ଟ୍ରାବେକ୍ଟେଡିନ

ଟ୍ରାବେକ୍ଟେଡିନ, ୟୋଣ୍ଡେଲିସ ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ଆଗେଇଯାଇଥିବା କୋମଳ-ତନ୍ତୁ ସାର୍କୋମା ଏବଂ ଓଭାରି କର୍କଟ ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ଅନ୍ୟ କୌଣସି ଚିକିତ୍ସା ପ୍ରଭାବଶାଳୀ ନ ହେଲେ ଏହା ବ୍ୟବହୃତ ହୁଏ । ଏହା ଏକ ଶିରାରେ ଧୀରେ ଧୀରେ ଇଞ୍ଜେକସନ ଆକାରରେ ଦିଆଯାଏ । ପାର୍ଶ୍ୱ ପ୍ରତିକ୍ରିୟାର ବିପଦକୁ ହ୍ରାସ କରିବା ପାଇଁ ଡେକ୍ସାମେଥାଜୋନ ବ୍ୟବହୃତ ହୁଏ ।

ଟ୍ରାବେକ୍ଟେଡିନ
ଟ୍ରାବେକ୍ଟେଡିନ
Clinical data
Trade namesYondelis
Synonymsecteinascidin 743, ET-743
AHFS/Drugs.commonograph
MedlinePlusa615059
data
Pregnancy
category
  • US: N (Not classified yet)
Routes of
administration
Intravenous
Legal status
Legal status
  • UK: POM (Prescription only)
  • US: ℞-only
  • EU: Rx-only
  • ℞ (Prescription only)
Pharmacokinetic data
BioavailabilityNot applicable (IV only)
Protein binding94 to 98%
MetabolismLiver (mostly CYP3A4-mediated)
Elimination half-life180 hours (mean)
ExcretionMostly fecal
Identifiers
IUPAC name
  • (1'R,6R,6aR,7R,13S,14S,16R)-6',8,14-trihydroxy-7',9-dimethoxy-4,10,23-trimethyl-19-oxo-3',4',6,7,12,13,14,16-octahydrospiro[6,16-(epithiopropano-oxymethano)-7,13-imino-6aH-1,3-dioxolo[7,8]isoquino[3,2-b][3]benzazocine-20,1'(2'H)-isoquinolin]-5-yl acetate
ECHA InfoCard100.223.368 Edit this at Wikidata
Chemical and physical data
FormulaC39H43N3O11S
Molar mass୭୬୧.୮୪ g·mol−1
3D model (JSmol)
SMILES
  • Cc1cc2c(c(c1OC)O)[C@@H]3[C@@H]4[C@H]5c6c(c7c(c(c6OC(=O)C)C)OCO7)[C@@H](N4[C@H]([C@H](C2)N3C)O)COC(=O)[C@@]8(CS5)c9cc(c(cc9CCN8)O)OC
InChI
  • InChI=1S/C39H43N3O11S/c1-16-9-20-10-22-37(46)42-23-13-50-38(47)39(21-12-25(48-5)24(44)11-19(21)7-8-40-39)14-54-36(30(42)29(41(22)4)26(20)31(45)32(16)49-6)28-27(23)35-34(51-15-52-35)17(2)33(28)53-18(3)43/h9,11-12,22-23,29-30,36-37,40,44-46H,7-8,10,13-15H2,1-6H3/t22-,23-,29+,30+,36+,37-,39+/m0/s1 ☒N
  • Key:PKVRCIRHQMSYJX-AIFWHQITSA-N ☒N
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ସ୍ୱଳ୍ପ ରକ୍ତ ନିଉଟ୍ରୋଫିଲ୍ ସ୍ତର, ବାନ୍ତି, ଯକୃତ ସମସ୍ୟା, ସ୍ୱଳ୍ପ ଲାଲ ରକ୍ତ କଣିକା ସ୍ତର, ଥକାପଣ, କମ ପ୍ଲାଟେଲେଟ ସ୍ତର ଏବଂ ତରଳ ଝାଡ଼ା ହୋଇପାରେ । ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ରାବଡୋମାୟୋଲାଇସିସ, ହୃଦ୍‌ପାତ ଏବଂ ପ୍ରଜନନ କ୍ଷମତା ହ୍ରାସ ହୋଇପାରେ । ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ । ଔଷଧ ଯୋଗୁଁ ୨% ଲୋକଙ୍କର ମୃତ୍ୟୁ ଘଟିଥାଏ । ଏହା ଏକ ଆଲକିଲେଟିଂ ଏଜେଣ୍ଟ।

