ବିଧାନ ସଭା ନିର୍ବାଚନ ମଣ୍ଡଳୀ ବିଷମ କଟକ

ବିଷମ କଟକ (କ୍ରମିକ ସଂଖ୍ୟା: ୧୩୯) ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ବିଷମ କଟକ ବ୍ଳକ, ମୁନିଗୁଡ଼ା ବ୍ଳକ, କୋଲନାରା ବ୍ଳକ, ଓ କଲ୍ୟାଣସିଂହପୁର ବ୍ଳକ ।

ବିଷମ କଟକ ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୨,୦୫,୭୦୨
ଜିଲ୍ଲା: ରାୟଗଡ଼ା
ଲୋକ ସଭା ନିର୍ବାଚନ ମଣ୍ଡଳୀ: କୋରାପୁଟ
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଜଗନ୍ନାଥ ସାରକା ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଡମ୍ବରୁଧର ଉଲାକାଙ୍କଠାରୁ ୨୯୧୮୬ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।

ଗତ ୨୦୦୯ ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଡମ୍ବରୁଧର ଉଲାକା, ବିଜୁ ଜନତା ଦଳ ପ୍ରାର୍ଥୀ ଜଗନ୍ନାଥ ସରକାଙ୍କଠାରୁ ୩୪୯ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।

ନିର୍ବାଚିତ ବିଧାୟକଗଣ

୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୪ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ:

  • ୨୦୧୯: ଜଗନ୍ନାଥ ସାରକା (ବିଜଦ)
  • ୨୦୧୪: ଜଗନ୍ନାଥ ସାରକା (ବିଜଦ)
  • ୨୦୦୯: (୧୩୯): ଡମ୍ବରୁଧର ଉଲାକା (କଂଗ୍ରେସ)
  • ୨୦୦୪: (୮୧): ଡମ୍ବରୁଧର ଉଲାକା (କଂଗ୍ରେସ)
  • ୨୦୦୦: (୮୧): ସାରଙ୍ଗଧର କାଡ୍ରାକା (ବିଜଦ)
  • ୧୯୯୫: (୮୧): ଡମ୍ବରୁଧର ଉଲାକା (କଂଗ୍ରେସ)
  • ୧୯୯୦: (୮୧): ସାରଙ୍ଗଧର କାଡ୍ରାକା (ଜନତା ଦଳ)
  • ୧୯୮୫: (୮୧): ଡମ୍ବରୁଧର ଉଲାକା (କଂଗ୍ରେସ)
  • ୧୯୮୦: (୮୧): ଡମ୍ବରୁଧର ଉଲାକା (କଂଗ୍ରେସ-ଇ)
  • ୧୯୭୭: (୮୧): ଡମ୍ବରୁଧର ଉଲାକା (କଂଗ୍ରେସ)
  • ୧୯୭୪: (୮୧): ଡମ୍ବରୁଧର ଉଲାକା (କଂଗ୍ରେସ)
  • ୧୯୭୧: (୭୭): ପ୍ରସକା ଶ୍ରୀପତି (ସ୍ୱତନ୍ତ୍ର)
  • ୧୯୬୭: (୭୭): ବିଶ୍ୱନାଥ ଚୌଧୁରୀ (ସ୍ୱତନ୍ତ୍ର)
  • ୧୯୬୧: (୧୨): ବିଶ୍ୱନାଥ ଚୌଧୁରୀ (ଗଣ ପରିଷଦ)
  • ୧୯୫୧: (୮): ଶ୍ୟାମଘନ ଉଲାକା (ଗଣ ପରିଷଦ)

