ଡମ୍ବରୁଧର ଉଲାକା: ଓଡ଼ିଆ ରାଜନୀତିଜ୍ଞ

ଡମ୍ବରୁଧର ଉଲାକା (ଜନ୍ମ: ୧ ଜୁଲାଇ ୧୯୩୭) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସାତ ଥର କାର୍ଯ୍ୟ କରିଛନ୍ତି । ୧୯୯୦ ଓ ୨୦୦୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବିଷମ କଟକ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୩ଶ ଓ ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଡମ୍ବରୁଧର ଉଲାକା
ଡମ୍ବରୁଧର ଉଲାକା: ଜନ୍ମ, ପରିବାର ଓ ଶିକ୍ଷା, ରାଜନୈତିକ ଜୀବନ, ଆଧାର
ବିଧାୟକ: ୧୩ଶ, ୧୪ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୪ – ୨୦୧୪
ପୂର୍ବ ଅଧିକାରୀଡମ୍ବରୁଧର ଉଲାକା
ପର ଅଧିକାରୀଡମ୍ବରୁଧର ଉଲାକା
ନିର୍ବାଚନ ମଣ୍ଡଳୀବିଷମ କଟକ
ବିଧାୟକ: ୧୧ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୦ – ୨୦୦୦
ପୂର୍ବ ଅଧିକାରୀଡମ୍ବରୁଧର ଉଲାକା
ପର ଅଧିକାରୀଡମ୍ବରୁଧର ଉଲାକା
ନିର୍ବାଚନ ମଣ୍ଡଳୀବିଷମ କଟକ
ବିଧାୟକ: ୬ଷ୍ଠ, ୭ମ, ୮ମ, ୯ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୪ – ୧୯୯୦
ପୂର୍ବ ଅଧିକାରୀଡମ୍ବରୁଧର ଉଲାକା
ପର ଅଧିକାରୀଡମ୍ବରୁଧର ଉଲାକା
ନିର୍ବାଚନ ମଣ୍ଡଳୀବିଷମ କଟକ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1937-07-01) ୧ ଜୁଲାଇ ୧୯୩୭ (ବୟସ ୮୬)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
କଂଗ୍ରେସ (ଇ)
ଜୀବନ ସାଥୀଯଶୋଦା ଉଲାକା
ସନ୍ତାନ
ବାପା/ବୋଉଶ୍ୟାମଘନ ଉଲାକା
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା

ଡମ୍ବରୁଧର ଉଲାକା ୧୯୩୭ ମସିହାର ଜୁଲାଇ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଶ୍ୟାମଘନ ଉଲାକା ଓ ପତ୍ନୀଙ୍କ ନାମ ଯଶୋଦା ଉଲାକା । ତାଙ୍କ ବାପା ଜଣେ ରାଜନେତା, ଯିଏକି ୧ମ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ ।

ରାଜନୈତିକ ଜୀବନ

ଡମ୍ବରୁଧର ଉଲାକା ଓଡ଼ିଶା ରାଜନୀତିରେ କଂଗ୍ରେସ (ଇ) ଓ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ସାତ ଥର କାର୍ଯ୍ୟ କରିଛନ୍ତି । ୧୯୮୫ରୁ ୧୯୮୯ ପର୍ଯ୍ୟନ୍ତ ସେ ଓଡ଼ିଶା ବିଧାନ ସଭାରେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।

ବିଧାନ ସଭା ସଭ୍ୟ ବିବରଣୀ

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୭୪ ୧୯୭୭ ସଭ୍ୟ, ୬ଷ୍ଠ ଓଡ଼ିଶା ବିଧାନ ସଭା ବିଷମ କଟକ ଭାରତୀୟ ଜାତୀୟ କଂଗ୍ରେସ
୧୯୭୭ ୧୯୮୦ ସଭ୍ୟ, ୭ମ ଓଡ଼ିଶା ବିଧାନ ସଭା ବିଷମ କଟକ ଭାରତୀୟ ଜାତୀୟ କଂଗ୍ରେସ
୧୯୮୦ ୧୯୮୫ ସଭ୍ୟ, ୮ମ ଓଡ଼ିଶା ବିଧାନ ସଭା ବିଷମ କଟକ କଂଗ୍ରେସ (ଇ)
୧୯୮୫ ୧୯୯୦ ସଭ୍ୟ, ୯ମ ଓଡ଼ିଶା ବିଧାନ ସଭା ବିଷମ କଟକ ଭାରତୀୟ ଜାତୀୟ କଂଗ୍ରେସ
୧୯୯୫ ୨୦୦୦ ସଭ୍ୟ, ୧୧ଶ ଓଡ଼ିଶା ବିଧାନ ସଭା ବିଷମ କଟକ ଭାରତୀୟ ଜାତୀୟ କଂଗ୍ରେସ
୨୦୦୪ ୨୦୦୯ ସଭ୍ୟ, ୧୩ଶ ଓଡ଼ିଶା ବିଧାନ ସଭା ବିଷମ କଟକ ଭାରତୀୟ ଜାତୀୟ କଂଗ୍ରେସ
୨୦୦୯ ୨୦୧୪ ସଭ୍ୟ, ୧୪ଶ ଓଡ଼ିଶା ବିଧାନ ସଭା ବିଷମ କଟକ ଭାରତୀୟ ଜାତୀୟ କଂଗ୍ରେସ

