ଚାଣକ୍ୟ: ପୁରାତନ ଭାରତୀୟ ରାଜଗୁରୁ ଓ ଦାର୍ଶନିକ

{{Infobox person | name = ଚାଣକ୍ୟ | image = Chanakya.jpg | image_size = | alt = | caption = An artist's imagination of Chanakya | birth_date = c.

370 BCE | birth_place =ଜନ୍ମ ସ୍ଥାନ ବିବାଦୀୟ , କେତେକଙ୍କ ମତରେ ପାଟଳୀପୁତ୍ର, ତକ୍ଷଶିଳା ଏବଂ ଦକ୍ଷିଣ ଭାରତ | death_date = c. 283 BCE | death_place = ପାଟଳୀପୁତ୍ର | other_names = କୈଟିଲ୍ୟ, ବିଷ୍ଣୁଗୁପ୍ତ | alma_mater = ତକ୍ଷଶିଳା | occupation = Professor and royal advisor | known_for = Foundation of the ମୌର୍ଯ୍ୟ ସାମ୍ରାଜ୍ୟ | notable_works = ଅର୍ଥଶାସ୍ତ୍ର (authorship disputed), ଚାଣକ୍ୟ ନୀତି | influences = | influenced = | footnotes = କୌଟିଲ୍ୟ (ଖ୍ରୀ.ପୂ. 370- ଖ୍ରୀ.ପୂ.2831) ଜଣେ ଭାରତୀୟ ଶିକ୍ଷକ, ଦାର୍ଶନିକ ଏବଂ ରାଜଗୁରୁ ଥିଲେ ।

ପ୍ରକୃତରେ ସେ ପୂରାତନ ତକ୍ଷଶିଳା ବିଶ୍ୱବିଦ୍ୟାଳୟରେ ଅର୍ଥଶାସ୍ତ୍ର ଓ ରାଜନିତୀ ବିଜ୍ଞାନର ଜଣେ ପ୍ରାଧ୍ୟାପକ ଥିଲେ । ଚାଣକ୍ୟ ମୌର୍ଯ୍ୟ ସାମ୍ରାଜ୍ୟ ସ୍ଥାପନରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ । ଏହି ସାମ୍ରାଜ୍ୟ ଇତିହାସର ପ୍ରଥମ ସାମ୍ରାଜ୍ୟ ଭାବେ ଭାରତବର୍ଷର ଅନେକ ଅଂଶ ଦଖଲ କରିଥିଲା । ସେ ପ୍ରଥମ ମୌର୍ଯ୍ୟ ସମ୍ରାଟ ଚନ୍ଦ୍ରଗୁପ୍ତ ଏବଂ ତାଙ୍କ ପୁତ୍ର ବିନ୍ଦୁସାରଙ୍କ ମୁଖ୍ୟ ପରାମର୍ଶଦାତା ଥିଲେ ।

ଚାଣକ୍ୟ ମଧ୍ୟ କୌଟିଲ୍ୟ ଓ ବିଷ୍ଣୁ ଗୁପ୍ତ ନାମରେ ପରିଚିତ ଥିଲେ, ଯେକି ଅର୍ଥଶାସ୍ତ୍ର ନାମକ ପୂରାତନ ଭାରତର ରାଜନିତୀ ଉପରେ ଆଧାରିତ ପୁସ୍ତକର ରଚନା କରିଥିଲେ ।

ଜନ୍ମ

କୃତିତ୍ତ୍ୱ

ଆଧାର

ବାହାର ତଥ୍ୟ

  • [୧] Chanakya (Kautilya): Arthashastra, Chanakya Niti, Chanakya Sutras: Full text Sanskrit, and translations

Tags:

ଚାଣକ୍ୟ ଜନ୍ମଚାଣକ୍ୟ କୃତିତ୍ତ୍ୱଚାଣକ୍ୟ ଆଧାରଚାଣକ୍ୟ ବାହାର ତଥ୍ୟଚାଣକ୍ୟଅର୍ଥଶାସ୍ତ୍ରପାଟଳୀପୁତ୍ରଭାରତ

🔥 Trending searches on Wiki ଓଡ଼ିଆ:

ହରେକୃଷ୍ଣ ମହତାବଧର୍ମସଚ୍ଚିଦାନନ୍ଦ ରାଉତରାୟକାଞ୍ଜିଅଅଁଳା ଓଷାବିଶ୍ୱତାପନଦୁର୍ଗା ପୂଜାତାରିଣୀ ମନ୍ଦିର, ଘଟଗାଁବନମାଳୀ ଦାସଅକ୍ଷୟ ତୃତୀୟାବ୍ୟଞ୍ଜନ ବର୍ଣ୍ଣଗୋବିନ୍ଦ ତ୍ରିପାଠୀନବକୃଷ୍ଣ ଚୌଧୁରୀଆଣ୍ଟିସାଇକୋଟିକସଂସ୍କୃତ ଭାଗବତଅକ୍ଷର କଳାରାଶି ଓ ନକ୍ଷତ୍ରହୋଲିଧରଣୀଧର ଭୂୟାଁକାଟୁଲୁ ରବି କୁମାରଓଡ଼ିଶାର ଲୋକନୃତ୍ୟଅହିଂସାକୃଷ୍ଣଚନ୍ଦ୍ର ପାଣିଗ୍ରାହୀରାଜା ରାମମୋହନ ରାୟରଥଯାତ୍ରାଅହଲ୍ୟାବ୍ରାଉଜରଲାଲ ବାହାଦୁର ଶାସ୍ତ୍ରୀ୭ ଅପ୍ରେଲଜୟନାରାୟଣ ମିଶ୍ରମାୟାଧର ମାନସିଂହସଚିନ ତେନ୍ଦୁଲକରଗୁଗଲରବି କାନୁନଗୋକୋଣାର୍କ ସୂର୍ଯ୍ୟ ମନ୍ଦିରହୃଷୀକେଶ ମଲ୍ଲିକପଞ୍ଚକନ୍ୟାଲକ୍ଷ୍ମୀ ପୁରାଣରାସେଶ୍ୱରୀ ପାଣିଗ୍ରାହୀଗୋଲୋକ ବିହାରୀ ଧଳତୁଷାରକାନ୍ତି ବେହେରା୧୫ ଅପ୍ରେଲଭାରତୀୟ ଦଣ୍ଡ ସଂହିତା, ୧୮୬୦ଚୈତ୍ରରାଜେନ୍ଦ୍ର କିଶୋର ପଣ୍ଡାଓଡ଼ିଆଓଡ଼ିଶା ବିଧାନ ସଭାବର୍ଷାଉତ୍କଳ ସମ୍ମିଳନୀଦ୍ୱିତୀୟ ବିଶ୍ୱଯୁଦ୍ଧପାର୍କିନ୍‌ସନ୍ ରୋଗସୁଗ୍ରୀବଜଳ ପ୍ରଦୂଷଣଓଡ଼ିଶାର ଭୂଗୋଳପ୍ରଥମ ବିଶ୍ୱଯୁଦ୍ଧଦହି ହାଣ୍ଡିନନ୍ଦିନୀ ଶତପଥୀରାଧାମୋହନ ଗଡ଼ନାୟକ୩ ଅପ୍ରେଲଜାତୀୟ ସାହସିକତା ପୁରସ୍କାରଯକୃତଓଡ଼ିଆ ଖାଦ୍ୟଶବ୍ଦ (ପଦ)ଭଗବତ ଗୀତାକବିସୂର୍ଯ୍ୟ ବଳଦେବ ରଥବୀଜାଣୁଭାତ🡆 More