ମେଡିକାଲ ବେମାରି ଇଣ୍ଟସସେପସନ

ଇଣ୍ଟସସେପସନ (ଇଂରାଜୀ ଭାଷାରେ Intussusception) ଏକ ବେମାରୀ ଯେଉଁଥିରେ ଅନ୍ତନଳୀର (intestine) କିଛି ଅଂଶ ତା' ପରବର୍ତ୍ତୀ ଅଂଶ ଭିତରକୁ ପଶିଯାଏ (folds into) । ଏହା ସାଧାରଣତଃ କ୍ଷୁଦ୍ରାନ୍ତ୍ରରେ (small bowel) ହୁଏ, କ୍ୱଚିତ ବୃହଦନ୍ତ୍ରରେ (large bowel) ହୁଏ । ଏହି ରୋଗରେ ପେଟରେ ବାରମ୍ବାର ଯନ୍ତ୍ରଣା ହୁଏ ଓ ବନ୍ଦ ହୋଇଯାଏ, ବାନ୍ତି, ପେଟ ଫୁଲା, ଓ ରକ୍ତମିଶା ଝାଡ଼ା ହୁଏ । ଏହା ଫଳରେ କ୍ଷୁଦ୍ରାନ୍ତ୍ର ଅବରୋଧ (small bowel obstruction) ହୋଇଯାଏ । ଅନ୍ୟ ଜଟିଳତା ମଧ୍ୟରେ ପେରିଟୋନାଇଟିସ (peritonitis) ବା ଅନ୍ତନଳୀ ଛିଦ୍ର (bowel perforation) ହୋଇଯାଏ ।

ଇଣ୍ଟସସେପସନ
ମେଡିକାଲ ବେମାରି ଇଣ୍ଟସସେପସନ
ସିଟି ସ୍କାନରେ ଇନ୍ଟସସେପସନ ଚିତ୍ର ଦେଖାଯାଉଛି ।
ବିଭାଗଶିଶୁରୋଗ ବିଭାଗ (Pediatrics), ସାଧାରଣ ଶଲ୍ୟ ବିଭାଗ (general surgery) ।
ଲକ୍ଷଣପେଟ ଯନ୍ତ୍ରଣା, ବାନ୍ତି, ପେଟ ଫୁଲା, ଓ ରକ୍ତମିଶା ଝାଡ଼ା ।
ଆକ୍ରାନ୍ତ ସମୟ୬-୧୮ ମାସ ବୟସରେ କିଛି ଦିନରୁ କିଛି ସପ୍ତାହ ପୁରୁଣା ।
କାରଣଅଜ୍ଞାତ, ଲିଡ ପଏଣ୍ଟ lead point
ରୋଗ ନିର୍ଣ୍ଣୟ ପଦ୍ଧତିମେଡିକାଲ ଇମେଜିଙ୍ଗ (Medical imaging)
ସଠିକ ରୋଗ ନିର୍ଣ୍ଣୟପାଇଲୋରିକ ସ୍ଟେନୋସିସ (Pyloric stenosis) ।
ଚିକିତ୍ସାଏନିମା (Enema), ଅପରେଶନ।

ପିଲାଙ୍କର ଏହି ରୋଗର କାରଣ ଏ ପର୍ଯ୍ୟନ୍ତ ଅଜ୍ଞାତ ଅଛି କିନ୍ତୁ ବୟସ୍କ ଲୋକଙ୍କ ମଧ୍ୟରୁ ୧୦% ରୋଗୀଙ୍କର ଏକ ଲିଡ ପଏଣ୍ଟ (lead point) ଥାଏ । ସଙ୍କଟ କାରକ ମଧ୍ୟରେ ସଂକ୍ରମଣ, ସିସ୍ଟିକ ଫାଇବ୍ରୋସିସ (cystic fibrosis) ଓ ଇଣ୍ଟେସ୍ଟାଇନାଲ ପଲିପ (intestinal polyp) ହୋଇପାରେ । ବୟସ୍କ ଲୋକଙ୍କର ସଙ୍କଟ କାରକ ମଧ୍ୟରେ ଏଣ୍ଡୋମେଟ୍ରିଓସିସ, ବାୱେଲ ଆଡ‌ହେସନ (bowel adhesions) ଓ ଇଣ୍ଟେସ୍ଟାଇନାଲ ଅର୍ବୁଦ (intestinal tumors) ହୋଇପାରେ । Diagnosis is often supported by ମେଡିକାଲ ଇମେଜିଙ୍ଗ (medical imaging) ସାହାଯ୍ୟରେ ରୋଗ ନିଧାର୍ଯ୍ୟ କରାଯାଏ । ପିଲାଙ୍କ କ୍ଷେତ୍ରରେ ଅଲଟ୍ରାସାଉଣ୍ଡ (ultrasound) ଓ ବଡ଼ ମଣିଷଙ୍କ କ୍ଷେତ୍ରରେ ସିଟି ସ୍କାନ (CT scan) ଅଧିକ ପସନ୍ଦ ଯୋଗ୍ୟ ହୁଏ ।

