତ୍ୟଓଡ଼ିଆ ଭାଗବତକବିତା ବାରିକଗୋଲୋକ ବିହାରୀ ଧଳଓଡ଼ିଆ ଭ୍ରମଣ ସାହିତ୍ୟଉତ୍କଳ ଦିବସଜଳ ପ୍ରଦୂଷଣଜ୍ଞାନମଣ୍ଡଳକନ୍ୟା (ରାଶି)ଲାଜକୁଳୀ ଲତାସରୋଜିନୀ ନାଇଡୁଗୋଦାବରୀଶ ମିଶ୍ରଭକ୍ତ ଚରଣ ଦାସଛ ମାଣ ଆଠ ଗୁଣ୍ଠଚିନ୍ତାମଣି ବେହେରାଗଣେଶ ପୂଜା୧୯୯୪କେପ ଭର୍ଡନୀଳମାଧବ ମନ୍ଦିରସରଳା ଦେବୀବିନୋଦ ଚନ୍ଦ୍ର ନାୟକଗାନ୍ଧାରୀ (ମହାଭାରତ)ଥିଓଟେପାପରମାଣୁଓମ୍ଉଇକିକଥାଝାରସୁଗୁଡ଼ାଭାନୁଜୀ ରାଓସୁନାସତ୍ୟବାଦୀ ବନ ବିଦ୍ୟାଳୟ🡆 More