ସାରଙ୍ଗଧର କାଡ୍ରାକା: ଓଡ଼ିଆ ରାଜନୀତିଜ୍ଞ

ସାରଙ୍ଗଧର କାଡ୍ରାକା (ଜନ୍ମ: ୪ ଜାନୁଆରୀ ୧୯୪୯) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଛନ୍ତି । ୧୯୯୦ ଓ ୨୦୦୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବିଷମ କଟକ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୦ମ ଓ ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ସାରଙ୍ଗଧର କାଡ୍ରାକା
ସାରଙ୍ଗଧର କାଡ୍ରାକା: ଓଡ଼ିଆ ରାଜନୀତିଜ୍ଞ
ବିଧାୟକ: ୧୨ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୦ – ୨୦୦୪
ପୂର୍ବ ଅଧିକାରୀଡମ୍ବରୁଧର ଉଲାକା
ପର ଅଧିକାରୀଡମ୍ବରୁଧର ଉଲାକା
ନିର୍ବାଚନ ମଣ୍ଡଳୀବିଷମ କଟକ
ବିଧାୟକ: ୧୦ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୦ – ୧୯୯୫
ପୂର୍ବ ଅଧିକାରୀଡମ୍ବରୁଧର ଉଲାକା
ପର ଅଧିକାରୀଡମ୍ବରୁଧର ଉଲାକା
ନିର୍ବାଚନ ମଣ୍ଡଳୀବିଷମ କଟକ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1949-01-04) ୪ ଜାନୁଆରୀ ୧୯୪୯ (ବୟସ ୭୫)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଜନତା ଦଳ
ଜୀବନ ସାଥୀନିରୁପମା କାଡ୍ରାକା
ସନ୍ତାନ
ବାପା/ବୋଉମାଳତୀ ନାୟକ କାଡ୍ରାକା
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା

ସାରଙ୍ଗଧର କାଡ୍ରାକା ୧୯୪୯ ମସିହାର ଜାନୁଆରୀ ୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ମାଳତୀ ନାୟକ କାଡ୍ରାକା ଓ ପତ୍ନୀଙ୍କ ନାମ ନିରୁପମା କାଡ୍ରାକା ।

ରାଜନୈତିକ ଜୀବନ

ସାରଙ୍ଗଧର କାଡ୍ରାକା ଓଡ଼ିଶା ରାଜନୀତିରେ ପ୍ରଥମେ ଜନତା ଦଳର ଓ ପରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଛନ୍ତି ।

ଆଧାର

Tags:

ଓଡ଼ିଆ ଲୋକଓଡ଼ିଶା ବିଧାନ ସଭାବିଷମ କଟକ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

🔥 Trending searches on Wiki ଓଡ଼ିଆ:

ଯୁଗଳ କିଶୋର ପଟ୍ଟନାୟକ୧୯୯୩ଅପର୍ଣ୍ଣା ବାସ୍ତାରେରାଜନୀତି ବିଜ୍ଞାନ୧୬୧୬ଘାତକ ତିମିମାଳତୀ ଚୌଧୁରୀସୁଦାମ ମାରାଣ୍ଡିଶାରଳା ପୁରସ୍କାରୟୁନିଫର୍ମ ରିସୋର୍ସ ଲୋକେଟରଅଚ୍ୟୁତାନନ୍ଦ ଦାସକୁନ୍ତଳା କୁମାରୀ ସାବତପାରାସେଟାମୋଲନବୀନ ପଟ୍ଟନାୟକଯକ୍ଷ୍ମାଭାରତୀୟ ମୁଦ୍ରା୧୯ ମାର୍ଚ୍ଚଜଣ୍ଡିସ୍ପେରିକାର୍ଡ଼ାଇଟିସଅବକାଶ ବେଶଲିଙ୍ଗରାଜ ମନ୍ଦିରଲକ୍ଷ୍ମୀକାନ୍ତ ମହାପାତ୍ରମୟୂରଭଞ୍ଜ ଜିଲ୍ଲାପ୍ରଫୁଲ୍ଲ ସାମଲକାଳିନ୍ଦୀ ଚରଣ ପାଣିଗ୍ରାହୀ୨୫ ମାର୍ଚ୍ଚଓଡ଼ିଶାର ଇତିହାସଜେରୋଷ୍ଟୋମିଆଉଇକିମିଡ଼ିଆ ଫାଉଣ୍ଡେସନଯୀଶୁଅଭିମନ୍ୟୁସିଲିକନସୋମନାଥଅଲାରନାଥ ମନ୍ଦିରତେନ୍ତୁଳିମହିମା ଧର୍ମଫେସବୁକପୁରାଣ୧୪୦୭ସେରେବ୍ରାଲ ଆନିଉରିଜ୍ମଓଡ଼ିଶାର ଦୋଳଯାତ୍ରାଚୀନ୧୫୮୧ସୁଭାଷ ଚନ୍ଦ୍ର ବୋଷବଳଭଦ୍ର ମାଝୀପାର୍ବତୀ ଘୋଷଲୋମୁଷ୍ଟାଇନରାଉରକେଲାବାଜି ରାଉତଜଗନ୍ନାଥଙ୍କ ବେଶଦୀନକୃଷ୍ଣ ଦାସବସ୍ତା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବାରାକ ଓବାମା୦ (ସଂଖ୍ୟା)ଚିଲିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ସଚ୍ଚିଦାନନ୍ଦ ରାଉତରାୟଶ୍ରୀରାଧାରମଣ ମହର୍ଷିବିଶ୍ୱନାଥ କରଭାରତୀୟ ଜନତା ପାର୍ଟିସଂଗୀତରାଧାନାଥ ରାୟଦଶାବତାରରାମଶଙ୍କର ରାୟଆନ୍ତର୍ଜାତିକ ମହିଳା ଦିବସପଠାଣି ସାମନ୍ତମଧ୍ୟ ପ୍ରଦେଶଉପେନ୍ଦ୍ର ଭଞ୍ଜଗୋବିନ୍ଦ ଚନ୍ଦ୍ର ଦାସମାଉସୀ ମା’ ମନ୍ଦିର🡆 More