ପ୍ୟାରିସ: ଫ୍ରାନ୍ସର ରାଜଧାନୀ

]

Paris
Commune and department
ପ୍ୟାରିସ: ଇତିହାସ, ଭୂଗୋଳ, ଆଧାର
ପ୍ୟାରିସ: ଇତିହାସ, ଭୂଗୋଳ, ଆଧାରପ୍ୟାରିସ: ଇତିହାସ, ଭୂଗୋଳ, ଆଧାର
ପ୍ୟାରିସ: ଇତିହାସ, ଭୂଗୋଳ, ଆଧାର
Clockwise from top: skyline of Paris on the River Seine with the Eiffel Tower, Notre Dame de Paris, Pyramid of the Louvre, and the Arc de Triomphe
Flag of Paris
Coat of arms of Paris
Motto(s): 
Fluctuat nec mergitur
"Tossed but not sunk"
Location of Paris
CountryFrance
RegionÎle-de-France
DepartmentParis
Subdivisions20 arrondissements
Government
 • Mayor (2014–present) Anne Hidalgo (PS)
Area
1(2010)
 • City105.4 km2 (40.7 sq mi)
 • Urban
2,844.8 km2 (1,098.4 sq mi)
 • Metro
17,174.4 km2 (6,631.1 sq mi)
Population
 (January 2013)
 • City୨୨,୨୯,୬୨୧
 • Rank1st in France
 • Density21,000/km2 (55,000/sq mi)
 • Urban
୧,୦୬,୦୧,୧୨୨
 • Metro
 (2013)
୧,୨୪,୦୫,୪୨୬
Demonym(s)Parisian (en)
parisien(ne) (fr)
Time zoneUTC+01:00 (CET)
 • Summer (DST)UTC+02:00 (CEST)
INSEE/Postal code
75056 /75001-75020, 75116
Websitewww.paris.fr
1 French Land Register data, which excludes lakes, ponds, glaciers > 1 km2 (0.386 sq mi or 247 acres) and river estuaries.

ପ୍ୟାରିସ, (ଫରାସୀ: [paʁi] (ପ୍ୟାରିସ: ଇତିହାସ, ଭୂଗୋଳ, ଆଧାରlisten)) ଫ୍ରାନ୍ସର ରାଜଧାନୀ ଓ ସବୁଠାରୁ ଜନବହୁଳ ନଗର ଅଟେ । ଏହି ନଗରଟି ୧୦୫ ବର୍ଗକିମି ଅଞ୍ଚଳରେ ପରିବ୍ୟାପ୍ତ ଏବଂ ୨୦୧୩ ମସିହା ଜନଗଣନା ଅନୁସାରେ ନଗର ପରିସର ଭିତରେ ଏହାର ଜନସଂଖ୍ୟା ୨,୨୨୯,୬୨୧ ଥିଲା ।

ଖ୍ରୀ.ପୂ. ୩ୟ ଶତାବ୍ଦୀରେ ପାରିସି (Parisii) ନାମକ ଜଣେ ସେଲ୍‌ଟିକ୍ ବ୍ୟକ୍ତି (Celtic) ପ୍ୟାରିସର ସ୍ଥାପନା କରିଥିଲେ । ପାରିସି ନାମାନୁସାରେ ସହରଟିର ନାମ ପ୍ୟାରିସ ହେଲା । ୧୨ଶ ଶତାବ୍ଦୀ ସୁଦ୍ଧା ପ୍ୟାରିସ, ପଶ୍ଚିମ ଦେଶଗୁଡ଼ିକ ଭିତରେ (western world) ବିଶାଳତମ ସହର ତଥା ଏକ ସମୃଦ୍ଧ ବାଣିଜ୍ୟ କେନ୍ଦ୍ର ଥିଲା । ସେତେବେଳ ସୁଦ୍ଧା ବିଶ୍ୱର ପ୍ରାଚୀନ ବିଶ୍ୱବିଦ୍ୟାଳୟମାନଙ୍କ ଭିତରୁ ଅନ୍ୟତମ ୟୁନିଭର୍ସିଟି ଅଫ୍ ପ୍ୟାରିସର ପ୍ରତିଷ୍ଠା ହୋଇସାରିଥିଲା । ୧୭ଶ ଶତାବ୍ଦୀ ବେଳକୁ ଏହା ଇଉରୋପର ପ୍ରମୁଖ ଅର୍ଥନୈତିକ, ବାଣିଜିକ, ଫ୍ୟାସନ, ବିଜ୍ଞାନ ଏବଂ କଳାର କେନ୍ଦ୍ର ପାଲଟି ଯାଇଥିଲା, ଯାହାକି ଆଜି ପର୍ଯ୍ୟନ୍ତ ବଜାୟ ରହିଛି ।

