କବିତା ବାରିକ: ଓଡ଼ିଆ ଗାଳ୍ପିକା

କବିତା ବାରିକ, ଜଣେ ଓଡ଼ିଆ ସାହିତ୍ୟିକା । ସାହିତ୍ୟର ବହୁବିଧା ଯଥା ଗଳ୍ପ, ଉପନ୍ୟାସ, ପ୍ରବନ୍ଧ ଓ ସମାଲୋଚନା ସାହିତ୍ୟରେ ସେ ଲେଖନୀ ଚାଳନା କରନ୍ତି । ତାଙ୍କର ଅନେକ ପୁସ୍ତକ ପ୍ରକାଶିତ ହୋଇଛି ଓ ଅନ୍ୟ ଭାଷାକୁ ଅନୁବାଦିତ ମଧ୍ୟ ହୋଇଛି । ବୃତ୍ତିରେ ସେ ଜଣେ ଅଧ୍ୟାପିକା । ସେ ମହାରାଜ ପୂର୍ଣ୍ନଚନ୍ଦ୍ର ମହାବିଦ୍ୟାଳୟ ଓ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରିଛନ୍ତି ।

କବିତା ବାରିକ
ଶିକ୍ଷାପିଏଚଡ଼ି, ଡି ଲିଟ
ଶିକ୍ଷାନୁଷ୍ଠାନମହାରାଜ ପୂର୍ଣ୍ନଚନ୍ଦ୍ର ମହାବିଦ୍ୟାଳୟ, ଉତ୍କଳ ବିଶ୍ୱବିଦ୍ୟାଳୟ
ବୃତ୍ତି(ସମୂହ)ସାହିତ୍ୟିକା, ଅଧ୍ୟାପିକା

ସାହିତ୍ୟ ସର୍ଜନା

୧୯୭୭ ମସିହାରେ ବାରିପଦାର ମହାରାଜ ପୂର୍ଣ୍ନଚନ୍ଦ୍ର ମହାବିଦ୍ୟାଳୟରେ ପାଠ ପଢ଼ିବା ସମୟରେ ସେଠାକାର ମୁଖପତ୍ର ଭଞ୍ଜପ୍ରଭାରେ କବିତାଙ୍କର ଗପ ମୋନାଲିସାର ହସଅନ୍ୟ ପୃଥିବୀର ମଣିଷ ପ୍ରକାଶ ପାଇଥିଲା । ଏ ସବୁ ଗପ ଥିଲା ତାଙ୍କର ପ୍ରଥମ ପ୍ରକାଶିତ ଗଳ୍ପ । ସେହି ସମୟରେ ଭଦ୍ରକରୁ ପ୍ରକାଶିତ ପତ୍ରିକା ଗଳ୍ପଝରରେ ତାଙ୍କର ଗପ କ୍ୟାମେରାମ୍ୟାନ, ଇଲିଶିର ଆଖିବିଗତ ଯୌବନା ପ୍ରକାଶ ପାଇଥିଲା । ୧୯୮୧ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ପଢୁଥିବା ସମୟରେ ଝଙ୍କାର ପତ୍ରିକାରେ ତାଙ୍କ ଗପ ସ୍ମୃତିର ସହର । ଏ ଗପ ଲୋକପ୍ରିୟ ହୋଇଥିଲା ଓ ତାଙ୍କୁ ପାଠକୀୟ ସ୍ୱୀକୃତି ଆଣିଦେଇଥିଲା । ସେହି ସମୟରେ ତାଙ୍କର ଗଳ୍ପ ଇସ୍ତାହାର, ସୁଚରିତା ଓ ଗୋକର୍ଣ୍ଣିକା ଆଦି ପତ୍ରିକାରେ ମଧ୍ୟ ପ୍ରକାଶ ପାଉଥିଲା ।

୧୯୮୧ ମସିହାରେ ତାଙ୍କର ପ୍ରଥମ ଉପନ୍ୟାସ ପର୍ଦ୍ଦାପଛର ଗୀତ ପ୍ରକାଶିତ ହୋଇଥିଲା । ପ୍ରକାଶକ ଥିଲେ କଟକର ବୁକ୍ସ ଆଣ୍ଡ ବୁକ୍ସ । ୨୦୧୮ ମସିହାରେ ମୟୂରଭଞ୍ଜରୁ ପ୍ରକାଶିତ ଉତ୍କଳପ୍ରଭାର ପୁନଃପ୍ରକାଶନ ସେ ଆରମ୍ଭ କରିଥିଲେ ।

ରଚନାବଳୀ

ଏଯାବତ କବିତାଙ୍କର ୧୪ଟି ଗଳ୍ପ ସଂକଳନ, ୬ଟି ଉପନ୍ୟାସ ଓ ୧୧ଟି ପ୍ରବନ୍ଧ ସଂକଳନ ପ୍ରକାଶିତ ହୋଇସାରିଛି । ତାଙ୍କର କେତୋଟି ପୁସ୍ତକର ତାଲିକା :