୨୦୦୯ ନିର୍ବାଚନ ଫଳାଫଳ

୨୦୦୯ ବିଧାନ ସଭା ନିର୍ବାଚନ, ବିଷମ କଟକ
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
କଂଗ୍ରେସ ଡମ୍ବରୁଧର ଉଲାକା ୪୭,୫୫୫ ୩୪.୫୦ -
ବିଜଦ ଜଗନ୍ନାଥ ସରକା ୪୭,୨୦୬ ୩୪.୨୪ -
ବସପା ସୁବର୍ଦନୀ ୱଡ଼କା ୧୪,୦୭୪ ୧୦.୨୧ -
ଭାଜପା ବିଦୁଲତା ହୁଇକା ୭,୭୮୫ ୫.୬୫ -
ସ୍ୱାଧୀନ ସାରଙ୍ଗଧର କଡ଼ର୍କା ୬,୧୮୪ ୪.୪୯ -
ସ୍ୱାଧୀନ ଶ୍ରୀଧର କୋରଡ଼ା ୪,୬୬୧ ୩.୩୮ -
ସ୍ୱାଧୀନ ହୀରାଧର ଜଗରଙ୍ଗା ୪,୧୪୫ ୩.୦୧ -
ସିପିଆଇ(ମାଲେ) ଲିବରେସନ ଘାସିରାମ ପ୍ରସ୍କା ୩,୪୭୩ ୨.୫୨ -
ସମୃଦ୍ଧ ଓଡ଼ିଶା ଗୋପି କୋଣ୍ଡାଗରି ୨,୭୭୭ ୨.୦୧ -
ଭୋଟ ବ୍ୟବଧାନ ୩୪୯ ୦.୨୫* -
ମତଦାନ ହାର ୧,୩୭,୮୬୧ ୭୧.୩୯ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ଆଧାର

Tags:

ଓଡ଼ିଶା ବିଧାନ ସଭାଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାରାୟଗଡ଼ା ଜିଲ୍ଲା

🔥 Trending searches on Wiki ଓଡ଼ିଆ:

ଭାରତୀୟ ଭୋଜନଚିକୁନ‌ଗୁନିଆନେପୋଲିୟନ ବୋନାପାର୍ଟମାନବ ଅଧିକାରର ସାର୍ବଜନୀନ ଘୋଷଣାଓଡ଼ିଆ ଲିପିଜ୍ଞାନପୀଠ ପୁରସ୍କାରଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାହରପ୍ପା ସଭ୍ୟତାଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟସାରଳା ମହାଭାରତ୧୪୦୧୧୫ ମାର୍ଚ୍ଚଗଣିତ୨୦୨୪ ଓଡ଼ିଶା ବିଧାନସଭା ନିର୍ବାଚନତୁଳସୀ ଚଉରାଗୁରୁବାରଭୋଦେଇ ଓଷାଦେଶଓଡ଼ିଶାର ଦୋଳଯାତ୍ରାବିଭୂତି ଭୂଷଣ ବଳବନ୍ତରାୟରବି ସିଂହ ମାଝିଗୋପବନ୍ଧୁ ଦାସବଣ୍ଡା ଜନଜାତିସଂଘମିତ୍ରା ମିଶ୍ରଦଣ୍ଡ ନାଟଇନଷ୍ଟାଗ୍ରାମବରଗଛସାଲେଜ୍ ହାନ୍ସଡାଅଭିମନ୍ୟୁ ସାମନ୍ତସିଂହାରଜଳବାୟୁଇଣ୍ଟରନେଟ୍ ଅଫ୍ ଥିଙ୍ଗ୍ସକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାପରିବାରଶନିDarifenacinଦେବୀପ୍ରସନ୍ନ ପଟ୍ଟନାୟକଜଗନ୍ନାଥ ଦାସଫକୀର ମୋହନ ସେନାପତିରବୀନ୍ଦ୍ରନାଥ ଠାକୁରଗାୟତ୍ରୀ ସରାଫରାଜେନ୍ଦ୍ର କିଶୋର ପଣ୍ଡାମହାଦେଶକୁମ୍ଭ (ରାଶି)ଆରବ ସାଗରଅପରିମେୟ ସଂଖ୍ୟାବିଶ୍ୱ ନାଟ୍ୟ ଦିବସ୧୫୭୯ନବକଳେବରଚନ୍ଦ୍ରଶେଖର ରଥଭଗବତ ଗୀତାମକାଉତ୍କଳ ଦିବସଆଚାର୍ଯ୍ୟ ହରିହର୧୯୮୧କବିସୂର୍ଯ୍ୟ ବଳଦେବ ରଥଜୀବସାର୨୧ଇନ୍‌ଫ୍ଲୁଏଞ୍ଜାମାଳତୀ ଚୌଧୁରୀଦି ଓ୍ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ତପସ୍ୱିନୀରାଜନୀତି ବିଜ୍ଞାନସୁରେନ୍ଦ୍ର ନାୟକ🡆 More