ଆଧାର

Tags:

ଡମ୍ବରୁଧର ଉଲାକା ଜନ୍ମ, ପରିବାର ଓ ଶିକ୍ଷାଡମ୍ବରୁଧର ଉଲାକା ରାଜନୈତିକ ଜୀବନଡମ୍ବରୁଧର ଉଲାକା ଆଧାରଡମ୍ବରୁଧର ଉଲାକାଓଡ଼ିଆ ଲୋକଓଡ଼ିଶା ବିଧାନ ସଭାବିଷମ କଟକ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୧୩ଶ ଓଡ଼ିଶା ବିଧାନ ସଭା

🔥 Trending searches on Wiki ଓଡ଼ିଆ:

ଆମାଜନ ନ‌ଦୀନିତ୍ୟାନନ୍ଦ ଶତପଥୀଜଗଦୀଶ ମହାନ୍ତିଦିଲ୍ଲୀ୧ ଅକ୍ଟୋବରରାଧାନାଥ ରାୟଆହମ୍ମଦୀୟସ୍ୱାମୀ ବିବେକାନନ୍ଦସମଲେଶ୍ୱରୀ ମନ୍ଦିରନୂଆଖାଇସର୍ବିଆସଲମାନ ଖାଁପୁରୀସମ୍ବଲପୁରୀ ଭାଷାଅକ୍ଷୟ ତୃତୀୟାମହାତ୍ମା ଗାନ୍ଧୀଯୁକ୍ତରାଷ୍ଟ୍ର ଆମେରିକାଯଶୋବନ୍ତ ଦାସବିରଞ୍ଚି ନାରାୟଣ ମନ୍ଦିର, ବୁଗୁଡ଼ାଆଧୁନିକ କଥା ସାହିତ୍ୟ (ଉପନ୍ୟାସ)ତାରିଣୀ ମନ୍ଦିର, ଘଟଗାଁସାମବେଦଓଡ଼ିଶାର ପର୍ବପର୍ବାଣିଜୟପୁର, ରାଜସ୍ଥାନକଳିଙ୍ଗ ଯୁଦ୍ଧସୁକନ୍ୟା ସମୃଦ୍ଧି ଯୋଜନାଅଙ୍ଗାରକହାଡ଼ଫୁଟିକମ୍ପ୍ୟୁଟର ବିଜ୍ଞାନକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାମୟୂରଭଞ୍ଜ ଜିଲ୍ଲାପଠାଣି ସାମନ୍ତଜନ ଗଣ ମନକାଳିନ୍ଦୀ ଚରଣ ପାଣିଗ୍ରାହୀନମିତା ଅଗ୍ରୱାଲସାରଳା ଦାସନନ୍ଦିନୀ ଶତପଥୀସାତକଡ଼ି ହୋତା୨ ଜାନୁଆରୀଭଦ୍ରକଜଗନ୍ନାଥଙ୍କ ଧୂପଅଶୋକ (ସମ୍ରାଟ)ହରପ୍ପା ସଭ୍ୟତା୧୧ ମାର୍ଚ୍ଚଶାରଳା ପୁରସ୍କାରଟାଇଫଏଡ୧୯୮୧ଓଡ଼ିଶାର ମାପ ବ୍ୟବସ୍ଥାହରେକୃଷ୍ଣ ବେହେରାଫୁଲ୍ଲୋରି ଓଷାଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାଆକବରଅଳେଇଚଭୁବନେଶ୍ୱରଏ. ପି. ଜେ. ଅବଦୁଲ କଲାମମନୋଜ ଦାସଭକ୍ତ ଚରଣ ଦାସ୧୯୭୭ଅଷ୍ଟଭୁଜସର୍ବପଲ୍ଲୀ ରାଧାକୃଷ୍ଣନଯକୃତଭଗବତ ଗୀତାଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ🡆 More