  • ବାମା
  • ମୁଢ଼ିବାଲୀ
  • କବିତା ବାରିକଙ୍କ ସୃଜନର ଦିଗ ଓ ଦିଗନ୍ତ - ରଞ୍ଜିତା ପାତ୍ର
  • ନିଃସଙ୍ଗ ପ୍ଲାଟଫର୍ମ (କବିତାଙ୍କ ଗପର ବଙ୍ଗଳା ଅନୁବାଦ)
  • ନିଜକଥା (ଆତ୍ମଜୀବନୀ)
  • କୁନ୍ତଳା କୁମାରୀ କୃତି ଓ କୃତିତ୍ୱ
  • ଅଧାଗଢ଼ା ସମ୍ପର୍କ
  • ଇପ୍ସିତ ସକାଳ
  • ଜୀବନ ନଈ
  • ଶହେ ବର୍ଷର ଆଧୁନିକ କ୍ଷୁଦ୍ର ଗଳ୍ପ (ସମ୍ପାଦନା) - ନେସନାଲ ବୁକ ଟ୍ରଷ୍ଟ

ସମ୍ମାନ ଓ ପୁରସ୍କାର

  • ବନଫୁଲ ଗଳ୍ପ ସମ୍ମାନ - ୨୦୧୯
  • ଫକୀର ମୋହନ ସାହିତ୍ୟ ପରିଷଦ ସମ୍ବର୍ଦ୍ଧନା - ୨୦୨୧
  • ରଙ୍ଗରାଗ ଗଳ୍ପ ସମ୍ମାନ - ୨୦୨୧
  • କାଦମ୍ବିନୀ ଗଳ୍ପ ସମ୍ମାନ - ୨୦୧୪

ଆଧାର

Tags:

କବିତା ବାରିକ ସାହିତ୍ୟ ସର୍ଜନାକବିତା ବାରିକ ସମ୍ମାନ ଓ ପୁରସ୍କାରକବିତା ବାରିକ ଆଧାରକବିତା ବାରିକଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ

🔥 Trending searches on Wiki ଓଡ଼ିଆ:

ପ୍ରଦୂଷଣ୧୬ ମଇନବଗୁଞ୍ଜରସାଲବେଗପୋଇଟାଇଫଏଡମହିମା ଧର୍ମଗଞ୍ଜାମ ଜିଲ୍ଲାତରଳ ଝାଡ଼ାପଶ୍ଚିମ ଓଡ଼ିଶାଓଡ଼ିଆବାଲେଶ୍ୱରଶ୍ରୀତମ ଦାସବିଜୟ ମିଶ୍ରପିଙ୍କି ପ୍ରଧାନଓଡ଼ିଶାର ଲୋକନୃତ୍ୟତନ୍ତବୌଦ୍ଧ ଧର୍ମମହାକାଳପଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଜୀବାଣୁ ଭାଜିନୋସିସଇନୋଟୁଜୁମାବ ଓଜୋଗାମିସିନଯୋଗରତ୍ନାକର ଚଇନିବ୍ୟାଙ୍କଉପେନ୍ଦ୍ର ଭଞ୍ଜତାରାତାରିଣୀ ମନ୍ଦିରବାଣମୁଁ ରାଜା ତୁ ରାଣୀସମୀର ରଞ୍ଜନ ଦାଶଆର୍ଯ୍ୟଭଟ୍ଟEntrectinibଇଂରାଜୀ ଭାଷାInotuzumab ozogamicinଶ୍ରୀ ଅରବିନ୍ଦଆହାର ଯୋଜନାଭୂମିକମ୍ପଇରା ମହାନ୍ତିଜ୍ଞାନପୀଠ ପୁରସ୍କାରଅନୁଗୁଳ ସ୍ୱୟଂଶାସିତ ସରକାରୀ କଲେଜଧର୍ମବର୍ଷାଗୌରହରି ଦାସଶ୍ରୀଜଙ୍ଗରଘୁବଂଶତାଜମହଲବାରବାଟି-କଟକ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଚିକିତ୍ସା ବିଜ୍ଞାନକ୍ରେଡିଟ କାର୍ଡ଼ରାଧାନାଥ ରାୟଜ୍ୟୋତି ପ୍ରକାଶ ପାଣିଗ୍ରାହୀଗୌତମ ବୁଦ୍ଧଲୋକ ସଭାଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଇଣ୍ଡୋନେସିଆଦାସକାଠିଆଗଇଁଠାଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟଜଳ ପ୍ରଦୂଷଣଜିନା ସାମଲପବିତ୍ର ମୋହନ ଜେନାଅର୍ଥଶାସ୍ତ୍ରମେଷ (ରାଶି)ବନ୍ଦେ ଉତ୍କଳ ଜନନୀରବିବାର🡆 More