ସୁରେନ୍ଦ୍ର ନାୟକ: ଓଡ଼ିଆ ଔପନ୍ୟାସିକ

ସୁରେନ୍ଦ୍ର ନାୟକ (ଜନ୍ମ: ୯ ଜାନୁଆରୀ ୧୯୩୦) ଜଣେ ଓଡ଼ିଆ ଔପନ୍ୟାସିକ, କବି, କଥାକାର, ନିବନ୍ଧକାର ଓ ସମ୍ଭକାର । ସେ ୨୦୦୫ ମସିହାରେ ତାଙ୍କ ରଚିତ ଉପନ୍ୟାସ ବିବର୍ଣ୍ଣ ପୃଥିବୀ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ନାନା ଅର୍ଥନୀତିକ ଓ ବୈଷୟିକ ନିବନ୍ଧକାର ଭାବରେ ଆଶୀର୍ବାଦ ପ୍ରକାଶନଦ୍ୱାରା ସେ ମାୟାଧର ମାନସିଂହ ସମ୍ମାନରେ ସମ୍ମାନିତ ହୋଇଥିଲେ ।

ସୁରେନ୍ଦ୍ର ନାୟକ
ଜନ୍ମ
ସୁରେନ୍ଦ୍ର ନାୟକ

(1930-01-09) ୯ ଜାନୁଆରୀ ୧୯୩୦ (ବୟସ ୯୪)
ଜାତୀୟତାଭାରତୀୟ
ଜାତୀୟତାଭାରତୀୟ
ବୃତ୍ତିଲେଖକ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ଉପନ୍ୟାସ)- ୨୦୦୫

ଜନ୍ମ, ଶିକ୍ଷା ଓ ଚାକିରୀ

ସୁରେନ୍ଦ୍ର ନାୟକ ୧୯୩୦ ମସିହା ଜାନୁଆରୀ ମାସ ୯ ତାରିଖରେ ମୟୂରଭଞ୍ଜ ଜିଲ୍ଲାର ତିଲିମାଠାରେ ଜନ୍ମଗ୍ରହଣ କରିଥିଲେ । ୧୯୫୨ ମସିହାରେ ସେ ପଶ୍ଚିମବଙ୍ଗର ଯାଦବପୁର ଇଂଜିନିୟରିଂ କଲେଜରୁ ସ୍ନାତକ କରିଥିଲେ । ଏହାପରେ ସେ ପ୍ରଥମେ ଭାରତ ସରକାରଙ୍କ ଅଧିନରେ ଚାକିରୀ କରିଥିଲେ ଏବଂ ପରେ ଓଡ଼ିଶା ସରକାରଙ୍କ ଅଧିନରେ କାର୍ଯ୍ୟ କରିଥିଲେ । ୧୯୮୮ ମସିହାରେ ସେ ମୁଖ୍ୟଯନ୍ତ୍ରୀ ଭାବରେ ଚାକିରୀରୁ ଅବସର ନେଇଥିଲେ ।

ରଚନାବଳୀ

  • ପଦ୍ମ ନଦୀର ଦେଶ
  • ବିବର୍ଣ୍ଣ ପୃଥିବୀ - ୨୦୦୨ (ମହାବୀର ପ୍ରକାଶନୀ)
  • ଭାରତର ଅର୍ଥନୈତିକ ବିକାଶ - ୨୦୦୧ (ସୁବର୍ଣ୍ଣରେଖା)
  • ଆକାଶ, ପୃଥିବୀ ଓ ଆମେ - ୨୦୦୩ (ସାହିତ୍ୟ ସଂଗ୍ରହ ପ୍ରକାଶନ)
  • ମୌସୁମୀ - ୨୦୦୧ (ସୁବର୍ଣ୍ଣରେଖା)
  • ଅରଣ୍ୟ ସାମ୍ରାଜ୍ୟ - ୧୯୯୭ (ସୁଧା ପ୍ରକାଶନ)
  • କାହାଣୀ ଏକ ଅରଣ୍ୟର - ୨୦୦୬ (ସୁବର୍ଣ୍ଣରେଖା)
  • ମନ ଅରଣ୍ୟ - ୨୦୦୪ (ସୁବର୍ଣ୍ଣରେଖା)
  • ମନର ଆକାଶରେ - ୧୯୯୯ (ଓଡ଼ିଶା ଲେଖକ ସମବାୟ ସମିତି ଲିଃ.)
  • ନିର୍ଜନ ଦ୍ୱୀପ - ୨୦୦୮ (ସ୍ୱସ୍ତିକ)
  • ସାୟାହ୍ନର ଛାୟା - ୨୦୧୦ (କାହାଣୀ)
  • ଗତି ଓ ପ୍ରଗତି - ୨୦୦୬ (ମହାବୀର ପ୍ରକାଶନୀ)
  • ଭଏସ୍ ଅଫ୍ ଉଇଜ୍‌ଡମ୍ - ୨୦୦୩
  • ମାୟାନଗରୀ

