ଅଗ୍ନିଶିଖା: ୨୦୦୭ର ଓଡ଼ିଆ କଥାଚିତ୍ର

ଅଗ୍ନିଶିଖା, ୨୦୦୭ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅଶୋକ କାନ୍ଦୋଇ । ହିମାଂଶୁ ପରିଜା ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।

ଅଗ୍ନିଶିଖା
ନିର୍ଦ୍ଦେଶକହିମାଂଶୁ ପରିଜା
ପ୍ରଯୋଜକଅଶୋକ କାନ୍ଦୋଇ
ଚିତ୍ରନାଟ୍ୟହିମାଂଶୁ ପରିଜା
କଳାକାରବର୍ଷା ପ୍ରିୟଦର୍ଶିନୀ, ସୁନୀଲ କୁମାର, ମିହିର ଦାସ, ହର ପଟ୍ଟନାୟକ, ସୁରେଶ ବଳ, ଅକ୍ଷୟ ବସ୍ତିଆ
ସଙ୍ଗୀତମନ୍ମଥ ମିଶ୍ର
ମୁକ୍ତିଲାଭ ତାରିଖ
୨୦୦୭
ଦେଶଅଗ୍ନିଶିଖା: ଅଭିନୟ, କାହାଣୀ, ଗୀତ ଏବଂ ସଙ୍ଗୀତ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବର୍ଷା ପ୍ରିୟଦର୍ଶିନୀ ଓ ସୁନୀଲ କୁମାର । ମିହିର ଦାସ, ହର ପଟ୍ଟନାୟକ, ସୁରେଶ ବଳ, ଅକ୍ଷୟ ବସ୍ତିଆ, ସରୋଜ ଦାସ, ପ୍ରଦ୍ୟୁମ୍ନ ଲେଙ୍କା, ପୁଷ୍ପା ପଣ୍ଡା, ରୁଜୁ ପରିଜା, ପପି ସନ୍ତୁକା, ବ୍ରଜ ସିଂହ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ

କାହାଣୀ

ଗୀତ ଏବଂ ସଙ୍ଗୀତ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମନ୍ମଥ ମିଶ୍ର । କୁମାର ବାପି, ଶ୍ରୀଚରଣ, ଆଲୋକ କୁଣ୍ଡୁ, ସୁଚରିତା ମିଶ୍ର, ରୂପାଲୀ, ଶୈଳଭାମା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ

କ୍ରମଗୀତସମୟ
1."ଏ ବାବୁ ଭିଣେଇ ବାବୁ" 
2."ହାତକୁ ଦେବି ତୁମ ସୁନାର କଙ୍କଣ" 
3."ଭଲ କଲୁ ଭୁଲିଗଲୁ ଭଲ ପାଇକି" 
4."ଶୋଇଥାଏ ଚେଇଁଥାଏ" 
5."ସୁଖ ଆକାଶରେ ସୁନା" 

ଆଧାର

ବାହାର ଆଧାର

Tags:

ଅଗ୍ନିଶିଖା ଅଭିନୟଅଗ୍ନିଶିଖା କାହାଣୀଅଗ୍ନିଶିଖା ଗୀତ ଏବଂ ସଙ୍ଗୀତଅଗ୍ନିଶିଖା ଆଧାରଅଗ୍ନିଶିଖା ବାହାର ଆଧାରଅଗ୍ନିଶିଖା

🔥 Trending searches on Wiki ଓଡ଼ିଆ:

ଚାଟ୍ ଜିପିଟିଗୋଦାବରୀଶ ମହାପାତ୍ର୨୮ ଅପ୍ରେଲରାଉରକେଲାଅଭିନିବେଶ ଅର୍ଥନୀତିସମ୍ବଲପୁର ଜିଲ୍ଲାଚିତ୍ତରଞ୍ଜନ ଦାସବେଙ୍ଗାଳୁରୁକେପ ଭର୍ଡରାମଶଙ୍କର ରାୟକୋଷ୍ଠକାଠିନ୍ୟଲୋକ ସଭାକୋରାପୁଟ ଜିଲ୍ଲାଭାରତୀୟ ମହାକାଶ ଗବେଷଣା ସଂସ୍ଥାଧଉଳିରାଜକିଶୋର ରାୟନନ୍ଦ କିଶୋର ବଳଓଡ଼ିଶାର ଇତିହାସଅମ୍ଳରୋଗକରଡିପରଶୁରାମସୌର ଶକ୍ତିଗୁଗଲକମଳ ଲୋଚନ ମହାନ୍ତିମନୋରମା ମହାପାତ୍ରମହାତ୍ମା ଗାନ୍ଧୀଗୋପାଳ ଚନ୍ଦ୍ର ପ୍ରହରାଜଭଗବତୀ ଦେଉଳ୧୪ ଫେବୃଆରୀଭଗବତ ଗୀତାସୁଭାଷ ଚନ୍ଦ୍ର ବୋଷସମୁଦ୍ରମହେନ୍ଦ୍ର ସିଂହ ଧୋନିଦେବଦାସୀଦୀନକୃଷ୍ଣ ଦାସସଜନାପାଇକଭାରତୀୟ ଡାକ ସେବାକଳିଙ୍ଗ ଯୁଦ୍ଧଭୂମି ପେଦନେକର୨୦୨୪ ଭାରତୀୟ ସାଧାରଣ ନିର୍ବାଚନକଟକ ଜିଲ୍ଲାରାଜନୀତି ବିଜ୍ଞାନବିଧାନ ସଭା ସଭ୍ୟଫକୀର ମୋହନ ସେନାପତିକଳସା ଚଉତିଶାଭରତ (ରାମାୟଣ)ଟର (ବେନାମୀ ନେଟୱାର୍କ)ଚବିଶ ଗୁରୁଭ୍ୟାକୁମ୍ କ୍ଲିନର୍ଢୁମ୍ପାମଇ ଦିବସସୂଚନା ପ୍ରଯୁକ୍ତିବିଦ୍ୟାସରୋଜିନୀ ନାଇଡୁଓଡ଼ିଆ ଭ୍ରମଣ ସାହିତ୍ୟବଦ୍ରୀନାଥ ମନ୍ଦିରଜୋଆନ ଅଫ ଆର୍କରବି ସିଂଭଦ୍ରକ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ନଇ ଆରପାରିକଳାକଳେବର ଚଉତିଶାପରମାଣୁସରସ୍ୱତୀଆର୍ଟିଫିସିଆଲ ଇଣ୍ଟେଲିଜେନ୍ସସୁନୀଲ ପାଲ୍ବେଣୁଧର ରାଉତ🡆 More