ଇଣ୍ଟସସେପସନ ଏକ ଆଶୁ ଅବସ୍ଥା ଯେଉଁଥିରେ ଯଥା ଶୀଘ୍ର ଚିକିତ୍ସା ଆବଶ୍ୟକ ହୁଏ । ପିଲାଙ୍କୁ ଏନିମା (enema) ଦେଇ ଫଳପ୍ରଦ ନ ହେଲେ ଅପରେଶନ କରାଯାଏ । ବଡ଼ ମଣିଷଙ୍କ କ୍ଷେତ୍ରରେ ଖାଦ୍ୟ ନଳୀର ପ୍ରଭାବିତ ଅଂଶକୁ ଅପରେଶନ କରି କାଢ଼ିଦିଆଯାଏ । ବଡ଼ ମଣିଷଙ୍କ ଅପେକ୍ଷା ପିଲାଙ୍କର ଏହି ରୋଗ ଅଧିକ ହୁଏ । ପିଲାଙ୍କ ମଧ୍ୟରୁ ଝିଅଙ୍କ ଅପେକ୍ଷା ପୁଅଙ୍କୁ ଏ ରୋଗ ଅଧିକ ହୁଏ । ଛଅ ମାସରୁ ଅଠର ମାସ ବୟସ ମଧ୍ୟରେ ଏହି ରୋଗ ଅଧିକ ହୁଏ ।

Video explanation

ଆଧାର

Tags:

en:bowel perforationen:intestineen:invaginateen:large bowelen:peritonitisen:small bowelen:small bowel obstructionପେରିଟୋନାଇଟିସ

🔥 Trending searches on Wiki ଓଡ଼ିଆ:

ପୁତଲିବାଈ ଗାନ୍ଧୀହନୁମାନରାମଚନ୍ଦ୍ର ମିଶ୍ରଅକ୍ଷୟ ତୃତୀୟାପକ୍ଷମନୋରଞ୍ଜନ ଦାସଛାତ୍ରବୃତ୍ତିଉତ୍କଳ ଦିବସ୧ (ସଂଖ୍ୟା)ପୂରଣବାଚକ ସଂଖ୍ୟାସମାଜ ବିଜ୍ଞାନବିଶାଖା (ନକ୍ଷତ୍ର)ଓଡ଼ିଆ ଭାଷା ଆନ୍ଦୋଳନଗୋଲୋକ ବିହାରୀ ଧଳଇତିହାସଉଇକିମିଡ଼ିଆ ମୁଭମେଣ୍ଟଅନ୍ତର୍ଜାତୀୟ ମାତୃଭାଷା ଦିବସତାରିଣୀ ମନ୍ଦିରଜନ ଗଣ ମନଗୁଗଲତୁମ ପରି ଛୋଟ ପିଲାଟିଏଔଷଧୀୟ ଗଛଲତାମାନଙ୍କର ତାଲିକାଗ୍ରାମ ବିକାଶକ୍ରିକେଟଅଟଳ ପେନସନ ଯୋଜନାଜଗନ୍ନାଥ୧୦ ମାର୍ଚ୍ଚମଧୁସୂଦନ ରାଓବିଞ୍ଝାରପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଓଡ଼ିଶାର ପର୍ବପର୍ବାଣି୨୦୨୪ ଭାରତୀୟ ସାଧାରଣ ନିର୍ବାଚନରାଜରାଜେଶ୍ୱର ବେଶଖାରବେଳମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାମଧ୍ୟ ଏସିଆକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଶତ୍ରୁଘ୍ନ ପାଣ୍ଡବତମନ୍ନା ବ୍ୟାସଖ୍ରୀଷ୍ଟ ଧର୍ମସୁନାବାଞ୍ଛାନିଧି ମହାନ୍ତିପ୍ଲୀହାଓଡ଼ିଆ ଲିପିକଟକ ଚଣ୍ଡୀ ମନ୍ଦିରବର୍ଷା ପ୍ରିୟଦର୍ଶିନୀରବି ଶତପଥୀଆଜ୍‌ମାଜାପାନଡେଙ୍ଗୁ ଜରମହାବୀର ଜୈନପାଞ୍ଜି୨୦୧୯ ଭାରତୀୟ ସାଧାରଣ ନିର୍ବାଚନଅନୀତା ଦାସସେଇ ଝିଅଟିକୁମ୍ଭ (ରାଶି)ଓଡ଼ିଆ କବି ମାନଙ୍କର ତାଲିକାଓଡ଼ିଶାର କଳାବିଦ୍ୟାଳୟମନୋଜ କୁମାର ମିଶ୍ରବେଣୁଧର ରାଉତଫାଇଲେରିଆଭ୍ୟାକୁମ୍ କ୍ଲିନର୍ଅପ୍ରେଲନୂଆ ଦିଲ୍ଲୀଜାତୀୟ ଆୟରଥମାୟାଧର ମାନସିଂହଇଣ୍ଡୋନେସିଆଉତ୍ସବ ଚରଣ ଜେନା୧୭୧୧ବାଘ🡆 More