ଇତିହାସ

ଭୂଗୋଳ

Panorama of Paris as seen from the Eiffel Tower as full 360-degree view.
Panoramic view over the western side of Paris, at dusk, from the top of the Tour Montparnasse.

ଆଧାର

ବାହାର ଲିଙ୍କ

Tags:

ପ୍ୟାରିସ ଇତିହାସପ୍ୟାରିସ ଭୂଗୋଳପ୍ୟାରିସ ଆଧାରପ୍ୟାରିସ ବାହାର ଲିଙ୍କପ୍ୟାରିସ

🔥 Trending searches on Wiki ଓଡ଼ିଆ:

ଭାରତଲୋକ ସଭାଇବାଣ୍ଡ୍ରୋନିକ ଏସିଡଯଶୋବନ୍ତ ଦାସଓଡ଼ିଆ କାବ୍ୟ କବିତାଓଡ଼ିଶା ଆଦର୍ଶ ବିଦ୍ୟାଳୟ୧୭୩୬ପ୍ରେମଏ. ପି. ଜେ. ଅବଦୁଲ କଲାମବୌଦ୍ଧ ଧର୍ମଇରା ମହାନ୍ତିଅଟିଜିମ୍‌ରାଜ ଯୋଗବିଅରରାଶି ଓ ନକ୍ଷତ୍ରରଜଉତ୍କଳ ଦୀପିକାସମ୍ବଲପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ପ୍ରଧାନ ପୃଷ୍ଠାଆମ୍ବବିଜୟ ମିଶ୍ରଚଇତି ଘୋଡ଼ା ନାଚବନ୍ଦେ ମାତରମପ୍ରଦୀପ କୁମାର ପଣ୍ଡା୨୩ ଅପ୍ରେଲଗାର୍ଗୀ ମହାନ୍ତିକିଶୋରୀ ଚରଣ ଦାସ୬ ଫେବୃଆରୀକାକଟପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ମଙ୍ଗଳା ମନ୍ଦିରwiki.phtmlଅର୍ଜୁନ ଗଛତପସ୍ୱିନୀବ୍ୟାସଦେବଓଡ଼ିଆ ଭାଷାନବକଳେବରଚାଣକ୍ୟକରଣ (ଜାତି)୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନଚକ୍ରଧର ବେହେରାଇଣ୍ଡିଆନ ପ୍ରିମିଅର ଲିଗନବୀନ ପଟ୍ଟନାୟକସାଦୃଶ୍ୟଯକୃତମୀନ (ମାସ)ହେଲୋ ନେଟୱର୍କରାମାୟଣଦୀନକୃଷ୍ଣ ଦାସମଧୁମେହମାୟାଧର ମାନସିଂହ୪ ଅପ୍ରେଲମହେନ୍ଦ୍ରଗିରିପ୍ରଥମ ବିଶ୍ୱଯୁଦ୍ଧଜଳ ପ୍ରଦୂଷଣରାମଚନ୍ଦ୍ର ବେହେରାଜ୍ଞାନକୋଷପ୍ରୀତି ପାଣିଗ୍ରାହୀଚତୁର ବିନୋଦରାଧାନାଥ ରାୟଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟସଙ୍କୀର୍ତ୍ତନଫକୀର ମୋହନ ସେନାପତିମିନତି ମିଶ୍ରମଧୁସୂଦନ ରାଓଔଷଧୀୟ ଗଛଲତାମାନଙ୍କର ତାଲିକାଭାରତର ରାଷ୍ଟ୍ରପତି ମାନଙ୍କର ତାଲିକା୨୯ ଅପ୍ରେଲ🡆 More