ଆଧାର

Tags:

ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

🔥 Trending searches on Wiki ଓଡ଼ିଆ:

ଚକ୍ଷୁ ପ୍ରତିସରଣ ଦୋଷଅନୁରାଧା ବିଶ୍ୱାଳଅଂକୋର୍ ୱାଟ୍ଏକାଦଶୀରୁକ୍ମଣୀଜୟପୁର, ରାଜସ୍ଥାନଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରରୋମାନିଆଦୁର୍ଗାମାଧବ ମିଶ୍ରଲାଟିନ ଭାଷାଉଇକିପିଡ଼ିଆଗୋଦାବରୀଶ ମହାପାତ୍ରରାସାୟନିକ ମୌଳିକଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିସରୋଜିନୀ ସାହୁବ୍ରହ୍ମା ମନ୍ଦିର, ବିନ୍ଦୁସାଗରବ୍ରଜନାଥ ରଥବଳରାମ ଦାସକାଳୀଚରଣ ପଟ୍ଟନାୟକତରୁଣକାନ୍ତି ମିଶ୍ରଭୀମା ଭୂଇଁଆଚୀନଗ୍ରହବଣ୍ଡା ଜନଜାତିହନୁମାନ ଚାଳିଶାବିପିନ ବିହାରୀ ମିଶ୍ରପଟ୍ଟଚିତ୍ରମୋଗଲ ସାମ୍ରାଜ୍ୟରାଜନୀତି ବିଜ୍ଞାନଦ୍ରୌପଦୀ ମୁର୍ମୁ୧୯୮୯ଗୋବିନ୍ଦ ତ୍ରିପାଠୀଶ୍ରୀନିବାସ ରାମାନୁଜନକୃଷ୍ଣଚନ୍ଦ୍ର ପାଣିଗ୍ରାହୀକେନ୍ଦ୍ରାପଡ଼ାବାଲିଗୁଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କେଟୋପ୍ରୋଫେନଉପେନ୍ଦ୍ର ଭଞ୍ଜ୧୯ ଜାନୁଆରୀଓଣମସାନ୍ତାଳ ଜନଜାତିବଲାଙ୍ଗୀର ଜିଲ୍ଲାଉଦୟଗିରି ଓ ଖଣ୍ଡଗିରି ଗୁମ୍ଫାଇନ୍ଦ୍ରଦଣ୍ଡ ନାଟବକ୍ସି ଜଗବନ୍ଧୁପୁରୀ୨୬ ଅପ୍ରେଲତାରକାସୁରବଳଦେବଜୀଉ ମନ୍ଦିରଓଡ଼ିଆ ଭାଷାରାମକୃଷ୍ଣ ପରମହଂସଅଙ୍ଗାରକଦିଲ୍ଲୀ୨୬ ଜାନୁଆରୀସୁସ୍ମିତା ରଥ୨ ମାର୍ଚ୍ଚରେବତୀ (କ୍ଷୁଦ୍ରଗଳ୍ପ)ସନ୍ଧିପଦଭୂମିକମ୍ପଭାରତୀୟ ସମ୍ବିଧାନକୋଣାର୍କ୧୯୬୯ସ୍ୱର ବର୍ଣ୍ଣଲାଲ କିଲ୍ଲାପୋତାଗଡ଼ଲକ୍ଷ୍ମୀନାରାୟଣ ସାହୁଓଡ଼ିଶାର ଲୋକକଳାଓଡ଼ିଶା ବିଧାନ ସଭା🡆 More