୨୦୦୭ ମସିହାରେ ୟୁରୋପରେ ଏବଂ ୨୦୧୫ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଟ୍ରାବେକ୍ଟେଡିନ୍ ଅନୁମୋଦିତ ହୋଇଥିଲା । ଏହା ପ୍ରଥମେ ୨୦୦୧ରେ ୟୁରୋପରେ ଏକ ଅନାଥ ଔଷଧ (orphan medicine) ଭାବରେ ନାମିତ ହୋଇଥିଲା । ଯୁକ୍ତରାଜ୍ୟରେ ୨୦୨୧ ଏହାର ୧ ମିଗ୍ରାର ମୂଲ୍ୟ ୧୪୦୦ ପାଉଣ୍ଡ ଥିଲା । ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୩୨୫୦ ଡଲାର ଅଟେ । ଏହା ମୂଳତଃ ଏକ ସମୁଦ୍ର ସ୍କ୍ୱିର୍ଟରୁ (sea squirt) ଉତ୍ପନ୍ନ ହୋଇଥିଲା ।

ଆଧାର

Tags:

ଓଭାରି କର୍କଟଡେକ୍ସାମେଥାଜୋନ

🔥 Trending searches on Wiki ଓଡ଼ିଆ:

କଣ୍ଡୋମଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନହରେକୃଷ୍ଣ ବେହେରାଉତ୍କଳ ଦିବସସମ୍ବଲପୁରସାପଆଧୁନିକ କଥା ସାହିତ୍ୟ (ଉପନ୍ୟାସ)ଅଖିଳ ମୋହନ ପଟ୍ଟନାୟକବିଶ୍ୱଜିତ ଦାସରମାଦେବୀ ଚୌଧୁରୀଭୁବନେଶ୍ୱର ବେହେରାମାର୍କ ଜୁକରବର୍ଗଭୀମା ଭୂଇଁଆମାକ୍ସ ୱେବରସଚ୍ଚିଦାନନ୍ଦ ରାଉତରାୟଖ୍ରୀଷ୍ଟ ଧର୍ମଛ ମାଣ ଆଠ ଗୁଣ୍ଠନୂଆଖାଇରତ୍ନାକର ଚଇନିଶ୍ରାଦ୍ଧଟାଇଫଏଡକଟକରାଧାନାଥ ରାୟସୁନ୍ଦରଗଡ଼ମାଟିର ମଣିଷ (ଉପନ୍ୟାସ)ରାଜତନ୍ତ୍ରଓଳାଶୁଣି ଗୁମ୍ଫାକୋଣାର୍କରମାକାନ୍ତ ରଥଆଣ୍ଟିବଡିଯନ୍ତ୍ରଣା୨ ମାର୍ଚ୍ଚଗୋବିନ୍ଦ ତ୍ରିପାଠୀକାଳୀଚରଣ ପଟ୍ଟନାୟକକେନିଆଆଫ୍ରିକାନିତ୍ୟାନନ୍ଦ ମହାପାତ୍ରତ୍ରିଭୁଜଆହମ୍ମଦୀୟଦଣ୍ଡ ନାଟଭୁବନେଶ୍ୱରଦୀନନାଥ ପାଠୀନବୀନ ପଟ୍ଟନାୟକଅଚ୍ୟୁତାନନ୍ଦ ଦାସଦେବୀପ୍ରସନ୍ନ ପଟ୍ଟନାୟକଚାରି ଧାମଓଡ଼ିଶାର ଲୋକନୃତ୍ୟଉଇକିପିଡ଼ିଆଖାରବେଳଆଣ୍ଟର୍କଟିକାପୁରୀବାରବାଡୋସଶ୍ରୀକୃଷ୍ଣସୁଶାସନ ଦିବସ୧୯୮୮ଗୋପପୁର (ଗପ ସଙ୍କଳନ)ବିରଞ୍ଚି ନାରାୟଣ ମନ୍ଦିର, ବୁଗୁଡ଼ାଭୁଟାନ୧୯୮୦ପାର୍ବତୀ ଘୋଷପାଟଦେଇତୃପ୍ତି ଦାସସମାଜ (ଖବରକାଗଜ)ରୁକ୍ମଣୀଜବାହରଲାଲ ନେହେରୁକୁପୋଷଣବି. ଆର. ଆମ୍ବେଦକର🡆 More